Browsing category

ଅପରାଧ

ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ

ଭୁବନେଶ୍ୱର, ୧୮/୧୦(ଏସଏସନିୟୁଜ)ଘରେ କେହି ନଥିବା ସୁଯୋଗରେ ଗତକାଲି ଝରକା ଗ୍ରିଲ୍ ତାଡ଼ି ବୈରାଗୀନଗର ପ୍ଲଟ୍ ନମ୍ବର-୨୩୩/୩ର ଉପର ମହଲାରେ ରହୁଥିବା ହରୀଶ ଜେନାଙ୍କ ଘରୁ ୫ଶହ ଗ୍ରାମ୍‌ର ସୁନା ଅଳଙ୍କାର ଓ ନଗଦ ୨୮ ହଜାର ଟଙ୍କା ଲୁଟି ନେଇଯାଇଥିବାର ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ ହୋଇଛି ।ପୋଲିସ ଏକ ମକଦ୍ଦମାରୁଜୁକରି ସାଇଣ୍ଟିଫିକ୍ ଟିମ୍ ସହାୟତାରେ ଘଟଣାସ୍ଥଳରେ ପହଞ୍ଚି ତନାଘନା କରିବା ସହ ତଦନ୍ତ ଆରମ୍ଭ କରିଛି ।

ସାଇବର୍ ଠକଙ୍କ ହାବୁଡରେ ପଡିଲେ ଦୁଇଯୁବକ

ଚନ୍ଦ୍ରଶେଖରପୁର, ୧୮/୧୦(ଏସଏସନିୟୁଜ) ଶସ୍ତାରେ ପୁରୁଣା ଗୃହ ଉପକରଣ ବିକ୍ରି ଲୋଭରେ ଠକାମିରେ ପଡିଲେ ଦୁଇଯୁବକ ।ଲୋଭ ଯୋଗୁ ୭୦ହଜାରେଟଙ୍କା ହରାଇବାକୁ ପଡିଥିଲା ।ଏହିଭଳିଘଟଣାଚନ୍ଦ୍ରଶେଖରପୁରଥାନା ଅଧିନସ୍ଥ ଶୈଳଶ୍ରୀବିହାରରରେ ଘଟିଛି । ଶୈଳଶ୍ରୀବିହାରର ରାମଚନ୍ଦ୍ର ପତି ଓ ବିଡିଏ କଲୋନିର ଅରୁଣ ମହାପାତ୍ର ନାମକ ବ୍ୟକ୍ତି ସୋସିଆଲ ମିଡିଆରେ ଘୁରିବୁଲୁଥିବା ବିଜ୍ଞାପନକୁ ଆଧାରକରି ବଦଳି ହୋଇଯାଇଥିବା ଜଣେ ଯବନାଙ୍କ ଆସବାସପତ୍ର କିଣିବାପାଇଁ ଯୋଗାଯୋଗ କରିଥିଲେ ।ବିଜ୍ଞାପନରେ ପ୍ରଦତ ମୋବାଇଲ ନମ୍ବରରେ ଯୋଗାଯୋଗକରି ପୃଥକପୃଥକଭାବେ ରାମଚନ୍ଦ୍ର ଓ ଅରୁଣ ଫ୍ରିଜ୍‌, ଖଟ, […]

ଧୂପକାଠି କମ୍ପାନିରେ ଭୟାବହ ଅଗ୍ନିକାଣ୍ଡ

କଟକ,୧୮/୧୦୯ଏସଏସନିୟୁଜ)ରବିବାର ସନ୍ଧ୍ୟାରେ ଜଗତପୁର ଶିଳ୍ପାଞ୍ଚଳରେ ନିକଟରେ ଥିବା ଧୂପକାଠି କମ୍ପାନି ‘ ଏସ୍ ଏସ୍ ଏଣ୍ଟପ୍ରାଇଜର୍ସ’ରେ ଭୟାବହ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳି ପାଉଁଶ ହୋଇଯାଇଛି ।ରବିବାରଥିବାରୁ କର୍ମଚାରୀମାନେ ଶିଘ୍ରକାମସାରି ଅପରାହ୍ନରେ ଫେରିଯାଇଯାଇଥିବାବେଳେ ସନ୍ଧ୍ୟା୬ଟାସୁଦ୍ଧା ଅଚାନକ ଧୂପକାଠି ପ୍ରସ୍ତୁତ ହେଉଥିବା ପ୍ରକୋଷ୍ଠରେ ନିଆଁ ଲାଗି ସମଗ୍ର କାରଖାନାକୁ ବ୍ୟାପି ଯାଇଥିଲା। କମ୍ପାନୀରେ ମହଜୁଦ ଥିବା କଞ୍ଚାମାଲ, ବ୍ୟବହାର ହେଉଥିବା କେମିକାଲ, ଯନ୍ତ୍ରାଂଶ ସହିତ କାର୍ଯ୍ୟାଳୟର ବହୁ ସାମଗ୍ରୀ ପୋଡ଼ି ନଷ୍ଟ ହୋଇଯାଇଥିବାର ଜଣାଯାଇଛି। ନିଆଁର […]

