ଭିଜିଲାନ୍ସ ଜାଲରେ ଅବସରପ୍ରାପ୍ତ ଅଧୀକ୍ଷକ
ବଲାଙ୍ଗିର,୮/୭(ଏସଏସନିୟୁଜ) ଭିଜିଲାନ୍ସ ଜାଲରେ ପଡିଛନ୍ତି ଟିଟିଲାଗଡ଼ ୱେରହାଉସର ପୂର୍ବତନ ଅଧୀକ୍ଷକ ଗଣପତି ପୁରୋହିତ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଗଣପତିଙ୍କ ପ୍ୟାଲେସ ଲାଇନ୍ ଘର ସମେତ ଚାରୋଟି ଜାଗାରେ ଏକକାଳୀନ ଚଢଉ କରିଛି ବଲାଙ୍ଗୀର, ସୋନପୁର, ବରଗଡ଼ ଏବଂ ସମ୍ୱଲପୁରର ଭିଜିଲାନ୍ସ ଟିମ । ବଲାଙ୍ଗୀର ସହର ପ୍ୟାଲେସ ଲାଇନ ଠାରେ ଥିବା ଘର, ନୂଆ ଭାବରେ ତିଆରି ହୋଇଥିବା ଦୁଇଟି ଘର ଏବଂ ତାଙ୍କ ସ୍ତ୍ରୀଙ୍କ ଅଫିସରେ ଏକକାଳୀନ ଚଢଉ ଜାରି ରହିଛି। […]