Browsing category

ମନୋରଞ୍ଜନ

ମଦ ପିଇ ଯୁବକଙ୍କୁ ପିଟିଲେ, ଭିଡିଓ ସେୟାର କଲେ

୧-ପାକିସ୍ତାନର ଲଗାତାର ବିଜୟ ଉପ​ରେ ଲାଗିଲା ବ୍ରେକ୍‌, ବିଜୟ ସହ ଫାଇନାଲରେ ଅଷ୍ଟ୍ରେଲିଆ । ୨-ଆଜି ୬ ଘଂଟିଆ ଓଡ଼ିଶା ବନ୍ଦ ପାଇଁ କଂଗ୍ରେସର ଡାକରା: ଜାରି ରହିବ ଅତ୍ୟାବଶ୍ୟକ ସେବା . ୩-ଟ୍ବିନ୍‌ ସିଟି ପରେ ଆଦିବାସୀ ଅଧ୍ୟୁଷିତ ମାଲକାନଗିରିରେ ସକ୍ରିୟ ହେଲା ଯୁବ ଗ୍ୟାଙ୍ଗ, ମଦ ପିଇ ଯୁବକଙ୍କୁ ପିଟିଲେ, ଭିଡିଓ ସେୟାର କଲେ । ୪- “ଦେଶରେ ଟିକାର କୌଣସି ଅଭାବ ନାହିଁ, ରାଜ୍ୟମାନଙ୍କୁ ଆବଶ୍ୟକମତେ ଟିକା ଯୋଗାଇ ଦିଆଯିବ : କେନ୍ଦ୍ର […]

ଆଜିର ଅନୁଚିନ୍ତା

➡️ ଧାନଗଛ ସିନା ତଳକୁ ନଇଁବ ବାଳୁଙ୍ଗାଟା ସଣ୍ଢା ଟେକିବ, ସୁ ଗାଈ ଛାଟ ଖାଇ କ୍ଷୀର ଦେଵ ଓଲେଇଟା ବାଡ଼ ଭାଙ୍ଗିବ । ➡️ଭୁଲ କଥାକୁ ସମର୍ଥନ କରି ସମସ୍ତଙ୍କର ପ୍ରିୟ ହେବା ଅପେକ୍ଷା , ଠିକ କଥା କହି ସମସ୍ତଙ୍କର ବିରୋଧୀ ହୋଇ ଏକୁଟିଆ ରହିବା ବହୁତ ଭଲ …। ➡️ମଣିଷ ମୁଁହ ଚିହ୍ନିବା ସହଜ କିନ୍ତୁ ମଣିଷ ର ମନ ଆଉ ଉଦ୍ଦେଶ୍ୟ ଚିହ୍ନିବା ଅତି କଷ୍ଟକର । ➡️ଦୁନିଆରେ ସବୁଠାରୁ ଦାମୀ […]

ପେଣ୍ଠ ବେଳାଭୂମିରେ ହେବ ଇକୋ ରିଟ୍ରିଟ୍‌

ରାଜନଗର,୮/୧୧(ଏସଏସନିୟୁଜ) ଚଳିତ ବର୍ଷ ପେଣ୍ଠ ବେଳାଭୂମିରେ ଇକୋ ରିଟ୍ରିଟ ଅନୁଷ୍ଠିତ ହେବ । ଦୋବନ୍ଧି ଠାରୁ ପେଣ୍ଠ ମଧ୍ୟରେ ପ୍ରାୟ ୧୮ଶହ ମିଟର ଏରିୟାରେ ଇକୋ ରିଟ୍ରିଟ ଆୟୋଜନ ହେବ। ୨୫ଟି ଟେଂଟ ରେ ରହି ପର୍ଯ୍ୟଟକ ମାନେ ସମୁଦ୍ରର ଶୋଭା ଉପଭୋଗ କରିପାରିବେ ।ଇକୋ ରିଟ୍ରିଟରେ ଥିବା ପର୍ଯ୍ୟଟକ ମାନେ ଦିନବେଳା ଭିତରକନିକା ବୁଲିବେ ଓ ରାତିରେ ବେଳାଭୂମିର ମଜା ନେବେ ।ଏହାସହ ସାଂସ୍କୃତିକ କାର୍ଯ୍ୟକ୍ରମର ଭରପୁର ମଜା ନେବେ ।ତତ୍‌ସହିତ ପର୍ଯ୍ୟଟକମାନଙ୍କ ପାଇଁ ବେଳାଭୂମିରେ […]

