Browsing category

ଅପରାଧ

ପରିବା ବଜାରରେ ନିଆଁ

ଆସିକା,୧୩/୧୦(ଏସଏସନିଉଜ)ଆସିକା ଲକ୍ଷ୍ମୀ ବଜାରରେ ଥିବା ପରିବା ଦୋକାନରେ ଅଗ୍ନିକାଣ୍ଡ ଘଟି ୧୫ରୁ ଅଧିକ ଦୋକାନ ପୋଡିଯାଇଛି।ଅଗ୍ନିକାଣ୍ଡ ପାଇଁଲକ୍ଷଲକ୍ଷ ମୂଲ୍ୟର ମୂଲ୍ୟବାନ ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଛି।ଆଜି ସକାଳେ ଏହି ଅଗ୍ନିକାଣ୍ଡ ଘଟିଛି। ଖବର ପାଇ ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଛି। ତେବେ ଏହି ଅଗ୍ନିକାଣ୍ଡ କିପରି ଘଟିଲା, ତାହା ଜଣାପଡ଼ିନାହିଁ।

ବାବାଙ୍କୁ ଉଠାଇନେଲା ପୋଲିସ

ଆଠଗଡ଼,୧୩/୧୦(ଏସଏସନିଉ ଜ)ଆଶ୍ରମରୁ ବାବାଙ୍କୁ ଉଠାଇନେଲା ଢେଙ୍କାନାଳ ପୋଲିସ।ତିଗିରିଆ ଥାନା ବାହାରବିଲା ଆଶ୍ରମରୁ ମହନ୍ତଙ୍କୁ ଉଠାଇନେଲା।ଢେଙ୍କାନାଳ ଭାପୁର ଅଞ୍ଚଳର ଯୁବତୀଙ୍କୁ ଅପହରଣ ଅଭିଯୋଗରେ ଉଠାଇଲା।ଚଢ଼ାଉ ବେଳେ ବାବାଙ୍କ ଗାଡ଼ିରୁ ବହୁ ଆପତ୍ତିଜନକ ସାମଗ୍ରୀ ଜବତ ହୋଇଛି।ଯୁବତୀଙ୍କ ସହ ବାବାଙ୍କ ଆପତ୍ତିଜନକ ଫଟୋ ମଧ୍ୟ ଜବତ କଲା ପୋଲିସ।

ବ୍ୟାଙ୍କରୁ ସ୍କାଏଲାଇଟ୍ ଭାଙ୍ଗି ଲୁଟ୍ ଉଦ୍ୟମ

ବାଲେଶ୍ବର,୧୨/୧୦(ଏସଏସନିଉଜ)ବ୍ୟାଙ୍କ୍ ଛୁଟି ବେଳେ ସ୍କାଏ ଲାଇଟ୍ ଭାଙ୍ଗି ଲୁଟ୍ ଉଦ୍ୟମ ହୋଇଛି । ସିମୁଳିଆ ଥାନା ଅନ୍ତରାଠାରେ ଥିବା ଭାରତୀୟ ଷ୍ଟେଟ ବ୍ୟାଙ୍କରୁ ଚୋରି ଉଦ୍ୟମ ହୋଇଛି ।ଏସବିଆଇ ୧୦ ତାରିଖଠାରୁ ବନ୍ଦ ଥିବା ବେଳେ ଆଜି ମଧ୍ୟାହ୍ନରେ ବ୍ୟାଙ୍କ୍ ଶାଖା ପରିଚାଳକ କୌଣସି କାମରେ ବ୍ୟାଙ୍କକୁ ଆସିଥିଲେ ।ତେବେ ବ୍ୟାଙ୍କ୍ ଖୋଲିବା ପରେ ବିଭିନ୍ନ ସାମଗ୍ରୀ ଭଙ୍ଗାରୁଜା ହୋଇ ପଡ଼ିଥିବା ବେଳେ ସ୍କାଏ ଲାଇଟ୍ ଭାଙ୍ଗିଥିବା ଦେଖାଯାଇଥିଲା ।ଏନେଇ ସେ ସାଙ୍ଗେସାଙ୍ଗେ ସିମୁଳିଆ ଥାନାରେ ଅଭିଯୋଗ […]

