Browsing category

ଅପରାଧ

ମୋବସ ହାଇଡ୍ରା ମୁହାଁମୁହିଁ ଧକ୍କା

ବାରଙ୍ଗ,୯ା୮(ଏସଏସନିଉଜ) ଶୁକ୍ରବାରରାତିରେ କୁହ୍ନେଇପଡା ବାଉଁଝରି ମନ୍ଦିର ପାଖରେ ମୋବସ ସହ ଏକ ହାଇଡ୍ରା ମୁହାଁମୁହିଁ ଧକ୍କା ହୋଇଛି ।ଫଳରେ ବସରେ ଥିବା କିଛିଯାତ୍ରୀମାନେ ସାମାନ୍ୟ ଆହାତହୋଇଥିବାର ଜଣାପଡିଛିା ପ୍ରକାସ ଯେ, ୧୮ନଂ ଓଡି୩୩ଭି-୪୫୬୭ନଂ ମୋବସଟି ପ୍ରାୟ୮୦ରୁଉର୍ଦ୍ଧଯାତ୍ରୀନେଇ କଟକରୁ ଭୁବନେଶ୍ୱର ଅଭିମୁଖେଆସୁଥିଲା ।ବସଟି ବାଉଁଝରି ମନ୍ଦିର ପାଖରେ ପହଁଚିଥିବାବେଳେ ବିପରିତ ପଟରୁ ଆସୁଥିବା ଏକ ଓଡି୦୨ସିଜି -୬୦୬୩ନଂହାଇଡ୍ରାଟି ହଠାତ ରାସ୍ତାଅତିକ୍ରମ କରି ଭୁବନେଶ୍ୱର ପଟକୁ ଆସୁଥିବାବେଳେ ମୋବସର ସାମ୍ନାସାମ୍ନି ଧକ୍କାହୋଇଥିଲା ।ଫଳରେ ବସର ଆଗକାଚ ଭାଙ୍ଗିଯିବାସହ ବସରେ ଥିବା […]

ଦିଲ୍ଲୀ ପୂର୍ବତନ ଉପମୁଖ୍ୟମନ୍ତ୍ରୀଙ୍କୁ ମିଳିଲା ସର୍ତମୁଳକ ଜାମିନ

ଭୁବନେଶ୍ୱର,୯ା୮(ଏସଏସନିଉଜ)ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଦିଲ୍ଲୀ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଆପ୍ ନେତା ମନୀଷ ସିସୋଦିଆଙ୍କୁ ଜାମିନ ମିଳିଛି। ଆଜି ସୁପ୍ରିମକୋର୍ଟ ତାଙ୍କୁ ଜାମିନ ଦେଇଛନ୍ତି। ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ୨୮ ଫେବ୍ରୁଆରୀ ୨୦୨୩ରେ ସିସୋଦିଆଙ୍କୁ ଗିରଫ କରିଥିଲା ସିବିଆଇ। ଏହାପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମଧ୍ୟ ଗିରଫ କରିଥିଲା। ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଏକାଧିକ ଅଭିଯୋଗ କ୍ରମେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ତାଙ୍କୁ ଗିରଫ କରିଥିଲାାଦୀର୍ଘ […]

ଯନ୍ତ୍ରୀଙ୍କ ୧୦୫ଟି ପ୍ଲଟ

ଭୁବନେଶ୍ୱର,୯ା୮(ଏସଏସନିଉଜ)ବାଲେଶ୍ବର ଜଳସେଚନ ବିଭାଗ ଅଧୀକ୍ଷଣ ଯନ୍ତ୍ରୀଙ୍କ ଅମାପ ସମ୍ପତ୍ତିଠାବ ହୋଇଛି। ଆୟବର୍ହିଭୁତସମ୍ପତ୍ତି ଠୁଳ ଅଭିଯୋଗରେ ପ୍ରଭାସ ପ୍ରଧାନ ଗିରଫ ହୋଇଛନ୍ତି। ଓଡ଼ିଶା ଓ ପଶ୍ଚିମବଙ୍ଗରେ ରହିଛି ଯନ୍ତ୍ରୀଙ୍କ ୧୦୫ଟି ପ୍ଲଟ। ଭିଜିଲାନ୍ସ ଚଢ଼ାଉରୁ ୮କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଠାବ ହୋଇଥିବାବେଳେ ଜଳେଶ୍ବରରେ ୮୦ , ପଶ୍ଚିମବଙ୍ଗରେ ୨୦ ପ୍ଲଟ , ପ୍ରଥମ ପର୍ଯ୍ୟାୟରେ ୮୫ , ୨ୟ ପର୍ଯ୍ୟାୟରେ ଆଉ ୨୦ ପ୍ଲଟ ଠାବ କରିଛି ଭିଜିଲାନ୍ସବିଭାଗ ।  

