Browsing category

ଅପରାଧ

ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ- ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୦ା୯(ଏସଏସନିଉଜ)ମେଜର ଓ ତାଙ୍କ ବାନ୍ଧବୀଙ୍କୁ ମାଡ଼ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ସରକାର ସଚେତନ ଅଛନ୍ତି, ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ ।ଘଟଣାକୁ ଗୁରୁତ୍ବର ସହ ନିଆଯାଇ କ୍ରାଇମବ୍ରାଞ୍ଚକୁ ତଦନ୍ତ ଦିଆଯାଇଛିାକ୍ରାଇମବ୍ରାଞ୍ଚ ଏତଲା ଅନୁସାରେ ମାମଲା ରୁଜୁ କରି ତଦନ୍ତ ଚଳାଇଛିାସଂପୃକ୍ତ ପୋଲିସ କର୍ମଚାରୀଙ୍କୁ ସସ୍‌ପେଣ୍ଡ କରାଯାଇଛିା ଏ ସରକାର କାର‌୍ୟ୍ୟାନୁଷ୍ଠାନ ନେବାରେ କେବେ ପଛଘୁଞ୍ଚା ଦିଅନ୍ତିନି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଯନ୍ତ୍ରୀଙ୍କ ମାଳମାଳ କୋଠା ଓ ପ୍ଲଟ

ବାଲେଶ୍ବର ,୨୦ା୯(ଏସଏସନିଉଜ)ବାଲେଶ୍ବର ରୁରାଲ୍ ୱାର୍କସ ସର୍କଲ ମୁଖ୍ୟଯନ୍ତ୍ରୀଙ୍କ ବିପୁଳ ସଂପତ୍ତି ଠାବ ହୋଇଛି ।ମୁଖ୍ୟଯନ୍ତ୍ରୀ ଏନ୍‌.ଭି. ହରିହର ରାଓଙ୍କ ବିପୁଳ ସଂପତ୍ତି ଠାବ କରିଛି ଭିଜିଲାନ୍ସ ।ବ୍ରହ୍ମପୁରରେ ଦୁଇ ମହଲା କୋଠା, ଭୁବନେଶ୍ବର ପାତ୍ରପଡ଼ାରେ କୋଠା,ବ୍ରହ୍ମପୁରରେ ଫ୍ଲାଟ, ଭୁବନେଶ୍ବର ଓ ବ୍ରହ୍ମପୁରରେ ୨ଟି ବେନାମୀ ଫ୍ଲାଟ ,ଭୁବନେଶ୍ବରରେ ୨ଟି ଓ ବ୍ରହ୍ମପୁରରେ ୨ଟି ଘରଯୋଗ୍ୟ ପ୍ଲଟ ଠାବ ହୋଇଛି ।ଏହାସହ ୧ କୋଟି ୧୧ ଲକ୍ଷର ବ୍ୟାଙ୍କ ଜମା, ଗୋଟିଏ କାର୍ ଓ ଗୋଟିଏ ବାଇକ୍ ଜବତ […]

ମେଣ୍ଢା ଚୋରୀକରି ଧରାହେଲେ ୮

ବାଲିଅନ୍ତା,୧୯ା୯(ଏସଏସନିଉଜ)ବାଲିଅନ୍ତାଥାନା ପୁଲିସ ଅଭିଯୋଗକାରୀ କରୁଣାକର ବେହେରାଙ୍କ ଅଭିଯୋଗ ଭିତ୍ତିରେ ୪୪୫/୨୪କେଶନଂରେ ଏକ ମାମଲା ରୁଜୁ କରି ତଦନ୍ତ କରିବା ସହ ୮ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ସେମାନେ ହେଲେ ଚାରିଛକ ଥାନା ଅଧିନସ୍ଥ କଳାପାଂଚଣ ମାଢିବରମ୍ଭପୁରର ଏସକେୱାଜିଦ, ଅଶୋକଭୋଇ,ଗୋପଥାନା ଅଧିନସ୍ଥ ନୟାହାଟର ଆୟୁସମାନ ନନ୍ଦି,ରାଜାକାଣ୍ଡି, ନିଆଳିଥାନା ଅଧିନସ୍ଥ ଅଧାଗାଁର ଏସ୍‌କେରାହିଲ. ଏସ୍‌କେସାହିଲ,ଏସ୍‌କେଜାହିର ଓ କେଳୁସ ,୫ଟିଖଣ୍ଡା,୧୧ଟିମୋବାଇଲ ଫୋନ, ୨କାର, ନଗଦ୨୩ ହଜାରେ ଟଙ୍କା ଜବତ କରିଛି । ସୂଚନାଯୋଗ୍ୟଯେ, ଅଭିଯୋଗକାରୀ ଜଣେ ମେଣ୍ଢାପାଳକ […]

