Browsing category

ଅପରାଧ

ଗୋଟିଏରାତିରେ ସିରିଜ ଚୋରୀ

ବାରଙ୍ଗ,୧୪/୯ (ଏସଏସନିଉଜ ) ବାରଙ୍ଗ ଥାନା ଅଧୀନସ୍ଥ ବେଲଗଛିଆ ଓ ନରଣପୁର ନିକଟରେ ଥିବା ୩ଟି ଆପାର୍ଟମେଣ୍ଟରୁ ଗୁରୁବାର ରାତିରେ ଚୋରି ହୋଇଥିବାର ଥାନାରେ ଅଭିଯୋଗ ହୋଇଛି।ଗୋଟିଏ ରାତିରେ ତିନିଟି ଜାଗାରୁ ଚୋରି ହେବା ଘଟଣା ପୋଲିସ ପାଇ ଚିନ୍ତାର କାରଣ ପାଲଟିଛି।ଏହି ଘଟଣା ପରେ ନରଣପୁରପାଖରେ ଥିବା ଡିଅନ ନାମକ ଆପାର୍ଟମେଣ୍ଟରେ ରହୁଥିବା ଅନ୍ତେବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।ଅନ୍ତେବାସୀମାନେ ସୁରକ୍ଷାସମ୍ପର୍କିତ ବିଭିର୍ଣଦାବୀନେଇ ଆପାର୍ଟମେଣ୍ଟ ଫାଟକଆଗରେ ଧାରଣାରେ ବସିଥିଲେ ।ପ୍ରାୟ୨ଘଂଟାପରେ ଆପାର୍ଟମେଣ୍ଟର ନିର୍ଦ୍ଦେଶକ ଆସି ବୁଝାସୁଜାକରିବାପରେ ଧାରଣା […]

ବିବାଦୀୟ ଜାଗାରୁ ଭାଙ୍ଗିଲା ପାଚେରୀ

ବାରଙ୍ଗ,୧୪/୯(ଏସଏସନିଉଜ)ବାରଙ୍ଗ ତହସିଲ ଅନ୍ତର୍ଗତ ଫକିରପଡା ଗାଁରେ ସରକାରୀ ଜାଗାରେ ହୋଇଥିବା ପାଚେରି ନିର୍ମାଣ କାର୍ଯ୍ୟକୁ ନେଇ ଦେଖାଦେଇ ଥିବା ବିବାଦ ଉପରେ ଶନିବାର ଦିନ ପୂର୍ଣ୍ଣଛେଦ ପଡ଼ିଛି।ଦୀର୍ଘ ୮ମାସର ବ୍ୟବଧାନ ପରେ ଜିଲ୍ଲା ପ୍ରଶାସନର ନିଦ ଭାଙ୍ଗିଛି।ଶନିବାର ଦିନ ପୋଲିସ ସହାୟତାରେ ଜିଲ୍ଲା ପ୍ରଶାସନ ଫକିରପଡା ଗ୍ରାମବାସୀ ମାନେ ଅଭିଯୋଗ ଆଣିଥିବା ବିବାଦୀୟ ସରକାରୀ ଜାଗାରେ ହୋଇଥିବା ପାଚେରୀକୁ ଭଙ୍ଗିଥିବାର ଦେଖିବାକୁ ମିଳିଛି। ସୂଚନାଯୋଗ୍ୟଯେ,ଜାନୁୟାରୀ ମାସରେ ଫକିରପଡା ଗାଁରେ ଥିିବା ଫକିରପଡା ଓ ପାଟପୁର ମୌଜାର ଦୁଇଟି […]