ଭିଜିଲାନ୍ସ ଜାଲରେ ପ୍ରଭାବଶାଳୀ ଯନ୍ତ୍ରୀ

  ସୋନପୁର,୭/୧୦(ଏସଏସନିଉଜ)ଭିଜିଲାନ୍ସ ଜାଲରେ ପଡ଼ିଲେ ସୁବର୍ଣ୍ଣପୁରଜିଲ୍ଲା ତେଲ ଜଳସେଚନ ପ୍ରକଳ୍ପର ନିର୍ବାହୀ ଯନ୍ତ୍ରୀ ଜିତେନ୍ଦ୍ର ପାଢ଼ୀ। ଜିତେନ୍ଦ୍ର ଜଣେ ସ୍ଥାନୀୟ ଠିକାଦାରଙ୍କ ପାଖରୁ ୪୬ ହଜାର ଟଙ୍କା ନେଉଥିବା ବେଳେ ତାଙ୍କ କାର୍ଯ୍ୟାଳୟରେ ଆଜି ଭିଜିଲାନ୍ସ ଦ୍ଵାରା ଧରା ପଡିଛନ୍ତି।ସମ୍ପୃକ୍ତ ଠିକାଦାରଙ୍କୁ ବିଲ୍ ପାଇଁ ବାରମ୍ବାର ହଇରାଣ କରୁଥିଲେ ଶ୍ରୀ ପାଢ଼ୀ ଫଳରେ ସେ ବାଧ୍ୟ ହୋଇ ସମ୍ବଲପୁର ଭିଜିଲାନ୍ସ ର ସହାୟତା ନେଇଥିଲେ। ଯୋଜନା ମୁତାବକ ସମ୍ପୃକ୍ତ ଠିକାଦାର ଆଜି ତାଙ୍କ ଅଫିସ୍ ଚ୍ୟାମ୍ବର୍ ଭିତରେ […]

ବଦଳିବ ସରକାରୀକୋଠାର ରଙ୍ଗ

ଭୁବନେଶ୍ୱର,୭ା୧୦(ଏସଏସନିଉଜ)ରାଜ୍ୟରେ ସବୁ ନୂଆ ସରକାରୀ କୋଠାର ରଙ୍ଗ ଗୋଟିଏ ପ୍ରକାରର ହେବାନେଇ ପୂର୍ତ୍ତ ବିଭାଗ ପକ୍ଷରୁ ଇଆଇସି (ସିଭିଲ-କମ୍-ରୋଡ୍‌ସ), ଇଆଇସି (ଡିପିକ୍ୟୁ), ଓବି ଆଣ୍ଡ ସିସି ଏଲ୍‌ଟିଡି ଇଆଇସି ତଥା ଏମ୍‌ଡିଙ୍କୁ ଏନେଇ ଚିଠି କରାଯାଇଛି।ସେହିପରି ପୁରୁଣା କୋଠାଗୁଡ଼ିକର ମରାମତି ବା ନବୀକରଣ ବେଳେ ରଙ୍ଗ ବଦଳିବ। ରାଜ୍ୟ ସରକାରଙ୍କ ସମସ୍ତ ନୂଆ କୋଠାର ବାହାର ପଟର ରଙ୍ଗ ଅରେଞ୍ଜ ଶେଡ୍‌ (ଉପରେ ଦିଆଯାଇଥିବା ଭଳି) ହେବ। ସେଥିରେ ରେଡ୍‌ ଶେଡ୍‌ର ବର୍ଡର ରହିବ। ସେହିପରି କାର୍ଯ୍ୟକ୍ଷମ […]