ନିଲମ୍ବିତ ହେଲେ ଭରତପୁରଥାନାର ୫ ପୋଲିସ

ଭୁବନେଶ୍ୱର,୧୮ା୯(ଏସଏସନିଉଜ) ଭରତପୁରଥାନାରେ ସେନାର ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ମାମଲାରେ ୫ ଜଣ ପୋଲିସ କର୍ମଚାରୀଙ୍କୁ ନିଲମ୍ବନ କଲେ ପୋଲିସ ଡିଜି । ଭରତପୁର ଥାନାର ପୂର୍ବତନ IIC ଦୀନକୃଷ୍ଣ ମିଶ୍ରଙ୍କୁ ସସପେଣ୍ଡ କରାଯାଇଛି । ସେହିପରି SI ବୈଶାଳିନୀ ପଣ୍ଡା, ASI ସଲିଳମୟୀ ସାହୁ ଓ ସାଗରିକା ରଥ ଓ କନଷ୍ଟେବଲ ବଳରାମ ହାଁସଦା ନିଲମ୍ବିତ କରାଯାଇଛି । ଏହି ୫ ଜଣଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ହୋଇଛି । ପୂର୍ବରୁ IIC, ଜଣେ […]

ନବରଙ୍ଗପୁରରେ ଲଜ୍ଜା

ଭୁବନେଶ୍ୱର,୧୮ା୯(ଏସଏସନିଉଜ)ସ୍କୁଲ୍ ପଛ ବୁଦା ମୂଳରୁ ଛାତ୍ରୀଙ୍କ କ୍ଷତାକ୍ତ ମୃତଦେହ ଠାବ । ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକ ।ନବରଙ୍ଗପୁରରେ ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ ଆସିଛି । ସ୍କୁଲ୍ ପଛ ବୁଦା ମୂଳରୁ ଛାତ୍ରୀଙ୍କ କ୍ଷତାକ୍ତ ମୃତଦେହ ଠାବ ହୋଇଛି । ତେନ୍ତୁଳିଖୁଣ୍ଟି ଥାନା ଅଞ୍ଚଳରେ ଏହି ଅଭାବନୀୟ ଘଟଣା ଘଟିଛି । ଗତକାଲି ଦିନ ଗୋଟାଏ ବେଳଠୁ ନାବାଳିକାଙ୍କର ଖୋଜଖୋବର ମିଳି ନଥିବାବେଳେ ସ୍କୁଲ ପଛ ବୁଦା […]

ବଦଳିଲେ ଭରତପୁର ଥାନା ଅଧିକାରୀ

ଭୁବନେଶ୍ୱର,୧୮ା୯(ଏସଏସନିଉଜ)ଭରତପୁରଥାନା ଆଇଆଇସି ଦିନକୃଷ୍ଣମିଶ୍ରଙ୍କୁ ବଦଳି କରାଯାଇଛି ।ତାଙ୍କ ସମେତ ଜଣେ ମହିଳା ଏଏସଆଇ ସଲିଳମୟୀ ସାହୁ ଓ ଜଣେ କନଷ୍ଟେବଳ ବଳରାମ ହାଁସଦାଙ୍କୁ ବଦଳି କରାଯାଇଛି । ଭରତପୁର ଥାନା ଅଧିକାରୀ ଓ ମହିଳା ଏଏସଆଇଙ୍କୁ ଭୁବନେଶ୍ୱର ଡିସିପି ଅଫିସକୁ ବଦଳି କରାଯାଇଛି। ଦିନକୃଷ୍ଣମିଶ୍ରଙ୍କ ବଦଳରେ ଦୀପକ କୁମାର ଖଣ୍ଡାୟତରାୟଙ୍କୁ ଭରତପୁର ଥାନାର ନୂଆ ଆଇଆଇସି ଭାବରେ ନିଯୁକ୍ତି ମିଳିଛି । ଜଣେ ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କୁ ଭରତପୁର ଥାନାରେ ନିର୍ଯାତନା ଅଭିଯୋଗ ଓ […]

