Browsing category

ଅପରାଧ

ଡେଲାଙ୍ଗରେ ହେବ ୫ଟି ମେଗା ପାନୀୟ ଜଳପ୍ରକଳ୍ପ

ଭୁବନେଶ୍ୱର,୧୦୧୯(ଏସଏସନିଉଜ)ପିପିଲି ବିଧାୟକଙ୍କ ପ୍ରଶ୍ନରେ ପାନୀୟ ଜଳ ମନ୍ତ୍ରୀ ରବି ନାଏକକ ଏହିଭଳି ଉତ୍ତର ରଖିଛନ୍ତି ।ଦୟାନଦୀରୁ ଜଳଉଠାଣ ପାଇଁ ହେବ ୫ପ୍ରକଳ୍ପାଦୟା ନଦୀ ଜଳଭଣ୍ଡାର ନିର୍ମାଣ ହେବ କହିଲେ ମନ୍ତ୍ରୀାପୂର୍ବ ସରକାର ଜଳ ସଂପଦ ଯୋଜନାକୁ କାର‌୍ୟ୍ୟକାରୀ କରିବାକୁ ଚାହୁଁ ନଥିଲୋଠିକ୍ ସମୟରେ ସର୍ଭେ, ଡିପିଆର୍ ପ୍ରସ୍ତୁତ ହୋଇନାହିାଁଯେତେ ଚେଷ୍ଟାକଲେ ବି କିଛି ପ୍ରକଳ୍ପ ୨୦୨୬ରେ ସରିବ ବୋଲି କହିଛନ୍ତି ।

ବନ୍ଧୁକମୁନରେ ୮ ଲକ୍ଷଟଙ୍କା ଲୁଟ୍

କେନ୍ଦୁଝର,୧୦ା୯(ଏସଏସନିଉଜ) ବାଇକ୍ ଅଟକାଇ ବନ୍ଧୁକମୁନରେ ୮ଲକ୍ଷ ଲୁଟିନେଇଥିବାର ଅଭିଯୋଗ ହୋଇଛି ।କାଲିରାତିରେ ବ୍ୟାଙ୍କ୍ ବନ୍ଦକରି ଫେରିବାବେଳେ ଲୁଟ୍ ହୋଇଛି ।ରାଜନଗରରୁ ତୁରୁମୁଙ୍ଗା ଯିବା ବେଳେ କଇଣ୍ଡାରେ ଲୁଟ୍ ହୋଇଛି ।ଫିନୋ ପେମେଣ୍ଟବ୍ୟାଙ୍କ୍ ମାଲିକ ପ୍ରଣବଙ୍କଠାରୁ ଲୁଟ୍ ହୋଇଥିବାର ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।

ପୂର୍ବ ଶତ୍ରୁତାରୁ ଗୋଷ୍ଠୀ ସଂଘର୍ଷ: ଜଣେ ମୃତ

ବଲାଙ୍ଗିର,୧୦ା୯(ଏସଏସନିଉଜ)ବଲାଙ୍ଗିର ଟାଉନ ଥାନା ଅନ୍ତର୍ଗତ ମାଲଗୋଦାମପଡ଼ାରେ ଗୋଷ୍ଠୀ ସଂଘର୍ଷ ଘଟି ଜଣଙ୍କୁ ହତ୍ୟା କରାଯାଇଥିବାର ଜଣାପଡିଛି । ମୃତକ ହେଉଛନ୍ତି ମାଲଗୋଦାମପଡ଼ାର ସୁରେନ୍ଦ୍ର ହରିପାଲଙ୍କ ପୁଅ ନିରଜ ହରିପାଲ ବୋଲି ଜଣାପଡିଛି । ନିରଜଙ୍କ ଭାଇ ମୁକେଶ ଆକ୍ରମଣରେ ଗୁରୁତର ହୋଇ ବୁର୍ଲା ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ପାଳନ ପରେ ସୋମବାର ଚାରିଆଡ଼େ ଛାଡ଼ଖାଇ ଉତ୍ସବ ପାଳନରେ ଲୋକେ ବ୍ୟସ୍ତଥିବାବେଳେ ସୋମବାର ରାତି ପ୍ରାୟ ୯ଟା ୩୦ରେ ମାଲଗୋଦାମପଡ଼ାର ନିରଜ […]

