ବିବାହିତ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ମାଲକାନଗିରି , ୨/୭(ଏସଏସନିୟୁଜ) ଗାଁପାଖ ଜଙ୍ଗଲରେ ୨୫ବର୍ଷବୟସ୍କା ସାବିତ୍ରୀ ଖିଲନାମକ ବିବାହିତ ମହିଳାଙ୍କ ଝୁଲନ୍ତା ମୃତଦେହକୁ ପୋଲିସ ଉଦ୍ଧାର କରିଛି । ପରିବାରଲୋକ ଏହାକୁ ଆମ୍ହତ୍ୟା ବୋଲି କହୁଥିବାବେଳେ ଝିଅକୁ ମାରିଦିଆଯାଇଛି ବୋଲି ମୃତକଙ୍କ ବାପା ଚିତ୍ରକୋଣ୍ଡା ଥାନା ରେ ଲିଖିତ ଅଭିଯୋଗ କରିଛନ୍ତି ।ଦିଶାରୀଗୁଡ଼ା ଗ୍ରାମର ସୁବାଷ ଖିଲଙ୍କ ୨୮ବର୍ଷିୟ ପୁଅ ରାଜୁ ଖିଲଙ୍କ ସହ ଚାରି ବର୍ଷ ତଳେ ମାଥିଲି ବ୍ଲକ ଅନ୍ତର୍ଭୁକ୍ତ ବାରିଆବାଲ ଗ୍ରାମର ରାମ ଚନ୍ଦ୍ର ବିଶୋଇ ଙ୍କ ୨୫ ବର୍ଷିୟା […]