Browsing category

ଅପରାଧ

ଟ୍ରକ୍‌ ନେଲା ସ୍କୁଟି ଚାଳକଙ୍କ ଜୀବନ

ନିମାପଡ଼ା,୬/୧୨(ଏସଏସନିଉଜ)ଟ୍ରକ୍ ଧକା ଦେବାରୁ ସ୍କୁଟି ଚାଳକଙ୍କ ଜୀବନ ଚାଲିଯାଇଛି।ଏହିଭଳି ଘଟଣା ପୁରୀ ଜିଲ୍ଲା ନିମାପଡ଼ା ଅଞ୍ଚଳର ତଳ ଅଣ୍ଢିଆ ଛକରେ ଘଟିଛି।ଦୁର୍ଘଟଣାପରେ ଟ୍ରକ୍‌ ସହ ଡ୍ରାଇଭର ଘଟଣାସ୍ଥଳରୁ ଚମ୍ପଟ ମାରିଛି। ପ୍ରକାଶ ଯେ,ମହିଳା ଜଣକ ସ୍କୁଟିରେ ଯାଉଥିବା ବେଳେ ଏକ ଦ୍ରୁତଗାମୀ ଟ୍ରକ୍‌ ଆସି ତାଙ୍କୁ ଧକ୍କା ଦେଇ ପଲାଇ ଯାଇଥିଲା। ମହିଳା ଜଣକ ଗୁରୁତର ଅବସ୍ଥାରେ ରାସ୍ତାରେ ପଡ଼ି ରହିଥିଲେ । ଖବରପାଇ ପୋଲିସ ଘଟଣା ସ୍ଥଳରୁ ଗୁରୁତର ଅବସ୍ଥାରେ ମହିଳାଙ୍କୁ ଉଦ୍ଧାର କରି ନିମାପଡା […]

ନିଆ ଲାଗି ଜଳିଗଲା ଟିଭି,ଏସି, ଫ୍ରିଜ୍‌

ଗଞ୍ଜାମ,୬/୧୨(ଏସଏସନିଉଜ) ମହାରଣା କୋଲନିରେ ଅଗ୍ନିକାଣ୍ଡ ଘଟି ଘରର ମିଟର ବକ୍ସ । ପରେ ଘରର ଟିଭି, ଏସି, ଫ୍ରିଜ୍‌ ପରି ଅନେକ ଇଲେକ୍ଟ୍ରୋନିକ ଲରଞ୍ଜାମ ଜଳି ଯାଇଛି। ୩୩ କେଭିର ପାୱାରର ସହ ଏଲଟି ଲାଇନର ତ୍ରୁଟିପୂର୍ଣ୍ଣ ସଂଯୋଗ ଯୋଗୁ ଏପରି ଅଘଟଣ ଘଟିଲା ବୋଲି କୁହାଯାଉଛି। ଆସିକା କଲେଜଛକସ୍ଥିତ ଗ୍ରିଡ ସବଷ୍ଟେସନ ସାମ୍ନା ମହାରଣା କୋଲନିରେ ଏଭଳି ଘଟଣା ଶୁକ୍ରବାର ସକାଳେଘଟିଛି ।ହଠାତ୍ କଲୋନିର ଘର ଗୁଡିକରେ ମିଟରବୋର୍ଡ ପାଖରେ ବିସ୍ଫୋରଣ ହୋଇ ଇଲେକ୍ଟ୍ରୋନିକ ସରଞ୍ଜାମ […]

ଗଣ୍ଡରପୁର ନଦୀପଠାରେ ଫୁଟିଲା ଗୁଳି

ବାରଙ୍ଗ,୨/୧୨(ଏସଏସନିଉଜ) ନନ୍ଦନକାନନ ଥାନା ଅଧିନସ୍ତଗଣ୍ଡରପୁର ନଦୀପଠାରେ ହୋଇଥିବା ଗୁଳିମାଡରେ ବରିମୁଣ୍ଡର ସନ୍ତୋଷ କୁମାର ପଣ୍ଡା (୪୮) ନାମକ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ଗୁରୁତର ଅବସ୍ଥାରେ ହସପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ପ୍ରକାଶ ଯେ, ସୋମବାର ରାତିରେ ସନ୍ତୋଷ ଜରିପାଟଣା ଛକରେ ଠିଆ ହୋଇଥିଲେ । ଏହି ସମୟରେ ଏକ ନମ୍ବର ବିହୀନ ବୋଲେରୋରେ କେତେଜଣ ଯୁବକ ଆସି ତାଙ୍କୁ ବଳପୂର୍ବକ ଉଠାଇ ନେଇ ଗଣ୍ଡରପୁର […]