ବିଦ୍ୟୁତ୍ ଆଘାତରେ ମାଈ ହାତୀର ମୃତ୍ୟୁ

ରାଉରକେଲା,୧୦ା୯(ଏସଏସନିଉଜ) ବିଦ୍ୟୁତ୍ ଆଘାତରେ ଲାଠିକଟା ବ୍ଲକ ଅନ୍ତର୍ଗତ ପାନପୋଷ ରେଞ୍ଜ ନୂଆଗାଁରେ ଏକମାଈ ହାତୀର ମୃତ୍ୟୁ ହୋଇଛିା ଆଜି ଭୋରୁ ଏମିତି ଘଟଣା ଘଟିଛିା ହାତୀପଲ ଯାଉଥିଲା ବେଳେ ଇଟା ଭାଟିକୁ ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଏକ ମାଈ ହାତୀ ଆସିଯାଇଥିଲାା ଏହାଫଳରେ ଘଟଣାସ୍ଥଳରେ ହିଁ ତାର ପ୍ରାଣହାନି ଘଟିଛି। ସ୍ଥାନୀୟ ଲୋକ ଏହା ଦେଖି ବନ ବିଭାଗକୁ ସୂଚନା ଦେଇଥିଲୋଖବରପାଇ ବନବିଭାଗ କର୍ମଚାରୀମାନେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତିା

କେନାଲବନ୍ଧ କଡ଼କୁ ଓଲଟିଲା କ୍ଷୀରବୋଝେଇ ଗାଡି

ବାରଙ୍ଗ,୯ା୯(ଏସଏସନିଉଜ)ସୋମବାର ବଢ଼ି ଭୋର୍ ସମୟରେ ଷଣ୍ଢପୁର ଗ୍ରାମ ନିକଟ ରେ ପୁରୀ ମୁଖ୍ୟ କେନାଲ ବନ୍ଧ କଡ଼କୁ ଭାରସାମ୍ୟ ହରାଇ ଏକ ଓମଫେଡର କ୍ଷୀର ବୋଝେଇଗାଡ଼ି ଖସିପଡ଼ିଛି। ପ୍ରକାଶ ଯେ,ସୋମବାର ବଢ଼ିଭୋର୍ ସମୟରେ ଓଆର ୦୧ସି୧୯୪୯ ନମ୍ୱର ଓମଫେଡର ଦୁଗ୍ଧପରିବହନ କରୁଥିବା ଗାଡ଼ିଟି ବିଦ୍ୟାଧରପୁର ପାହାଡ ଉପରେ ହୋଇଥିବା ଓମଫେଡ୍ ପ୍ଲାଣ୍ଟରୁ କ୍ଷୀରନେଇ ବାରଙ୍ଗଆଡ଼କୁ ଦୃତଗତିରେ ଆସୁଥିଲା।ପୁରୀ ମୁଖ୍ୟକେନାଲ ରାସ୍ତାରେ ଆସୁଥିବାବେଳେ ଷଣ୍ଢପୁରଗ୍ରାମ ନିକଟରେ ହଠାତ୍ ଏକ ଷଣ୍ଢ ରାସ୍ତାଉପରକୁ ପଲାଇଆସିଥିଲା।ଷଣ୍ଢଟିକୁ ବଞ୍ଚାଇବାକୁଯାଇ ଦ୍ରୁତଗତିରେ ଥିବା କ୍ଷୀରବୋଝେଇ […]

