Browsing category

ଅପରାଧ

ସୋରୁମରେ ବିକ୍ରି ହେଉଛି ନକଲି ଟିଭି

ଭୁବନେଶ୍ୱର,୧/୬(ଏସଏସନିୟୁଜ) ରାଜଧାନୀ ର ସୋରୁମରେ ବିକ୍ରି ହେଉଛି ନକଲି ଟିଭି । ନାମୀ ବ୍ରାଣ୍ଡ୍‌ର ଟିଭି ଶସ୍ତାରେ ମିଳୁଛି । ଏହି ନକଲି ଟିଭି କାରବାରର ପର୍ଦ୍ଦାଫାସ କରିଚି କମିସିନେରେଟ ପୋଲିସ । ଲକ୍ଷ୍ମୀସାଗର, ବଡ଼ଗଡ଼, ଏୟାରପୋର୍ଟ ଓ ମଞ୍ଚେଶ୍ୱର ଅଞ୍ଚଳରେ ଚଢ଼ାଉ କରି ୧୫୦ରୁ ଅଧିକ ନକଲି ଟିଭି କୁ ଜବତ କରିବାସହ ୪ ଜଣଙ୍କୁ ଗିରଫ କରିଛି ପୋଲିସ ।ତେବେ କୋଲକାତାରୁ ଆଣି ନାମୀଦାମୀ କଂପାନିର ଟିଭିର ଲୋଗୋ ଲଗାଇ ଏହି ଡୁପ୍ଲିକେଟ ଟିଭିକୁ […]

ଜିମ୍ ଭିତରୁ ଝୁଲନ୍ତା ମୃତଦେହ ଉଦ୍ଧାର

ଭୁବନେଶ୍ୱର,୧/୬(ଏସଏସନିୟୁଜ) ଭୁବନେଶ୍ୱର କଳ୍ପନା ନିକଟରେ ଥିବା ଏକ ଜିମ ଭିତରୁ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି ପୋଲିସ ।ମୃତକ ୬ନଂରେ ରହୁଥିବା ରଂଜିତ ନାୟକ ।ସେ ଜିମ୍ ରେ ସିକ୍ୟୁରିଟି ଗାର୍ଡ ଭାବେ କାର‌୍ୟ୍ୟ କରୁଥିଲେ । ଏହି ଘଟଣାପରେ ପରିବାର ଲୋକ ରଂଜିତର ମୃତ୍ୟୁକୁ ଆତ୍ମହତ୍ୟା ନୁହେଁ, ଯୋଜନା ବଦ୍ଧଭାବେ ହତ୍ୟାକରାଯାଇଥିବାର ଅଭିଯୋଗ ଆଣିଛନ୍ତି ।ପୋଲିସ ମୃତଦେହ ଉଦ୍ଧାର କରିବା ସହ ଏକ ହତ୍ୟା ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଛି ।

କଥା ବଦଳାଇଲେ ବାବା ରାମଦେବ

୧-କରୋନା କାଳର ଅର୍ଥନୀତି ନେଇ ଆସିଲା ରିପୋର୍ଟ  । ଦୀର୍ଘ ୪୦ ବର୍ଷ ଭିତରେ ସର୍ବନିମ୍ନ ସ୍ଥାନକୁ ଖସିଲା ଅଭିବୃଦ୍ଧି ହାର । ମାଇନସ ୭.୩ ପ୍ରତିଶତ ଖସିଲା ଅର୍ଥନୀତି । ୨-୫ଜି ନେଟୱାର୍କ ପ୍ରତିଷ୍ଠା ବିରୋଧରେ ଦିଲ୍ଲୀ ହାଇକୋର୍ଟରେ ମାମଲା ରୁଜୁ କଲେ ଅଭିନେତ୍ରୀ ଜୁହି ଚାୱଲା । ୩-ପୂର୍ବତଟ ରେଳପଥ ପରିସୀମା ମଧ୍ୟରୁ 2600 ଟନ୍ ଅକ୍ସିଜେନ୍ ପରିବହନ କରାଗଲା :ପୂର୍ବତଟ ରେଳପଥ ପରିସୀମା ମଧ୍ୟରୁ 40 ଟି ଅମ୍ଳଜାନ ଭର୍ତ୍ତି ସ୍ୱତନ୍ତ୍ର ଟ୍ରେନ୍ […]