ଖୋର୍ଦ୍ଧା ଜିଲ୍ଲାରେ ଶିଶୁଶ୍ରମିକଙ୍କ ସଙ୍ଗୀନ ସ୍ଥିତି

ଭୁବନେଶ୍ୱର,୧୪/୯(ଏସଏସନିଉଜ) ଶୁକ୍ରବାର ବାଲିଅନ୍ତା ପୋଲିସ ଷ୍ଟେସନରେ ଆଉ ଏକ ଶିଶୁ ଶ୍ରମିକ ମାମଲା ରଜ୍ଜୁ ହୋଇଛି। ଗତ ୧୨ତାରିଖରେ ରୁଚିକା ସମାଜ ମଙ୍ଗଳ ସଂଗଠନର ସ୍ଵେଚ୍ଛାସେବୀ ଓ ବାଳକାଟି ପୋଲିସ ମିଳିତ ଭାବେ ବାଳକାଟି ସାଇପନ୍ ଛକଠାରେ ଏକ ଜଳଖିଆଦୋକାନ ଉପରେ ଚଢ଼ାଉ କରି ଗୋଟିଏ ୧୨ବର୍ଷର ଶିଶୁ ଶ୍ରମିକଙ୍କୁ କାମ କରୁଥିବା ଅବସ୍ଥାରେ ଉଦ୍ଧାର କରିଥଲେ। ପିଲାଟି ମୟୂରଭଞ୍ଜ ଜିଲ୍ଲାର ବାଙ୍ଗିରିପୋଷି ଥାନା ଅଞ୍ଚଳର ଜଣେ ଗରିବ ଶ୍ରମିକ ପରିବାରରୁ ଚାଲାଣ ହୋଇ ବାଲିଅନ୍ତା ଅଞ୍ଚଳରେ […]

ଦୁଇ ଡ଼କାୟତକୁ ଧରିଲା ପୋଲିସ

ପାଟଣାଗଡ଼,୧୩ା୯(ଏସଏସନିଉଜ) ଏକ ଡକାୟତି ଘଟଣାରେ ଦୁଇଜଣକୁ ପୋଲିସ ଗିରଫକରି ଆଜି କୋର୍ଟଚାଲାଣ କରିଥିବା ଜଣାପଡିଛି। ପ୍ରକାସ ଯେ,ଗତ୬ତାରିଖରେ ବଲାଙ୍ଗିର ଜିଲ୍ଲା ତୁରେକେଲା ଥାନା ମଲ୍ଳିକଦରୋ ଗାଁର ହନୁମାଝୀ ଖପ୍ରାଖୋଲଥାନା ଓଡିଆପାଲି ଗାଁକୁ କୁଣିଆ ଆସି ଫେରୁଥିବାସମୟରେ ଲାଠୋରଥାନା ନିକଟସ୍ଥ ଫୁଲଝରଛକଠାରେ ଦୁଇଜଣ ବ୍ୟକ୍ତିଆସି ତାଙ୍କଠାରୁ ଗାଡ଼ି ଓ ଟଙ୍କା ଛଡାଇ ନେଇଯାଇଥିଲେ। ହନୁ ଏହି ଘଟଣା ସମ୍ପର୍କରେ ୬ ତାରିଖ ଦିନ ଲାଠୋରଥାନାରେ ଅଭିଯୋଗ କରିବାପରେ ପୋଲିସ ୧୯୯/୨୪ରେ ଏକ ମକଦ୍ଦମାରୁଜୁକରି ତଦନ୍ତ ଆରମ୍ଭ କରିଥିଲା ।ଆଜି […]

ପୁରୀବେଳାଭୂମିରେ ହେବନି ମଦ କୁଟୀର

ପୁରୀ,୧୩ା୯(ଏସଏସନିଉଜ)ପୁରୀବେଳାଭୂମିରେ ହେବନି ମଦ କୁଟୀର ।ଅବକାରୀ ବିଭାଗ ପକ୍ଷରୁ ନୂଆ ବିଜ୍ଞପ୍ତି ଜାରି କରାଯାଇ କୁହାଯାଇଛି ।ପୁରୀ ପୌରପାଳିକା ଅଧୀନରେ ମଦ କୁଟୀର ମନାାସାମାଜିକ, ଧାର୍ମିକ ଓ ସାଂସ୍କୃତିକ ଦୃଷ୍ଟିରୁ ନିଷ୍ପତ୍ତି ହୋଇଛି ।ଧାର୍ମିକ ଅନୁଷ୍ଠାନର ୫କିମି. ଭିତରେ ହେବନି ମଦ କୁଟୀର ବୋଲି କୁହାଯାଇଛି ।  

