Browsing category

ଅପରାଧ

ଘର ତାଲାଭାଙ୍ଗି ସ୍ୱାମୀକୁ ଉଦ୍ଧାର କଲା ପୋଲିସ

ଗଜପତି,୨୪ା୧୧(ଏସଏସନିଉଜ)ସ୍ୱାମୀକୁ ଘରଭିତରେ ୮ଦିନଧରି ତାଲା ପକାଇ ରଖିଥିବା ଭଳି ଅଭାବନୀୟ ଘଟଣା ଅଡବା ଥାନା ବିରିକୋଟ ସ୍ଥିତ ବିଜେପୁର ସାହିରେ ଦେଖିବାକୁ ମିଳିଛି ।ପାରିବାରିକ କାରଣ ରୁ ସ୍ତ୍ରୀଙ୍କର ଏପରି କାଣ୍ଡ ବଡଭାଇ ପର୍ଶୁରାମ ପରିଛା ଘରକୁ ଆସିଥିବାବେଳେ ଜଣାପଡିଥିଲା ।ସାନଭାଇକୁ ବନ୍ଦ ଘରୁ ମୁକାଳିବାରେ ବିଫଳ ହେବାପରେ ସ୍ଥାନୀୟ ପୋଲିସ ଓ ଲୋକପ୍ରତିନିଧିଙ୍କ ସହାୟତା ନେଇଥିଲେ ।ପରେ ପୋଲିସ ଆସି ବନ୍ଦ ଘର ତାଲାଭାଙ୍ଗି ସାନଭାଇଙ୍କୁ ବନ୍ଦିଜୀବନରୁ ମୁକ୍ତ କରିବାସହ ଗୁରୁତରଅବସ୍ଥାରେ ଉଦ୍ଧାର କରି ଚିିସ୍‌ାପାଇଁ […]

ମେଟ୍ରୋ ରେଳପ୍ରକଳ୍ପ ଡିପୋ

ବାରଙ୍ଗ,୨୩/୧୧(ଏସଏସନିଉଜ) ମେଟ୍ରୋ ରେଳପ୍ରକଳ୍ପର ରତାଗଡନୂଆସାହିରେ ହୋଇଥିବା ଡିପୋକୁ ନେଇ ବିରୋଧ ଦେଖାଦେଇଛି।ଶନିବାର ସକାଳେ ରତାଗଡ ନୂଆସାହି ଗ୍ରାମବାସୀ ମାନେ ଡିପୋ ମୁଖ୍ୟଫାଟକଆଗରେ ଧାରଣାରେ ବସିଥିଲେ । ଗ୍ରାମବାସୀମାନଙ୍କ କହିବା ଅନୁଯାୟୀ ରତାଗଡ ନୂଆସାହି ଗ୍ରାମମୁଣ୍ଡରେ ହୋଇଥିବା ମେଟ୍ରୋ ରେଳପ୍ରକଳ୍ପର ଡିପୋ ପାଇ ନିଆଯାଇଥିବା ଜାଗା ପରେ ବି ପୁନର୍ବାର ଅଧିକ ଜାଗା ନେବାକୁ ଉଦ୍ୟମ ଆରମ୍ଭ କରାଯାଇଛି। ଡିପୋ କାମ କରୁଥିବା ଠିକାଦାର ଶୁକ୍ରବାର ଯେସିବି ଲଗାଇ ଡିପୋପାର୍ଶ୍ଵ ଜାଗା ସଫା କରାଯିବା ପରେ ଗ୍ରାମରେ ଏହାକୁ […]

