ମିନିଟ୍ରକ ନେଲା ବୁଲେଟ ଚାଳକଙ୍କ ଜୀବନ
ବାରଙ୍ଗ, ୫।୧(ଏସଏସନିଉଜ) ବାରଙ୍ଗଥାନା ଅନ୍ତର୍ଗତ ତ୍ରିଶୂଳିଆ ସୁବାଷସେତୁ ଉପରେ ରବିବାର ରାତିରେ ଏକ ମିନିଟ୍ରକ ଧକ୍କାରେ ଜଣେ ବୁଲେଟ ଚାଳକଙ୍କର ମୃତୁ ହୋଇଛି। ପ୍ରକାଶଯେ, ରବିବାର ରାତିରେ ତ୍ରିଶୂଳିଆ ବଜାରରୁ ଓଡି ୦୫ଏଜେଡ ୮୦୩୮ନମ୍ୱର ବୁଲେଟ ଚଳାଇ ଜଣେ ଯୁବକ କଟକ ଆଡ଼କୁ ଯାଉଥିଲେ।ଏହି ସମୟରେ ବିପରୀତ ଦିଗରୁ ଆସୁଥିବା ଓଡି ୦୨ ଏକେ ୩୯୦୭ନମ୍ୱର ମିନିଟ୍ରକଟି ବୁଲେଟକୁ ସାମ୍ନାସାମ୍ନା ଧକ୍କା ଦେଇ ଥିଲା।ଧକା ହେବାରୁଘଟଣାସ୍ଥଳରେ ବୁଲେଟ ଚାଲକ ମୃତ୍ୟୁ ହୋଇଥିଲା। ସ୍ଥାନୀୟ ଲୋକମାନଙ୍କଠାରୁ ଖବର ପାଇ […]