ହଟିବ ବାପାଛେଉଣ୍ଡ ଶୁଭଶ୍ରୀଙ୍କଦୁଃଖ

୧-ଆସିଲା ଶୀତ,୧୫ ଡିଗ୍ରୀ ତଳେ ରାଜ୍ୟର ୭ ସ୍ଥାନ, ଦାରିଙ୍ଗବାଡିଠାରେ ପାରଦ ୯.୫ ଡିଗ୍ରୀ। ୨-ଖୁବ୍ ଶୀଘ୍ର ଆରମ୍ଭ ହେବ ପିଲାଙ୍କ ଟିକାକରଣ, ୧ କୋଟି ZY-cov-D ଟିକା କିଣିବାକୁ କେନ୍ଦ୍ର ସରକାରଙ୍କ ଆଦେଶ। ୩-ଶ୍ରମ ବିଭାଗ ଓ BMCର ମିଳିତ ପ୍ରୟାସ; ତିଆରି ହେବ ଶ୍ରମିକ ଆଶ୍ରୟୀସ୍ଥଳୀ ୪-ବଢ଼ୁଛି ଇଲେକ୍‌ଟ୍ରିକ୍‌ ଯାନର ଚାହିଦା, ଲୋକଙ୍କୁ ଗାଡ଼ି କିଣାରେ ସବ୍‌ସିଡି ଦେବାକୁ ସରକାରଙ୍କ ଯୋଜନା। ୫-ଟାଙ୍ଗୀ ବ୍ଲକ୍‍ ଡିଆ ପଞ୍ଚାୟତ ଅନ୍ତର୍ଗତ ଭୋଇ ସାହି: ପୁଣି ଅସହାୟଙ୍କୁ […]

ଆଜିର ଅନୁଚିନ୍ତା

ଆଜିର ନୀତିବାଣୀ ➡️”ଜୀବନରେ ସବୁ ଲଢେଇ ଏକା ହିଁ ଲଢିବାକୁ ପଡିବ କାରଣ ଅନ୍ୟମାନେ କେବଳ ସାନ୍ତ୍ଵନା ଦେବେ କିନ୍ତୁ ପାଖରେ କେହି ଛିଡା ହେବେ ନାହିଁ !! ➡️”ଯାହାର ଭଗବାନଙ୍କ ଉପରେ ଭରସା ଓ ନିଜ ଉପରେ ବିଶ୍ୱାସ ଅଛି…ତାକୁ ସଂସାରର କୌଣସି ବି ସ୍ଥିତି ବିଚଳିତ କରିପାରିବ ନାହିଁ ➡️”କଲରା ପାଟିକୁ ପିତା ଲାଗିଲେ କିନ୍ତୁ ଶରୀର ପାଇଁ ଵହୁତ ହିତକର , ସେହିପରି ଗୁରୁଜନଙ୍କ ଗାଳି କାନକୁ ଖରାପ ଲାଗେ ହେଲେ ଜୀବନରେ […]

ଆଜିର ଅନୁଚିନ୍ତା

ଆଜିର ନୀତିବାଣୀ ➡️”ଜିତିବାର ଉଦ୍ଦେଶ୍ୟ କାହାକୁ ପରାସ୍ତ କରିବା ନୁହେଁ, ଏହାର ଉଦ୍ଦେଶ୍ୟ ତୁମେ ହାସଲ କରିବା !! ➡️”ଯାହାର ଭଗବାନଙ୍କ ଉପରେ ଭରସା ଓ ନିଜ ଉପରେ ବିଶ୍ୱାସ ଅଛି…ତାକୁ ସଂସାରର କୌଣସି ବି ସ୍ଥିତି ବିଚଳିତ କରିପାରିବ ନାହିଁ ➡️”ତୁମର ପ୍ରଥମ ବିଜୟ ପରେ- ବିଶ୍ରାମ ନିଅ ନାହିଁ- କାହିଁକି ନା ଯଦି ଦ୍ୱିତୀୟ ରେ ଅସଫଳ ହେବ- ତେବେ ଲୋକେ କହିବେ- ତୁମର ପ୍ରଥମ ବିଜୟ ଏକ ଭାଗ୍ୟର ଖେଳ ଥିଲା !! […]

ଜୀଅନ୍ତା ଜଳିଗଲେ ୯୧

୧-ଆଫ୍ରିକାରେ ଭୟଙ୍କର ଦୁର୍ଘଟଣା: ପେଟ୍ରୋଲ ବୋଝେଇ ଟ୍ୟାଙ୍କକୁ ଧକ୍କା ଦେଲା ଟ୍ରକ, ବିସ୍ଫୋରଣରେ ଜୀଅନ୍ତା ଜଳିଗଲେ ୯୧ଜଣ ଲୋକ । ୨-ରନ୍ ରେଟ୍‌ରେ ପଛରେ ପଡ଼ି ସାଉଥ୍ ଆଫ୍ରିକା ବିଦା, ରବାଡାଙ୍କ ହ୍ୟାଟ୍ରିକ୍ : ପରାଜୟ ସତ୍ତ୍ୱେ ସେମିରେ ଇଂଲଣ୍ଡ । ୩-ଟି-୨୦ ବିଶ୍ୱକପ୍; ସେମିରେ ପହଞ୍ଚିଲେ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ । ୪-୯ରେ ନବୀନ-ଜଗନ ଭେଟ: ଓଡିଶା ଗସ୍ତରେ ଆସୁଛନ୍ତି ଆନ୍ଧ୍ର ମୁଖ୍ୟମନ୍ତ୍ରୀ, ସୀମା ଓ ପୋଲାଭରମ ବିବାଦର ହେବ ଆଲୋଚନା । ୫-ରିମାଣ୍ଡ ଅବଧି […]

