Browsing category

ଅପରାଧ

ମିଛ କନିଆଁକୁ ଖୋଜୁଛି ପୋଲିସ

ଭୁବନେଶ୍ୱର,୨୧/୧୦(ଏସଏସନିଉଜ)ଜଣେ ଯୁବକଙ୍କୁ ବାହାକରାଇ ଦେବାପାଇଁ ଠକଜଣଙ୍କ ପ୍ରସ୍ତାବ ଦେଇଥିଲେ।ଉପଯୁକ୍ତ ପାତ୍ରି ସହ ଭିଡିଓ କଲଯୋଗେ କଥାବାର୍ତ୍ତା ବି କରାଇଦେଲେ।ବାହାଘରଦିନ ଧାର୍ଯ୍ୟ ହେଲା, ଲୁଗାପଟାରୁ ଆରମ୍ଭ କରି ଗହଣା ବି କିଣାହେଲା । ଭିଡିଓ କଲରେ ମିଛ କନିଆଁ ସହ କଥା ମଧ୍ୟ କରାଇଦେଲେ।ସୋସିଆଲ ମିଡିଆରେ ଦେଖାଚାଁହା,ଫସନ୍ଦ୍,କନ୍ୟା ଦେଖା ସବୁ ଆରମ୍ଭ ହୋଇ ତାରିଖ ମଧ୍ୟ ଧାର୍ଯ୍ୟ ହୋଇଗଲା।ଶେଷରେ ମିଛ କନିଆ ବୋଲି ଜଣାପଡିବା ପରେ ବରକୁ ଶିଶୁପାଳ ହେବାକୁ ପଡ଼ିଥିଲା।ଏହିଭଳି ଘଟଣା ଭୁବନେଶ୍ୱର ଭରତପୁର ଥାନା ଅଧୀନରେ […]

ସେଲୁନ୍ ଆଣ୍ଡ୍ ସ୍ପାରେ ସେକ୍ସ ରାକେଟ୍ !

ଭୁବନେଶ୍ବର,୧୯/୧୦(ଏସଏସନିଉଜ) ଭୁବନେଶ୍ବରସ୍ଥିତ ରବିଟକିଜ ଛକ ଡାଇମଣ୍ଡ ସେଲୁନ୍ ଆଣ୍ଡ୍ ସ୍ପାରେ ଉତ୍ତେଜନା ଦେଖାଦେଇଛି ।ଜଣେ ଯୁବତୀଙ୍କୁ ଜବରଦସ୍ତ ଖରାପ କାର୍ଯ୍ୟରେ ନିୟୋଜିତ କରିବାରୁ ଉତ୍ତେଜନା ଦେଖାଦେଇଥିଲା। ଖବରପାଇ ବଡ଼ଗଡ଼ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯୁବତୀଙ୍କୁ ଉଦ୍ଧାର କରିଛି। ରବିଟକିଜ ଛକରେ ଥିବା ଏକ ସେଲୁନ୍ ଓ ସ୍ପାରେ ସେକ୍ସ ରାକେଟ୍ ଚାଲୁଥିବା ନେଇ ପୋଲିସ ସନ୍ଦେହ କରି ଚଢାଉ କରିଥିଲା।ସେଠାରୁ ୨ଜଣ ଯୁବତୀଙ୍କୁ ଉଦ୍ଧାର କରିଥିବାବେଳେ ଜଣେ ଯୁବକକୁ ଅଟକ ରଖିଛି ପୋଲିସ। ସ୍ପାରୁ କିଛି ଆପତ୍ତିଜନକ […]