ଦିଲ୍ଲୀରୁ ଧରାପଡ଼ିଲା ଆତଙ୍କବାଦୀ

ଭୁବନେଶ୍ୱର,୯ା୮(ଏସଏସନିଉଜ)ସ୍ୱାଧୀନତାଦିବସ ପୂର୍ବରୁ ଦିଲ୍ଲୀରୁ ଓଝଓଝ ଆତଙ୍କବାଦୀ ଗିରଫ ହୋଇଛିାଇସଲାମିକ୍ ଷ୍ଟେଟ୍ ଆତଙ୍କୀ ରିଜୱାନ୍ ଅଲୀକୁ ଧରିଛି ଦିଲ୍ଲୀ ପୋଲିସାଦିଲ୍ଲୀ-ଫରିଦାବାଦ ସୀମାରୁ ଅସ୍ତ୍ରଶସ୍ତ୍ର ସହ ଧରାପଡ଼ିଲାା୨୦୨୩ରେ ପୁଣେ ପୋଲିସ ହେପାଜତରୁ ଖସି ପଳାଇଥିଲା ସେସମୟରେ ରିଜୱାନ୍ାରିଜୱାନ୍ ଅଲୀପାଇଁ ୩ଲକ୍ଷର ପୁରସ୍କାର ଘୋଷଣା କରିଥିଲା ଘଓଇ!  

ଖଟିଆରେ ବୁହାହୋଇ ନଦୀ ପାର୍ ହେଲେ ରୋଗୀ

ବାଲିଗୁଡ଼ା,,୯ା୮(ଏସଏସନିଉଜ)ଶରୀର ଅସୁସ୍ଥ ହୋଇପଡିଲା ।ଘରପର୍ଯ୍ୟନ୍ତ ଆସିପାରିଲାନାହିଁ ଆମ୍ବୁଲାନ୍ସ ।ବାଧ୍ୟହୋଇ ପରିବାର ଲୋକ ରୋଗୀକୁ ଡାକ୍ତରଖାନାକୁ ନେବାପାଇଁ ବାଧ୍ୟହୋଇ ଖଟିଆର ସାହାର ନେବାକୁ ପଡିଥିଲା । ପୁଣି ଖଟିଆରେ ବୁହାହୋଇ ନଦୀ ପାର୍ ହେଲେ ଗୁରୁତର ରୋଗୀ। କ.ନୂଆଗାଁବ୍ଲକ ମହସିଙ୍ଗିପଞ୍ଚାୟତ କୁବେରମୁଣ୍ଡାଗାଁରୁ ଆସିଲା ଦୁର୍ଦ୍ଦଶାର ଚିତ୍ର। ଗାଁକୁ ରାସ୍ତା ନଥିବା ଯୋଗଁ ଦୋଳାକରି ଖଟିଆରେ ଖଡ଼ଗନଦୀ ପାର୍ କରିଛନ୍ତି ସର୍ମ୍ପକୀୟ ।

