ମଦ ବୋତଲ ଓ ଇଟାରେ ସାଙ୍ଗକୁ ହତ୍ୟା
ଝାରସୁଗୁଡ଼ା,୫/୧୧(ଏସଏସନିୟୁଜ)ଦୀପାବଳି ରାତିରେ ଝାରସୁଗୁଡ଼ାର ବଡ଼ମାଲ ଥାନା କୁମ୍ଭାରୀ କେମ୍ପପଡା ଠାରେ ମଦ ପିଇ ବଚସାକୁନେଇ ଏକ ହତ୍ୟାକାଣ୍ଡ ଘଟିଛି ।ଏଥିରେ କୁମ୍ଭାରୀ ଗ୍ରାମର ଟ୍ରକ ଡ୍ରାଇଭର ଯତିଶ ସାହୁ ମୃତ୍ୟୁବରଣ କରିଛନ୍ତି । ଯତିଶ ତାର କେତେଜଣ ସାଙ୍ଗ ମିଶି ମଦ୍ୟପାନ କରିବା ପରେ ସେମାନଙ୍କ ମଧ୍ୟରେ ବଚସା ହୋଇଥିଲା।ଏହାପରେ ସାଙ୍ଗମାନେ ଯତିଶଙ୍କୁ ବିଅର ବୋତଲ ଓ ଇଟାରେ ମୁଣ୍ଡକୁ ଫଟାଇ ଦେଇ ରକ୍ତାତ କରି ଫେରାର ହୋଇଯାଇଥିଲେ।ଯନ୍ତ୍ରଣାରେ ଛଟପଟ ହେଉଥିବାବେଳେ ପଥଚାରୀ ଦେଖି ପୋଲିସକୁ ଖବରଦେଇଥିଲେ […]