Browsing category

ଅପରାଧ

ବୋମା ମାଡ଼ ଘଟଣାରେ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୫ ଗିରଫ

କେନ୍ଦୁଝର,୧୪/୧୦(ଏସଏସନିୟୁଜ)ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀଙ୍କ ଗାଡ଼ି ଉପରକୁ ଗତ ରବିବାର ଦିନ କେନ୍ଦୁଝର ଟାଉନ୍ ଥାନା ମଣ୍ଡୁଆ ନିକଟ ଅରଡେଇ ବ୍ରିଜ ନିକଟରେ ହେଇଥିବା ବୋମାମାଡ଼ ଘଟଣାରେ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୫ ଗିରଫ କରିଛି କେନ୍ଦୁଝର ପୋଲିସ । ସେମାନେ ହେଲେ ପ୍ରତାପ ରାଉତ,ବିଦ୍ୟାଧର ପରିଡ଼ା, ମୋନମୋହନ ଦାସ, ଶରତ ଚନ୍ଦ୍ର ଜେନା ଓ ଶିକୁଲ ଶେଖ । ଏମାନଙ୍କ ଠାରୁ ୪ ଟି ମୋବାଇଲଫୋନ, ଗୋଟିଏ ବାଇକ .ଦୁଇଟି ଅଫୁଟା ବୋମା […]

ବାଲିଘାଟରୁ ମିଳିଲା ମୃତଦେହ

ବାରଙ୍ଗ,୧୪/୧୦(ଏସ ଏସ ନିୟୁଜ) ନରଣପୁର ବାଲିଘାଟ କୁଆଖାଇରୁ ଗୁରୁବାର ସକାଳେ ବାଦଲ ସାମଲ ନାମକ ବ୍ୟକ୍ତିଙ୍କର ମୃତଦେହ ଉଦ୍ଧାର ହୋଇଛି।ମୃତ ବ୍ୟକ୍ତି ହେଉଛନ୍ତିକୃଷ୍ଣଚନ୍ଦ୍ରପୁର ଗ୍ରାମର ବାଦଲ ସାମଲ(୬୫)। ସେ ମଙ୍ଗଳବାରଠାରୁ ନିଖୋଜ ଥିବାର ପରିବାର ଲୋକ ଗୋଡିସାହି ଫାଣ୍ଡିରେ ଅଭିଯୋଗ କରିଥିଲେ।ଗୁରୁବାର ସକାଳେ ସ୍ଥାନୀୟ ଲୋକ କୁଆଖାଇର ନରଣପୁର ବାଲିଘାଟ ପାଖରେ ଏକ ଶବ ଭାସୁଥିବାର ଦେଖି ପୋଲିସକୁ ଖବର ଦେଇଥିଲେ।ପୋଲିସ ଆସି ଏକ ଅପମୃତୁ ମାମଲା ରୁଜୁକରି ଶବକୁ ଜବତ କରି ବ୍ୟବଛେଦ ପାଇଁ ପଠାଇଛି।

ଜବତହେଲା ୨୫ଲକ୍ଷ ଟଙ୍କାର ବ୍ରାଉନସୁଗାର

ପୁରୀ, ୧୩/୧୦(ଏସ ଏସ ନିୟୁଜ) ପୁରୀ ଏସଟିଏଫ୨୫ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ କରିଛି ।ଏହି ଘଟଣାରେ ୫ଜଣଙ୍କୁ ଗିରଫ କରିଛି ।ସେମାନଙ୍କଠାରୁ ୨୫୦ଗ୍ରାମର ବ୍ରାଉନସୁଗାର ଜବତ କରାଯିବା ସହ ୧୧ଟି ମୋବାଇଲ ଫୋନ, ୫,୦୦୦ଟଙ୍କା, ୨ଟି ଏଟିଏମ/ଡେବିଟ କାର୍ଡ, ଗୋଟେ ବାଇକ ଏବଂ ଗୋଟେ କାର୍ ଜବତ କରିଛି ପୁଲିସ।ଗିରଫ ଯୁବକମାନେ ହେଲେ ଧୀରେନ୍ଦ୍ର ସାହୁ ଓରଫ ଟୁଟୁ, ସୁବ୍ରତ ଖୁଣ୍ଟିଆ, ସୁରଜ ପରିଡ଼ା, ମାଧବ ମଣ୍ଡଳ ଓ ଆଦିତ୍ୟ ନାରାୟଣ ସ୍ବାଇଁ । ଗତକାଲି ବ୍ରାଉନସୁଗାର […]

