Browsing category

ଅପରାଧ

କଟକ ରୁ ୬୯ଲକ୍ଷ ଟଙ୍କାର ନକଲି କରୋନା ମେଡିସିନ ଜବତ

କଟକ,୧୧/୬(ଏସଏସନିୟୁଜ) ସିଲ୍‌ଭର ସିଟି କଟକରୁ ଜବତ ହେଲା ନକଲି ଫାଭିପିରାଭିର୍ ମେଡିସିନ୍‌। କଟକ କନିକା ଛକରେ ଥିବା ଏକ ମେଡିସିନ ଷ୍ଟୋରରୁ ୧୭ ହଜାର ଫାଭିପିରାଭିର୍ ଟାବଲେଟ ଜବତ କରିଛି ଡ୍ରଗ୍ସ କଣ୍ଟ୍ରୋଲ ସ୍କ୍ୱାଡ୍ । କନିକା ଛକରେ ଏହି ମେଡିସିନ ଷ୍ଟୋରରେ ନକଲି ଫାଭିପିରାଭିର୍ ମେଡିସିନ୍ ବିକ୍ରି ହେଉଥିଲା।କୌଣସି ସୂତ୍ରରୁ ଖବର ପାଇ ଡ୍ରଗ୍ସ କଣ୍ଟ୍ରୋଲ ସ୍କ୍ୱାଡ୍ ଗୁରୁବାର ଦିନ ଚଢ଼ଉ କରି ମେଡିସିନ୍ ଷ୍ଟୋରରୁ ୧୭୦ ପେଟି ଭର୍ତ୍ତି ଫାଭିପିରାଭିର୍ ମେଡିସିନ୍ ଜବତ କରି […]

ଆରମ୍ଭ ହେଲା ଶୀତଳଷଷ୍ଠୀ…

‎ ୧. ସମ୍ବଲପୁର: କୋଭିଡ୍ ହସ୍ପିଟାଲ୍‌ରେ ୯ ମୃତ । ୨. ରାଜ୍ୟରେ କ୍ରମାଗତ କିଛିଦିନ ହେବ କରୋନା ସଂକ୍ରମଣ ହ୍ରାସ । ୬ ହଜାର ତଳକୁ ଖସିଲା କରୋନା ସଂକ୍ରମିତଙ୍କ ସଂଖ୍ୟା । ୩. ରେଢ଼ାଖୋଲ ବିଧାୟକଙ୍କ ଉଦ୍ୟମରେ ମିଳିଲା ୧୮ଟି ଅମ୍ଲଜାନ କନସେଟ୍ରେଣ୍ଟର । ୪. ଆରମ୍ଭ ହେଲା ଶୀତଳଷଷ୍ଠୀ, ବାଲୁଙ୍କେଶ୍ବର ବାବାଙ୍କ ପତ୍ରପେଣ୍ଡି ସମ୍ପନ୍ନ । ୫. ଷ୍ଟିଲ୍ ଅଥରିଟି ଅଫ୍ ଇଣ୍ଡିଆ ଲିମିଟେଡ୍(ସେଲ୍) ଗତ ୨୦୨୦-୨୧ ଆର୍ଥିକ ବର୍ଷରେ ୯୦ ପ୍ରତିଶତ […]