ଦେଶରେ ପ୍ରଥମ ମଙ୍କିପକ୍ସ କେସ୍

ଭୁବନେଶ୍ୱର,୯ା୯(ଏସଏସନିଉଜ)ଦେଶରେ ପ୍ରଥମ ମଙ୍କିପକ୍ସ କେସ୍ ଚିହ୍ନଟ ହୋଇଛି । ଆଇସୋଲେସନରେ ଥିବା ସନ୍ଦିଗ୍ଧଙ୍କ ପାଖରୁ ଏମପକ୍ସ ଭାଇରସ୍ ଚିହ୍ନଟ ହୋଇଛି । ଏବେ ସଂକ୍ରମିତଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି । ସେ ମଙ୍କିପକ୍ସ ସଂକ୍ରମିତ ଦେଶରୁ ଫେରିଥିଲେ । ଏହାପରେ ତାଙ୍କୁ ଆଇସୋଲେସନରେ ରଖାଯାଇଥିଲା ।ତାଙ୍କ ନମୁନା ପରୀକ୍ଷା ପାଇଁ ପଠାଯାଇଥିଲା । ଲାବ ରିପୋର୍ଟ ପଜିଟିଭ ଆସିଛି ।

ବନ୍ଧୁକ ସହ ୫ରାଉଣ୍ଡ ଜୀବନ୍ତ ଗୁଳି ଜବତ

ଭୁବନେଶ୍ୱର,୯ା୯(ଏସଏସନିଉଜ)ଘରନିର୍ମାଣକୁ ନେଇ ଉପୁଜିଥିବା ବିବାଦ ଯୋଗୁ ବନ୍ଧୁକଦେଖାଇ ଜୀବନରେ ମାରିଦେବାକୁ ଧମକଦେବା ଅଭିଯୋଗରେ ଲକ୍ଷ୍ମୀସାଗରଥାନା ପୋଲିସ ସୋମବାରଦିନ ଜଣଙ୍କୁ ଗିରଫକରିକୋର୍ଟଚାଳଣକରିବା ସହ ଏକ ବନ୍ଧୁକ ଓ ପାଞ୍ଚ ରାଉଣ୍ଡ ଜୀବନ୍ତ ଗୁଳି ଜବତ କରିଛି । ଝାରପଡା ଦୋଳମଣ୍ଡପସାହିର ପ୍ରିୟଙ୍କାବେହେରା ଲକ୍ଷ୍ମୀସାଗରଥାନା ରେ କରିଥିବା ଅଭିଯୋଗ ଅନୁଯାୟୀ ରମେଶ ତାଙ୍କ ନିକଟ ସମ୍ପର୍କୀୟ ହୋଇଥିବାବେଳେ ଘରକୁଘର ଲାଗିକରି ରହିଛି । ଘର ନିର୍ମାଣକୁ ନେଇ ଉଭୟଙ୍କ ମଧ୍ୟରେ କିଛି ବିବାଦ ଲାଗି ରହିଥିଲା । ଗୁରୁବାରଦିନ ଅଭିଯୁକ୍ତ […]

ସାପକାମୁଡ଼ାରେ ୩ ନାବାଳିକାଝିଅ ମୃତ

ବୌଦ୍ଧ,୯ା୯(ଏସଏସନିଉଜ) ଟିକରପଡ଼ା ପଞ୍ଚାୟତର ଚରିଆପଲି ଗ୍ରାମରେ ସାପ କାମୁଡ଼ାରେ ଗୋଟିଏ ପରିବାରର ୩ ନାବାଳିକା ଝିଅଙ୍କର ମୃତ୍ୟୁ ହୋଇଛି। ଏହାଛଡ଼ା ବାପା ସାଲେନ୍ଦ୍ର ମଲିକ ଗୁରୁତର ଅବସ୍ଥାରେ ବୁର୍ଲା ସ୍ଥାନାନ୍ତର ହୋଇଛନ୍ତି। ମୃତା ତିନି ନାବାଳିକା ଝିଅ ହେଲେ ସ୍ମୃତିରେଖା ମଲିକ (୧୨ ), ଶୁଭରେଖା ମଲିକ (୯), ସୁରଭି ମଲିକ (୩)। ସମସ୍ତେ ଘର ଚଟାଣରେ ଶେଯ ପାରି ଶୋଇଥିବା ବେଳେ ରାତି ପ୍ରାୟ ୧ଟା ବେଳେ କୌଣସି ବିଷାକ୍ତ ସାପ କାମୁଡ଼ି ଥିଲା। ଏକ […]