ରାଜଧାନୀରେ ମହିଳାଙ୍କୁ ଛୁରାମାଡ

ଭୁବନେଶ୍ବର,୩୧/୫(ଏସଏସନିୟୁଜ) ପରିବା କିଣିବାକୁ ଯାଉଥିବା ଜଣେ ମହିଳାଙ୍କୁ ସୋମବାର ଭୋର ସମୟରେ ଛୁରାମାଡ ହୋଇଛି । ଜଣେ ଦୁର୍ବୁତ ଲୁଟ କରିବାକୁ ଉଦ୍ୟମ କରି ଏପରି କରିଥିବାର ସିସିଟିଭିରେ କଏଦ ହୋଇଛି ଏହି ଚିତ୍ର । ଘଟଣାପରେ ମହିଳାଙ୍କ ସ୍ୱାମୀ ଥାନାରେ ଅଭିଯୋଗ କରିବାରୁ ପୋଲିସ ଆସି ତଦନ୍ତ ଆରମ୍ଭ କରିଛି । ଗୁରୁତର ଆହତ ମହିଳାଜଣଙ୍କ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିବାର ଜଣାପଡିଛି ।ଏଭଳି କାଣ୍ଡ ଘଟାଇ ଦୁର୍ବୃତ୍ତଜଣଙ୍କ ଫେରାର ହୋଇଯାଇଛି ।ତେବେ ଏହିଘଟଣାଟି […]

କ୍ୟାରିୟର ବରବାଦ କରିଦେବି. . .

୧-ବିଦ୍ୟୁତ୍‌ ଆଘାତରେ ସମ୍ବଲପୁର କମେଡିଏନ୍‌ ମିଷ୍ଟର୍‌ ଡୋଲୁଙ୍କ ପରଲୋକ । ୨–ଜୁନ ୧୭ ଯାଏଁ ବଢ଼ିଲା ଲକଡାଉନ, ସପ୍ତାହାନ୍ତ ସଟଡାଉନ ବି ଜାରି ରହିବ । ୩-କେବଳ ୩ଟି ଜିଲ୍ଲା ନୂଆପଡା, ଗଜପତି ଓ ସୁନ୍ଦରଗଡରେ କଟକଣା କୋହଳ କରାଯାଇଛି । ଏହି ୩ ଜିଲ୍ଲାରେ ଦିନ ୧ଟା ଯାଏଁ ଦୋକାନ ବଜାର ଖୋଲାରହିବ । ଏହାବାଦ ଅନ୍ୟ ସମସ୍ତ ଜିଲ୍ଲାରେ ପୂର୍ବଭଳି ୧୧ଟା ଯାଏଁ ଲୋକମାନେ ଅତ୍ୟାବଶ୍ୟକ ସାମଗ୍ରୀ କିଣାବିକା କରିପାରିବେ । ୪-ୟାସ୍‌ ମୁକାବିଲା: […]

ଅପିଲ କଲେ ଦିଦି

୧–ୟୁଏଇରେ ଖେଳାଯିବ ଆଇପିଏଲର ଅବଶିଷ୍ଟ ମ୍ୟାଚ, ବିସିସିଆଇ ବୈଠକରେ ନିଷ୍ପତ୍ତି । ୨-ସ୍କୁଲ, କଲେଜ ପାଠ୍ୟକ୍ରମରେ ସାମିଲ ହେବ ବିପର୍ଯ୍ୟୟ ଓ ମହାମାରୀ ମୁକାବିଲା . ୩-କରୋନାରେ ବାପାମା’ ଛେଉଁଣ୍ଡଙ୍କ ପାଇଁ ବଡ଼ ଘୋଷଣା। ୧୮ ବର୍ଷ ବୟସ ପର୍ଯ୍ୟନ୍ତ ପ୍ରତି ମାସରେ ମିଳିବ ଆର୍ଥିକ ସହାୟତା। ୨୩ ବର୍ଷ ବୟସ ହେଲେ ଏକସଙ୍ଗେ ୧୦ଲକ୍ଷ ଟଙ୍କାର ଅର୍ଥ ରାଶି ମିଳିବ। ପିଲାଙ୍କ ପାଇଁ ପିଏମ୍‌ କେୟାର୍ସ ନାମରେ ଯୋଜନା ଆରମ୍ଭ କଲେ ମୋଦି। ୪-ପ୍ରଧାନମନ୍ତ୍ରୀଙ୍କ ପଶ୍ଚିମବଙ୍ଗ […]