ସମିତିସଭ୍ୟା ସ୍ଵାମୀଙ୍କୁ ମରଣାନ୍ତକ ଆକ୍ରମଣ

ବାରଙ୍ଗ,୫ା୧୦(ଏସଏସନିଉଜ) ଗୋଡିସାହି ଫାଣ୍ଡି ଅନ୍ତର୍ଗତ ମୁଣ୍ଡଳୀ ନବୋଦୟ ବିଦ୍ୟାଳୟ ନିକଟରେ ମୁଣ୍ଡଳୀ ପଂଚାୟତର ସମିତି ସଭ୍ୟା ଙ୍କ ସ୍ଵାମୀଙ୍କୁ ଶୁକ୍ରବାର ବିଳମ୍ବିତ ରାତିରେ ମରଣାନ୍ତକ ଆକ୍ରମଣ ହୋଇଛି। ପ୍ରକାଶଯେ, ବୁଧବାର ବିଳମ୍ୱିତ ରାତିରେ ନବୋଦୟ ବିଦ୍ୟାଳୟ ପାଖରେ ଏକ ଉଚ୍ଚ କ୍ଷମତା ସମ୍ପନ୍ନ ବିଦ୍ୟୁତ୍ ତାର ଛିଣ୍ଡି ପଡ଼ିଥିଲା। ଯାହା ଫଳରେ କିଛି ସ୍ଥାନରେ ନିଆଁ ଲାଗିଯିବାରୁ ବାରଙ୍ଗ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଂଚି ନିଆଁକୁ ଆୟତ୍ତ କରିଥିଲେ। ଏହାପରେ ବିଦ୍ୟୁତ୍ ସରବରାହ ବନ୍ଦ ରହିଥିଲା।ଏହି ସମୟରେ […]

ବାଲି ବୋଝେଇ ହାଇୱା ଜବତ

ବାରଙ୍ଗ,୫ା୧୦(ଏସଏସନିଉଜ)ଶନିବାର ବିଳମ୍ଭିତ ରାତିରେ ବେଆଇନ ଭାବେ ବାଲି ନେଇ ଆସୁଥିବା ଏକ ହାଇୱାକୁ ଜବତ୍ କରିଛି ଗୋଡିସାହି ଫାଣ୍ଡି ପୋଲିସ। ଗୋଡିସାହି ଫାଣ୍ଡି ପୋଲିସ ଫାଣ୍ଡି ପଇଁତରା ମାରୁଥିବା ବେଳେ ଆଠଗଡ଼ ମୁଣ୍ଡଳୀ ପଟରୁ ଓଡି ୦୫ଜି ୯୫୫୮ ନମ୍ୱର ହାଇୱା ଟି ବାଲି ବୋଝେଇ କରି ଦୃତାଗତିରେ ଆସୁଥିଲା।ପୋଲିସ ଗାଡିଟିକୁ ସିଆରପିଏଫ ଛକ ନିକଟରେ ରୋକିବା ପରେ ବେଆଇନ ଭାବେ ବାଲି ପରିବହନ କରୁଥିବାର ଜାଣିବାକୁ ପାଇଥିଲା। ଗାଡି ଚାଳକକୁ ଅଟକ ରଖିବା ସହ ଗାଡ଼ିକୁ […]

ଭୁବନେଶ୍ବରରେ ଗ୍ୟାସ ଲିକକୁ ନେଇ ହଇଚଇ

ଚନ୍ଦ୍ରଶେଖରପୁର ,୫ା୧୦(ଏସଏସନିଉଜ)ଶନିବାରରାତିରେ ଚନ୍ଦକା ଶିଳ୍ପାଞ୍ଚଳରେ ଥିବା ଶିଭମ୍ କେମିକାଲ୍ସ ନାମକ କେମିକାଲ ଫ୍ୟାକ୍ଟ୍ରିରୁ ଗ୍ୟାସ୍ ଲିକ୍ ହୋଇଥିବା ସୂଚନା ମିଳିଛି ।ଏଠାରୁ କ୍ଲୋରିନ୍ ଗ୍ୟାସ୍ ଲିକ୍ ହୋଇଥିବାର ଜଣାପଡିବା ପରେ ଖବରପାଇ ୩ଟି ଅଗ୍ନିଶମ ଟିମ୍ ମାସ୍କ ପିନ୍ଧି ଆଧୁନିକ ଉପକରଣ ସହ ଘଟଣାସ୍ଥଳରେ ପହଁଚି ୨ ଘଣ୍ଟା ପରେ ସ୍ଥିତି ନିୟନ୍ତ୍ରଣକୁ ଆଣିବାରେ ସକ୍ଷମ ହୋଇଥିଲେ ।ଗ୍ୟାସ ଲିକ ହୋଇଥିବାର ଜଣାପଡିବାପରେ ପଟିଆରୁ ଇନଫୋସିଟ ରାସ୍ତାକୁ ପୋଲିସ ବନ୍ଦ କରିଦେଇଥିଲା ।ତେବେ କେଉଁ ପରିସ୍ଥିତିରେ ଏବଂ […]

