Browsing category

ଅପରାଧ

ମୁହଁ ଖୋଲିଲେ ରୋଷେୟା

ପାରଳାଖେମୁଣ୍ଡି ,୧୫/୭(ଏସଏସନିୟୁଜ)ଏସିଏଫ ସୌମ୍ୟରଂଜନ ମହାପାତ୍ରଙ୍କ ମୃତ୍ୟୁ ଘଟଣା ଏବେ ନୁଆ ମୋଡ ନେଇଛି । ପୁଅକୁ ଷଡ଼ଯନ୍ତ୍ର କରି ହତ୍ୟା କରାଯାଇଥିବା ଅଭିଯୋଗ ବାପା ଆଣିବାପରେ ପାରଳାଖେମୁଣ୍ଡି ପୋଲିସ ମୃତ ଏସିଏଫଙ୍କ ପତ୍ନୀ ବିଦ୍ୟା ଭାରତୀ, ଊୠଙ ସଂଗ୍ରାମ ବେହେରା ଓ ରୋଷେୟା ମନ୍ମଥ କୁମ୍ଭ ଙ୍କ ନାମରେ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ସୌମ୍ୟ ରଂଜନଙ୍କ ମୃତ୍ୟୁପରେ ତାଙ୍କ ପତ୍ନୀଙ୍କ ଭୁମିକାକୁନେଇ ପରିବାର ଲୋକ ସନ୍ଦେହ କରିଆସୁଥିଲେ ।ତେବେ ରୋଷେୟା […]

ସ୍ୱାଭିମାନ ଅଞ୍ଚଳରେ ଜିଲ୍ଲାପାଳ

ମାଲକାନଗିରି,୧୫/୭(ଏସଏସନିୟୁଜ)ମାଲକାନଗିରି ଜିଲ୍ଲାର ମାଓ ପ୍ରବଣ ଅଞ୍ଚଳ ଭାବେ ପରିଚିତ ଚିତ୍ରକୋଣ୍ଡା ବ୍ଲକର ସ୍ବାଭିମାନ ଅଞ୍ଚଳର ଯୋଡାମ୍ ଓ ପଣସପୁଟରେ ମାଲକାନଗିରି ନୂତନ ଜିଲ୍ଲାପାଳ ବିଶାଲ ସିଂ ପହଞ୍ଚି ଉନ୍ନୟନ କାର‌୍ୟ୍ୟର ସମୀକ୍ଷା କରିଛନ୍ତି। ଆରକ୍ଷୀ ଅଧିକ୍ଷକ ମଧ୍ୟ ସ୍ବାଭିମାନ ଅଞ୍ଚଳରେ ପହଞ୍ଚିଥିଲେ। ରାଜ୍ୟ ସରକାର ଙ୍କର ସେତୁ ଯୋଜନାରେ କୃଷି, ପାନୀୟ ଜଳ, ଜଳ ସେଚନ, ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ ଭଳି ମୌଳିକ ସୁବିଧା ସ୍ବାଭିମାନ ଅଞ୍ଚଳର ଆଦିବାସୀଙ୍କ ନିକଟରେ କିପରି ପହଞ୍ଚି ପାରିବ, ସେଥପାଇଁ ପ୍ରଶାସନ […]

ଋଣ ଶୁଝିଲେ ଡାକ୍ତର

୧– କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର,୧୧ % ମହଙ୍ଗା ଭତ୍ତା ବୃଦ୍ଧି କଲେ ସରକାର, ୧୭ ପ୍ରତିଶତରୁ ୨୮ ପ୍ରତିଶତକୁ ବୃଦ୍ଧି ପାଇଲା କେନ୍ଦ୍ର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ସଂସଦର ୨-ଆଜି ୬ ଘଣ୍ଟିଆ ଓଡିଶା ବନ୍ଦ, ତୈଳ ଓ ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧି ପ୍ରତିବାଦରେ ରାସ୍ତାକୁ ଓହ୍ଳାଇବେ ବାମପନ୍ଥୀ ଦଳ । ୩– କୋଭିଡ-୧୯ ଟିକାକରଣ ଅଭିଯାନ : ଟିକା ନେଲେଣି ୩୯ କୋଟିରୁ ଅଧିକ ୪– କଟକ ଆଚାର୍ଯ୍ୟ ହରିହର […]

