Browsing category

ଅପରାଧ

ପ୍ରମାଣ ପାଇଲା ପୋଲିସ୍,ଗିରଫ ହେଲେ ୩

ଭୁବନେଶ୍ୱର,୧୬/୧୦(ଏସଏସନିୟୁଜ)ବହୁଚର୍ଚ୍ଚିତ ମନୀଷ ମୃତ୍ୟୁ ଘଟଣାରେ କମିଶନରେଟ୍ ପୋଲିସ୍ ୩ ଜଣ ଅଭିଯୁକ୍ତ ମନୀଷଙ୍କ ସାଙ୍ଗ ଙ୍କୁ ଗିରଫ କରିଥିବାର ଜଣାପଡିଛି । ତିନି ଜଣ ଅଭିଯୁକ୍ତ ହେଲେ ଅମ୍ରିତ ବିଶ୍ୱାଳ, ଦିନେଶ, ମୃତ୍ୟୁଞ୍ଜୟ । ହତ୍ୟା କରିବା ଓ ପ୍ରମାଣ ନଷ୍ଟ କରିଥିବା ଅଭିଯୋଗରେ ପୋଲିସ୍ ଏହି ତିନିଜଣଙ୍କୁ ଗିରଫ କରିଛି । ମନୀଷ ଆତ୍ମହତ୍ୟା କରିନାହାନ୍ତି, ହତ୍ୟା କରାଯାଇଥିବାର ପ୍ରମାଣ ମିଳିବା ପରେ ପୋଲିସ ଏମାନଙ୍କୁ ଗିରଫ କରିଛି ।

ଆରମ୍ଭରୁ ବିଭ୍ରାଟ

୧-ପାର୍ବଣ ଛୁଟି ପରେ ଖୋଲିବ ଅଷ୍ଟମ ଓ ଏକାଦଶ କ୍ଲାସ୍‌, ସ୍କୁଲ ଓ ଗଣଶିକ୍ଷା ବିଭାଗ ଜାରି କଲା SOP। ୨-କୋଭିଡ଼ ସଂକ୍ରମଣକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି, ଚଳିତ ବର୍ଷ ପାଳିବେନି ଜନ୍ମଦିନ। ଆଜି ୭୬ ବର୍ଷରେ ପଦାର୍ପଣ କରିବେ ନବୀନ। ୩-ଆରମ୍ଭରୁ ବିଭ୍ରାଟ, ନନ୍ଦନକାନନ ଟୟ ଟ୍ରେନରେ ଲାଗିଲା ନିଆଁ।ଅଗ୍ନିକାଣ୍ଡରୁ ଅଳ୍ପକେ ବର୍ତ୍ତିଲେ ୩୦ ପର୍ଯ୍ୟଟକ। ୪-ଓଡ଼ିଶାରେ ଏବେ ବାତ୍ୟା ନାହିଁ; ଲଘୁଚାପ ପ୍ରଭାବରେ ୧୭ଯାଏଁ ବର୍ଷା ସମ୍ଭାବନା। ୫-ଯାଜପୁର ବାଲିଚନ୍ଦ୍ରପୁର ବଜାରରୁ ମା’ […]

ଦଶହରାରେ ଫୁଟିଲା ଗୁଳି

ବେଗୁନିଆ,୧୫/୧୦(ଏସ ଏସ ନିୟୁଜ)ପବିତ୍ର ବିଜୟା ଦସମୀରେ ମା ଦୁର୍ଗାଙ୍କ ପୂଜାର୍ଚନା ଚାଲିଛି । ଯାହାକୁ ନେଇ ଚାରିଆଡେ ଉତ୍ସବ ମୁଖର । ଏହାରି ଭିତରେ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ନୂଆସାହିରେ ହୋଇଛି ଗୁଳିକାଣ୍ଡ । ଗୁଳିକାଣ୍ଡରେ ଗୁରୁତର ଆହତ ହୋଇ ଯୁବକଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି ଚିକିତ୍ସା ଜାପୀ ରହଛି । । ଯୁବକଙ୍କ ପେଟରେ ଗୁଳି ବାଜିଥିବା ଜଣାପଡିଛି । କିନ୍ତୁ ଏହି ଗୁଳିକାଣ୍ଡ ପଛର କାରଣ ବର୍ତ୍ତମାନ ସୁଦ୍ଧା ଜଣାପଡିନାହିଁ । ଗୁରୁତର […]