ଚକରାସ୍ତାରେ ଲାଗିଲା ଚେକ୍ ଗେଟ୍

ବାରଙ୍ଗ,୭/୮( ଏସଏସନିଉଜ) ବାରଙ୍ଗ ବ୍ଲକ ଅନ୍ତର୍ଗତ କୁହ୍ନେଇଁପଡ଼ା ପଞ୍ଚାୟତର ଭୁବନପୁର ଗ୍ରାମଠାରୁ ବାଲିଚନ୍ଦ୍ରପୁରଗ୍ରାମ ପର‌୍ୟ୍ୟନ୍ତ ଥିବା ସରକାରୀ ଚକ ରାସ୍ତାକୁ କିଛି ମୁଷ୍ଟିମେୟ ଶ୍ରେଣୀର ଲୋକ ଜବରଦଖଲ କରି ରାସ୍ତା ଉପରେ ଚେକ୍ ଗେଟ୍ ନିର୍ମାଣ କରିଛନ୍ତି। ଯାହା ଫଳରେ ସାଧାରଣ ଲୋକ ଏହି ରାସ୍ତାଦେଇ ଯାତାୟତ କରିବାରେ ବହୁ ସମସ୍ୟା ସୃଷ୍ଟି ହେଉଥିବା ବିଷୟ ରେ ବୁଧବାର ଦିନଗ୍ରାମବାସୀମାନେ ତହସିଲଦାର ଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଗ୍ରାମବାସୀ ମାନଙ୍କ ଅଭିଯୋଗ ମୁତାବକ ବାଲିଚନ୍ଦ୍ରପୁର ଗ୍ରାମ ସାହାଡ଼ା […]

ଖୋଲିବ ନାହିଁ ଆଉ ନୂଆ ମଦ ଦୋକାନ

ଭୁବନେଶ୍ବର,୮ା୮(ଏସଏସନିଉଜ) ରାଜ୍ୟ ଆଇନମନ୍ତ୍ରୀ ପୃଥ୍ବୀରାଜହରିଚନ୍ଦନ ବଡ଼ ଘୋଷଣା କରିଛନ୍ତି।ରାଜ୍ୟରେ ଆଉ ନୂଆ ମଦଦୋକାନ ଖୋଲାଯିବ ନାହିଁ ଓ ଏନେଇ ସରକାର ନିଷ୍ପତ୍ତି ନେଇଛନ୍ତି ବୋଲି ସୁଚନା ଦେଇଛନ୍ତି ।ରାଜ୍ୟରେ ଚୋରା ମଦ ବିକ୍ରି କିପରି ବନ୍ଦ ହେବ ତାହା ଏକ ବଡ଼ ଚ୍ୟାଲେଞ୍ଜ ଭାବେ ଉଭା ହୋଇଥିବା ଆଇନମନ୍ତ୍ରୀ କହିଛନ୍ତି। ଆଗାମୀ ବର୍ଷ ଠୁାରୁ ଓଡ଼ିଶାରେ ଚୋରା ମଦ ଚାଲାଣ ବନ୍ଦ କରିବା ପାଇଁ ଯୋଜନା ହୋଇଥିବା ମନ୍ତ୍ରୀ ସୂଚନା ପ୍ରଦାନ କରିଛନ୍ତି। ଆସନ୍ତା ବର୍ଷା ଯେଉଁ […]

ପାର୍କିଂକୁନେଇ ଦୁଇସାଙ୍ଗଙ୍କୁ ନିର୍ମମ ହତ୍ୟା

ଭୁବନେଶ୍ବର,୮ା୮(ଏସଏସନିଉଜ) ରାତି ପ୍ରାୟ ସାଢ଼େ୯ଟା ବେଳେ ପାର୍କିଂଭଳି ସାମାନ୍ୟ ଘଟଣାକୁ ନେଇ ଦୁଇସାଙ୍ଗଙ୍କୁ ଛୁରିଭୁସି ନିର୍ମମ ଭାବେ ହତ୍ୟା କରାଯାଇଛି। ଏୟାରଫିଲ୍ଡ ଥାନା କଲ୍ୟାଣପ୍ଲାଜା ଆନେକ୍ସରେ ଏଭଳି ହୃଦୟ ବିଦାରକ ଘଟଣା ଘଟିଛି । ମୃତକ ହେଉଛନ୍ତି କେନ୍ଦ୍ରାପଡ଼ା ଅଞ୍ଚଳର ଜୁଲୁ ସେଠୀ (୩୫) ଓ କଣ୍ଟିଲୋ ଅଞ୍ଚଳର ରଶ୍ମିରଂଜନ ସେଠୀ ଓରଫ ଜିତୁ (୨୮)।ଖବର ପାଇ ଡିସିପି ଓ ପୁଲିସ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। କଲ୍ୟାଣପ୍ଲାଜାର ପାର୍କିଂକୁ ନେଇ ପ୍ଲାଜା ମେଣ୍ଟେନାନ୍ସ ଦାୟିତ୍ବରେ […]