ମାଙ୍କଡ଼ାପଥର ଚାଲାଣ ଟ୍ରକ ଜବତ

ବାରଙ୍ଗ,୪/୧୦(ଏସଏସନିଉଜ) ଗୁରୁବାର ବିଳମ୍ୱିତ ରାତିରେ ଲଘୁଖଣିଜ ବିଭାଗର ପକ୍ଷରୁ ଚଢାଉ କରି ବେଆଇନ ମାଙ୍କଡ଼ା ପଥର ଚାଲାଣ କରୁଥିବା ଦୁଇଟି ଟ୍ରକକୁ ଜବତ କରାଯାଇଛି। ଜବତ ହୋଇଥିବା ଟ୍ରକ ଓଡି ୦୨ପି ୩୭୫୭, ଓଡି ୦୯ ଜି ୫୧୯୨ ଟ୍ରକ ଦୁଇଟି ଢେଙ୍କାନାଳ ଅଂଚଳରୁ ମାଙ୍କଡ଼ା ପଥର ବୋଝେଇ ମୁଣ୍ଡଳୀ ନରାଜ ଗୋଡିସାହି ଅଭିମୁଖେ ଆସୁଥିବା ବେଳେ ଲଘୁଖଣିଜ ବିଭାଗର ଅଧିକାରୀ କୈାଣସି ସୁତ୍ରରୁ ଖବରପାଇ ମୁଣ୍ଡଳୀ ବ୍ୟାରେଜ ନିକଟରେ ଅଟକାଇ ଥିଲେ । ଟ୍ରକ ଚାଳକ […]

ବ୍ଲାକମେଲିଂ ଅଭିଯୋଗରେ ବନ୍ଧାହେଲେ ଫେସବୁକ୍ ପ୍ରେମିକ

ବାରଙ୍ଗ, ୪/୧୦(ଏସଏସନିଉଜ) ଫେସବୁକ୍ ରୁ ପ୍ରେମକରି ଅନ୍ତରଙ୍ଗ ମୂହୁର୍ତ୍ତର ଭିଡିଓକୁ ବ୍ଲାକମେଲ କରି ସାରାରିକ୍ ସମ୍ପର୍କ ରଖିବାକୁ ବାଧ୍ୟ କରିବା ଅଭିଯୋଗରେ ଜଣେ ଯୁବକକୁ ବାରଙ୍ଗ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି।ଯୁବକକୁ ଗିରଫ କରିଛି ବାରଙ୍ଗପୋଲିସ।ପ୍ର କାଶ ଯେ, ପୁରୀ ଜିଲ୍ଲା ନିମାପଡ଼ା ଅଂଚଳର ଗୈାରବ ପ୍ରଧାନ (୨୭) ନାମକ ଯୁବକ ଫେସବୁକ ମାଧ୍ୟମରେ ବାରଙ୍ଗ ଥାନା ଅନ୍ତର୍ଗତ ସୀତାରାମ ବଜାର ଅଂଚଳର ଜଣେ ବିବାହିତା ମହିଳାଙ୍କ ସହିତ ପ୍ରେମ ସଂମ୍ପର୍କ ଗଢି ଉଠିଥିଲା।ପରେ […]