Browsing category

ଅପରାଧ

ନବବଧୂଙ୍କଝୁଲନ୍ତା ମୃତ ଦେହ ଉଦ୍ଧାର

ଜଟଣୀ,୭/୬(ଏସଏସନିୟୁଜ) ଜଟଣୀ ଥାନା ଅନ୍ତର୍ଗତ ବିକାଶନଗରରେଥିବା ଏକ ଭଡାଘରୁ ନବବିବାହିତା ବଧୂଙ୍କର ମୃତ୍ୟୁଦେହ ଉଦ୍ଧାର ହୋଇଛି । ଜଟଣୀ ବିକାଶନଗର ଅଞ୍ଚଳର ଗୀତାଞ୍ଜଳି ବାରିକଙ୍କ ଝିଅ ପ୍ରଭାତୀ (୨୦) ଏହି ଥାନା ଅନ୍ତର୍ଗତ ବିଶିଆପଡା ଗ୍ରାମର ଦିଲ୍ଲୀପ ମହାପାତ୍ରଙ୍କୁ ଗତ ଚାରି ମାସ ତଳେ ପ୍ରେମ ବିବାହ କରିଥିଲେ । ପରିବାରଲୋକଙ୍କ ଅନିଛାସତ୍ୱେ ଏହି ବିବାହ ହୋଇଥରବାରୁ ଉଭୟ ବିକାଶ ନଗରରେ ଏକ ଭଡା ଘରେ ରହୁଥିଲେ ।ଆଜି ରହୁଥିବା ଭଡା ଘରର ପଙ୍ଖାରେ ଲୁଗା ସାହାଯ୍ୟରେ […]

ବିଧବା ମହିଳାଙ୍କୁ ଅପହରଣ କରି ଗଣଦୁଷ୍କର୍ମ ଅଭିଯୋଗ

ଭୁବନେଶ୍ୱର,୮/୬(ଏସଏସନିୟୁଜ) ପରିବା ବିକି ଘରକୁ ଫେରୁଥିବା ଜଣେ ବିଧବା ମହିଳା ଗଣଦୁଷ୍କର୍ମର ଶିକାର ହୋଇଛନ୍ତି ।ମହିଳାଙ୍କୁ ଅପହରଣ ପରେ ୨ଦିନ ଧରି କାଜୁଜଙ୍ଗଲରେ ଗଣଦୁଷ୍କର୍ମ କରାଯାଇଥିବାର ଜଣାପଡିଛି । କୌଶଳ କ୍ରମେ ପୀଡିତା ସେଠାରୁ ଶୁକ୍ରବାର ବିଳମ୍ବିତ ରାତିରେ ସେଠାରୁ ଖସି ଆସି ଶନିବାର ବଡ଼ବିଲ ଥାନାରେ ଅଭିଯୋଗ କରିବାପରେ ଘଟଣା ପଦାକୁ ଆସିଛି । ସୁନ୍ଦରଗଡ଼ ଜିଲ୍ଲା କୋଇଡା ହାଟରେ ପରିବା ବିକ୍ରିକରି ଗୁରୁବାରଦିନ ବିଧବା ମହିଳାଜଣଙ୍କ ବଡ଼ବିଲସ୍ଥିତ ନିଜ ଘରକୁ ଫେରୁଥିଲେ । ଗୁରୁଦ୍ୱାରା […]

ବୁଥ୍ ଯେଉଁଠି, ଟିକା ଦିଆଯିବ ସେଇଠି’

୧-୧୮ ବର୍ଷରୁ ଉର୍ଦ୍ଧ୍ବ ସମସ୍ତ ନାଗରିକଙ୍କୁ ମାଗଣା ଟୀକା ଘୋଷଣା କଲେ ପ୍ରଧାନମନ୍ତ୍ରୀ ମୋଦୀ । ଜୁନ ୨୧ ସୋମବାର ଠାରୁ ଆରମ୍ଭ ହେବ ଟୀକାକରଣ । ୨-ନଭେମ୍ବର ମାସ ଯାଏ ୮୦ କୋଟି ଲୋକଙ୍କୁ ମିଳିବ ମାଗଣା ରାସନ । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଅଧୀନରେ ଗରିବଙ୍କୁ ୫ କେଜି ଚାଉଳ କିମ୍ବା ଗହମ ଓ ୧ କେଜି ଡାଲି ମିଳିବ।  ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଅଧୀନରେ ଗରିବଙ୍କୁ ୫ […]