ବିଚ୍ ରାସ୍ତାରେ ଯୁବକଙ୍କୁ ଗୁଳିମାଡ଼

ବାଲେଶ୍ୱର,୮ା୮(ଏସଏସନଉିଜ) ସହଦେବଖୁଣ୍ଟାଥାନା ଅଧୀନ ବାଲିଆଠାରେ ଶୋଭାରାମପୁର ଅଞ୍ଚଳର ମନୋରଞ୍ଜନ ବିନ୍ଧାଣି(୩୪) ନାମକ ଜଣେ ଯୁବକଙ୍କୁ ଗୁଳିମାଡ଼ ହୋଇଛି।ମନୋରଞ୍ଜନ ବାଲିଆଗ୍ରାମରେ ଥିବା ହିନ୍ଦ୍ ଜିମ୍‌ରୁ ଫେରୁଥିବା ସମୟରେ ଦୁଇଜଣଯୁବକ ଆସି ହଠାତ୍ ତାଙ୍କୁ ଟାର୍ଗେଟ୍ କରି ଗୁଳିଚଳାଇଥିଲେ । ଗୁଳିଚାଳନା ବେଳେ ମନୋରଞ୍ଜନ ବନ୍ଧୁକଧାରୀଙ୍କ ହାତ ଧରିଦେବାରୁ ଗୋଟିଏ ଗୁଳି ବାହାରକୁ ଚାଲିଯାଇଥିଲା ବେଳେ ଆଉ ଗୋଟିଏ ଗୁଳି ତାଙ୍କ ନାକରେ ବାଜିଥିଲା। ଫଳରେ, ଗୁରୁତର ଅବସ୍ଥାରେ ତାଙ୍କୁ ବାଲେଶ୍ୱର ଜିଲ୍ଲା ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ତାଙ୍କର ଚିକିତ୍ସା […]

ତେଲ ଟ୍ୟାଙ୍କରକୁ ଧକ୍କା ଦେଲା ଯାତ୍ରୀବାହୀ ବସ୍

କେନ୍ଦ୍ରାପଡ଼ା,୮ା୮(ଏସଏସନିଉଜ)ମାର୍ଶାଘାଇ ଥାନା ଅନ୍ତର୍ଗତ ୫୩ ନମ୍ବର ଜାତୀୟ ରାଜପଥର ହଜାରୀଛକ ନିକଟରେ ଏକ ଯାତ୍ରୀବାହୀ ବସ୍ ତେଲ ଟ୍ୟାଙ୍କରକୁ ଧକ୍କା ଦେବାରୁ ୧୦ ଜଣ ଯାତ୍ରୀ ଆହତ ହୋଇଛନ୍ତି।ଆହତମାନଙ୍କୁ ଚିକିତ୍ସା ଲାଗି କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଆହତ ଯାତ୍ରୀମାନଙ୍କୁ ମଧ୍ୟରୁ ୨ଜଣଙ୍କ ଅବସ୍ଥା ଗୁରୁତର ଥିବାର ଜଣାପଡିଛି ।ଗୁରୁବାର ସକାଳେ ବସ୍‌ଟି ଯାତ୍ରୀମାନଙ୍କୁ ନେଇ ପାରାଦୀପରୁ ଚଣ୍ଡିଖୋଲ ଅଭିମୁଖେ ଯାଉଥିବାବେଳେ ହଜାରୀଛକ ନିକଟରେ ତେଲଟ୍ୟାଙ୍କରକୁ ଧକ୍କା ଦେଇଥିଲା।