ମମତାଙ୍କ ନାଟକ

୧-ଟୋକନ୍ ଅବଧି ବଢ଼ାଇବା ଦାବିରେ ଚାଷୀଙ୍କ ହଙ୍ଗାମା । ସମ୍ବଲପୁରରେ ସରକାରୀ ଅଫିସରେ ତାଲା ପକାଇଲେ ଚାଷୀ । ଆଲୋଚନା ପରେ ହଟିଲା ଆନ୍ଦୋଳନ । ୨-ମମତାଙ୍କ ନାଟକ : ବାତ୍ୟା କ୍ଷୟକ୍ଷତିର ସମୀକ୍ଷା ପାଇଁ ଯାଇ ଅଧଘଣ୍ଟା ଅପେକ୍ଷା କଲେ ପ୍ରଧାନମନ୍ତ୍ରୀ ମୋଦୀ ।ପ୍ରଧାନମନ୍ତ୍ରୀ ମୋଦୀ । ।ଅନ୍ୟ ସ୍ଥାନରେ ମିଟିଂ ଥିବା କହି ବାତ୍ୟା ସମ୍ପର୍କିତ କାଗଜପତ୍ର ଦେଇ ଚାଲିଗଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ । ୩-ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଅପେକ୍ଷା କରାଇବା, ପୁଣି ବୈଠକରୁ ଉଠି ଆସିବା […]

ବାତ୍ୟା ପରେ କରୋନା ଚିନ୍ତା

୧-ବାତ୍ୟା ପାଇଁ ସ୍ଥାନାନ୍ତରିତ ଲୋକଙ୍କ ଉପରେ ସତର୍କ ଦୃଷ୍ଟି ପାଇଁ ନିର୍ଦ୍ଦେଶ । ୧୨ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖିଲା ସ୍ୱାସ୍ଥ୍ୟ ବିଭାଗ । ୨-ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।ବାତ୍ୟା କ୍ଷୟକ୍ଷତିର ସମୀକ୍ଷା କରିବେ ।ଆକାଶମାର୍ଗରୁ କ୍ଷୟକ୍ଷତି ଅଞ୍ଚଳ ପରିଦର୍ଶନ  ପରେ ଭୁବନେଶ୍ୱରରେ ସମୀକ୍ଷା । ୩-ଆକାଶ ମାର୍ଗରୁ ବାତ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୪-ଜନତାଙ୍କ ସହଯୋଗ ରେ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନାରେ ଓଡ଼ିଶା ଅତ୍ୟନ୍ତ […]

କୋଉ ବାପର ଦମ୍ ନାହିଁ ଯିଏ …

୧-ବାତ୍ୟା କ୍ଷୟକ୍ଷତି ନେଇ  ସମୀକ୍ଷା ବୈଠକ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘୋଷଣା ବାତ୍ୟା ପ୍ରଭାବିତଙ୍କ ୭ଦିନ ପର୍ଯ୍ୟନ୍ତ ଦିଆଯିବ ରିଲିଫ। ୧୨୮ଟି ପ୍ରଭାବିତ ଗାଁଲୋକଙ୍କୁ ୭ଦିନ ଯାଏଁ ମିଳିବ ରିଲିଫ। ୨–ଓଡିଶା ପାଇଁ ଟଳିଗଲା ବଡ ବିପଦ । ବର୍ତ୍ତମାନ ଯାଏ ମିଳିଥିବା ସୂଚନା ଅନୁସାରେ ବେଶି କ୍ଷୟକ୍ଷତି ଘଟାଇନାହିଁ ବାତ୍ୟା ‘ୟାସ’। ୩-କମ୍ ରହିଲା ପବନର ବେଗ, ହେଲେ ବର୍ଷାରେ ବୁଡିଲା ଉତ୍ତର ଓଡ଼ିଶା । ପାଣିରେ ବୁଡିଲା ଅନେକ ଉପକୂଳିଆ ଗାଁ । […]

କରୋନା କାଳରେ ନୂଆ ଆହ୍ବାନ

୧-ଉତ୍ତରପ୍ରଦେଶର ଗାଜିଆବାଦରୁ ପ୍ରଥମ ମାମଲା ସାମ୍ନାକୁ ଆସିଛି। ବ୍ଲାକ୍‌, ହ୍ବାଇଟ୍‌ ଆଉ ଏବେ ୟେଲୋ ଫଙ୍ଗସ୍‌ ସଂକ୍ରମିତ ଚିହ୍ନଟ, କରୋନା କାଳରେ ନୂଆ ଆହ୍ବାନ । ୨-ପରଲୋକରେ ଲୋକପ୍ରିୟ ପ୍ରବଚକ ଚାରଣ ରାମ ଦାସ । ୩-ସାଢେ ଚାରି କୋଟି ଓଡିଶାବାସୀ ମୋର ପରିବାର। ବିପଦ ସମୟରେ ମୋ ପରିବାରର ନିରାପତ୍ତା ମୋ ପାଇଁ ସବୁଠାରୁ ବଡ ପ୍ରାଥମିକତା । ଆମେ ଏକ ସମୟରେ ଦୁଇଟି ବଡ ବିପଦର ସାମନା କରୁଛେ, ସ୍ଥାନାନ୍ତର ପାଇଁ ପ୍ରଶାସନକୁ ପୁରା […]