ରାବଣ ଚରିତ୍ରରେ ନଜର ଆସିବେ ହ୍ରିତିକ ରୋଶନ

➡️୧-ଏଥର ମଧ୍ୟ ଭକ୍ତଶୁନ୍ୟ ହେବ ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରା । ଟିକାର ଦୁଇଟି ଡୋଜ୍ ନେଇଥିବା ସେବାୟତ ହେବେ ସାମିଲ, ପୁରୀ ଛଡା ଅନ୍ୟ ସ୍ଥାନରେ କେବଳ ନୀତିକାନ୍ତି ପାଇଁ ଅନୁମତି । ଅନ୍ୟ ମନ୍ଦିର ର ସେବାୟତ ଆଣିଲେ ଆପତ୍ତି । ➡️୨-ମୌସୁମୀ ବର୍ଷା ଓ ଲଘୁଚାପ ଜନିତ ବର୍ଷାକୁ ଦୃଷ୍ଟିରେ ରଖି ଜଳ ସମ୍ପଦ ବିଭାଗ ପ୍ରମୁଖ ଶାସନ ସଚିବଙ୍କ ସ୍ଥିତି ସମୀକ୍ଷା। ବିଭିନ୍ନ ଜଳ ଭଣ୍ଡାରର ସ୍ଥିତି ଓ ଏହାର ପରିଚାଳନା […]

ସାବିତ୍ରୀରେ ସ୍ୱାମୀଙ୍କୁ ପଥରରେ ଛେଚି ଗୁରୁତର କଲା ସ୍ତ୍ରୀ

ଭୁବନେଶ୍ୱର,୧୦/୬(ଏସଏସନିୟୁଜ) ସ୍ୱାମୀଙ୍କ ଦୀର୍ଘାୟୂ କାମନା କରି ସାବିତ୍ରୀ ବ୍ରତ ପାଳୁଛି ସ୍ତ୍ରୀ। ପୂଜା କରୁଛି ଓ ଉପବାସ ରହୁଛି। ଆଉ ଦୀର୍ଘାୟୂ ପାଇଁ କାମନା କରୁଛି। ହେଲେ ସେହି ସ୍ତ୍ରୀ ଆଜି ଉଗ୍ରରୂପ ଧାରଣ କରିଛି। ସାମାନ୍ୟ କଳିକୁ କେନ୍ଦ୍ର କରି ସାବିତ୍ରୀରେ ସାତ ଜନମର ସାଥୀଙ୍କୁ ଘରୋଇ କଳିରୁ ପଥରରେ ଛେଚି ଦେଇଛି। ଆଜି ଏପରି ଅଭାବନୀୟ ଘଟଣା କେନ୍ଦୁଝର ଜିଲ୍ଲାରେ ଘଟିଛି।ବଡ଼ବିଲ ଥାନା ଭଦ୍ରାସାହି ପଞ୍ଚାୟତ ଝାଡ଼ଗାଁର ମୋଟୁ ମୁଣ୍ଡା ଆଜି ସକାଳେ ଘରେ […]

ଧରିଲେ ଠେଙ୍ଗା,ଭାଙ୍ଗିଲେ ଗାଡି

ବାରଙ୍ଗ,୯/୬(ଏସ ଏସ ନିୟୁଜ)ବାରଙ୍ଗ ବାଙ୍କୀ ମୁଖ୍ୟ ରାସ୍ତାର ଗୋବିନ୍ଦପୁର ଛକ ନିକଟରେ ବୁଧବାର ସକାଳେ ଏକ ଆଶ୍ଚର୍ଯ୍ୟଚକିତ ଘଟଣା ଦେଖିବାକୁ ମିଳିଛି।ଜଣେ ବ୍ୟକ୍ତି ସକାଳ ୭ ଟା ସମୟରେ ବାରଙ୍ଗ ବାଙ୍କୀ ମୁଖ୍ୟ ରାସ୍ତା ଉପରେ ଯାତାୟାତ କରୁଥିବା ଗାଡ଼ି ଗୁଡ଼ିକ ଉପରେ କେହି କିଛି ବୁଝିବା ଆଗରୁ ଅଚାନକ ଆକ୍ରମଣ କରିଥିଲା।ବ୍ୟକ୍ତିଙ୍କ ଏଭଳି କାଣ୍ଡ ଦେଖି ସ୍ଥାନୀୟ ଲୋକେ ଆଶ୍ଚର୍ଯ୍ୟ ଚକିତ ହୋଇପଡ଼ିଥିଲେ।ଏଥିସହ ଚାଳକ ଙ୍କୁ ଅଶ୍ରଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ।ସେ ହାତରେ ଏକ ଠେଙ୍ଗା […]