ଯୁବତୀଙ୍କ ଘର ଆଗରେ ବୋମାମାଡ

କଣ୍ଟାପଡା, ୧୪/୭ (ଏସଏସନିୟୁଜ)ଏକତରଫା ପ୍ରେମ କରି ନିରାଶ ହେବାପରେ ପ୍ରେମିକାଙ୍କ ଅନ୍ୟତ୍ର ବିବାହ ହେବା ଜାଣି ତାଙ୍କ ଘରଆଗରେ ବିଫଳ ପ୍ରେମିକ ବୋମାମାଡ କରିଥିବାର ଗୋବିନ୍ଦପୁର ଥାନାରେ କମଳା ପାତ୍ର ନାମକ ମହିଳା ଅଭିଯୋଗ କରିଛନ୍ତି ।ଘଟଣାଟି କଣ୍ଟାପଡା ବ୍ରାହ୍ମଣବାଟୀ ଗ୍ରାମରେ ହୋଇଛି । କମଳା ପାତ୍ରଙ୍କ ଅଭିଯୋଗ ମୁତାବକ ଏହି ଗ୍ରାମର ଜଣେ ଯୁବକ ଏକତରଫା ପ୍ରେମ କରୁଥିଲା । ନାତୁଣୀର ଅନ୍ୟତ୍ର ବାହାଘର ହୋଇଯିବାରୁ ଉକ୍ତ ଯୁବକଜଣଙ୍କ ତା ସହଯୋଗୀଙ୍କୁ ସାଙ୍ଗରେ ଆଣି ରାଗରେ […]

କେଶୁରା ଅଂଚଳରୁ ୫୫୦ ଗ୍ରାମ ବ୍ରାଉନ ସୁଗାର ଜବତ ୨ ଗିରଫ

ଭୁବନେଶ୍ୱର,୧୪/୭(ଏସଏସନିୟୁଜ) ସହିଦନଗର ଥାନା କେଶୁରା ଅଂଚଳର ଜଣଙ୍କ ଘର ଭିତରୁ ୫୫୦ଗ୍ରାମର ବ୍ରାଉନସୁଗାରକୁ କ୍ୱିକ ଆକ୍ସନ ଟିମ୍ ଓ ସହିଦ ନଗର ପୋଲିସ ମିଳିତ ଭାବେ ଏହି ଚଢ଼ାଉ କରି ଜଣେ ମହିଳାଙ୍କ ସହ ଦୁଇଜଣ ବ୍ରାଉନସୁଗାର ବେପାରୀଙ୍କୁ ଗିରଫ କରାଯାଇଛି ।ଏହାସହ ନଗଦ ୩୪ ଲକ୍ଷ ୮୦ ହଜାର ଟଙ୍କା ଜବତ ହୋଇଛି । ଉକ୍ତ ଘରୁ ଏକ କାର ଏବଂ ଦୁଇଟି ବାଇକ ଜବତ କରିଛି । ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୫୫ଲକ୍ଷ […]

ବେହାଲ ହିମାଚଳପ୍ରଦେଶ

୧-ସଂକ୍ରମଣ ବଢ଼ାଉଥିବା ରାଜ୍ୟ ତାଲିକା ୫ ନମ୍ବରରେ ଓଡ଼ିଶା, ୨ ମାସ ଧରି ୬.୫% ହାରରେ ଯୋଡ଼ି ହେଉଛନ୍ତି ରୋଗୀ । ୨-ରାଜଧାନୀରେ ମାତିଛନ୍ତି ସୁନ୍ଦରୀ ଲୁଟେରା । ସୋସିଆଲ ମିଡ଼ିଆକୁ ମୋହରା କରି ବନ୍ଧୁତ୍ୱ ନାଁରେ ଲୁଟୁଛନ୍ତି ଲକ୍ଷ ଲକ୍ଷ ଟଙ୍କା । ୩-ଟୋକିଓ ଅଲିମ୍ପିକ୍ସ ଆଉ ୯ ଦିନ: ଦୂତିଙ୍କ ମନୋବଳ ବଢ଼ାଇଲେ ମୋଦୀ ‘ପୋଡିୟମ୍‌ରେ ସାରା ଦେଶ ତୁମକୁ ଦେଖିବାକୁ ଚାହେଁ’ । ୪–ସିଦ୍ଧୁଙ୍କ ଟ୍ୱିଟ୍ ପରେ କଂଗ୍ରେସ ରାଜନୀତିରେ ଝଡ । […]

ଫିଟିଲାନିମୂର୍ତ୍ତି ଚୋରି ରହସ୍ୟ

୧. କଳାହାଣ୍ଡିରେ ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ, ୧୧୩ଟି ମାମଲାର ଫଇସଲା ୨. ଚଣ୍ଡିଖୋଲ:୬ ମାସ ବିତିଲା, ମା’ କୋଟ୍ରାକ୍ଷୀ ମୂର୍ତ୍ତି ଚୋରି ରହସ୍ୟ ଫିଟିଲାନି । ୩. ଭାରତର ଅଗ୍ରଣୀ ଅଟୋମୋବାଇଲ୍ କଂପାନି ତଥା ଦୁନିଆର ସର୍ବବୃହତ୍ ଟ୍ରାକ୍ଟର୍ ନିର୍ମାତା ମହିନ୍ଦ୍ରା ଆଣ୍ଡ୍ ମହିନ୍ଦ୍ରା ପକ୍ଷରୁ ସୁପ୍ରୋ ପ୍ରଫିଟ୍ ଟ୍ରକର ନୂଆ ବର୍ଗମାଳାକୁ ଉନ୍ମୋଚନ କରାଯାଇଛି । ୪. ରବିବାର ଉତ୍ତରପ୍ରଦେଶ, ରାଜସ୍ଥାନ ଓ ମଧ୍ୟପ୍ରଦେଶରେ ପ୍ରବଳ ବର୍ଷା ସହିତ ବଜ୍ରପାତ ହୋଇଛି । ବଜ୍ରପାତ […]

