ପଶୁମାଂସ ରାନ୍ଧିବା ମହଙ୍ଗା ପଡିଲା

ଆଠଗଡ଼,୨୬/୧୦(ଏସଏସନିଉଜ)କଟକ ଜିଲ୍ଲା କାନପୁରଥାନା ଅନ୍ତର୍ଗତ ଆତଣ୍ଡାଗ୍ରାମର ପ୍ରକାଶଚନ୍ଦ୍ର ଦାସଙ୍କ ଘରେ ଜଙ୍ଗଲୀ ପଶୁମାଂସ ରାନ୍ଧିବା ବେଳେ ବନବିଭାଗ ରେଡ୍ କରି ୨କେଜି ମାଂସ ସହ ଏକ ଚମଡ଼ା ଜବତ କରିଛି। ଏହି ଘଟଣା ରେ ପ୍ରକାଶ ଚନ୍ଦ୍ରଙ୍କୁ ଗିରଫ କରିଛି ବନବିଭାଗ।

Comments (0)
Add Comment