Browsing category

ଜିଲ୍ଲା

ଗାଓଁ କି ଓର କର୍ମଶାଳା

କଟକ,୨୩ା୧୨(ଏସଏସନିଉଜ)ଜାତୀୟସ୍ତରରେ ଡିସେମ୍ବର ୧୯ ତାରିଖଠାରୁ ୨୪ ତାରଖ ପର‌୍ୟ୍ୟନ୍ତ “ସୁଶାସନ ସପ୍ତାହ” ପାଳନ ଅବସରରେ ଆଜି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ “ସୁଶାସନ-ପ୍ରଶାସନ ଗାଓଁ କି ଓର” ବିଷୟବସ୍ତୁ ଉପରେ ଏକ ଜିଲ୍ଲାସ୍ତରୀୟ କର୍ମଶାଳା ଆୟୋଜନ କରଯାଇଥିଲା । ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଉମାକାନ୍ତ ରାଜଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କର୍ମଶାଳାରେ ପୂର୍ବତନ ବରିଷ୍ଠ ପ୍ରଶାସନିକ ଅଧିକାରୀ ତଥା ପୂର୍ବତନ ଜିଲ୍ଲାପାଳ ଶ୍ରୀ ସୁଶାନ୍ତ ମହାପାତ୍ର ମୁଖ୍ୟଅତିଥି ଭାବେ ଯୋଗ ଦେଇ ଆଲୋଚ୍ୟ ବିଷୟବସ୍ତୁ ଉପରେ ପୁଙ୍ଖାନୁପୁଙ୍ଖ ଟିପ୍ପଣୀ […]

ନୂଆ ରେଳ ଓଭରବ୍ରିଜକୁ ଉଦ୍‌ଘାଟନ କଲେ

ଭୁବନେଶ୍ୱର,୨୩ା୧୨(ଏସଏସନିଉଜ)କଟକ ଓ ଜଗତସିଂହପୁର ଜିଲ୍ଲାର ଯୋଗାଯୋଗକୁ ଅଧିକ ସୁଦୃଢ଼ କରିବା ସହ ଉପୁଜୁଥିବା ଟ୍ରାଫିକ୍ ସମସ୍ୟାର ସମାଧାନ ଉଦ୍ଦେଶ୍ୟରେ ନିର୍ମିତ ନୂଆ ରେଲୱେ ଓଭର ବ୍ରିଜକୁ ଆଜି ପୂର୍ତ୍ତ, ଆଇନ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଅପରାହରେ ଉଦ୍‌ଘାଟନ କରିଛନ୍ତି । ୬୦ କୋଟି ୯୩ ଲକ୍ଷ ୬୫ ହଜାର ବ୍ୟୟରେ ନିର୍ମିତ ଏହି ସେତୁ କଟକ ସହର ଓ ଜଗତସିଂହପୁର ଜିଲ୍ଲା ମଧ୍ୟରେ ଯାତାୟତ ସମୟକୁ କମ୍ କରିବା ସହ ଟ୍ରାଫିକ୍ ନିୟନ୍ତ୍ରଣରେ […]

ଥରିବ ଓଡିଶା!

ଭୁବନେଶ୍ବର,୨୨/୧୨(ଏସଏସନିଉଜ) ଲଘୁଚାପ ପ୍ରଭାବରେ ରାଜ୍ୟରେ ଦୁଇଦିନର ଲଗାଣ ବର୍ଷା ପରେ ଆଜି କେତେକ ସ୍ଥାନରେ ପାଗରେ ସ୍ବାଭାବିକ ଦେଖିବାକୁ ମିଳିଛି ।ଲଘୁଚାପ ଜନିତ ବର୍ଷା ଆଜିଠୁ ବର୍ଷା କମିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।ଏଥିସହିତ ରାଜ୍ୟରେ ଶୀତ ବଢିବା ସହିତ ଚାରିଆଡେ ଘନ କୁହୁଡି ଆଚ୍ଛାଦିତ ହେବ ।ଏଥିପାଇଁ ଆଗାମୀ ୨୪ଘଣ୍ଟା ପାଇଁ କୋରାପୁଟ,କନ୍ଧମାଳ, ରାୟଗଡା, କଳାହାଣ୍ଡି, କେନ୍ଦୁଝର ଏବଂ ଝାରସୁଗୁଡା ଆଦି ୬ ଜିଲ୍ଲାକୁ ୟେଲୋଓ୍ବାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।ଦକ୍ଷିଣ […]