ଜେଲ ଗଲେ ପିଶାଚ ମାମୁଁ

ବାରଙ୍ଗ,୨୨/୧୧(ଏସଏସନିଉଜ) ୬ବର୍ଷର ଭାଣେଜିକୁ ଚକଲେଟ୍ ଦେଇ ଦୁଷ୍କର୍ମ କରିଥିବା ଅଭିଯୋଗରେ ପିଶାଚ ମାମୁଁଙ୍କୁ ବାରଙ୍ଗ ଥାନା ପୋଲିସ ଗିରଫ କରି ଗୁରୁବାର କୋର୍ଟଚାଲଣ କରିଛି। ପ୍ରକାଶଯେ,ମୟୂରଭ୍ଞ୍ଜର ୬ବର୍ଷର ନାବାଳିକା ପିତାମାତା ସହ ବାରଙ୍ଗ ତହସିଲ ସମ୍ମୁଖରେ ଥିବା ଇଟାଭାଟିରେ ରହୁଥିଲେ।ଏହା ନିକଟରେ ଥିବା ଅନ୍ୟ ଏକ ଇଟା ଭାଟିରେ ଟ୍ରାକ୍ଟର ଚଳାଉଥିବା ଝାଡ଼ଖଣ୍ଡର କୈଳାସ ସୋନାର ସମ୍ପର୍କୀୟ ମାମୁଁ ହୋଇଥିବାରୁ ନାବାଳିକା ରହୁଥିବା ଘରକୁ ଯିବାଆସିବା କରିଥାନ୍ତି ମଙ୍ଗଳବାର ଅପରାହ୍ନରେ କୈଳାସ ନାବାଳିକା ପରିବାର ରହୁଥିବା ଇଟାଭାଟିକୁ […]

ଭଙ୍ଗାଯିବ ବୈକୁଣ୍ଠଧାମ ଆଶ୍ରମ

ଭୁବନେଶ୍ବର,୨୧/୧୧(ଏସଏସନିଉଜ)ଭଙ୍ଗାଯିବ ବିବାଦୀୟ ବୈକୁଣ୍ଠଧାମ ଆଶ୍ରମ।ଆସନ୍ତାକାଲି ସକାଳ ୮ଟାରେ ଭଙ୍ଗାଯିବ ଆଶ୍ରମ।ବୈକୁଣ୍ଠଧାମ ଆଶ୍ରମ ଭାଙ୍ଗିବାକୁ ବିଡିଏ ପକ୍ଷରୁ ଘୋଷଣା କରାଯାଇଛି।ବିଡିଏ, ବିଏମ୍‌ସି ଓ କମିଶନରେଟ୍ ପୋଲିସକୁ ନେଇ ଭଙ୍ଗାଯିବ ଆଶ୍ରମ।୧୪୦ ଡିସିମିଲ୍ ସରକାରୀ ଜମିରେ ଅଛି ବୈକୁଣ୍ଠଧାମ ଆଶ୍ରମ।

ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ

ଭୁବନେଶ୍ୱର,୨୦ା୧୧(ଏସଏସନିଉଜ)ଯାଜପୁରରେ ଧର୍ମଶାଳାବିଧାୟକ ହିମାଂଶୁ ସାହୁଙ୍କୁ ଆକ୍ରମଣ ହୋଇଥିବାନେଇ ଅଭିଯୋଗ ହୋଇଛି । ଯାଜପୁର ବୁଢ଼ାପୋଲ ନିକଟରେ ବବିଙ୍କ ସମର୍ଥକମାନେ ଆକ୍ରମଣ କରିଥିବାନେଇ ଧର୍ମଶାଳା ବିଧାୟକ ହିମାଂଶୁ ଅଭିଯୋଗ ଆଣିଛନ୍ତି। ଡିଡିଏମ୍‌ଙ୍କ ଅଫିସକୁ ମିଟିଂ ପାଇଁ ଯିବା ବେଳେ ଆକ୍ରମଣ ହୋଇଥିବାନେଇ ପୋଲିସ ଆଗରେ ଅଭିଯୋଗ କରିଛନ୍ତି । ମିଟିଂ ପାଇଁ ଯିବାବେଳେ କିଛି ଲୋକ ରାସ୍ତାରୋକ କରିଥିଲେ ।ବିଧାୟକଙ୍କ ଗାଡି ରହିବାକ୍ଷଣି କିଛିଲୋକ ମାଡିଆସି ବବିଭାଇ ଜିନ୍ଦାବାଦ୍ କହି ଗାଡ଼ିକୁ ରଡ୍‌, ଠେଙ୍ଗାରେ ପିଟିଥିଲେ ।ଏହାପରେ ଚେନ୍ […]

