Browsing category

ଅପରାଧ

ସାଇବର ଠକ ଗ୍ୟାଙ୍ଗକୁ ଗିରଫ କଲା କମିଶନରେଟ ପୁଲିସ

ଭୁବନେଶ୍ୱର,୨୯/୬(ଏସଏସନିୟୁଜ) ଆଜି କମିସନରେଟ ପୁଲିସ ୭ଜଣ ସାଇବର୍ ଲୁଟେରାଙ୍କୁ ଧରିବାରେ ସଫଳ ହୋଇଛି । ଏହି ୭ ଲୁଟେରା କଟକରେ ଅଫିସ୍ କରି ସାଇବର୍ ଅପରାଧ ଚଳାଇଥିଲେ । ଏମାନେ ପ୍ରି-ଆକ୍ଟିଭେଟେଡ୍ ସିମ୍ ଜରିଆରେ ଅପରାଧିକ କାର‌୍ୟ୍ୟ କରିବାସହ ଠକିସାରିିବା ପରେ ସିମ୍ ଗୁଡିକୁ ନଷ୍ଟ କରି ଦେଉଥିଲେ ବୋଲି ପୁଲିସ୍ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି । ଏହି ହାଇପ୍ରୋଫାଇଲ ସାଇବରଠକଙ୍କଠାରୁ ୭ ସାଇବର୍ ଲୁଟେରାଙ୍କଠାରୁ ୧୫୦ ମୋବାଇଲ୍, ୧୬ ହଜାର ସିମ୍ କାର୍ଡ […]

ଆମେରିକାକୁ ଟପିଲା ଭାରତ

୧. ରଥ ଯାତ୍ରା ସମୟରେ ପୁରୀକୁ ବାହାର ଲୋକଙ୍କ ପ୍ରବେଶ ମନା, ବନ୍ଦ ରହିବ ବସ ଓ ଟ୍ରେନ ଚଳାଚଳ, ସିଲ୍ ହେବ ଜାତୀୟ ରାଜପଥ ୨. ସୁପ୍ରିମକୋର୍ଟକୁ ଗଲା କେନ୍ଦ୍ରାପଡ଼ା ବଳଦେବଜୀଉ ରଥଯାତ୍ରା ପ୍ରସଙ୍ଗ, ରଥଯାତ୍ରା ଲାଗି ଅନୁମତି ଅନୁରୋଧ କରି ମଦନ ପତ୍ରି ନାମକ ଜଣେ ବ୍ୟକ୍ତିଙ୍କ ସୁପ୍ରିମକୋର୍ଟରେ ଦାଖଲ କଲେ ସ୍ପେଶାଲ ଲିଭ ପିଟିସନ । ୩. ବିଜେପି ରାଜ୍ୟ କାର୍ଯ୍ୟକାରିଣୀରେ ଧର୍ମେନ୍ଦ୍ର ପ୍ରଧାନଙ୍କ ପରାମର୍ଶ, ସାଢ଼େ ୪ କୋଟି ଓଡ଼ିଆଙ୍କ ଜୀବନରେ […]

ନକଲି ଫାର୍ମ କରି ଠକିଥିଲେ ୧୦ କୋଟିର ଜିଏସ୍‌ଟି, ବନ୍ଧା ହେଲେ

ଭୁବନେଶ୍ୱର,୨୮/୬(ଏସଏସନିୟୁଜ) ୧୦ କୋଟି ଟଙ୍କାର ଜିଏସଟି ଠକେଇର ପର୍ଦ୍ଦାଫାଶ କରିଛି ଜିଏସଟି ଅଧିକାରୀ । ଏହି ହାଇ ପ୍ରୋଫାଇଲ ଠକେଇର ମାଷ୍ଟରମାଇଣ୍ଡ ହେଉଛନ୍ତି ସ୍ମୃତି ରଞ୍ଜନ ସାହୁ । ସେ ରିକ୍ସା ଚାଳକ , ଛାତ୍ର ଆଦିଙ୍କ ନାଁରେ ଫାର୍ମ କରିଥିଲେ ମଧ୍ୟ ସେମାନଙ୍କର କୌଣସି ପତ୍ତା ନଥିଲା। ବାର୍ଷିକ ଟର୍ନ ଓଭର ୪୦ କୋଟି ବୋଲି ଦର୍ଶାଇବାସହ ସେହିମାନଙ୍କ ନାଁରେ ଫର୍ମ ପୂରଣ କରି ସେ ଜିଏସ୍‌ଟି ଫାଙ୍କୁଥିଲେ ଓ ୭ଟି ନକଲି ଫାର୍ମ କରି […]