ଆରମ୍ଭ ହେଲା ମୁଖ୍ୟମନ୍ତ୍ରୀ ଶିକ୍ଷାପୁରସ୍କାର

ଭୁବନେଶ୍ବର,୨୨/୧୨(ଏସଏସନିଉଜ) ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଲାଗି ଆବେଦନ ଆରମ୍ଭ ହୋଇଛି । ଏଥିରେ ୭ଟି ବର୍ଗରେ ପୁରସ୍କାର ପ୍ରଦାନ କରାଯିବ । ଜିଲ୍ଲା ଓ ବ୍ଲକ ସମେତ ଶିକ୍ଷଣ ପ୍ରତିଷ୍ଠାନ, ଶିକ୍ଷକ, ଅଧିକାରୀ ଓ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ପୁରସ୍କାର ନିମନ୍ତେ ଆସନ୍ତା ୩୦ତାରିଖ ପର୍ଯ୍ୟନ୍ତ ଅନ୍‍ଲାଇନ୍‍ ଜରିଆରେ ଆବେଦନ ଗ୍ରହଣ କରାଯିବ । msp.odisha.gov.in ପୋର୍ଟାଲରେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ କରିପାରିବେ ।

ନୂଆବର୍ଷରୁ ମହାପ୍ରଭୁଙ୍କ ଧାଡି ଦର୍ଶନ

ଭୁବନେଶ୍ବର,୨୨/୧୨(ଏସଏସନିଉଜ)ଜାନୁଆରୀ ୧ ତାରିଖରୁ ଆରମ୍ଭହେବ ମହାପ୍ରଭୁଙ୍କ ଧାଡିଦର୍ଶନ। ଏଥିପାଇଁ ଡିସେମ୍ବର ୩୦ ଓ ୩୧ ତାରିଖରେ ଟ୍ରାଏଲ କରାଯିବ ବୋଲି ସୂଚନାଦେଇଛନ୍ତି ଆଇନ୍ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ।୨୭ ଏବଂ ୨୮ ତାରିଖ ସୁଦ୍ଧା ପରିବର୍ତ୍ତନ ପ୍ରକ୍ରିୟା ହୋଇଯିବ । ଶନିବାର ମୁଖ୍ୟ ପ୍ରଶାସକଙ୍କ ସହ ସମୀକ୍ଷା କରିଛନ୍ତି ଆଇନମନ୍ତ୍ରୀ। କାମ ସନ୍ତୋଷ ଜନକ ଭାବେ ଚାଲିଛି। ପରୀକ୍ଷା ମୂଳକଭାବେ ଡିସେମ୍ବର ୩୦ ଓ ୩୧ତାରିଖରେ ଧାଡି ଦର୍ଶନହେବ ।ଜାନୁଆରର ୧ତାରିଖରୁ ନିୟମିତ ଦର୍ଶନ ପ୍ରକ୍ରିୟାକୁ ଆସିବ ।ସାତପାହାଚ […]

ଆଉ ନାହାନ୍ତି ଭୁବନେଶ୍ବରମଧ୍ୟ ପୂର୍ବତନବିଧାୟକ

ଭୁବନେଶ୍ବର,୨୨/୧୨(ଏସଏସନିଉଜ)ଭୁବନେଶ୍ବର-ମଧ୍ୟର ପୂର୍ବତନ ବିଧାୟକ ବିଜୟ କୁମାର ମହାନ୍ତିଙ୍କର ଆଜି ନିଧନ ହୋଇଛି।ମୃତ୍ୟୁ ବେଳକୁ ତାଙ୍କୁ ୬୦ ବର୍ଷ ବୟସ ହୋଇଥିଲା।ସେ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଶେଷନିଃଶ୍ବାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୬୦ବର୍ଷ ବୟସ ହୋଇଥିଲା।ସେ ଭୁବନେଶ୍ବର-ମଧ୍ୟ ଆସନରୁ ଦୁଇ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ।ପ୍ରଥମଥର ୨୦୦୯ ଓ ପରେ ୨୦୧୪ରେ ବିଜେଡି ଟିକେଟରେ ବିଧାୟକ ହୋଇଥିଲେ।ସେ ୧୯୬୪ ମସିହା ଅକ୍ଟୋବର ୩ ତାରିଖରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ଅକାଳ ବିୟୋଗରେ ରାଜନୈତିକ […]