ବୁଦାମଧ୍ୟରୁ ମିଳିଲା ମୃତଦେହ

ରାଉରକେଲା,୧୫/୦(ଏସ ଏସ ନିୟୁଜ)ଦୀପିକା ଇଂଲିସ ମିଡିୟମ ସ୍କୁଲ ପଛପଟେ ଥିବା ବୁଦାମଧ୍ୟରୁ ତଣ୍ଟି କାଟି ହତ୍ୟା କରି ପକାଇଦେଥିବା ଜଣେ ଯୁବକଙ୍କର ଶବକୁ ରାଉରକେଲାର ସେକ୍ଟର ୭ ଥାନା ପୋଲିସ ଉଦ୍ଧାର କରିଛି ।ମର୍ଣ୍ଣି ୱାକରେ ଯାଇଥିବା କିଛି ଲୋକ ଏହାଦେଖି ପୋଲିସକୁ ଖବର ଦେଇଥିଲେ।ତେବେ ଆଜି ଭୋର ସମୟରେ ଏହି ହତ୍ୟାକାଣ୍ଡ ଘଟିଥିବା ପୋଲିସ ସନ୍ଦେହ କରିଛି।ଯୁବକଙ୍କ ପରିଚୟ ମିଳିପାରିନଥିବା ବେଳେ ସାଇଣ୍ଟିଫିକ ଟିମ୍ ସହ ପୋଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି।   […]

ମର୍ଣ୍ଣି ୱାକ ସାଜିଲା କାଳ ,ଦୁର୍ଘଟଣାରେ ଚାଲିଗଲା ଦୁଇମହିଳାଙ୍କ ଜୀବନ

ନୟାଗଡ଼,୧୫/୧୦(ଏସ ଏସ ନିୟୁଜ)ପ୍ରାତଃ ଭ୍ରମଣରେ ଦୁର୍ଘଟଣାରେ ଚାଲିଗଲା ଦୁଇ ମହିଳାଙ୍କ ଜୀବନ।ମୃତ ମହିଳା ହେଲେରସାନନ୍ଦ ମାର୍ଥାଙ୍କ ପତ୍ନୀ ମାନସୀ ମାର୍ଥା , ଦାଶରଧି ପ୍ରଧାନଙ୍କ ପତ୍ନୀ ଟିକିନା ପ୍ରଧାନ ଓ ଉପେନ୍ଦ୍ର ପରିଡ଼ା ଙ୍କ ପତ୍ନୀ ସୁରବାଳା ପରିଡ଼ା ଗୁରୁତର ଅବସ୍ଥାରେ ପ୍ରଥମେ ନୟାଗଡ଼ ଓ ପରେ ଭୁବନେଶ୍ୱର ସ୍ଥାନାନ୍ତରିତ କରାଯାଇଛି ।ଏହି ଦୁର୍ଘଟଣାନୟାଗଡ଼ ଜିଲ୍ଲା ନୂଆଗାଁ ସମ୍ପଡ଼ା ଖୋର୍ଦ୍ଧା ବଲାଙ୍ଗୀର ଜାତୀୟ ରାଜପଥରେ ଆଜି ଭୋର ସମୟରେ ଘଟିଛି ଦୁର୍ଘଟଣା । ସକାଳୁ ସକାଳୁ ସଂପଡ଼ା […]

ଅନଲାଇନ୍ ଖେଳ ଏବେ ପାଲଟିଛି କାଳ

୧-ଦଶହରା ପରେ ଖୋଲିବ ଅଷ୍ଟମ ଓ ଏକାଦଶ ଶ୍ରେଣୀ । ଏନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ବିଭାଗ । ୨-ଅନଲାଇନ୍ ଖେଳ ଏବେ କାଳ ପାଲଟିଛି। ଅକାଳରେ ଯାଉଛି ପିଲାଙ୍କ ଜୀବନ। ଅନଲାଇନ୍ ପାଠ ପଢା ନାଁରେ ଘଣ୍ଟା ଘଣ୍ଟା ଧରି ଅନ୍ ଲାଇନ୍ ଗେମରେ ମାତୁଛନ୍ତି ଛାତ୍ର। ଆଉ ପରିବାର ଲୋକ ଆକଟ କଲେ ଆତ୍ମହତ୍ୟା କରିବାକୁ ପଛାଉନାହାଁନ୍ତି। ଗତ ୧୫ଦିନ ଭିତରେ ରାଜ୍ୟରେ ଅନଲାଇନ୍ ଗେମ୍ ଯୋଗୁ ଦୁଇ କଅଁଳ ଜୀବନ ଗଲାଣି। ସେପ୍ଟେମ୍ବର […]

ବନ୍ଧୁକ ଖସି ଗୁଳି ଫୁଟିଲା

ଢେଙ୍କାନାଳ,୧୪/୧୦(ଏସଏସନିୟୁଜ) ଅସାବଧାନତା ଯୋଗୁ ସିକ୍ୟୁରିଟି ଗାର୍ଡ କୁମୁଦ ଚନ୍ଦ୍ର ସାହୁଙ୍କ ବନ୍ଧୁକରୁ ଫୁଟିଛି ଗୁଳି । ଏଲ୍‌ଆଇସିରୁ ଟଙ୍କା ନେଇ ଅନ୍ୟ ବ୍ୟାଙ୍କରେ ଡିପୋଜିଟ୍ ପାଇଁ ସିଏମ୍‌ଏସ୍ ଗାଡି ଆସିଥିବାବେଳେ ସିକ୍ୟୁରିଟି ଗାର୍ଡଙ୍କ ବନ୍ଧୁକ କାନ୍ଧରୁ ଖସି ତଳେ ପିଟି ହେବାରୁ ଗୁଳି ଫୁଟିଯାଇଥିଲା ।ତବେ କାହାର କୈାଣସି କ୍ଷତି ହୋଇନଥିବାବେଳେ ଟାଉନ ଥାନା ପୁଲିସ ଖବର ପାଇ ତଦନ୍ତ ଆରମ୍ଭ କରିଛି।