କ୍ରାଇମବ୍ରାଞ୍ଚ ADG ଭାବେ ଦାୟିତ୍ୱ ନେଲେ IPS ସଂଜୀବ ପଣ୍ଡା

ଭୁବନେଶ୍ୱର,୨୮/୬(ଏସଏସନିୟୁଜ) IPS  ସଂଜୀବ ପଣ୍ଡା ଆଜି କ୍ରାଇମବ୍ରାଞ୍ଚ ADG ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ରାଜ୍ୟରେ ମହିଳା ଓ ଶିଶୁଙ୍କ ପ୍ରତି ହେଉଥିବା ଅପରାଧ, ସାଇବର ଅପରାଧର ନିରାକରଣ ସହ ତଦନ୍ତ ପ୍ରକ୍ରିୟାରେ ଅତ୍ୟାଧୁନିକ ଜ୍ଞାନକୌଶଳର ପ୍ରୟୋଗ ଉପରେ ଗୁରୁତ୍ୱ ଦେବାକୁ କହିଛନ୍ତି ।

ଆକ୍ସନ ମୁଡରେ କମିଶନରେଟ ପୁଲିସ

ଭୁବନେଶ୍ବର,୨୮/୬(ଏସ ଏସ ନିୟୁଜ) କୋଭିଡ୍ କଟକଣା ପାଳନ ପାଇଁ ଆକ୍ସନ ମୁଡକୁ ଆସିଛି କମିଶନରେଟ ପୁଲିସ ।ଭୁବନେଶ୍ୱର ବାପୁଜୀ ନଗରରେ ଏକାଧିକ ମୋବାଇଲ ଦୋକାନ ସିଲ୍ କରିଛି ପୋଲିସ ।କଟକ-ପୁରୀ ରୋଡ୍‌ରେ ୧୮ଟି ଦୋକାନରେ ତାଲା ପକାଇଲା କମିସିନେରେଟ ପୋଲିସ। ୬ଟି ଜୋନ୍‌ରେ ୪୨ଟି ଦୋକାନ ସିଲ୍ କରିବା ସହ ଜରିମାନା ଆଦାୟ କରିଛି।

ଭକ୍ତମାନଙ୍କ ପାଇଁ ଖୋଲିବ ମହାକାଳେଶ୍ୱର ମନ୍ଦିର

➡️୧-ପ୍ରଧାନମନ୍ତ୍ରୀଙ୍କ ‘ମନ କି ବାତ’ କାର୍ଯ୍ୟକ୍ରମ କହିଲେ ଗୁଜବରେ ବିଶ୍ୱାସ କରନ୍ତୁନି, ଟିକା ନିଅନ୍ତୁ । ➡️୨-ଜୁଲାଇ ୩୧ ସୁଦ୍ଧା ଯୁକ୍ତ୨ ରେଜଲ୍ଟ, ସୁପ୍ରିମ୍‌କୋର୍ଟଙ୍କ ନିର୍ଦେଶ ପରେ ବଦଳିଲା ନିଷ୍ପତ୍ତି । ➡️୩-ସ୍ୱଚ୍ଛତା ଲାଗି ଜମିଜମା କାଗଜପତ୍ର ସହ ସଂଯୁକ୍ତ ହେବ ‘ଆଧାର’ ,୨୦୨୩-୨୪ ସୁଦ୍ଧା ସରିବ କାର୍ଯ୍ୟ । ➡️୪-ଜୁଲାଇ ମାସରେ ରାଜ୍ୟକୁ ମିଳିବ ୪୦ ଲକ୍ଷ ଡୋଜ୍ ଟିକା । ➡️୫-କାର୍‌ର ଆଗ ଦୁଇଟି ସିଟ୍‌ରେ ଡୁଆଲ୍‌ ଏୟାରବ୍ୟାଗ୍‌ ସମୟ ସୀମା ବଢ଼ିଲା, ମିଳିଲା […]

ଝୁଲନ୍ତା ମୃତଦେହ ଉଦ୍ଧାର

କଟକ,୨୭/୬(ଏସ ଏସ ନିୟୁଜ)ଶିଖରପୁରସ୍ଥିତ କାଳିଆବୋଦା ଶ୍ମଶାନ ନିକଟ ପରିତ୍ୟକ୍ତ ସ୍ଥାନରୁ ଝୁଲନ୍ତା ଅବସ୍ଥାରେ ଜଣେ ବ୍ୟକ୍ତିଙ୍କ ମ୍ରୁତଦେହ ଉଦ୍ଧାର ହୋଇଛି।ପଚି ହୋଇ ଯାଇଥିବା ମ୍ରୁତଦେହକୁ ଉଦ୍ଧାର କରି ତଦନ୍ତ କରୁଛି ପୋଲିସ। ଏହା ହତ୍ଯା ନା ଆତ୍ମହତ୍ଯା ତାହାର କାରଣ ଜଣାପଡିନାହିଁ।

