Browsing category

ଅପରାଧ

୨୭ଦିନପରେ ନାବାଳିକା ଉଦ୍ଧାର

ଡେଲାଙ୍ଗ,୩୦/୭(ଏସ ଏସ ନିୟୁଜ)ଡେଲାଙ୍ଗ ଥାନା ଅଞ୍ଚଳରୁ ଗତ ୧ତାରିଖରେ ଅପରହରଣ ହୋଇଥିବା୧୨ ବର୍ଷର ନାବାଳିକାକୁ୨୭ଦିନ ପରେ ଡେଲାଙ୍ଗ ପୁଲିସ ଉଦ୍ଧାର କରିଛି।ଏହି ଘଟଣାର ଅଭିଯୁକ୍ତ ପୁରୀ ସଦର ଥାନା ସାହାଣିକେରା ହରିଜନ ସାହିର ହାପି ଗୋଛାୟତ(୨୩)କୁ ପୁଲିସ ଗିରଫ କରି ପୁରୀ ପୋକ୍ସୋ କୋର୍ଟକୁ ପଠାଇ ଥିବା ଜଣାପଡିଛି । ସେଠାରେ ଜାମିନି ଆବେଦନ ଖାରଜ ହେବାରୁ ଅଭିଯୁକ୍ତକୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ନିଆ ଯାଇଛି । ପ୍ରକାଶଯେ, ହରିରାଜପୁର ଫାଣ୍ଡି ଅଞ୍ଚଳର […]

୧ କୋଟିର ବ୍ରାଉନସୁଗାର ଜବତ

ଭୁବନେଶ୍ୱର,୩୦/୭(ଏସଏସନିୟୁଜ) ପିପିଲି-ନିମାପଡ଼ା ଓଭର ବ୍ରିଜ୍ ଉପରୁ କ୍ରାଇମବ୍ରାଞ୍ଚ ଏସଟିଏଫ ଧରିଛି ବ୍ରାଉନସୁଗାର । ଓଭର ବ୍ରିଜ୍ ଉପରେ ଡିଲ ହେଉଥିବାବେଳେ ଇମତାଜ ଖାନ ନାମକ ଯୁବକଙ୍କ ପାଖରୁ ୧ କୋଟି ଟଙ୍କାରୁ ଅଧିକ ମୁଲ୍ୟର ୧ କେଜି ୪୮ ଗ୍ରାମ ବ୍ରାଉନ ସୁଗାର ଜବତ କରି ଖାନଙ୍କୁ ଗିରଫ କରିଛି ଏସଟିଏଫ୍ ।

ଚୋରାବାଇକ ଗ୍ୟାଙ୍ଗକୁ ଧରିଲା ଚୈାଦ୍ୱାରଥାନା ପୋଲିସ

ଚୈାଦ୍ୱାର,୩୦/୭(ଏସଏସନିୟୁଜ)ଏକ ଚୋରାବାଇକ ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି ଚୈାଦ୍ୱାରଥାନା ପୋଲିସ । ଲୋଚନବେହେରା ନାମକ ଯୁବକଙ୍କର ବାଇକ ଚୋରୀହୋଇଥିବାର ଅଭିଯୋଗପରେ ପୋଲିସ ଅନୁସନ୍ଧାନ କରି ବାଇକଚୋରା ଗ୍ୟାଙ୍ଗକୁ ଧରିପାରିବା ସହ ସେମାନଙ୍କଠାରୁ ୫ଟି ଚୋରା ବାଇକ ଜବତ କରିଛନ୍ତି । ପ୍ରକାସ ଯେ, ଚୈାଦ୍ୱାର ଜନସେବକ ନସିଁହୋମରେ କାମକରୁଥିବା ଜଗତପୁର ପଦବରା ଗ୍ରାମର ଲୋଚନବେହେରା ତାଙ୍କ ଓଡି୦୫ଏସି-୫୯୫୧ନଂ ହୋଣ୍ଡାବାଇକକୁ ନର୍ସିଂ ହୋମ ଆଗରେ ଗତ୨୦ତାରିଖରେ ପାକିଁଂକରି ଯାଇଥିଲେ ।କିଛିସମୟଛାଡି ଆସିଦେଖିବାବେଳକୁ ବାଇକଟି ନଥିବାର ଜାଣିବାକୁ ପାଇଥିଲେ ।ଏବିଷୟରେ […]