ଖବର ଆଜିର

୧-୭ଟି ଜିଲ୍ଲାରେ ୭ଟି ଅକ୍ସିଜେନ ପ୍ଲାଣ୍ଟର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ,ନବରଙ୍ଗପୁରରେ RTPCR ପରୀକ୍ଷା ଗାର ଉଦ୍ଘାଟିତ।ରଜ ଓ ସାବିତ୍ରୀରେ ସତର୍କ ରହିବାକୁ ନିବେଦନ। ୨-କ୍ୟାବିନେଟ ନିଷ୍ପତ୍ତି, ୪ ଲେନ୍ ବିଶିଷ୍ଟ ହେବ ନୂଆପଡ଼ା-କଳାହାଣ୍ଡି ରାସ୍ତା ଓ କଟକ ପଟ୍ଟାପୋଲରୁ ମାତୃ ଭବନ ପର୍ଯ୍ୟନ୍ତ ମୁଖ୍ୟ ଡ୍ରେନକୁ ବକ୍ସ କଲଭର୍ଟ କରାଯିବ। ୩-ଆଜିଠାରୁ ୧୪ ଯାଏ ପ୍ରବଳ ବର୍ଷାର ସମ୍ଭାବନା, ସତର୍କ ରହିବାକୁ , ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ SRC।ଭୁସ୍ଖଳନ ସହ ବନ୍ୟା ଆଶଙ୍କା। […]

ଆଇପିଏସ୍ ସ୍ତରରେ ଅଦଳବଦଳ

ଭୁବନେଶ୍ୱର,୯/୬(ଏସଏସନିୟୁଜ) ରାଜ୍ୟ ସରକାର ଆଇପିଏସ୍ ସ୍ତରରେ ବଡ଼ଧରଣର ଅଦଳବଦଳ କରିଛନ୍ତି । ନରସିଂହ ଭୋଳ ହେଲେ କେନ୍ଦ୍ରାଞ୍ଚଳ ଆଇଜି.,ହିମାଂଶୁଲାଲ ହେଲେ ପୂର୍ବାଞ୍ଚଳ ଆଇଜି, ଦିପକ କୁମାର ହେଲେ ଉତ୍ତରାଞ୍ଚଳ ଡିଆଇଜ.ରାଜକିଶୋର ପାଇକରାୟ ହେଲେ ଦେବଗଡ଼ ଏସ୍‌ପି, ଦୀପ୍ତେଶ କୁମାର ପଟ୍ଟନାୟକ ହେଲେ ଜେଲ ବିଭାଗ ଆଇଜ. ଡି.ପି. ତ୍ରିପାଠୀ ହେଲେ ହେଲେ କଟକ ରେଲୱେ ଏସ୍‌ପି ଭାବରେ ଅବସ୍ଥାପିତ କରାଯାଇଥିବାନେଇ ସାଧାରଣ ପ୍ରଶାସନ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତି ଜାରିହୋଇଛି ।

ପୁଣି ବାହାରିଲା ପୁରୁଣା ରୋଗ

୧-କୋଭିଡ ସହାୟତା: ସହରାଞ୍ଚଳର ଉଠାଦୋକାନୀଙ୍କ (Street vendors ) ପାଇଁ ୨୬ କୋଟି ୨୯ ଲକ୍ଷ ୭୧ ହଜାର ଟଙ୍କା ମଂଜୁର କଲେ ମୁଖ୍ୟମନ୍ତ୍ରୀ । ୨-କରୋନାରେ ଅନାଥ ହୋଇଥିବା ପିଲାଙ୍କୁ ବେଆଇନ ଭାବେ ପୋଷ୍ୟ ସନ୍ତାନ ରୂପେ ଗ୍ରହଣ ବନ୍ଦ କରିବାକୁ ରାଜ୍ୟକୁ କହିଲେ ସୁପ୍ରିମକୋର୍ଟ । ୩-ଆରମ୍ଭ ନହେଉଣୁ ଇନକମ ଟ୍ୟାକ୍ସର ନୂତନ ଓ୍ଵେବସାଇଟ୍ରେ ତ୍ରୁଟି ହିଁ ତ୍ରୁଟି, ଟ୍ଵିଟରରେ ନିଲେକଣିଙ୍କ ‘କ୍ଲାସ୍’ ନେଲେ ଅର୍ଥ ମନ୍ତ୍ରୀ ସୀତାରମଣ । ୪-ପରବର୍ତ୍ତୀ COVID-୧୯ ଲହରରେ […]