ମାଟି ଅତଡ଼ା ତଳେ ଚାରିଶ୍ରମିକ

ଗଞ୍ଜାମ୨୭/୬(ଏସଏସନିୟୁଜ) ଦିଗପହଣ୍ଡି ନିକଟ ଫାଶିଗୁଡ଼ାରେ ମାଟି ଅତଡ଼ା ଧସି ଚାପି ହୋଇଗଲେ ୪ ଶ୍ରମିକ। ଘୋଡ଼ାହାଡ଼ ଡ୍ୟାମ ନିକଟ ଫାଶିଗୁଡ଼ାରେ ରାସ୍ତାକାମ ଚାଲିଥିବାବେଳେ ମାଟି ଅତଡ଼ା ଧସିଥିଲା ।ଫଳରେ କାମକରୁଥିବା ୪ଜଣ ଶ୍ରମିକମାଟି ଅତଡ଼ା ତଳେ ଚାପି ହୋଇରହିଥିଲେ ।ଖବରପାଇ ଅଗ୍ନିଶମ ବାହିନୀର କର୍ମଚାରୀମାନେ ୪ଜଣ ଶ୍ରମିକଙ୍କୁ ଉଦ୍ଧାର କରାଯାଇ ଚିକିସ୍‌ାପାଇଁ ଡାକ୍ତରଖାନାକୁ ପଠାଇଯାଇଛି ।ଏଥିମଧ୍ୟରୁ ଦୁଇଜଣଅବସ୍ଥା ଗୁରୁତର ଥିବାର ଜଣାପଡିଛି ।

ସମ୍ବଲପୁର ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତିଙ୍କୁ ହତ୍ୟା

ଝାରସୁଗୁଡା, ୨୭/୬(ଏସଏସନିୟୁଜ) ସମ୍ବଲପୁର ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ଡ. ଧ୍ରୁବରାଜ ନାଏକ(୮୩)ଙ୍କୁ କେହି ଆତତାୟୀ ଟାଙ୍ଗିଆରେ ହାଣି ହତ୍ୟା କରିଥିବାର ଲଇକେରା ଥାନା ଅନ୍ତର୍ଗତ କୁଅଁରମାଲ ଗ୍ରାମରେ ଆଜି ସକାଳେ ଦେଖିବାକୁ ମିଳିଛି । ମଦ ପିଇବା ପାଇଁ ୧୦୦ ଟଙ୍କା ନଦେବାରୁ ରିମିତ ଧୁରୁଆ ନାମକ ଜଣେ ମଦ୍ୟପ ନାଏକଙ୍କ ତଣ୍ଟିକୁ ଏକ ଚୋଟ ପକାଇଥିବା ଜଣାପଡିଛି । ରକ୍ତଜୁଡୁବୁଡୁ ଅବସ୍ଥାରେ ପରିବାର ଲୋକେ ତୁରନ୍ତ ତାଙ୍କୁ ଚିକିସ୍‌ାପାଇଁ ଡାକ୍ତରଖାନାରେ ଭର୍ତି କରାଇଥିଲେ ମଧ୍ୟ ଡାକ୍ତର […]

ଏନକାଉଣ୍ଟରରେ ମୃତ୍ୟୁବରଣ କଲା ଦୁର୍ଦାନ୍ତ ନକ୍ସଲ ସନ୍ତୋଷ ମାରକାମ

ମାଲକାନଗିରି, ୨୭/୬(ଏସଏସନିୟୁଜ) ଆଜି ପୁଲିସ ଓ ନକ୍ସଲ ମଧ୍ୟରେ ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ଦନ୍ତେଵାଡା ଜିଲ୍ଲାରେ ଗୁଳିବିନିମୟ ଘଟିଛି। ଏଥିରେ ମଲଙ୍ଗର ଏରିଆ କମିଟିର ସଦସ୍ୟ ସଂତୋଷ ମାରକାମ ମୃତ ଘଟିଛି ।ଏହାସହ ପିସ୍ତଲ,ବିସ୍ଫୋରକ ସାମଗ୍ରୀ ସହ ବହୁ ମାତ୍ରାରେ ମାଓ ସାମଗ୍ରୀ ଜବତ କରିଛି ପୋଲିସ । ଏଥିସହିତ ସର୍ଚ୍ଚ ଅପରେସନ ଜୋରଦାର ଚାଲିଥିବା ଏସପି ଅଭିଷେକ ପଲ୍ଲବ ପ୍ରକାଶ କରିଛନ୍ତି। କୈାଣସିସୁତ୍ରରୁ ଖବର ପାଇ ଡିଆରଜି ଯବାନ ପୋରଦେମ ଜଂଗଲରେ ଚଢାଉ କରିଥିଲେ। […]