ରୋକିଲେ ବାଲ୍ୟବିବାହ

ଭୁବନେଶ୍ୱର,୧୩ା୯(ଏସଏସନିଉଜ) ଆଜି ମଞ୍ଚେଶ୍ୱରଥାନା ଅଞ୍ଚଳରୁ ଖୋର୍ଦ୍ଧାଜିଲ୍ଲା ପ୍ରଶାସନ ଓ ରୁଚିକାସମାଜ ମଙ୍ଗଳସଂଗଠନଦ୍ୱାରା ଏକ ବାଲ୍ୟବିବାହକୁ ରୋକା ଯାଇପାରିଛି। ଖୋର୍ଦ୍ଧାଜିଲ୍ଲା ଶିଶୁସୁରକ୍ଷା ଅଧିକାରୀ ବାଣୀଶ୍ରୀପଟ୍ଟନାୟକଙ୍କଠାରୁ ସୂଚନାପାଇ ବି.ଏମ.ସି.-୩ର ବାଲ୍ୟବିବାହ ନିରୋଧ ଅଧିକାରୀ ସଂଗୀତା ପାଢ଼ୀ ରୁଚିକାସମାଜ ମଙ୍ଗଳସଂଗଠନର ସ୍ୱେଚ୍ଛାସେବୀ ଶିବାନୀନାୟକ, ହରପ୍ରିୟାପତି, ଓ ବି.ଏମ.ସି. -୩ର ଅଙ୍ଗନୱାଡ଼ି ସୁପରଭାଇଜର ଅନନ୍ୟାଜେନା ଅଙ୍ଗନୱାଡ଼ି କର୍ମୀ ସୁଜାତା ଦାସ, ଆଶାକର୍ମୀ ଚନ୍ଦନାଚଇନି, ଚାଇଲ୍ଡଲାଇନକର୍ମୀ ପିଣ୍ଟୁମଲ୍ଲିକ ଓ ନିତୁସିଂ ଘଟଣାସ୍ଥଳରେ ପହଞ୍ଚି ମଞ୍ଚେଶ୍ୱରପୋଲିସ ସହାୟତାରେ ଏହି ବାଲ୍ୟବିବାହ ବନ୍ଦ କରିବା ସଙ୍ଗେସଙ୍ଗେ ଜଣେ […]

ରାଜଧାନୀରେ ଚାଞ୍ଚଲ୍ୟ

ଭୁବନେଶ୍ୱର,୧୩ା୯(ଏସଏସନିଉଜ) ସନ୍ଦେହଜନକ ଅବସ୍ଥାରେ ଖଣ୍ଡଗିରି ଥାନା ଅଧୀନସ୍ଥ ଏକ ଘର ଭିତରେ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ । ଲିଭ-ଇନରେ ରହୁଥିବା ପୁରୁଷ ବନ୍ଧୁ ମୃତଦେହ ଦେଖି ଫେରାର ହୋଇଯାଇଥିବା ସୂଚନା ମିଳିଛି । ଉଭୟଙ୍କ ଘର ଗଞ୍ଜାମ ଜିଲ୍ଲାରେ ହୋଇଥିବାବେଳେ ସେମାନେ ଏକାଠି ଏକଆପାର୍ଟମେଣ୍ଟରେ ରହି ଆସୁଥିଲେ ।ଲିଭ-ଇନ ନୁହେଁ ବରଂ ଯୁବକ ଜଣକ ବିବାହ କରିଥିବା ସହ ଝିଅକୁ ହତ୍ୟା କରାଯାଇଥିବାନେଇ ଅଭିଯୋଗ କରିଛନ୍ତି ପରିବାର ଲୋକ ।ପରିବାରଲୋକଙ୍କ ଅଭିଯୋଗ ପରେ […]