ଧକା ଦେଇ ପଳାଇଗଲା ବୁଲେଟ

ବାରଙ୍ଗ, ୧୮/୧୦ (ଏସଏସନିଉଜ) ଫକିରପଡା ଛକରେ ବୁଲେଟ ଧକ୍କାରେ ଜଣେ ସାଇକେଲ ଆରୋହୀ ଗୁରୁତର ଆହତ ହୋଇଛନ୍ତି। ଶୁକ୍ରବାର ସକାଳେ ଫକୀରପଡା ଗ୍ରାମ ଭୋଇ ସାହିର ବସନ୍ତ ଭୋଇ(୫୫) ନାମକ ବ୍ୟକ୍ତିଘରୁ ତ୍ରିଶୂଳିଆ ବଜାରକୁ ସାଇକେଲ ଯୋଗେ ଯାଉଥିଲେ।ଫକିରପଡା ଛକରେଓଡି ୦୫ବିକେ ୨୦୨୫ ନମ୍ୱରର ଏକ ବୁଲେଟ ପଛପଟୁ ଆସି ତାଙ୍କୁ ଧକ୍କା ଦେଇଥିଲା। ଫଳରେ ବସନ୍ତଙ୍କ ଡାହାଣଗୋଡ ଉପରେ ବୁଲେଟ ଚଢ଼ିଯିବାରୁ ଗୋଡ଼ଟି ଭାଙ୍ଗି ଯାଇ ସେ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକମାନେ ଦୁର୍ଘଟଣା […]

ଚାଲିଛି ବାଲି ଓ ମୋରମ ଚୋରା ଚାଲାଣ

ବାରଙ୍ଗ,୧୮ା୧୦(ଏସଏସନିଉଜ)ଗତ କିଛିଦିନ ହେବ ବାରଙ୍ଗ ଅଞ୍ଚଳରେ ବେଆଇନ ଭାବେ ଚାଲିଛି ବାଲି ଓ ମୋରମ ଚୋରାରେ ଚାଲଣ ।ଖଣିବିଭାଗ ଅଧିକାରୀମାନଙ୍କ ଦାୟିତ୍ବହୀନତା ଯୋଗୁ ସରକାରଙ୍କ ରାଜସ୍ୱ ହାନୀ ଘଟୁଛି।ସଠିକ୍ ଭାବେ ଚଢ଼ାଉ ହେଉନଥିବାରୁ ବାଲି ଓ ମୋରମ ମାଫିଆମାନଙ୍କ ଦୈାରାତ୍ମ୍ୟ ଦିନକୁ ଦିନ ବୃଦ୍ଧିପାଇବାରେ ଲାଗିଛି।ଯାହାଫଳରେ ଚୋରା ବାଲି ମୋରମର ଉସ୍ ପାଲଟିଛି ବାରଙ୍ଗ ଅଞ୍ଚଳ। ପ୍ରକାଶ ଯେ,ଚଳିତମାସରେ ଖଣି ବିଭାଗ ୩ବାଲି ଓ ୧ମୋରମ ବୋଝେଇ ଗାଡ଼ିକୁ ଜବତ୍ କରିଛି। ଗତ ୩ତାରିଖରେ ଏକ ମୋରମ […]

ଖୋଲୁଛି ରଙ୍ଗିଲା ବାବାଙ୍କ ଗୁମର

ଭୁବନେଶ୍ୱର,୧୬/୧୦(ଏସଏସନିଉଜ)ଧିରେ ଧିରେ ଖୋଲୁଛି ରଙ୍ଗିଲା ବାବାର ଗୁମର। ସାମ୍ନାକୁ ଆସୁଛି କୈବଲ୍ୟ ଜାନିର କଳା କାରନାମା । ବାବା କିଭଳି ଯୌନ କେଳେଙ୍କାରୀରେ ଲିପ୍ତ ଥିଲା ତାହାର ଚିତ୍ର ସାମ୍ନାକୁ ଆସୁଛି । ଯୌନ ଲାଳସାରେ ଲିପ୍ତ ରହୁଥିଲା, ଏକାଧିକ ଯୁବତୀ, ମହିଳାଙ୍କ ଯୌନ ଶୋଷଣ କରୁଥିଲା। ବ୍ୟବହାର କରୁଥିଲା ଯୌନ ଉଦ୍ଦିପକ ଔଷଦ, ସିଡ୍ୟୁସ୍ ବେଲ୍ଟ । ନିଜ ଆଶ୍ରମରେ ଜିନ୍ସ ପ୍ୟାଣ୍ଟ ପିନ୍ଧି ଏଭଳି କେଲେଙ୍କାରୀରେ ଲିପ୍ତ ଥିଲା କୈବଲ୍ୟ ଜାନି । ସବୁଠୁ […]