ଓଏସଏସସିଙ୍କ ପିଏଙ୍କ ଘରେ ଭିଜିଲାନ୍ସ ରେଡ୍

ଭୁବନେଶ୍ୱର,୩୦/୭(ଏସଏସନିୟୁଜ) ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିସନଙ୍କ ପିଏ ବିରଞ୍ଚି ନାରାୟଣ ସାହୁଙ୍କ ଘରେ ଭିଜିଲାନ୍ସ ରେଡ୍ ଚାଲିଛି । ନୀଳାଦ୍ରୀ ବିହାର ସ୍ଥିତ ଘର ସମେତ ଭୁବନେଶ୍ୱର ଓ କଟକର ୬ଟି ସ୍ଥାନରେ ଏକକାଳିନ ଚଢ଼ାଉ ଚାଲିଛି । ବିପୁଳ ପରିମାଣର ସୁନା ଓ ଟଙ୍କା ଜବତ ହେବା ପରେ ଏହାର ଗଣତି ଚାଲିଛି । ପିଏସ୍ ବିରଞ୍ଚି ସାହୁଙ୍କ ଘରୁ ମିଳିଛି ନଗଦ ୨୫ ଲକ୍ଷ ଟଙ୍କା  ଓ […]

ଡାଇନିଂରେ ବସି ପାଚିଲା ଆମ୍ବ ଖାଇ କଳାକନା ବୁଲାଇଲେ

ଭୁବନେଶ୍ୱର,୨୯/୭(ଏସଏସନିୟୁଜ) କଳାକନା ବୁଲାଇଲେ ଚୋର ।କେହିନଥିବାର ସୁଯୋଗରେ ଘରେ ପଶିଲେ । ଘର ଭିତରେ ,ଡାଇନିଂ ରେ ବସି ରହିଥିବା ପାଚିଲା ଆମ୍ବ ଖାଇଲେ । ଗଡ଼ରେଜରେ ଥିବା ସମସ୍ତ ଅଳଙ୍କାର କାଢି ତାକୁ ପରଖୀ ସୁନା , ରୂପ ଓ ଟଙ୍କା ନେଇଥିବା ବେଳେ ଇମିଟେସନ ଜିନିଷକୁ ଛାଡିଦେଲେ ।ଏହିଭଳି ଘଟଣା ଚୌଦ୍ଵାର ଥାନା ଅନ୍ତର୍ଗତ କପଳେଶ୍ୱର ନୂଆସାହି ରେ ଘଟିଛି । କପଳେଶ୍ୱର ନୂଆସାହି ରେ ଗୁରୁବାର ଦିନ ଏକ ବଡ଼ ଧରଣର ଲୁଟ […]

NCB DG ହେଲେ ସତ୍ୟ ନାରାୟଣ

ଭୁବନେଶ୍ୱର,୨୯/୭(ଏସଏସନିୟୁଜ) ଓଡିଶା ନିବାସୀ ତଥା ଝାରଖଣ୍ଡ କ୍ୟାଡରର ଆଇପିଏସ୍ ସତ୍ୟନାରାୟଣ ପ୍ରଧାନ ଏନସିବି ଡିଜି ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଓଡ଼ିଶାର ଏହି ବରିଷ୍ଠ ଅଇପିଏସ ଅଫିସର ଜଣକ ୧୯୮୮ରେ ଝାରଖଣ୍ଡରୁ ଆଇପିଏସ ହୋଇଥିଲେ । ଶ୍ରୀ ପ୍ରଧାନ ଗୁରୁବାର ପୂର୍ବତନ ଏନସିବି ଡିଜି ରାକେଶ ଅସ୍ଥାନାଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି । ଅସ୍ଥାନାଙ୍କୁ ଦିଲ୍ଲୀ ପୋଲିସର କମିଶନର ଭାବରେ ନିଯୁକ୍ତ କରାଯାଇଥିବା ବେଳେ ତାଙ୍କ ସ୍ଥାନରେ ଦାୟିତ୍ୱ ଗ୍ରହଣ କରିଛନ୍ତି ସତ୍ୟ ନାରାୟଣ […]

ବରିଷ୍ଠ IAS ସ୍ତରରେ ଅଦଳବଦଳ

ଭୁବନେଶ୍ୱର,୨୯/୭(ଏସଏସନିୟୁଜ) ରାଜ୍ୟ ସରକାର ବରିଷ୍ଠ ଓଇଝ ସ୍ତରରେ ଅଦଳବଦଳ କରିଛନ୍ତି । ଅର୍ଥ ସଚିବ ତଥା ଆଇଏଏସ ଅଶୋକ ମୀନା ହୋଇଛନ୍ତି ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରମୁଖ ସଚିବ । ସେହିପରି ପର‌୍ୟ୍ୟଟନ ସଚିବ ବିଶାଲ ଦେବଙ୍କୁ ଅର୍ଥ ସଚିବ ଭାବେ ନିଯୁକ୍ତି ଦିଆଯାଇଛି ଏହା ସହ ଡିକେ ସିଂହଙ୍କୁ ଇସ୍ପାତ ଓ ଖଣି ବିଭାଗର ପ୍ରମୁଖ ସଚିବ ଭାବେ ଦାୟିତ୍ୱ ଦିଆଯାଇଛି । ଦୀର୍ଘବର୍ଷ ପରେ ପଞ୍ଚାୟତିରାଜରୁ ବଦଳିଛନ୍ତି ଡି.କେ. ସିଂହ । […]