ମାଟି ଅତଡ଼ା ଖସି ରାସ୍ତା ଅବରୋଧ

ମାଲକାନଗିରି, ୯ା୯(ଏସଏସନିଉଜ) ମାଟି ଅତଡ଼ା ଧସି ରାସ୍ତା ଅବରୋଧ ହେବାଫଳରେ ଚିତ୍ରକୋଣ୍ଡା ବ୍ଲକ ସମେତ ପ‌ଡ଼ୋଶୀ ଆନ୍ଧ୍ର ପ୍ରଦେଶକୁ ଯୋଗାଯୋଗ ବିଛିନ୍ନ ହୋଇଯାଇଛି। ଚିତ୍ରକୋଣ୍ଡା ବ୍ଲକ ଠାରୁ ମାଲକାନଗିରି ଜିଲ୍ଲା ଓ ଜୟପୁରକୁ ଯୋଗାଯୋଗ କରୁଥିବା ଚିତ୍ରକୋଣ୍ଡା ଘାଟି ମୁଖ୍ୟ ରାସ୍ତାର ଭଲଭ ହାଉସ ଛକ ନିକଟରେ ମାଟି ଅତଡ଼ା ଖସିଛି । ଗତ ଦୁଇଦିନ ଧରି ଲଘୁଚାପଜନିତ ଲାଗିରହିଥିବା ଲଗାଣ ବର୍ଷା ଯୋଗୁଁ ଗତକାଲି ଠାରୁ ରାସ୍ତାଟି ସମ୍ପୂର୍ଣ୍ଣ ରୂପେ ବନ୍ଦ ହୋଇଯାଇଛି। ଫଳରେ ଚିତ୍ରକୋଣ୍ଡା […]

ଗ୍ୟାସ ବୋଝେଇ ଟ୍ୟାଙ୍କରରୁ ଗ୍ୟାସ ଲିକ

ବାରଙ୍ଗ,୮ା୯(ଏସଏସନିଉଜ)ରବିବାର ରାତିରେ ତ୍ରିଶୁଳିଆନିକଟସ୍ଥ ସୁବାସସେତୁ ଉପରେ ଗ୍ୟାସ ବୋଝେଇ ଟ୍ୟାଙ୍କରରୁ ଗ୍ୟାସ ଲିକ ହୋଇଥିବାର ଜଣାପଡିଥିଲା ।ଗାଡିଟି କଟକ ଅଭିମୁଖେ ଯାଉଥିବାବେଳେ ସୁବାସସେତୁର ମଧ୍ୟଭାଗରେ ହଠାତ ଗ୍ୟାସ ଲିକ ହୋଇଥିଲା ।ଯାହାଫଳରେ ସୁବାସସେତୁ ଉପରେ ଯାତାୟତରେ ବାଧକ ସାଜିଥିଲା ।ଏହି ଘଟଣାପରେ କେହି ସେତୁଦେଇ ଆଉ ଯାଇନଥିଲେ ।ପ୍ରାୟ ଅଧଘଂଟାକାଳ ପର୍ୟ୍ୟନ୍ତ ସେତୁଉପରେ ଟ୍ରାଫିକ ସମସ୍ୟା ଦେଖାଦେଇଥିଲା ।ଲୋକମାନଙ୍କଠାରୁ ଖବରପାଇ ଦୁଇଟି ଦମକଳ ଆସି ଘଟଣାସ୍ଥଳରେ ପହଁଚିବାବେଳକୁ ଗ୍ୟାସବୋଝେଇଗାଡିଟି ପଳାଇଯାଇଥିବାର ଜଣାପଡିଥିଲା ।