ତପ୍ତପାଣିଘାଟିରେ ଗଛକୁ ଧକ୍କାଦେଲା ବସ୍

ଭୁବନେଶ୍ୱର,୧୬/୯(ଏସଏସନିଉ ଜ)ପାଟପୁରଥାନା ତପ୍ତପାଣି ମା କନ୍ଧୁଣିଦେବୀଙ୍କ ମନ୍ଦିର ନିକଟରେ ସୋମବାରସକାଳୁ ରାସ୍ତା କଡରେ ଥିବା ଗଛକୁ ଧକ୍କା ଦେଇଛି ଯାତ୍ରୀ ବାହି ବସ୍ । ଧକ୍କାଦେବା ଫଳରେ ଅଳ୍ପକେ ବର୍ତିଲେ ୪୦ରୁ ଉର୍ଦ୍ଧ ଯାତ୍ରୀ lସୂଚନା ମୁତାବକ ସୋମବାର ଭୋରୁ ଗଜପତି ଜିଲ୍ଲାରୁ ବ୍ରହ୍ମପୁର ଅଭିମୁଖେ ଆସୁଥିବା ପଦ୍ମାଳୟା ନାମକ ଏକ ଯାତ୍ରୀବାହିବସ୍ କନ୍ଧୁଣୀଦେବିଙ୍କ ନିକଟରେ ଭାରସାମ୍ୟହରାଇ ରାସ୍ତାକଡରେ ଥିବା ଏକ ଗଛକୁ ଧକ୍କା ଦେଇଥିଲା।

ଦୁଇଦିନହେବ ଲାଇନମ୍ୟାନ ନିଖୋଜ

  ବାରଙ୍ଗ,୧୫/୯ (ଏସଏସନିଉଜ) ଭୁବନେଶ୍ଵର ଉପକଣ୍ଠ ବରିମୁଣ୍ଡ ପଞ୍ଚାୟତର ଟାଙ୍ଗିବନ୍ତ ଗ୍ରାମରେ ଘରଭଡ଼ା ନେଇ ରହି ଆସୁଥିବା ଜଣେ ଯୁବ ବିଦ୍ୟୁତ୍ କର୍ମଚାରୀ ନିଖୋଜ ହୋଇଯାଇଥିବା ମଞ୍ଚେଶ୍ୱର ଥାନାରେ ଅଭିଯୋଗ ହୋଇଛି। ନିଖୋଜ ଯୁବକ ହେଉଛନ୍ତି ବାରଙ୍ଗ ବିଦ୍ୟୁତ କାର୍ଯ୍ୟାଳୟରେ ଲାଇନ୍ ମ୍ୟାନ ଭାବେ କାର୍ଯ୍ୟରତ ଥିବା କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା କେସୁଗୁରାପାଲ ଗ୍ରାମର କାହୁଁ ସୁତାର (୩୩)। ସୂଚନା ମୁତାବକ ବାରଙ୍ଗ ବିଦ୍ୟୁତ କାର୍ଯ୍ୟଳୟ ଅଧିନସ୍ଥ କଳାରାହାଙ୍ଗ କ୍ୟମ୍ପରେ କାର୍ଯ୍ୟରତ ଥିଲେ କାହ୍ନା। ସେ […]