ଆମରଣ ଅନଶନରେ ବସିଲେ ଜିଲ୍ଳାପରିଷଦସଭ୍ୟ

  ଭୁବନେଶ୍ୱର,୭/୬(ଏସ ଏସ ନିୟୁଜ)କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଥାନା ଅଧିକାରୀଙ୍କ ବଦଳି ଦବୀରେ ଥାନା ସମ୍ମୁଖରେ ଆମରଣ ଅନଶନ ଦେଇଛନ୍ତି ୨୧ ନମ୍ବର ଜୋନ ବିଜେପି ଜିଲ୍ଳା ପରିଷଦ ସଭ୍ୟ  ଦେବଦତ୍ତ ଚୌଧୁରୀ।ସେ ତାଙ୍କ ଅଭିଯୋଗରେ କହିଛନ୍ତି,ଥାନା ଅଧିକାରୀକାଳନ୍ଦୀ ବେହେରା ଦୀର୍ଘ ୪ ବର୍ଷ ହେବ ଏହି ଥାନାରେ ଅଛନ୍ତି। ସରକାରଙ୍କ ନିୟମ ଅନୁଯାୟୀ ନିର୍ଦ୍ଦିଷ୍ଟ ଏକ ଥାନାରେ କୌଣସି ଥାନା ଅଧିକାରୀ ୩ ବର୍ଷରୁ ଅଧିକ ସମୟ ରହିବା କଥା ନୁହେଁ କିନ୍ତୁ ଏଠାରେ ବ୍ୟତିକ୍ରମ […]

ମହାକାଶ ଯାତ୍ରାରେ ଯିବେ Amazon ପ୍ରତିଷ୍ଠାତା ଜେଫ ବେଜୋସ

?ରାଜ୍ୟରେ ଆଜି ୮୪୨୯ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ?ରାଜ୍ୟ ସରକାରଙ୍କ ଆଗରେ ଏବେ ବଡ଼ ଚ୍ୟାଲେଞ୍ଜ୍ ୧୮ରୁ ୪୪ ବର୍ଷ ବୟସ୍କଙ୍କ ଟିକାକରଣ। ୨୨ଟି ଜିଲ୍ଲାର ସଦର ମହକୁମାରେ ଯୁବବର୍ଗଙ୍କୁ କୋଭିସିଲଡ୍ ଟିକା ଦେବା ପାଇଁ ନିର୍ଦ୍ଦେଶ ପରେ ଆଜିଠାରୁ ଟିକାକରଣ ଅଭିଯାନ ଆରମ୍ଭ ହୋଇଛି । ?କଟକ ମହାନଗର ନିଗମ ଅଞ୍ଚଳରୁ ଆଜି ୨୧୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ?ସିିବିଏସ୍‌ଇ ପରୀକ୍ଷା ମୂଲ୍ୟାଙ୍କନ ଶୈଳୀରେ ସଂଶୋଧନ; ମାର୍କ ସବ୍‌ମିଶନର ଅବଧି ବୃଦ୍ଧି । […]

ଚୋରା କାରବାର ବନ୍ଦ କର, ନହେଲେ ପରିଣାମ

୧-ବାତ୍ୟା ଓ ପରବର୍ତ୍ତୀ ବନ୍ୟା ନେଇ କେନ୍ଦ୍ରର ୭ଜଣିଆ ଟିମ ଆଜି ପ୍ରଭାବିତ ଅଞ୍ଚଳ ଗସ୍ତ ସହ ବାତ୍ୟା କ୍ଷୟକ୍ଷତିର କରିବେ ଆକଳନ । ୨-ଜୁନ ୧୦ରେ ଦୃଶ୍ୟମାନ ହେବ ଏ ବର୍ଷର ପ୍ରଥମ ତଥା ଶେଷ ସୂର୍ଯ୍ୟପରାଗ । ୩-ଏଣିକି ଫେସବୁକ-ଗୁଗୁଲ ଦେବେ ୧୫% କର୍ପୋରେଟ୍ ଟ୍ୟାକ୍ସ, ଜି୭ ବୈଠକରେ ଐତିହାସିକ ନିଷ୍ପତ୍ତି । ୪-ରାଜ୍ୟର ୫ ସହରରେ ଅକ୍ସିଜେନ କନସନଟ୍ରେଟର ସେବା ଶୁଭାରମ୍ଭ । ଜନତାଙ୍କର ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଡୋରଷ୍ଟେପ […]

ନାବାଳିକା ହେଲେ ଗର୍ଭବତୀ

ପାରଳାଖେମୁଣ୍ଡି, ୬/୬ (ଏସଏସନିୟୁଜ) ଗଜପତି ଜିଲ୍ଲା ରେ ଏକ ଲଜ୍ଜା ଜନକ ଘଟଣା ସାମ୍ନାକୁ ଆସିଛି ।ଆର୍‌.ଉଦୟଗିରି ଥାନା ଅଧିନରେ ଥିବା ଏକ ଗ୍ରାମରେ ୧୬ବର୍ଷର ଜଣେନାବାଳିକା ଗଭବତୀ ହୋଇଛନ୍ତି ।ଏହି ନାବାଳିକା ଜଣକ ଆଠମାସର ଗର୍ଭବତୀ ହୋଇଥିବାରୁ ସ୍ୱାସ୍ଥ୍ୟ ପରୀକ୍ଷା ସହ ପ୍ରଶାସନିକ ସାହାଯ୍ୟ ଓ ନ୍ୟାୟ ପାଇଁ ଶିଶୁ କଲ୍ୟାଣ ସମିତି ଦ୍ୱାରା ପ୍ରୟାସ ଆରମ୍ଭ କରାଯାଇଛି । ଏବିଷୟରେ ଆର୍‌.ଉଦୟଗିରି ପୋଲିସ ଠାରୁ ସୂଚନା ପାଇ ଶିଶୁ କଲ୍ୟାଣ ସମିତିର ଅଧ୍ୟକ୍ଷ ପ୍ରମୋଦ […]