ଅଳିଆ ଗଦାରୁ ମିଳିଲା କଟା ହାତ, ଗୋଡ଼

ଭୁବନେଶ୍ୱର, ୧୪/୧୦(ଏସଏସନିୟୁଜ)ରାଜଧାନୀର ରାମ ମନ୍ଦିର ପଛପଟେ ଥିବା ଅଳିଆ ଗଦାରୁ କଟା ହାତ ଓ ଗୋଡ଼ ମିଳିଛି । ସ୍ଥାନୀୟ ଲୋକ ଏହାକୁ ଦେଖି ଖାରବେଳ ନଗର ଥାନା ପୋଲିସକୁ ଖବରଦେବାପରେ ପୋଲିସ ପହଁଚି ତଦନ୍ତ କରିବା ସହ ଫରେନ୍ସନିକ ଯାଞ୍ଚ ପାଇଁ ଏମ୍ସ ପଠାଯିବାନେଇ ପୋଲିସ କହିଛି । ଏହି କଟା ହାତ, ଗୋଡ଼ କାହାରତାହା ଅଦ୍ୟାବଧି ସ୍ପଷ୍ଟ ହୋଇପାରିନାହିଁ ।

ମନୀଷ ଅନୁରାଗ ମୃତ୍ୟୁ ଘଟଣା- ଗୁମର ଖୋଲୁଛି ପୁଲିସ

ଭୁବନେଶ୍ବର, ୧୪/୧୦(ଏସଏସନିୟୁଜ) ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ଅନୁରାଗଙ୍କ ମୃତ୍ୟୁ ଘଟଣାରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିବା ସହ ଗୁମର ଖୋଲୁଛି ପୁଲିସ । ମୃତଦେହ ଉଦ୍ଧାର ସ୍ଥାନପାଖରେ ଥିବା ସିସିଟିଭି ଯାଂଚ କରୁଛି ପୋଲିସ । ସାଙ୍ଗମାନଙ୍କ ସହ ବାରରେ ଖାଇସାରିବାପରେ ବିଲ ହୋଇଥିବା ୩୫ହଜାରେ ଟଙ୍କାକୁ ଦେବାକୁ ନେଇ ପାଟିତୁଣ୍ଡ ହୋଇଥିବା ସୂଚନା ମିଳିଛି।ଫଳରେ ଉକ୍ତ ଟଙ୍କା ପରିଷୋଧ କରିବାନିମନ୍ତେ ବାର କର୍ମଚାରୀ ମନୀଷଙ୍କ ମୋବାଇଲ ବନ୍ଧକ ରଖିଥିଲେ ।ଏହାପରେ ଘରୁ […]

ମିଳିଲାନି ଜାମିନ

ଭୁବନେଶ୍ୱର, ୧୪/୧୦(ଏସଏସନିୟୁଜ) ଆରୟନ୍ କୁ ମିଳିପାରିଲାନି ଜାମିନ । ବିଚାରପତି ଭିଭି ପାଟିଲ ଅକ୍ଟୋବର ୨୦ପର‌୍ୟ୍ୟନ୍ତ ରାୟ ସଂରକ୍ଷିତ ରଖିବାସହ ଦଶହରା ପରେ ହିଁ ରାୟ ଶୁଣାଇବେ ବୋଲି କହିଛନ୍ତି ।ଯାହାଫଳରେ ପୁଣିତାଙ୍କୁ ୫ଦିନ ଜେଲରେ ରହିବାକୁ ପଡିବ । ସେ କେବଳ ଜେଲ୍‌ରେ ଦିଆଯାଉଥିବା ମିଳୁଥିବା ଖାଦ୍ୟ ଖାଇବେ ବୋଲି କୁହାଯାଇଛି। ଜେଲ୍ ନିୟମ ଅନୁସାରେ କ୍ୟାଣ୍ଟିନ୍ କୁପନ୍ ବ୍ୟବହାର କରି ସ୍ନାକ୍ସ୍‍, ବିସ୍କୁଟ୍‌, ପାଣି ବୋତଲ ଆଣିବାସହ କମନ୍ ସେଲ୍‌କୁ ତାଙ୍କୁ ସ୍ଥାନାନ୍ତରଣ କରାଯାଇଛି।