ଗ୍ଲାମର ଦୁନିଆର ଭିତିରି କଥା

ଭୁବନେଶ୍ୱର,୧୬/୧୦(ଏସଏସନିଉଜ)ସାମ୍ନାକୁ ଆସିଲା ଗ୍ଲାମର ଦୁନିଆର ଭିତିରି କଥା । ଠକେଇର ଶିକାର ହେବା ପରେ ଚନ୍ଦକା ଥାନାକୁ ଆସିଲେ ଅଭିନେତ୍ରୀ।ଚନ୍ଦକା ଥାନାରେ ଅଭିନେତ୍ରୀ ଓ ସାମ୍ନାକୁ ଆସିଲା ଗ୍ଲାମର ଦୁନିଆର ଭିତିରି କଥା । ବିଭିନ୍ନ ଆଳ ଦେଖାଇ ଜଣେ ଅଭିନେତ୍ରୀଙ୍କ ଠାରୁ ଟଙ୍କା ଲୁଟ ଅଭିଯୋଗ ହୋଇଛି ଓ ଏନେଇ ଚନ୍ଦକା ଥାନାରେ ଅଭିଯୋଗ ପରେ ପୋଲିସ ଖୋଳତାଡ ଆରମ୍ଭ କରିଛି ।

କାନୁନ୍‌ ଆଉ ଅନ୍ଧ ନୁହେଁ

  ଭୁବନେଶ୍ୱର,୧୬/୧୦(ଏସଏସନିଉଜ)ଅନ୍ଧା କାନୁନ ବୋଲି ଆଉ କହି ହେବନି। କାରଣ ଆଇନ ଆଖିରେ ଆଉ ଅନ୍ଧ ପୁୁଟୁଳି ବନ୍ଧା ହୋଇନି। ନ୍ୟାୟର ଦେବୀଙ୍କ ଆଖିରୁ ଏବେ ସେହି ଅନ୍ଧ ପୁଟୁଳିକୁ ଖୋଲି ଦିଆଯାଇଛି। ସେ ସ୍ପଷ୍ଟ ଭାବେ ସବୁ ଦେଖି ପାରୁଛନ୍ତି। ସୁପ୍ରିମକୋର୍ଟରେ ଥିବା ନ୍ୟାୟଦେବୀଙ୍କ ମୂର୍ତ୍ତିକୁ ନୂଆ ରୂପ ଦିଆଯାଇଛି। ତାଙ୍କ ଆଖିରୁ ଅନ୍ଧ ପୁଟୁଳିକୁ ହଟାଇ ଦିଆଯାଇଛି। ତା ସହିତ ତାଙ୍କ ହାତରେ ଏବେ ଶୋଭା ପାଉଛି ଦେଶର ସମ୍ବିଧାନ। ଆଗରୁ ଏକ ଖଣ୍ଡା […]

ନନ୍ଦନକାନନରୁ ବୃଦ୍ଧ ନିଖୋଜ

ବାରଙ୍ଗ, ୧୫|୧୦ (ଏସଏସନିଉଜ) ନନ୍ଦନକାନନକୁ ବୁଲିବାକୁ ଆସିଥିବା ଜଣେ ବଙ୍ଗୀୟ ବୃଦ୍ଧ ପର୍ଯ୍ୟଟକ ନିଖୋଜ ହୋଇଥିବା ନେଇ ନନ୍ଦନକାନନ ଥାନାରେ ଅଭିଯୋଗ। ନିଖୋଜ ବୃଦ୍ଧ ହେଲେ ପଶ୍ଚିମବଙ୍ଗ ମୁର୍ଶିଦାବାଦର ସୁବୋଧ ଘୋଷ (୬୫)। ସୂଚନା ମୁତାବକ ବୃଦ୍ଧ ଜଣକ ନିଜ ପରିବାର ସହ ପଶ୍ଚିମବଙ୍ଗରୁ ବସ ଯୋଗେ ନନ୍ଦନକାନନ ବୁଲିବାକୁ ଆସିଥିବା ବେଳେ କେଉଁଆଡେ ନିଖୋଜ ହୋଇଯାଇଛନ୍ତି। ବୃଦ୍ଧ ଜଣକ ଏକ କଳା ଫୁଲ ପ୍ୟାଣ୍ଟ୍ ଏବଂ ଧଳା ଫୁଲ ସାର୍ଟ ପରିଧାନ କରିଥିଲେ। ନନ୍ଦନକାନନ ବୁଲିସାରି […]