ପରିଣାମ ଭୋଗିବାକୁ ପ୍ରସ୍ତୁତ ରୁହ

୧-ଆରପାରିରେ ଜାତୀୟ ପୁରସ୍କାର ପ୍ରାପ୍ତ ଅଭିନେତା ଅଟଳ ବିହାରୀ ପଣ୍ଡା । ୯୨ ବର୍ଷ ବୟସରେ ବୁର୍ଲା ଭିମସାରରେ ଦେହାନ୍ତ । ୨-ଜୁନ୍‍ ୭ରୁ ଚାଲିବ ଦିଲ୍ଲୀ ମେଟ୍ରୋ; ୫୦% ଯାତ୍ରୀଙ୍କୁ ମିଳିବ ଅନୁମତି । ୩-ବିଜେପି କୃଷକ ମୋର୍ଚ୍ଚାର ଚାଷୀଙ୍କ ହକ୍ ପାଇଁ ଆନେ୍ଦାଳନ ଡାକରା , ରେଜିଷ୍ଟ୍ରେସନ କରିଥିବା ସମସ୍ତ ଚାଷୀଙ୍କ ଧାନ ସରକାର କିଣନ୍ତୁ : ପ୍ରଦୀପ ପୁରୋହିତ୍ । ୪-ଜିଏସଟି ସଂଗ୍ରହ ଉପରେ କରୋନା ମାଡ । ମେ ମାସରେ ମୋଟ […]

ଦିବ୍ୟାଙ୍ଗ ମହିଳାଙ୍କ ଗଳା କାଟି ହତ୍ୟା

ଶେରଗଡ଼, ୫/୬ (ଏସ୍‌ଏସ୍‌ନିୟୁଜ) ସେରଗଡ଼ ଥାନା ଅର୍ନ୍ତଗତ ସୁନାତର ଓ ସୁବଳୟାପଲ୍ଲୀ ଶଙ୍ଖ ନିକଟରେ ଥିବା ଯାତ୍ରୀ ବିଶ୍ରାମ ଗାରରେ ଜଣେ ଦିବ୍ୟାଙ୍ଗ ମହିଳାଙ୍କ ଗଳା କାଟି ବିଭତ୍ସ ଭାବେ ହତ୍ୟା କରାଯାଉଛି।ମୃତ ମହିଳା ହେଉଛନ୍ତି ଡେଙ୍ଗାପରର ମାର୍କଣ୍ଡ ନାଇକଙ୍କ ସ୍ତ୍ରୀ ମଞ୍ଜୁଳା ନାଇକ। ସେ ମାନସିକ ବିକୃତ ଥିବା ବେଳେ ଗତକାଲି ରାତିରେ ଏହି ଘଟଣା ଘଟିଥିବାର ସୂଚନା ମିଳିଛି । ଖବରପାଇ ସେରଗଡ଼ ପୋଲିସ ଓ ସାଇଣ୍ଟିଫି ଟିମ ସହ ଆସି ତଦନ୍ତ କରିବା […]

ନନ୍ଦନକାନନରେ କେତେ ସୁରକ୍ଷିତ ସୁରକ୍ଷା କର୍ମଚାରୀ

ବାରଙ୍ଗ,୪/୬(ଏସ୍‌ଏସ୍‌ନିୟୁଜ) ନନ୍ଦନକାନନରେ ସୁରକ୍ଷାବିଭାଗର ଜଣେ କର୍ମଚାରୀଙ୍କର ସାଇକେଲ ଚୋରୀ ହୋଇଛି ।ପୁଣି ପ୍ରବେଶପଥ ପାଖରେ ହୋଇଥିବା ପାକିଁ ସ୍ଥାନରୁ ।ଯଦି ସୁରକ୍ଷା ବିବାଗର କର୍ମଚାରୀମାନେ ନିଜକୁ ସୁରକ୍ଷିତ ମଣୁନାହାନ୍ତି ତେବେ ସୁରକ୍ଷାଦାୟିତ୍ୱରେ ଥିବା ମୁଖିଆ ନନ୍ଦନକାନନକୁ କିଭଳି ସୁରକ୍ଷା ଦେବେ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ୧ତାରିଖରେ କେହି ଦୁର୍ବୃତ ନନ୍ଦନକାନନ ପ୍ରାଣୀଉଦ୍ୟାନର ମୁଖ୍ୟଫାଟକ କଡରେ କର୍ମଚାରୀଙ୍କ ପାଇଁ ନିର୍ମାଣ କରାଯାଇଥିବା ଗାଡି ପାର୍କିଂ ସ୍ଥଳରୁ ସିକ୍ୟୁରିଟ ବିଭାଗର ସୁରକ୍ଷା କର୍ମଚାରୀ ପୁରେନ୍ଦ୍ର ସାହୁଙ୍କ […]