ବୃଦ୍ଧ ଦମ୍ପତିଙ୍କୁ ଟାଙ୍ଗିଆରେ ହାଣି ହତ୍ୟା

ସୁନ୍ଦରଗଡ଼, ୨୧/୧୦(ଏସଏସନିୟୁଜ) କାଦୋବାହାଲ ପଞ୍ଚାୟତ ଅଧୀନସ୍ଥ ଭଦ୍ରାଟୋଲୀ ବସ୍ତିରେ ବୃଦ୍ଧ ଦମ୍ପତିଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରାଯାଇଛି। ହତ୍ୟାକାଣ୍ଡର କାରଣ ଜଣାପଡିନଥିବାବେଳେ ଭତ୍ତାଧାରୀ ବୃଦ୍ଧ ଦମ୍ପତିଙ୍କୁ କିଏ ହତ୍ୟା କରିଛି ତାହାକୁନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।ଖବରପାଇ ରାଏବଗା ଥାନା ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛନ୍ତି ।

Comments (0)
Add Comment