ପୁଅବୋହୂଙ୍କୁ ନିଆଁ ଲଗାଇଦେଲେ

ବାରଙ୍ଗ,୩୦/୧୧(ଏସଏସନିଉଜ)ଶନିବାର ରାତିରେବାରସୀଙ୍ଗା ଗ୍ରାମର ଜଣେ ଦମ୍ପତ୍ତିଙ୍କୁ ଅର୍ଧାଧଗ୍ନ ଅବସ୍ତାରେ ଗ୍ରାମବାସୀ ମାନେ ଉଦ୍ଧାର କରି ଚିକିତ୍ସା ପାଇଁ କଟକ ବଡ଼ ଡାକ୍ତରଖାନାକୁ ପଠାଇଛନ୍ତି।ଉଭୟଙ୍କ ଶରୀର ପ୍ରାୟ ୫୦ଭାଗରୁ ଉର୍ଦ୍ଧ ପୋଡି ଯାଇଥିବାର ଜଣାପଡିଛି।ଗୁରୁତର ଆହତ ଦମ୍ପତି ହେଉଛନ୍ତି ଦୀନବନ୍ଧୁ ରାଉତ(୪୦) ଓ ପତ୍ନୀ ସସ୍ମିତା ରାଉତ(୩୭)।ଏହି ଘଟଣାରେ ବାରଙ୍ଗଥାନା ପୋଲିସ ଦୀନବନ୍ଧୁଙ୍କ ବାପା ଗୋବର୍ଦ୍ଧନ ଙ୍କୁ ଘର ଛାତ ଉପରେ ଲୁଚିଥିବା ବେଳେ ଧରି ଥାନାରେ ଅଟକ ରଖିଛି।ତେବେ ଗୋବର୍ଦ୍ଧନ ଏହି କାଣ୍ଡ କରିଥିବାର ଅଭିଯୋଗ ହେଉଛି। […]

ମୋରମ ଆସୁଛି କେଉଁଠୁ?

ବାରଙ୍ଗ,୨୮/୧୧(ଏସଏସନିଉଜ)ଗତକିଛିଦିନହେବ ବାରଙ୍ଗ ଅଂଚଳରୁ ରାତିହେବାମାତ୍ରେ ଚୋରାରେ ମୋରମ ଉଠାଯାଇ ଚାଲଣ ହେଛି ।କିଛି ମାଫିଆମାନେ ସକ୍ରିୟହୋଇ ନିବିଘ୍ନରେ ବେଆଇନଭାବେ ମୋରମ ଖୋଳି ମନଇଛା ମୁଲ୍ୟରେ ଚୋରାରେ ଚାଳଣ କରୁଛନ୍ତି ।ସବୁଠାରୁ ବଡକଥାହେଲା ଖଣିବିଭାଗର ଅଧିକାରୀମାନେ ଏହା ଜାଣିପାରୁନଥିବାବେଳେ ମଝିରେମଝିରେ ପୋଲିସ ମୋରମ ବୋଝେଇ ଗାଡିକୁ ଧରି ବେଆଇନଭାବେ ଚାଲଣ ହେଉଥିବାର ପ୍ରମାଣ ଦେଉଛି ।ଯାହାଫଳରେ ଖଣିବିଭାଗର ଅଧିକାରୀମାନଙ୍କ କାର୍ଯ୍ୟଦକ୍ଷତାକୁନେଇ ପ୍ରଶ୍ନବାଚୀ ସୃଷ୍ଟିହୋଇଛି ।ବାରଙ୍ଗଥାନା ପୋଲିସ ବୁଧବାରରାତିରେ ବେଆଇନଭାବେ ଚୋରାରେ ଚାଲାଣ ହେଉଥିବା ୪ଟି ମୋରମ ବୋଝେଇ ହାଇୱାକୁ […]