ଚଉଳିଆଗଞ୍ଜ ପୋଲିସ ହାତରେ ଧରାପଡିଲେ ୫ଜଣିଆ ଡକାୟତି ଦଳ

କଟକ,୮/୬(ଏସ ଏସ ନିୟୁଜ) ଏନଏଚ୍ ରେ ଯାଉଥିବା ମାଛଗାଡିରୁ ଡକାୟତି ପାଇଁ ଯୋଜନା କରୁଥିବାବେଳେ ଚଉଳିଆଗଞ୍ଜ ଥାନା ପେଲିସ ହାତରେ ଧରାପଡିଛନ୍ତି ୫ ଯୁବକ ।ସେମାନଙ୍କଠାରୁ ପୋଲିସ ଗୋଟିଏ ଦେଶି ରିଭଲଭର, ଗୋଟିଏ ଏୟାର ପିସ୍ତଲ, ଗୋଟିଏ ଫୋଲ୍ଡିଂ ଛୁରୀ,ଗୋଟିଏ ଲୁହା ବାଡ଼ି ,ଗୋଟିଏ ହୋଣ୍ଡା ମଟର ସାଇକେଲ ଯାହାର ନମ୍ବର ଙଊ-୦୫-ତ-୪୪୬୨, ଗୋଟିଏ ଣବଜ୍ଞବଷବ ମଟର ସାଇକେଲ ଯାହାର ନମ୍ବର ଙଊ-୦୫-ଇଝ-୬୨୧୪ , ଏକ ହୋଣ୍ଡା ସ୍କୁଟର ଯାହାର ନମ୍ବର ଙଊ-୦୫-ଇତ-୦୩୬୨ କୁ ଜବତ କରିବା […]

ବାପା ସମ୍ନାରେ ପୁଅକୁ ହତ୍ୟା

ଭୁବନେଶ୍ୱର ,୮/୫(ଏସଏସନିୟୁଜ) ଷ୍ଟେସନ ଅଞ୍ଚଳରେ ଘରୁ ଡାକି ନେଇ ଯୁବକଙ୍କୁ ହତ୍ୟ। ଦ୍ରୁତ ଗତିରେ ଗାଡ଼ି ଚଳାଇବାକୁ ନେଇ ଗଣ୍ଡଗୋଳ ହୋଇଥିଲା । କିଛି ସମୟ ପରେ କେତେକ ଯୁବକ ଆସି ତାଙ୍କୁ ଘରୁ ଡାକି ନେଇ ସଂଘବଦ୍ଧ ଆକ୍ରମଣ କରିବାରୁ ସେ ଗୁରୁତର ହୋଇଥିଲେ । ଯୁବକଙ୍କୁ ମେଡିକାଲ ନିଆଯାଇଥିଲେ ମଧ୍ୟ ଡାକ୍ତର ମୃତ ଘୋଷଣା କରିଥିଲେ।.ଏହିଭଳିଘଟଣା ଲକ୍ଷ୍ମୀସାଗର ଥାନା ବୁଦ୍ଧନଗର ବସ୍ତିରେ ଘଟିଛି । ବାପା ରବିନ୍ଦ୍ରଙ୍କ ସାମ୍ନାରେ ପୁଅ କାର୍ତ୍ତିକ ସାହୁକୁ ଅତି […]