ସିଲ୍ ହେଲା ରେଷ୍ଟୁରାଣ୍ଟ

ଭୁବନେଶ୍ୱର, ୧୩/୧୦(ଏସ ଏସ ନିୟୁଜ) ରାଜ୍ୟ ସରକାର ପାର୍ବଣସମୟରେ କରୋନା ସଂକ୍ରମଣକୁ ରୋକିବା ନେଇ ବିଶେଷ କରି କଟକ ଏବଂ ଭୁବନେଶ୍ୱରରେ ନାଇଟ କର୍ଫ୍ୟୁଲଗାଇଛନ୍ତି ।ଏହାସତ୍ୱେ ନିକୋ ପାର୍କ ନିକଟସ୍ଥ ନାଇନଥ୍ ଷ୍ଟ୍ରିଟ ରେଷ୍ଟୁରାଣ୍ଟରେ ନବରାତ୍ରରେ ଦାଣ୍ଡିଆ କାର‌୍ୟ୍ୟକ୍ରମ ଆୟୋଜନ ହୋଇଥିବାର ଅଭିଯୋଗ ହୋଇଥିଲା । ୧୩ ଏବଂ ୧୪ରେ ଦାଣ୍ଡିଆ ନାଇଟ ପାଇଁ ସୋସିଆଲ ମିଡିଆରେ ଆଗୁଆ ଟିକଟ ବୁକିଂ ପାଇଁ ବିଜ୍ଞାପନ ଦିଆଯାଇଥିଲା ।ଏହି ଖବରପାଇ ବିଏମସି ପକ୍ଷରୁ ନିକୋ ପାର୍କ ନିକଟସ୍ଥ ନାଇନଥ୍ […]

ଏଟିଏମ୍ ଗାଡ଼ି ଲୁଟ୍ ଘଟଣାର ପର୍ଦାଫାସ କଲା ପୋଲିସ

ଆଠଗଡ଼, ୧୩/୧୦(ଏସ ଏସ ନିୟୁଜ) ଏଟିଏମ୍ ଟଙ୍କା ଗାଡ଼ି ଲୁଟ୍ ଘଟଣାର ପର୍ଦାଫାସ କରିଛି ପୋଲିସ ।ଏହି ଘଟଣାରେ ସଂପୃକ୍ତ ଥିବା ୫ ଜଣଙ୍କ ମଧ୍ୟରୁ ୩ ଜଣଙ୍କୁ ପୋଲିସ ଗିରଫ କରି ଆଜି କୋର୍ଟଚାଲାଣ କରିଥିବାବେଳେ ୨ଜଣ ଅଭିଯୁକ୍ତ ଏବେବି ଫେରାର ରହିଥରାବବେଳେ ପୋଲିସ ତାଙ୍କୁ ଧରିବାକୁ ଉଦ୍ୟମ ଚଳାଇଛି ବୋଲି ଆଜି ଆଠଗଡ଼ ଏସ୍‌ଡିପିଓଙ୍କ କାର‌୍ୟ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ ସୂଚନା ଦେଇଛନ୍ତି। ଏଟିଏମ୍ ଗାଡ଼ି ଆଠଗଡ଼ ଓ […]

କଂଗ୍ରେସ ଭବନରେ ଦୁଇ ଥର ଭଙ୍ଗାରୁଜା

ଭୁବନେଶ୍ୱର,୧୩/୧୦(ଏସ ଏସ ନିଉଜ)ଆଜି ସକାଳେ ରାଜ୍ୟ କଂଗ୍ରେସ ଭବନରେ କିଛି ଯୁବକ ଅଫିସ ତାଲାଭାଙ୍ଗି କଂଗ୍ରେସ ସଭାପତିଙ୍କ ଚ୍ୟାମ୍ବରରେ ବ୍ୟାପକ ଭଙ୍ଗାରୁଜା କରି ପଳାଇଯାଇଛନ୍ତି । ଅଫିସ ଭିତରେ ଥିବା ଲକ୍ଷାଧିକ ଟଙ୍କାର ଜିନିଷ ପତ୍ର ଭଙ୍ଗାରୁଜା ହୋଇ ପଡିଛି ।ସମସ୍ତ ଜିନିଷ ଭାଙ୍ଗି ଏଣେ ତେଣେ ବିଛାଡି ହୋଇ ପଡିଛି । ଯୁବ କଂଗ୍ରେରେ ଗୋଷ୍ଠୀ ବିବାଦସହ କର୍ମୀ ଅସନ୍ତୁଷ୍ଟ କାରଣରୁ ଏପରି ହୋଇଥାଇପାରେ ବୋିଲି ଅନୁମାନ କରାଯାଉଛି। ତେବେକାହିଁକି ଭଙ୍ଗାରୁଜା ହେଲା,କିଏ ଓ କାହାର […]