ଥାନା ପାଖ ଦୋକାନରୁ ଚୋରି

ବାରଙ୍ଗ,୨୮/(ଏସଏସନିଉଜ)ବୁଧବାର ବିଳମ୍ବିତରାତିରେ ବାରଙ୍ଗଥାନା ପାଖରେ ଥିବା ଏକ ଭେରାଇଟ ଦୋକାନର ତାଲାଭାଙ୍ଗି ଚୋରି ହୋଇଥିବାର ଗୁରୁବାର ଅଭିଯୋଗ ହୋଇଛି ।ଡେଲ୍ଟା କଲୋନୀର ଚିତ୍ତରଞ୍ଜନ ସାହୁ ନାମକ ଯୁବକ ଥାନା ପାଖରେ ଭେରାଇଟ ଦୋକାନ କରିଛନ୍ତି।ସବୁଦିନ ଭଳି ବୁଧବାର ରାତିରେ ସେ ଦୋକାନ ବନ୍ଦକରି ଘରକୁ ଯାଇଥିଲେ।ଗୁରୁବାର ସକାଳେ ଦୋକାନ ଖୋଲିବାକୁ ଆସିଥିବା ବେଳେ ଦୋକାନର ତାଲା ଭଙ୍ଗାଜାଇ ଦୋକାନ ଭିତରୁ ପ୍ରାୟ ୩୦ହଜାରେ ଟଙ୍କା ମୂଲ୍ୟର ବିଭିନ୍ନ ସାମଗ୍ରୀ ଚୋରି ହୋଇଥିବାର ଦେଖିବାକୁ ପାଇଥିଲେ।ସବୁଠାରୁ ବଡକଥା ହେଲା […]

ନାବାଳିକାକୁ ଅସଦାଚରଣ କରି ଫେରାର ଯୁବକ ଗିରଫ

ବାରଙ୍ଗ, ୨୮।୧୧(ଏସଏସନିଉଜ) ବାରଙ୍ଗ ଥାନା ପୋଲିସ ୫ ବର୍ଷରୁ ଉର୍ଦ୍ଧ ସମୟଧରି ଫେରାର ଥିବା ଜଣେ ଯୁବକକୁ ଗିରଫ କରି ଗୁରୁବାର କୋର୍ଟ ଚାଲଣ କରିଛି।ଏହି ଥାନା ଅନ୍ତର୍ଗତ ଫୁଲପୋଖରୀ ଗ୍ରାମର ବିକାଶ ବାରିକ ୨୦୨୯ ମସିହାରେ ଉକ୍ତ ଗ୍ରାମର ଜଣେ ନାବାଳିକାକୁ ଅସଦାଚରଣ କରିଥିଲେ। ଏସଂକ୍ରାନ୍ତରେ ବାରଙ୍ଗ ଥାନାରେ ଏକ ଲିଖିତ ଅଭିଯୋଗ ହେବାର ଜାଣିବା ପରେ ସେ ଫେରାର ହୋଇଯାଇଥିଲେ।ବିଶେଷ ସୂତ୍ରରୁ ଖବରପାଇ ବାରଙ୍ଗ ଥାନା ପୋଲିସ ବିକାଶକୁ ତା ଘରୁ ବୁଧବାର ରାତିରେ […]

ଗୋଡିସାହି ବିଦ୍ୟୁତ୍ ବିଭାଗ ଜେଇ କାର୍ଯ୍ୟାଳୟରେ ହୋହାଲ୍ଲା

ବାରଙ୍ଗ, ୨୮/୧୧(ଏସଏସନିଉଜ)ତ୍ରିଶୂଳିଆ ବାଙ୍କୀ ମୁଖ୍ୟରାସ୍ତା କଡ ଷଣ୍ଢପୁର ବଜାର ନିକଟରେ ଝୁଲନ୍ତା ବିଦ୍ୟୁତତାରରେ ଲାଗି ଗୋଟିଏ ଗାଈର ମୃତ୍ୟୁ ହୋଇଛି। ଗୋଡିସାହି ବିଦ୍ୟୁତ୍ ବିଭାଗର ଦାୟିତ୍ବହୀନତା ଯୋଗୁ ଏପରି ଘଟିଲା ବୋଲି ଅଭିଯୋଗ କରି ଗ୍ରାମବାସୀମାନେ ଅଧଘଣ୍ଟା ଧରି ଜେଇଙ୍କ କାର‌୍ୟ୍ୟାଳୟରେ ହୋହାଲ୍ଲା କରିଥିଲେ।ପରେ ବିଭାଗୀୟ ଯେଇ ଉତ୍ୟକ୍ତ ଗ୍ରାମବାସୀଙ୍କୁ ବୁଝାସୁଝା କରି ନିୟମାନୁସାରେ କ୍ଷତି ପୂରଣ ଦେବାକୁ ପ୍ରତିଶ୍ରୁତି ପରେ ଗ୍ରାମବାସୀ ଫେରିଥିଲେ। ପ୍ରକାଶଯେ, ଗୁରୁବାର ଅପରାହ୍ନ ସାଢ଼େ ୨ଟା ସମୟରେ ଷଣ୍ଢପୁର ଗ୍ରାମର ମନୋଜ […]