ନିଖୋଜ ବୃଦ୍ଧକୁ ଉଦ୍ଧାର କଲେ ଗ୍ରାମବାସୀ

ବାରଙ୍ଗ, ୧୫|୧୦ (ଏସଏସନିଉଜ) ମଙ୍ଗଳବାର ରାତିରେମରିଚିଆ ଗ୍ରାମରୁ ଜଣେ ଅସହାୟ ବୃଦ୍ଧଙ୍କୁ ଉଦ୍ଧାର କରି ଗ୍ରାମବାସୀ ମାନେ ପୋଲିସର ଜିମା ଦେଇଛନ୍ତି ।ବୃଦ୍ଧ ଜଣକ ପୁରୀ ଜିଲ୍ଲା କଣାସ ଥାନା ଗଡ଼ସାନଫୁଟ ଅଞ୍ଚଳର ଜାଗେଶ୍ଵର ଗୁମାନସିଂହ (୭୭) ବୋଲି ଜଣାପଡିଛି। ପ୍ରକାଶଯେ, ମଙ୍ଗଳବାର ରାତିରେଜାଗେଶ୍ଵର ଅସହାୟ ଅବସ୍ଥାରେ ମରିଚିଆ ଗ୍ରାମ ନିକଟରେ ବୁଲୁଥିବା ସମୟରେ ଗ୍ରାମର କିଛି ଯୁବକ ଏହା ଦେଖି ତାଙ୍କ ବିଷୟରେ ପଚାରି ବୁଝିଥିଲେ। ଏହାପରେ ନନ୍ଦନକାନନ ଥାନାକୁ ଡ଼ାକି ବୃଦ୍ଧଙ୍କୁ ହସ୍ତାନ୍ତର କରିଥିଲେ।ପୋଲିସ […]

ଅଧାରାସ୍ତାରେ ଜଳିଗଲା କାର

ଭୁବନେଶ୍ବର,୧୫/୧୦(ଏସଏସନିଉଜ) ଅଧାରାସ୍ତାରେ ଚଳନ୍ତା କାରର ବ୍ରେକଫେଲ ହୋଇ ରାସ୍ତା ଉପରେ ଜଳି ଯାଇଥିଲା କାର । ଭୁବନେଶ୍ବର ନୟାପଲ୍ଲୀ ଏନଏଚ ପାଖରେ ଏହିଭଳି ଦୃଶ୍ୟ ଦେଖିବାକୁ ମିଳିଛି ।ପୂଜାଛୁଟିରେ ବୁଲିବାକୁ ଆସିଥିବା ବେଳେ ମଙ୍ଗଳବାର ଖଣ୍ଡଗିରି ଉଦୟଗିରି ବୁଲି ରସୁଲଗଡ ଅଭିମୁଖେ ଯିବାବେଳେ ପ୍ରଥମେ ଧୁଆଁ ଉଠି କାରର ବନେଟ ଜଳିବା ଆରମ୍ଭ କରିଥିଲା‌। ଗାଡିରେ ଥିବା ଦୁଇଭାଇ, ଜଣେ ମହିଳା ଓ ଛୋଟ ପିଲା, ଜଣେ ବୃଦ୍ଧାଙ୍କୁ ମିଶାଇ ୫ଜଣନିଆଁ ଦେଖି ସେମାନେ ଗାଡିରୁ ଓହ୍ଲାଇ […]