ହଟହଟା ହେଲେ ଯୁବରାଜ

୧. ଉତ୍ତର ପ୍ରଦେଶରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ପ୍ରିୟଙ୍କା ଗାନ୍ଧୀଙ୍କ ଭାଇରାଲ୍ ପୋଷ୍ଟରକୁ ନେଇ ହଙ୍ଗାମା ସୃଷ୍ଟି ହୋଇଛି । ୨. ଜାମ୍ମୁ-କାଶ୍ମୀର: ୭୬ ଦିନ ପରେ ମିଳିଲା ଦ୍ଵିତୀୟ ପାଇଲଟ୍‌ଙ୍କ ମୃତଦେହ, ଅଗଷ୍ଟରେ ହୋଇଥିଲା ହେଲିକପ୍ଟର ଦୁର୍ଘଟଣା ।୩. ଟି୨୦ କ୍ରିକେଟରେ ସର୍ବାଧିକ ଉଇକେଟ ନେବାର ରେକର୍ଡ ନିଜ ନାମରେ କରିଛନ୍ତି ବାଂଲାଦେଶ ଅଲରାଉଣ୍ଡର ଶାକିବ ଅଲ ହାସନ । ୪. ଅଣ କାଶ୍ମୀରିଙ୍କ ପାଇଁ ଜାରି ହେଲା ଗାଇଡଲାଇନ । ୫. ଉତ୍ତରାଖଣ୍ଡରେ […]

ଡକାୟତି ଯୋଜନା ହେଲା ପଣ୍ଡ, ଧରାପଡିଲେ ଜଣେ

ଓଡ଼ଗାଁ,୧୭/୧୦(ଏସ ଏସ ନିୟୁଜ) ବେଲପଡିଆ ଠାରେ ଡକାୟତ ଯୋଜନା କରୁଥିବା ବେଳେଏକ ଡକାୟତ ଗ୍ୟାଙ୍ଗର ଜଣେ ସଦସ୍ୟ ଓଡ଼ଗାଁ ଏନଏସି ଅନ୍ତର୍ଗତ ଜାରିଙ୍ଗି ର ଭକ୍ତି ଡାକୁଆକୁ ଓଡ଼ଗାଁ ଆଦର୍ଶ ଥାନା ପୋଲିସ ଧରିବାରେ ସକ୍ଷମ ହୋଇଥିବାବେଳେ ମାଷ୍ଟର ମାଇଣ୍ଡ ଶଙ୍କର ସାହୁ ଫେରାର ହୋଇଯାଇଛି।ସେମାନଙ୍କ ଠାରୁ ଖଣ୍ଡା, କଟୁରୀ ଭଳି ମାରଣାସ୍ତ୍ର ଜବତ କରିବା ସହ ବାଇକ ନଂ OD 25 J 0877 ନମ୍ବର ବିଶିଷ୍ଟ ଏକ ୟାମହା ଏଫଜେଡ ବାଇକ ଜବତ କରିଛି […]

ଜଙ୍ଗଲରୁ ଯୁବକର ଝୁଲନ୍ତା ମୃତଦେହ ଉଦ୍ଧାର

ଓଡଗାଁ୧୭/୧୦(ଏସ ଏସ ନିୟୁଜ)କୁମ୍ଭିଆପଲ୍ଲୀ ଜଙ୍ଗଲ ମଧ୍ୟରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଓଡଗାଁ ଆଦର୍ଶ ଥାନା ପୋଲିସ ଜବତ କରିଛି। ମୃତ ଯୁବକ ହେଉଛନ୍ତି ଓଡଗାଁ ଦଲକ ସାହିର ବଳରାମ ନାୟକ(୫୫) । ଗତକାଲି ରାତିରେ ଖାଇସାରି ବଳରାମ ଘରୁ ଯାଇଥିବାବେଳେ ଫେରିନଥିଲେ। ଆଜି ଗାଁ ଲୋକଙ୍କ ଠାରୁ ଖବର ପାଇ ପରିବାର ଲୋକେ କୁମ୍ଭୀଆପଲ୍ଲୀ ଜଙ୍ଗଲ ମଧ୍ଯରେ ଥିବା ଏକ ସଜନା ଗଛ ଡାଳରେ ବଳରାମଙ୍କ ମୃତଶରୀର ଝୁଲୁଥିବାର ଦେଖିବାକୁ ପାଇଥିଲେ । ଖବରପାଇ ଓଡଗାଁ […]