କାଲିଠୁ କମିବ ବର୍ଷା

ଭୁବନେଶ୍ୱର,୨୧/୧୨(ଏସଏସନିଉଜ)ବଙ୍ଗୋପସାଗରରେ ଅବପାତ ଯୋଗୁଁ ରାଜ୍ୟରେ ବର୍ଷା ଜାରି ରହିଛି ।ପାଣିପାଗ ବିଭାଗର ସୂଚନା ଅନୁଯାୟୀ କାଲିଠୁ କମିବ ବର୍ଷାା ଆସନ୍ତାକାଲି ପାଇଁ ୫ ଜିଲ୍ଲାକୁ ବର୍ଷା ଆଲର୍ଟ କରାଯାଇଛି । ସେଗୁଡିକ ହେଲା ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ।ଆସନ୍ତାକାଲିଠାରୁ ବର୍ଷା କମିବା ସହ କୁହୁଡ଼ି ବଢିବା ନେଇ ପୁର୍ବାନୁମାନ କରିଛି ପାଣିପାଗବିଭାଗ ।ଏହାସହ ବର୍ଷାଜନିତ କ୍ଷୟକ୍ଷତିରୁ ଫସଲକୁ ସୁରକ୍ଷିତ ରଖିବାପାଇଁ ଫସଲ ଘୋଡ଼ାଇ ରଖିବାକୁ ପରାମର୍ଶ ଦିଆଯାଇଛି ।ଧାନ ନଷ୍ଟ ହେଲେ ଦିଆଯିବ […]

ଚତୁର୍ଥପର୍ଯ୍ୟାୟ ସୁଭଦ୍ରା ଟଙ୍କା

ଭୁବନେଶ୍ୱର,୨୧/୧୨(ଏସଏସନିଉଜ)ଚତୁର୍ଥପର୍ଯ୍ୟାୟରେ ୨୦ଲକ୍ଷ ମହିଳାଙ୍କୁ ମିଳିବ ସୁଭଦ୍ରା ଟଙ୍କାାଯାଞ୍ଚ ସରିଲେ ଆସନ୍ତା ୩୦ରେ ଟଙ୍କା ଦୋବାକୁ ଟାର୍ଗେଟ ରଖିଛୁାଯାଞ୍ଚ ନ ସରିଲେ ଜାନୁଆରିରେ ଦିଆଯିବ ସୁଭଦ୍ରା ଟଙ୍କା ଦିଆଯିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀପରିଡା ସୁଚନା ଦେଇଛନ୍ତି ।

ଭଦ୍ରକରେ ହେବ ଟେକ୍ସଟାଇଲ୍ ପାର୍କ

ଭୁବନେଶ୍ୱର,୨୧/୧୨(ଏସଏସନିଉଜ)Indian Oil Corporation Ltd ଏବଂ MCPI Pvt. Ltd ର ସହାଭାଗୀତାରେ ଧାମନଗର ଛକରେ ପ୍ରତିଷ୍ଠା ହେବ ଟେକ୍ସଟାଇଲ୍ ପାର୍କା ଏଥିନିମନ୍ତେ ୪୩୮୨ କୋଟି ଟଙ୍କା ମଞ୍ଜୁର ହୋଇଛି।ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବା ପରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ପାଖାପାଖି ୬୦୦୦ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି କହିଛନ୍ତି ମନ୍ତ୍ରୀ ସୁର୍ଯ୍ୟବଂଶିସୁରଜ ।

କୁକୁର ଧକ୍କାକୁନେଇ ଆକ୍ରମଣ

ଭୁବନେଶ୍ବର,୨୦।୧୨(ଏସଏସନିଉଜ)କୁକୁର ଧକାକୁ ନେଇ ମାରଣାସ୍ତ୍ରରେ ଆକ୍ରମଣ କରିବା ଘଟଣାରେ ପୋଲିସ ୪ଜଣଙ୍କୁ ଗିରଫ କରି କୋର୍ଟଚାଲଣ କରିଛି।ସେମାନଙ୍କ ଠାରୁ ୪ଟି ଖଣ୍ଡାକୁ ପୋଲିସ ଜବତ କରିଛି।ସୌରଭ ପଟ୍ଟନାୟକ ନାମକ ବ୍ୟକ୍ତିଙ୍କ ଅଭିଯୋଗ କ୍ରମେ ଇନ୍ଫୋସିଟି ଥାନା ପୁଲିସ ୬୦୦/୨୪ କେସ ନମ୍ୱରରେ ଏକ ମାମଲାର ତଦନ୍ତ କରିଥିଲା।ଏହି ଘଟଣାରେ ପୋଲିସ କାନନବିହାର ଫେଜ -୨ରେ ରହୁଥିବା ଯାଜପୁରର ପୁଣ୍ୟପର୍ସୂ ମହାନ୍ତି(୨୧),ଶକ୍ତି ସ୍ୱରୂପ ମହାନ୍ତି(୨୮),ଶୈଳଶ୍ରିବିହାର ଫେଜ -୭ରେ ରହୁଥିବା ଖଣ୍ଡଗିରି ସତ୍ୟସାହି ଏନାକ୍ଲିଭରେ ରହୁଥିବା ରାୟାନ ଜାକିର ଖାନ(୨୧),ପଟିଆ […]