ଆରମ୍ଭ ହେଲା ବୋମାଇ ରାଜ

୧-ପାଠ ନପଢି ମୋବାଇଲ୍‌ରେ ଖେଳୁଥିଲେ ଫ୍ରି ଫାୟାର ଗେମ୍, ଦଶମ ଶ୍ରେଣୀ ଛାତ୍ର ଗୁରୁତର ।ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଅନ୍ତର୍ଗତ ଆଖୁପାଳ ଗାଁରେ । ୨-ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ, ମୋବାଇଲ୍‌ ଗେମ୍‌ରୁ ପିଲାଙ୍କୁ ବଞ୍ଚାଅ । ୩-ସଂଘର୍ଷପୂର୍ଣ୍ଣ ମୁକାବିଲାରେ ଭାରତକୁ ୪ ଓ୍ଵିକେଟ୍‌ରେ ମାତ୍ ଦେଲା ଶ୍ରୀଲଙ୍କା, ଟି-୨୦ ସିରିଜ୍ ୧-୧ରେ ବରାବର । ୪-କର୍ଣ୍ଣାଟକରେ ବୋମାଇ ରାଜ । ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ବସବରାଜ ବୋମାଇ […]

ଏଟିଏମ ଲୁଟ୍ ଉଦ୍ୟମ ବିଫଳ

ମେଣ୍ଢାଶାଳ,୨୮/୭(ଏସ୍‌ଏସ୍‌ନିୟୁଜ) ଚନ୍ଦକା-ପିତାପଲି ରାସ୍ତାର ଛତାବର ଓ ମେଣ୍ଢାଶାଳ ମଧ୍ୟବର୍ତି ସ୍ଥାନ ଶାନ୍ତିକୈାଶଲ୍ୟା କଲ୍ୟାଣମଣ୍ଡପଠାରେ ଥିବା ପଞାବନ୍ୟାସନାଲବ୍ୟାଙ୍କ ଏଟିଏମ ଭାଙ୍ଗି ଲୁଟ ଉଦ୍ୟମ କରାଯାଇଥିବାର ଜଣାପଡିଛି ।ମଙ୍ଗଳବାର ରାତିରେ ଏହି ଲୁଟ ଉଦ୍ୟମ କରାଯାଇ ଏଟିଏମକୁ ଭାଙ୍ଗିିଦିଆଯାଇଛି ।ଲାଗିଥିବା ସିସିଟିଭିକ୍ୟାମେରାକୁ ଭଙ୍ଗାଯାଇଥିବାବେଳେ ଟଙ୍କାଲୁଟ ଉଦ୍ୟମ ବିଫଳ ହୋଇଛି । ବ୍ୟାଙ୍କର ଆସିଷ୍ଟାଣ୍ଡ ମ୍ୟାନେଜର ଅମୀୟପ୍ରକାସସାହୁ ଘଟଣା ବିଷୟରେ ଚନ୍ଦକାପୋଲିସକୁ ଜଣାଇବାପରେ ପୋଲିସ ଘଟଣସ୍ଥଳରେ ପହଁଚି ତନାଘନା ତଦନ୍ତ କରିଚି ।ଏହା ମଦ୍ୟପମାନଙ୍କର କାର୍ଯ୍ୟ ହୋଇଥାଇପାରେ ବୋଲି ପୋଲିସ ସନ୍ଦେହ […]

ଯୁବତୀଙ୍କୁ ଜିଅନ୍ତା ଜାଳିଲା ପ୍ରେମିକ

ଗଞାମ,୨୮/୭(ଏସଏସନିୟୁଜ) ଯୁବତୀଙ୍କୁ ଜିଅନ୍ତା ଜାଳିଲା ପ୍ରେମିକ । ଅର୍ଦ୍ଧଦଗ୍ଧ ଗୁରୁତର ଯୁତବୀଙ୍କୁ ଉଦ୍ଧାର କରି ଡାକ୍ତରଖାନା ନିଆଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ଯୁବତୀଙ୍କର ବ୍ରହ୍ମପୁର ବଡ଼ ମେଡିକାଲରେ ମୃତ୍ୟୁ ହୋଇଛି । ଗଞ୍ଜାମର ପୁରୁଷୋତ୍ତମରୁ ଥାନା ଅଧୀନ ପ୍ରତାପପୁର ଗ୍ରାମରୁ ଏଭଳି ବିଭତ୍ସ ଖବର ଆସିଛି । ପ୍ରକାସ ଯେ,ପ୍ରତାପପୁର ଗାଁରେ କୃଷ୍ଣଚନ୍ଦ୍ର ସାହୁ କବିସୂର‌୍ୟ୍ୟନଗର ଥାନା ବାଲିଛାଇ ଫାଣ୍ଡି ଅଧୀନ କଳମ୍ବ ଗ୍ରାମର ଶୁଭସ୍ମିତା ଖାଡ଼ଙ୍ଗାଙ୍କୁ ଭଲ ପାଉଥିଲେ । କଥା ହେବା ବାହାନାରେ କୃଷ୍ଣଚନ୍ଦ୍ର […]