ଜନ୍ମଦାତା ପିତା ନିଜ ଝିଅକୁ କଲା ଦୁଷ୍କର୍ମ

ମାଲକାନଗିରି,୧୨/୧୦(ଏସଏସନିୟୁଜ) ଜନ୍ମଦାତା ପିତା ନିଜ ଝିଅ ସହିତ ପାପ ସଂପର୍କ ରଖି ଗର୍ଭବତୀ ଗର୍ଭବତୀ କରିବା ସହ ଗର୍ଭପାତ କରାଇବାଭଳିି ଲଜ୍ଜାଜନକ ଘଟଣା ମାଲକାନଗିରି ଥାନା ଅଂଚଳରେ ଘଟିଛି ।ଏବିଷୟରେ ପୁଅଥାନାରେ ଅଭିଯୋଗ କରିବାପରେ ଘଟଣା ପଦାକୁ ଆସିଛି । ସ୍ଥାନୀୟ ଅଂଚଳର ଜଣେ ଯୁବକ ସହ ଝିଅଟିର ବାହାଘର ହୋଇଥିଲା ।ପରେ ସେହି ଯୁବକ ମାନସିକ ଅଗ୍ରସର ରହିବା ସହ କାମଧନ୍ଦା କରୁନଥିବାବେଳେ ଝିଅ ମଧ୍ୟ ମାନସିକ ଅଗ୍ରସର ବୋଲି ଜଣାପଡିଥିଲା । ଅଭିଯୁକ୍ତ ବାପାଝିଅକୁ […]

ଟଳିପଡିଲେ ୩ ମାଓବାଦୀ

ମାଲକାନଗିରି,୧୧/୧୦(ଏସ ଏସ ନିଇଜ) ମାଥିଲି ଥାନା ତୁଳସୀ ଫରେଷ୍ଟ ରେଞ୍ଜରେ ଗୁଳି ବିନିମୟ ରେ ୩ ମାଓବାଦୀ ନିହତ ହୋଇଛନ୍ତି ।ସେମାନଙ୍କ ମଧ୍ୟରେ ୨ ଜଣ ମହିଳା ଓ ଜଣେ ପୁରୁଷ ଥିବାର ଜଣାପଡିଛି ।ଏହାସହ ଘଟଣାସ୍ଥାଳରୁ ୨ଟି ବନ୍ଧୁକ ଜବତ କରାଯାଇଛି ।ଏନେଇ ସାମ୍ବାଦିକ ସମ୍ମିଳନୀରେ ଡିଜିପି ଅଭୟ ସୂଚନା ଦେଇଛନ୍ତି ।

ଭିଜିଲାନ୍ସ ଜାଲରେ କନିଷ୍ଠ କିରାଣି

ଭୁବନେଶ୍ୱର,୧୨/୧୦(ଏସ ଏସ ନିୟୁଜ) ସୁନ୍ଦରଗଡ଼ ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟର କନିଷ୍ଠ କିରାଣି ଶ୍ରୀକାନ୍ତ ହେତା ଭିଜିଜାଲ ହାତରେ ଧରପଡିଛନ୍ତି।ହାତୀ ଆକ୍ରମଣରେ ମୃତ ବ୍ୟକ୍ତିଙ୍କ କ୍ଷତିପୂରଣ ପାଇଁ ୧୦ ହଜାର ଟଙ୍କା ଲାଞ୍ଚ କାର୍ଯ୍ୟାଳୟ ରେ ମୃତ ଧରୋ ବାର୍ଲାଙ୍କପୁଅ ପାତ୍ରାସ ବାର୍ଲାଙ୍କ ଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ୍ ହାତରେ ଧରାପଡି ଗିରଫ ହୋଇଛନ୍ତି ଶ୍ରୀକାନ୍ତ ହେତା ।୨୦୧୯ରେ ବାଲିଶଙ୍କରା ବ୍ଲକ ଦେଓଭୁବନପୁରର ଧରୋ ବାର୍ଲାଙ୍କ ହାତୀ ଆକ୍ରମଣରେ ମୃତ୍ୟୁ ଘଟିଥିଲା […]

ୟୁଟର୍ଣ୍ଣ ମାରିଲେ ନେତା

୧-ରାଜ୍ୟ କ୍ୟାବିନେଟ୍‍ ବୈଠକ ; ଠିକା କର୍ମଚାରୀଙ୍କୁ ପୂଜା ଭେଟି, ପ୍ରଥମ ବର୍ଷରୁ ମିଳିବ ଅଧିକ ୫୦% ଦରମା ।ଚିକିତ୍ସା ସୁବିଧା ବି ମିଳିବ । ୨-ଆରସିବି ବିରୋଧରେ କେକେଆର ବିଜୟୀ । ଦ୍ୱିତୀୟ କ୍ୱାଲିଫାୟାର ଖେଳିବା ପାଇଁ ଟିକେଟ୍ ପକ୍କା । ବୁଧବାର ଦିଲ୍ଲୀ ସହ ହେବ ମୁକାବିଲା । ୩-ପିଲାଏ ପଢ଼ୁଛନ୍ତି ଅନ୍ଧବିଶ୍ୱାସର ପାଠ, ୪ର୍ଥ ଶ୍ରେଣୀ ବହିରେ ବଜ୍ରକାପ୍ତାକୁ ନେଇ ଭ୍ରମାତ୍ମକ ତଥ୍ୟ । ୪-ମନୀଷ ହତ୍ୟା ଘଟଣାର ଶୀଘ୍ର ରହସ୍ୟ ଉନ୍ମୋଚନ […]