କୋଲ୍ଡଡ୍ରିଙ୍କସ୍ ପିଇଲେ,୨୦ ଲକ୍ଷ ଟଙ୍କାର ସୁନାଗହଣା ଲୁଟିଲେ

ବାରଙ୍ଗ,୧୫/୯(ଏସଏସନିଉଜ)ଅସୁରକ୍ଷିତ ହୋଇପଡିଛି ରାଜଧାନୀର ଆପାର୍ଟମେଣ୍ଟ।ପୋଲିସକୁ ଖାତିରି ନକରି ଆତଙ୍କ ଖେଳାଇଛନ୍ତି ଲୁଟେରା ।ଦିନକ ତଳେ ଜଣେବୈଜ୍ଞାନିକଙ୍କ ଘରୁ ୫୦ ଭରିର ସୁନା ଲୁଟିନେଇଥିବା ବେଳେ ଆଜିପୁଣି ଜଣେ ସଫ୍ଟୱେର ଇଞ୍ଜିନିୟରଙ୍କ ଘରୁ ୨୦ଲକ୍ଷ ଟଙ୍କାର ସୁନାଗହଣା ସଫା କରିଦେଇଛନ୍ତି ।ସ୍ୱାମୀ-ସ୍ତ୍ରୀ ଘରକୁ ଯାଇଥିବା ବେଳେ କବାଟ ତାଡ଼ି ଲୁଟି ନେଇଛନ୍ତି ସୁନା ଓ ଟଙ୍କା । ଏହି ଘଟଣା ଘଟିଛି ଚନ୍ଦକା ଥାନା ଗୋଠପାଟଣାରେ ଥିବା ଆକ୍ରୋପଲିସ୍ ଆପାର୍ଟମେଣ୍ଟରେ ।ଲୁଟେରା ଲୁଟ୍ କରିବା ପରେ ଫ୍ରିଜରୁ ଫଳ […]

ମାତିଲେ ଫ୍ଲାଟ୍ ଲୁଟେରା, ୧ମାସରେ ୨ଟି ଲୁଟ୍

ବାରଙ୍ଗ,୧୪/୯(ଏସଏସନିଉଜ)ଘଙ୍ଗାପାଟଣା ପାଖରେ ଥିବା ଆକ୍ରୋପଲିସ ଆପାର୍ଟମେଣ୍ଟରୁ ଲୁଟ ହୋଇଥିବାର ଚନ୍ଦକା ଥାନାରେ ଅଭିଯୋଗ ହୋଇଛି।ଲୁଟରାମାନେ ଗୋଟିଏ ମାସରେ ଏହି ଅଞ୍ଚଳରୁ ୨ଟି ଫ୍ଲାଟ୍ ରୁ ଘରେ କେହି ନଥିବାର ସୁଯୋଗରେ ଲୁଟିଛନ୍ତି।ଲୁଟେରାଙ୍କ ଟାର୍ଗେଟରେ ଆପାର୍ଟମେଣ୍ଟ ରହୁଥିବାରୁ ଆପାର୍ଟମେଣ୍ଟରେ ରହୁଥିବା ଅନ୍ତେବାସୀଙ୍କ ପାଇଁ ଚିନ୍ତା ବଢ଼ିଯାଇଛି।ଅନ୍ୟପଟେ ଆପାର୍ଟମେଣ୍ଟରୁ ଲୁଟି ପୋଲିସକୁ ଖୋଲା ଚାଲେଞ୍ଜ ଦେଇଛନ୍ତି ଲୁଟେରା। ପ୍ରକାଶ ଯେ,ମେଟ୍ରୋଲଜିକାଲ୍ ଲାବ୍ରୋଟୋରୀର ଚିଫ୍ ସାଇଣ୍ଟିଷ୍ଟ ନାରାୟଣ ପରିଡ଼ା ଅବସର ପରେଚନ୍ଦକା ଥାନା ଅଧିନସ୍ତ ଗୋଠପାଟଣା ଆକ୍ରୋପଲିସ୍ ଆପାର୍ଟମେଣ୍ଟର ଋ-୫୦୬ଫ୍ଲାଟ୍ କିଣି […]