ଆଜିର ଅନୁଚିନ୍ତା

ଆଜିର ନୀତିବାଣୀ ➡️”ଆମକୁ ଅପେକ୍ଷା କରୁଥିବା ଜୀବନ ପାଇବାକୁ ହେଲେ, ଆମେ ଯୋଜନା କରିଥିବା ଜୀବନକୁ ଛାଡିବାକୁ ପ୍ରସ୍ତୁତ ହେବା ଆବଶ୍ୟକ ➡️”ଭଲ ସମୟ ସମସ୍ତଙ୍କ ପାଇଁ ଆସେ,ଅପେକ୍ଷା କରିବା ହିଁ ମୂଳ ଚାବିକାଠି ,ଇଶ୍ବରଙ୍କ ଦରବାରରେ କାହା ପାଇଁ ଅନ୍ୟାୟ ହୁଏନାହିଁ ଏହି ମର୍ମକୁ ବୁଝିପାରି ଜୀବନ ପଥରେ ଆଗେଇବା ଉଚିତ !! ➡️”ସମୟ ସବୁ କିଛି ପରିବର୍ତ୍ତନ କରି ଦେଇଥାଏ , ଧୋର୍ଯ୍ଯର ସହ ପରିସ୍ଥିତି ସହିତ ଲଢନ୍ତୁ , ଦେଖିବେ ସମୟ ଆପଣଙ୍କୁ […]

୬ଟି ଆସନକୁ ନେଇ ସସପେନ୍ସ

୧. ଆଜି ଠାରୁ ଓଡିଶାର ପ୍ରିମିୟମ OTT ପ୍ଲାଟଫର୍ମ କଞ୍ଚା ଲଙ୍କା ବା Kanccha lannka ରେ ଓଡିଆ ଚଳଚିତ୍ର 2 ଚକୋଲେଟ୍ ଷ୍ଟ୍ରିମିଙ୍ଗ ଆରମ୍ଭ କରାଯାଇଅଛି । ଏହା ଏକ ନୂତନ ପଦକ୍ଷେପ ଯେଉଁଠି ବଡ ବଜେଟ୍ ର ଫିଲ୍ମକୁ OTT ମାଧ୍ୟମରେ ସାରା ବିଶ୍ଵର ଦର୍ଶକମାନେ ଦେଖିପାରିବେ । ୨. ପାରା ଅଲିମ୍ପିକ ସ୍ବର୍ଣ୍ଣ ବିଜୟୀ ପ୍ରମୋଦ ଭଗତଙ୍କୁ ଆଜି ଭାରତୀୟ ଜୀବନ ବୀମା ୧ କୋଟି ୧୦ ଲକ୍ଷ ଟଙ୍କା ପ୍ରୋତ୍ସାହନ ରାଶି […]

ବାରଙ୍ଗରେ ଗିରିଗୋବର୍ଦ୍ଧନ ପୂଜା

ବାରଙ୍ଗ,୫/୧୧(ଏସଏସନିୟୁଜ)ପ୍ରତି ବର୍ଷ ଭଳି ଚଳିତ ବର୍ଷର ଆଜିର ଦିନରେ ବାରଙ୍ଗ ବ୍ଲକ ନିକଟରେ ଅବସ୍ଥିତ ଶ୍ରୀଶ୍ରୀ ସଚ୍ଚିଦାନନ୍ଦ ସାରସ୍ଵତ ଆଶ୍ରମରେ ଗିରି ଗୋବର୍ଦ୍ଧନ ପୂଜା କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଯାଇଛି। ଏହି ପବିତ୍ର କାର‌୍ୟ୍ୟକ୍ରମରେ ନିତାଇ ଗୌରାଙ୍ଗ ମଠ ବଙ୍ଗାଳୀ ସାହି କଟକର ବୈଷ୍ଣବ ଚରଣ ଦାସ, ରାସବିହାରୀ ମଠ ପୁରୀ ଘାଟ କଟକର ନୀଳାଚଳ ଦାସ ବାବାଜୀ, ଖଣ୍ଡଗିରିର ଶିବ ଚିଦାନନ୍ଦ ସ୍ଵାମୀ ଓ ହରିଚରଣ ଦାସ ଆଦି ସନ୍ଥ ସମାଜ ପହଂଚି ପ୍ରଭୁଙ୍କ ନାମ ସଙ୍କୀର୍ତ୍ତନରେ […]