ବାରଙ୍ଗରେ ଲଜ୍ଜ୍ୟା

କଟକ,୨୦/୧୧(ଏସଏସନିଉଜ)କଟକଜିଲ୍ଲା ବାରଙ୍ଗ ଅଞ୍ଚଳର ତ୍ରିଶୂଳଆ ପାଖରେ ଥିବା ଏକ ଇଟାଭାଟି ପାଖରେ ୬ ବର୍ଷର ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ପିଶାଚ ମାମୁଁ୬ବର୍ଷର ଭାଣେଜିକୁ ବି ଛାଡିନାହିଁ। ଏହି ଘଟଣା ଏବେ ବାରଙ୍ଗ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।ପୋଲିସ ଅଭିଯୁକ୍ତ ମାମୁଁଙ୍କୁ ଗିରଫ କରିଛି।ଝାଡ଼ଖଣ୍ଡ ଅଞ୍ଚଳର ମାମୁଁ ତ୍ରିଶୂଳିଆ ନିକଟରେ ଥିବା ଏକ ଇଟାଭାଟିରେ ପରିବାର ସହ ରହୁଥିବା ଜଣେ ୬ ବର୍ଷର ସମ୍ପର୍କୀୟ ଭାଣେଜିକୁ କୁରକୁରେ ଖାଇବାକୁ ଦେବାକୁ ଫସାଇ ମଙ୍ଗଳବାର ସନ୍ଧ୍ୟା ସମୟରେ ଦୁଷ୍କର୍ମ […]

ଚୋରୀକରି ଧରାପଡିଲେ ଚୋର ଓ କବାଡ଼ିଆ

ବାରଙ୍ଗ, ୧୯/୧୧(ଏସଏସନିଉଜ)ଏକ ମାର୍ବଲ ଦୋକାନରୁ ବିଭିନ୍ନ ଉପକରଣ ଚୋରି କରିବା ଅଭିଯୋଗରେ ବାରଙ୍ଗଥାନା ପୁଲିସ ଦୁଇଜଣଙ୍କୁ ଗିରଫ କରି ମଙ୍ଗଳବାର କୋର୍ଟଚାଲଣ କରିଛି। ସେମାନେ ହେଲେ ବ୍ରାହ୍ମଣୀଗାଁର ସିନୁ ଭୋଇ ଓ ବିହାରର ରବି ଗୁପ୍ତା। ପ୍ରକାଶ ଯେ, ପଦ୍ମନାଭନଗର ବଜାର ଛକରେ ବାଲଗୋପାଳ ଇନଫା ନାମକ ଥିବା ମାର୍ବଲ ଦୋକାନର ବିଭିନ୍ନ ଘରୋଇ ଉପକରଣ ଗତ ୯ତାରିଖ ରାତିରେ ଚୋରୀ ହୋଇଥିଲା।ଏନେଇ ଦୋକାନ ମାଲିକ ବିଜୟ କୁମାର ଶର୍ମା ପରଦିନ ବାରଙ୍ଗ ଥାନାରେ ଲିଖିତ ଅଭିଯୋଗ […]

ଭାଇଭାଉଜ ହତ୍ୟାକାଣ୍ଡ ଉପରୁ ଉଠାଲା ପରଦା

ଭୁବନେଶ୍ୱର,୧୫/୧୧(ଏସଏସନିଉଜ) ଭାଇଭାଉଜ ହତ୍ୟାକାଣ୍ଡ ଘଟଣାରେ ପୋଲିସ ୩ଜଣଙ୍କୁ ଧରିଛି ।ହତ୍ୟାରେ ବ୍ୟବହୃତ ଖଣ୍ଡା, ବିଷବୋତଲ ଓ ଏକ ମୋଟର ସାଇକେଲକୁ ଜବତ କରିଛି। ଆସିକା ଥାନାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଉପଖଣ୍ଡ ପୋଲିସ ଆରାକ୍ଷୀ ଅଧୀକାରୀ ସଞ୍ଜୟ କୁମାର ମହାପାତ୍ରଙ୍କ ସୂଚନା ମୁତାବକ ବୁଧବାର ସକାଲେ ସମେଇଗୁଡ଼ାଗ୍ରାମର ରାଜୁ ପାତ୍ର ଓ ତାଙ୍କ ସ୍ତ୍ରୀ ଚାଷ କାମ କରୁଥିଲେ। ପୂର୍ବ ପ୍ରସ୍ତୁତି ମୁତାବକ ରାଜୁର ଭାଇ ଭୋବିନି ପାତ୍ର, ସ୍ତ୍ରୀ ରଂଜିତା ପାତ୍ର, ପୁଅ ପୁପୁନି ୩ଜଣ […]