କ୍ରାଇମବ୍ରାଞ୍ଚ ପଞ୍ଝାରେ ରିସିକିଆ ପ୍ରେମିକ

ଭୁବନେଶ୍ୱର,୧୩/୯(ଏସଏସନିଉଜ)ବିବାହ ନାଁରେ ଏକାଧିକ ମହିଳାଙ୍କୁ ଠକେଇ କରିଥିବା ରିସିକିଆ ପ୍ରେମିକକୁ ଧରିଲା କ୍ରାଇମବ୍ରାଞ୍ଚ।ଅଭିଯୁକ୍ତ ହେଲା ଛେଣ୍ଡିପଦା ଅଞ୍ଚଳର ବିରଞ୍ଚି ନାରାୟଣ ରଥ। ମହିଳା ମାନଙ୍କୁ ଫସେଇବା ପାଇଁ ସୋସିଆଲ ମିଡ଼ିଆରେ ଖୋଲିଥିଲା ଫେକ ଆକାଉଣ୍ଟ। ନିଜକୁ ସରକାରୀ ଅଧିକାରୀର ପରିଚୟ ଦେଇ କରୁଥିଲା ଠକେଇ ।ଭିଡିଓ କଲରେ ଅଶ୍ଳୀଳକଥା ହୋଇ ସ୍କ୍ରିନସଟ ରଖି କରୁଥିଲା ବ୍ଲାକମେଲ।ମାଟ୍ରିମୋନି ଆଲ ସାଇଡରେ ସେକେଣ୍ଡ ମ୍ୟାରେଜ ନାଁରେ ଖୋଲିଥିଲା ଆକାଉଣ୍ଟ। କେତେବେଳେ ନିଜକୁ ରେଲୱେ କର୍ମଚାରୀ, ଇନକମ ଟ୍ୟାକ୍ସ ଇନସିପେକ୍ଟର, କଷ୍ଟମ୍ସ […]

ବିଧାୟକଙ୍କ ବିରୋଧରେ ସରମ୍ପଚଙ୍କ ମେଳି

ଗଞ୍ଜାମ,୧୩/୯(ଏସଏସନିଉଜ) ଆସିକା ବିଧାୟକ ସରୋଜପାଢ଼ୀଙ୍କ ମନ୍ତବ୍ୟକୁ ବିରୋଧ କରି ସରପଞ୍ଚ ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଗତ କିଛିଦିନ ତଳେ ଆସିକା ବିଧାୟକ ସରୋଜ ପାଢୀଭୁବନେଶ୍ଵରରେ ଗଣମାଧ୍ୟମଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ କହିଥିଲେ ଯେ,ଗତ ୨୪ ବର୍ଷର ବିଜେଡି ସରକାର ବିକାଶରଡିଣ୍ଡିମ ପିଟୁଥିଲେ ।ଏହାଦ୍ବାରା କେବଳ ପିସି କାରବାର ମଧ୍ୟରେ ସୀମିତ ରହି ପ୍ରତ୍ୟେକ ଗ୍ରାମ ପଞ୍ଚାୟତର ସରପଞ୍ଚମାନେ ମାଲେମାଲ ହୋଇଛନ୍ତି । ଏବେ ଯଦି ତଦନ୍ତ ହେବ ତେବେ ଶହେରୁ ଶହେ ସରପଞ୍ଚ ଜେଲ […]

ବାଲି ବୋଝେଇ ଟ୍ରାକ୍ଟର ଜବତ

ବାରଙ୍ଗ,୧୦/୯ (ଏସଏସନିଉଜ) ମଙ୍ଗଳବାର ପୂର୍ବାହ୍ନ ୯ଟା ସମୟରେ ଗୋଡ଼ିସାହି ଫାଣ୍ଡି ପୋଲିସର ଏକ ପେଟ୍ରୋଲିଂ ଦଳ ନିଜ ଅଞ୍ଚଳରେ ପଇଁତରା ମାରୁଥିଲେ। ଏହି ସମୟରେ ଏକ ଟ୍ରାକ୍ଟର ବାଲି ବୋଝେଇ କରି ଗୋଡ଼ିସାହି ପଟୁ ତ୍ରିଶୂଳିଆ ଅଭିମୁଖେ ଆସୁଥିଲା। ପେଟ୍ରୋଲିଂ ଦଳ ଟ୍ରାକ୍ଟରଟିକୁ ଦେଖି ଅଟକାଇ ଥିଲେ। ଏହି ସମୟରେ ବାଲି ପରିବହନ ହେଉଥିବା ନେଇ କାଗଜ ପତ୍ର ମାଗିଥିଲେ। ଟ୍ରାକ୍ଟର ଚାଳକ ଏ ନେଇ କୌଣସି କାଗଜ ପତ୍ର ଦେଖାଇ ପାରିନଥିଲେ। ସଙ୍ଗେ ସଙ୍ଗେ ଚାଳକ […]