ଅଟୋ ଦେଲା ଧକ୍କା, ୧ ମୃତୁ,୧ଗୁରୁତର
ବାରଙ୍ଗ, ୧।୩(ଏସଏସନିୟୁଜ୍) ବାରଙ୍ଗ ସିତାରାମ ବଜାର ଝୁନୁଝୁନୱାଲା ସ୍କୁଲ ନିକଟରେ ଅଟୋ ବାଇକ ଧକ୍କା ହେବାରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ପ୍ରକାଶ ଯେ ଶନିବାର ଅପରାହ୍ନ ସାଢ଼େ ୪ଟା ସମୟରେ ଚନ୍ଦକା ଅଂଚଳରୁ ଓଡି ୩୩ଭି ୫୫୩୭ ନମ୍ୱର ବାଇକ୍ ଟିବାରଙ୍ଗ ଅଭିମୁଖେ ଆସୁଥିବାବେଳେ ବିପରୀତ ଦିଗରୁ ଆସୁଥିବା ଏକ ଅଜଣା ଅଟୋ ମୁହାଁମୁହିଁଧକ୍କା ଦେଇ ଫେରାର ହୋଇଯାଇଥିଲା।ଦୃଘଟଣା ଫଳରେ ବାଇକ୍ ବାଳକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା ।ଏହାସହିତ ଅଟୋରେ […]