ତେଲ ଟ୍ୟାଙ୍କରରେ ଧକ୍କା ହୋଇ ଜଳିଗଲା ବାଇକ

ଆଠଗଡ଼,୧୨/୭(ଏସଏସନିୟୁଜ) ତେଲ ଟ୍ୟାଙ୍କରରେ ଧକ୍କା ହୋଇ ବାଇକଟି ଜଳିଯିବା ସହ ଦୁଇ ବାଇକ୍ ଆରୋହୀ ଙ୍କ ମୃତ୍ୟୁ ଘଟିଛି । ଏହିଭଳି ଘଟଣା ଆଠଗଡ଼ ଥାନା ଅନ୍ତର୍ଗତ ୬୫ ନଂ ରାଜ୍ୟ ରାଜପଥ କୁଲାଇଲୋ ଛକ ନିକଟରେ ଘଟିଛି । ଅନୁଗୋଳ ରୁ କଟକ ଅଭିମୁଖେ ଯାଉଥିବା ଏକ ତେଲ ଟ୍ୟାଙ୍କର ସହି ମୁହାଁ ମୁହିଁ ବାଇକ୍ ଟି ଧକ୍କା ହୋଇଥିଲା ।ଫଳରେ ଘଟଣା ସ୍ଥଳରେ ବାଇକ୍ ଟି ଜଳିଯିବା ସହିତ ଦୁଇ ବାଇକ୍ ଆରୋହୀ ଖୁଣ୍ଟୁଣୀ […]

ପର୍ଯ୍ୟଟକଙ୍କ ମନ ଜିଣିବେ

୧-ଆଜି ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା: ରତ୍ନବେଦୀରୁ ଜନ୍ମବେଦୀକୁ ନବଦିନାତ୍ମକ ଯାତ୍ରା କରିବେ ମହାବାହୁ, ରଥ-ପଥ ସବୁ ପ୍ରସ୍ତୁତ । ୨-ଉତ୍ତରପ୍ରଦେଶ ଏଟିଏସ୍‌କୁ ମିଳିଲା ବଡ଼ ସଫଳତା, ଲକ୍ଷ୍ନୌରୁ ୨ ସନ୍ଦିଗ୍ଧ ଆତଙ୍କୀ ଗିରଫ, ରାଜ୍ୟରେ ହାଇଆଲର୍ଟ ଜାରି । ୩-ଖରିଫ ଋତୁରେ ଧାନ ସଂଗ୍ରହ ପାଇଁ ଆସନ୍ତା ୧୫ ତାରିଖରୁ ଆରମ୍ଭ ହେବ ପଞ୍ଜିକରଣ । ୪-କୋପା ଆମେରିକା ଫୁଟବଲ୍‌ ଫାଇନାଲ୍‌ରେ ବାଜି ମାରିଲା ଆର୍ଜେଣ୍ଟିନା। ଫାଇନାଲ୍‌ ମ୍ୟାଚ୍‌ରେ ବ୍ରାଜିଲକୁ ୧-୦ ଗୋଲ୍‌ରେ ହରାଇ ଚାମ୍ପିଅନ ହୋଇଛି ଲିଓନାଲ […]

ସଂସଦ ଘେରିବେ ଅନ୍ନଦାତା

୧. କେନ୍ଦ୍ର ଗୃହ ସଚିବଙ୍କ ସମୀକ୍ଷା: ହିଲ ଷ୍ଟେସନ ଓ ପର୍ଯ୍ୟଟନସ୍ଥଳୀରେ କୋଭିଡ ସଂକ୍ରମଣ ଚିନ୍ତା । ୮ଟି ରାଜ୍ୟ ସହ କେନ୍ଦ୍ର ଗୃହ ସଚିବ ଅଜୟ ଭଲ୍ଲାଙ୍କ ସମୀକ୍ଷା ବୈଠକ । ୨. ସଂକ୍ରମଣ ରୋକିବା ପାଇଁ ରାଜ୍ୟ ସରକାରଙ୍କ ପଦକ୍ଷେପ ସମ୍ପର୍କରେ ସମୀକ୍ଷା। ଗୋଆ, ହିମାଚଳ ପ୍ରଦେଶ, କେରଳ, ମହାରାଷ୍ଟ୍ର, ରାଜସ୍ଥାନ, ତାମିଲନାଡୁ, ଉତ୍ତରାଖଣ୍ଡ ଓ ପଶ୍ଚିମବଙ୍ଗ। ୩. ୮ ରାଜ୍ୟର ମୁଖ୍ୟଶାସନ ସଚିବ, ଡିଜିପି ଓ ସ୍ବାସ୍ଥ୍ୟ ସଚିବଙ୍କ ସହ ସମୀକ୍ଷା, ମାସ୍କ […]