ମଦଦୋକାନ ଆଗରେ ଓକିଲଙ୍କୁ ଆକ୍ରମଣ

ବାରଙ୍ଗ,୨୪ା୧୧(ଏସଏସନିଉଜ)ରବିବାର ରାତିରେ ଶଣ୍ଢପୁରଗାଁପାଖରେ ଥିବା ଏକ ମଦଦୋକାନ ଆଗରେ ଦୁଇଜଣ ଓକିଲଙ୍କୁ ଆକ୍ରମଣ ହୋଇଥିବାର ଗୋଡିସାହିଫାଣ୍ଡିରେ ଅଭିଯୋଗ ହୋଇଛି ।କଟକର ଅଜିତସାହୁ ଓ ତୃପ୍ତିରଞନ ମହାପତ୍ରନାମକ ଦୁଇଓକିଲ ବନ୍ଧୁ ରବିବାରରାତିରେ ଶଣ୍ଢପୁର ଦେଇ ଫେରୁଥିଲେ ।ଏହିସମୟରେ ଶଣ୍ଢପୁର ପାଖରେ ଥିବା ମଦଦୋକାନ ଠାରୁ ଅଳ୍ପଦୁରରେ ସ୍ଥାନୀୟ ଗ୍ରାମର ୪ଜଣ ମଦ୍ୟପ ଯୁବକ ସେମାନଙ୍କୁ ରୋକି ଟଙ୍କା ମାଗିଥିଲେ ।ନିଜକୁ ଓକିଲ ବୋଲି ପରିଚୟ ଦେବାସତ୍ୱେ ମଦ୍ୟପ ଯୁବକ ବିଅରବୋତଲରେ ଉଭୟଙ୍କୁ ଆକ୍ରମଣ କରିଥିଲେ ।ଖବରପାଇ ଗୋଡିସାହିଫାଣ୍ଡି ପୋଲିସ […]

ରାତି ଅଧରେ ପୋଡ଼ିଦେଲ ବାଇକ୍

ବାରଙ୍ଗ, ୨୪/୧୧(ଏସଏସନିଉଜ )ରାତି ଅଧରେ ଦୁର୍ବୃତ୍ତମାନେ ରାଜଧାନୀ ଉପକଣ୍ଠ ଗୋଠପାଟଣାରେ ଗାଡ଼ି ପୋଡ଼ିଦେଇ ଛନ୍ତୀ।ଗୋଠପାଟଣାରେ ଜଣଙ୍କ ଘରେ ଥିବା୩ଟି ବାଇକ୍ ଗୋଟିଏ ସ୍କୁଟିକୁ କେହି ଦୁର୍ବୃତ୍ତ ପୋଡ଼ିଦେବାରୁ ୩ଟି ବାଇକ୍ ଏବଂ ଗୋଟିଏ ସ୍କୁଟି ସମ୍ପୂର୍ଣ୍ଣ ପୋଡି ନଷ୍ଟ ହୋଇଯାଇଛି। ଶନିବାର ବିଳମ୍ବିତ ରାତିରେ ଚନ୍ଦକାଥାନା ଅନ୍ତର୍ଗତ ଗୋଠପାଟଣାର ପ୍ଲଟନମ୍ବର- ୧୯୬୨ର ଗ୍ୟାରେଜ ଘରେ ହଠାତ୍ନିଆଁ ଲାଗିଥିଲା।ଗ୍ୟାରେଜରେ ଥିବା୪ଟି ଗାଡିରେ ବିସ୍ଫୋରଣ ସହ ଘର ଧୂଆଁ ହୋଇଯାଇଥିବାରୁ ଘର ମାଲିକ ସନ୍ତୋଷ କୁମାର ମହାନ୍ତି ଓଭଡ଼ାରେ ରହୁଥିବା […]