ନିର୍ଦୟୀ ମା,ପ୍ରେମିକ ସହ ମିଶି ପିଲାଙ୍କୁ ଦେଉଛି ଚେଙ୍କ

  ବୁଭୁବନେଶ୍ୱର,୧୫/୧୧(ଏସଏସନିଉଜ) ସଇତାନ ସାଜିଥିଲା ମାଆ।ମାଆ ଆଗରେ ପ୍ରେମିକ ତିନିଦିନ ଧରି ବନ୍ଦଘରେ ଦୁଇପିଲାଙ୍କୁଚେଙ୍କ ଦେପିଲାଙ୍କୁଉଥିଲା ।ଶିଶୁ ଦିବସରେ ଏହିଭଳି ଘଟଣା ଭୁବନେଶ୍ବର ମୈତ୍ରୀବିହାର ଥାନା ମହାବୀର ନଗରବସ୍ତି ଅଞ୍ଚଳରେ ଘଟନା ।ବାପା ଅନୁପସ୍ଥିତିରେ ଯୁବକ ଜଣଙ୍କସବୁଦିନ ଘରକୁ ଯିବା ଆସିବା କରୁଥିଲା।ପୁରୁଷ ସହ ମାଆ ପର ସମ୍ପ ରଖିଥିଲା।ହେଲେ ଏହି ଘଟଣାକୁ ବିରୋଧ କରିଥିଲେ ଭାଇ ଭଉଣୀ ।ଯାହାଫଳରେ ଜନ୍ମକଲା ମାଆ ଆଗରେ ଆରମ୍ଭ ହୋଇଥିଲା ନିର୍ଯାତନା।ପ୍ରେମିକ ସହ ମିଶି ମାଆ ସାଜିଥିଲା ସଇତାନ ।ଖବର […]

ଗିରଫ ହେଲେ ଇତିଶ ପ୍ରଧାନ

ଭୁବନେଶ୍ୱର,୧୨/୧୧(ଏସଏସନିଉଜ)ଗିରଫ ହେଲେ ପୂର୍ବତନ ଛାତ୍ର କଂଗେସ ସଭାପତି ଇତିଶ ପ୍ରଧାନ। ଇତିସଙ୍କ ସମେତ ବିପ୍ଳବ ପରିଡ଼ା ଓ ଅର୍ପଣ ମିଶ୍ର ମଧ୍ୟ ଗିରଫ ହୋଇଛନ୍ତି।ସହିଦନଗରଥାନା ସମ୍ମୁଖରେ ୫୦ ହଜାରଟଙ୍କା ଦାଦାବଟି ମାଗିବା ପଡ଼ିଲା ମହଙ୍ଗା । ଦୁଇ ଅଭିନେତାଙ୍କ ଝଗଡାରେ ମଧ୍ୟସ୍ଥି ସାଜିଥିଲେ ଇତିଶ୍ ପ୍ରଧାନ।କାଳିବୋଲିବା ସହ ତାଙ୍କୁ ୫୦ ହଜାର ଟଙ୍କା ବଟିମାଗିବା ଓ ଆକ୍ରମଣ କରିବା ନେଇ ସହିଦ ନଗର ଥାନାରେ ଅଭିଯୋଗ କରିଥିଲେ ୟୁଟ୍ୟୁବର ତପିମିଶ୍ର ।ପୂର୍ବରୁ ଦୁଇ ୟୁଟ୍ୟୁବର ତପି ମିଶ୍ର […]