ପୁତୁରା ପ୍ରେମରେ ପାଗଳ ମାଉସୀ
ଚନ୍ଦ୍ରଶେଖରପୁର,୯/୮(ଏସ ଏସ ନିୟୁଜ)ପ୍ରେମ ପାଇଁ ମଣିଷ ବେଳେ ବେଳେ ପାଗଳ ହୋଇଯାଏ।କେତେବେଳେ କଣ ଯେ କରେ ତାର ହିତାହତ ଜ୍ଞାନ ଭୁଲିଯାଏ।ଏହିଭଳି ଏକ ଘଟଣା ଚନ୍ଦ୍ରଶେଖରପୁର ଥାନା ନୀଳାଦ୍ରି ବିହାର ଅଞ୍ଚଳରେ ଘଟିଛି। ଜଣେ ୪୨ ବର୍ଷିୟା ମାଉସୀ ତାଙ୍କର ଜଣେ ୨୮ ବର୍ଷିୟ ପୁତୁରା ପ୍ରେମରେ ଉବୁଟୁବୁ ହୋଇ ପୁତୁରା ବିବାହ ପରେ ମଧ୍ୟ ପାଖରେ ରହିବାକୁ ଜିଦ ଧରିଛନ୍ତି। ଏଥିରେରାଜି ନହେବାରୁ ପୁୁତୁରା ବିରୁଦ୍ଧରେ ଥାନା ରେ ଅଭିଯୋଗ କରିଛନ୍ତି। ପ୍ରକାଶଯେ, ୟୁନିଟ୍ ୬ […]