ବୃଦ୍ଧଙ୍କୁ ମରଣାନ୍ତକ ଆକ୍ରମଣ କରି ବନ୍ଧା ହେଲେ
ବାରଙ୍ଗ, ୪/୧୦(ଏସଏସନିଉଜ) ବାରଙ୍ଗ ଥାନା ଅନ୍ତର୍ଗତ ମଧୁବନ ଗ୍ରାମ ନିକଟରେ ଗୋଟିଏ ବଗିଚା ଭିତରେ ବୃଦ୍ଧଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ। ପ୍ରକାଶ ଯେ ମଧୁବନ ଗ୍ରାମ ନିକଟସ୍ଥ ଏକ ଘରୋଇ ବିଦ୍ୟାଳୟ ଲାଗି ଚିନୁମିତ୍ର ବଗିଚା ଭିତରେ ୪୨ ମୈଜା ଅଂଚଳର ଜ୍ୟୋତି ପ୍ରସାଦ ଦେବତା (୬୦) ଦୀର୍ଘ ଦିନ ହେବ ଦେଖାଶୁଣା କରିବା ସହିତ ସେହିଠାରେ ରୁହନ୍ତି। ଗୁରୁବାର ଭୋର ୪ଟା ସମୟରେ ପୂର୍ବ […]