ଜୁଆ ଆଡ୍ଡାରେ ଚଢଉ,୧୭ ଗିରଫ

ଭଞ୍ଜନଗର,୧୭/୦(ଏସ ଏସ ନିୟୁଜ)ରବିବାର ଦିନ ଭଂଜନଗର ଥାନା ପୋଲିସ ନିକଟସ୍ଥ ଲାଲସିଙ୍ଗି ସାନକୋଦଣ୍ଡା ଓ ବାହାଡାପଦର ଗାଁ ନିକଟରେ ଚଢ଼ାଉ କରି ସମୁଦାୟ ୧୭ ଜଣ ଜୁଆଡି ଙ୍କୁ ଗିରଫ କରିଛି । ସେମାନଙ୍କ ଠାରୁ ନଗଦ ୯୧ ହଜାର ୬୦୦ ଟଙ୍କା ଜବତ କରିଥିବା ଜଣାପଡିଛି।

ଚାଞ୍ଚଲ୍ୟକର ତଥ୍ୟ

୧-ଆସନ୍ତା ୨୧ରେ ଏକାଦଶ ଓ ୨୫ ତାରିଖରେ ଅଷ୍ଟମ ଶ୍ରେଣୀ ଖୋଲିବ। ଏଥିପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏସ୍‌ଓପି ଜାରି କରୀ କରାଯାଇଛି। ଏକାଦଶ କ୍ଲାସ୍‌ ପୂର୍ବାହ୍ନ ୧୦ଟାରୁ ସାଢ଼େ ୧ଟା ଯାଏ ଚାଲିବ। ସେହିପରି ସକାଳ ୯ଟାରୁ ମଧ୍ୟାହ୍ନ ୧୨ଟା ଯାଏ ଅଷ୍ଟମ କ୍ଲାସ ହେବ। ଅଷ୍ଟମ ପିଲାଙ୍କୁ ସ୍କୁଲରେ ମଧ୍ୟାହ୍ନ ଭୋଜନ ଦିଆଯିବ ନାହିଁ। ୨-ଆସନ୍ତା ୨୦ରୁ ନଭେମ୍ବର ୬ ପର୍ଯ୍ୟନ୍ତ ଓଡ଼ିଶା ପରିକ୍ରମା କରିବ ‘ସ୍ୱର୍ଣ୍ଣିମ ବିଜୟ ବର୍ଷ ’ […]

କଟକରେ ଏନକାଉଣ୍ଟର

କଟକ, ୧୬/୧୦(ଏସଏସନିୟୁଜ) ଆଜି ସକାଳ ସାଢେ ୬ଟାରେ କମିସନରେଟ ପୁଲିସ ଦୁର୍ଦ୍ଦାନ୍ତ ଅପରାଧୀ ରାକା ଓରଫ ରାକେଶ ଦାସକୁ କନ୍ଦରପୁର ଥାନା ଅଞ୍ଚଳରେ ଏନକାଉଣ୍ଟର କରିଛି ।ଏହାସହ ଗୋଟିଏ ଆପାଚେ ବାଇକ୍ ସହିତ ୭ ମିମି ପିସ୍ତଲ ଓ ୩ ରାଉଣ୍ଡ ଜୀବନ୍ତ ଗୁଳି ଜବତ କରିଛିପୋଲିସ ।ରାକେଶ କଟକରୁ ଜଗତସିଂହପୁରକୁ ଏକ ଆପାଚେ ମୋଟର ସାଇକେଲ୍ ଯୋଗେ ଆସୁଥିବା ବେଳେ କନ୍ଦରପୁର ଥାନା ପୋଲିସ ଧରିବା ଲାଗି ଚଢ଼ାଉ କରିଥିଲେ ।କିନ୍ତ ପୁଲିସ୍ ଉପରକୁ ସେ […]

ସ୍ତ୍ରୀର ଗଳାକାଟିଲା ,ପରେ ଆମ୍‌ହତ୍ୟା କଲା

ପିପିଲି, ୧୬/୧୦(ଏସଏସନିୟୁଜ)କୈାଣସି କାରଣରୁ ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ପାଟିତୁଣ୍ଡରୁ ଉତକ୍ଷିପ୍ତହୋଇ ସ୍ୱାମୀ ଧାରୁଆଅସ୍ତ୍ରରେ ସ୍ତ୍ରୀର ଗଳାକାଟି ଦେଇଥିଲା । ପରେ ରଶିଲଗାଇ ଆମ୍‌ହତ୍ୟା କରିଥିଲେସ୍ୱାମୀ । ଗୁରୁତର ଅବସ୍ଥାରେ ମହିଳାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତରଣ କରାଯାଇଛି । ତେଇଶିପୁର ପଞ୍ଜାୟତ ନିର୍ମଳା ଗାଁରେ ଏହି ଭଳି ଘଟଣା ଘଟିଛି ।ଖବରପାଇ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।