Browsing category

ମନୋରଞ୍ଜନ

ଜଳାଶୟରେ ବୁଡ଼ ପକାଇପାରିବେନି ଭକ୍ତ

୧-ବର୍ଷା ବୁଡାଇଦେଲା ଚଷା ପୁଅର ବର୍ଷକର ଦାନା । ବିଲରେ ଭାସୁଛି ଧାନ । କଣ କରିବ କୃଷକ, ଚାଷୀ ଆଖିରେ ଲୁହ । ୨-ପଞ୍ଚାୟତ ନିର୍ବାଚନ ଗାଇଡଲାଇନ୍‌: ସର୍ବାଧିକ ୨ଲକ୍ଷ ଟଙ୍କା ଖର୍ଚ୍ଚ କରିପାରିବେ ସରପଞ୍ଚ ଓ ସମିତିସଭ୍ୟ ପ୍ରାର୍ଥୀ, ୫କାର ଓ ୧୦ବାଇକରେ ପ୍ରଚାର କରିପାରିବେ ZP ସଭ୍ୟ ପ୍ରାର୍ଥୀ । ୩-କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବଡ ଘୋଷଣା: ଏଣିକି ଦେଶରେ ସୂର୍ଯ୍ୟାସ୍ତ ପରେ ମଧ୍ୟ ହୋଇପାରିବ ପୋଷ୍ଟମର୍ଟମ । ୪-ରାଂଚିରେ ବିର୍ସା ମୁଣ୍ଡା ସଂଗ୍ରାହଳୟର […]

ଆଜିର ଅନୁଚିନ୍ତା

🦋କଥାଟା ଆପ୍ରିୟ ହେଲେ ମଧ୍ୟ ସତ୍ୟ ଅଟେ , ଦୂର ର କିମ୍ବା ନିକଟ ରେ ଥିବା ସମ୍ପର୍କରେ ସ୍ଥିତି ବଜାୟ ରଖିବା ଆମ ନିଜର ସ୍ୱଭାବ ଓ ଆନ୍ତରିକତା ଉପରେ ହିଁ ନିର୍ଭର କରେ । 🦋ହଜି ଯାଇଥିବା ସମ୍ପତି,ଭୁଲି ଯାଇଥିବା ବିଦ୍ୟା,ଓ ଖରାପ ହୋଇଥିବା ସ୍ବାସ୍ଥ୍ୟକୁପୁଣିଥରେ ଫେରି ପାଇ ହୁଏ ସତ କିନ୍ତୁ ବିତିଯାଇଥିବା ସମୟ କେବେ ବି ଫେରି ଆସେନା । 🦋ଏ ଦୁନିଆରେ ଆପଣଙ୍କ ନାମ ସହିତ ଅନେକ ଲୋକଙ୍କର ନାମ […]

କାହିଁକି କାର୍ତ୍ତିକ ମାସର ଶେଷ ୫ ଦିନ ପାଳନ କରାଯାଏ ପଞ୍ଚୁକ ଜାଣନ୍ତୁ ଏହାର ମାହାତ୍ମ୍ୟ

କାର୍ତ୍ତିକ ଶୁକ୍ଳ ଏକାଦଶୀ ଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ତ କାର୍ତ୍ତିକ ମାସର ଶେଷ ପାଞ୍ଚଦିନକୁ ପବିତ୍ର ପଞ୍ଚୁକ ଭାବେ ପାଳନ କରାଯାଏ । ଏହା ମହାପଞ୍ଚୁକ, ବକପଞ୍ଚୁକ, ଭୀଷ୍ମପଞ୍ଚୁକ ଏବଂ ବିଷ୍ଣୁ ପଞ୍ଚୁକ ଭାବେ ଜଣାଶୁଣା । ଯେଉଁମାନେ କାର୍ତ୍ତିକ ମାସ ସାରା ହବିଷ୍ୟ କରିପାରନ୍ତି ନାହିଁ, ସେମାନେ ଏହି ପାଞ୍ଚଦିନ ହବିଷ୍ୟ ପାଳନ କରିଥାନ୍ତି। ଅନେକ ହବିଷ୍ୟାଳି ମଧ୍ୟ ଅଳାଁ ନବମୀ, ରାଧାପାଦ ଦର୍ଶନ ଠାରୁ ସାତ ଦିନ ହବିଷ୍ୟ କରିଥାନ୍ତି। ଏହି ପାଞ୍ଚଦିନ ହିନ୍ଦୁମାନେ […]

ନିଶା ମାଫିଆଙ୍କ କୋକୁଆଭୟ

୧. ନିଶା ମାଫିଆଙ୍କ କୋକୁଆଭୟ: ୧୦ ଦିନରେ ୭୮୩ ଜଣଙ୍କୁ ଜେଲ୍ । ୨. ବିଶ୍ୱ କ୍ରିକେଟର ଏହି ତାଲିକାରେ ୩ ଖେଳାଳି:ବିଶ୍ୱକପ୍‌ ଜିତିଥିବା ଖେଳାଳିଙ୍କ ତାଲିକାରେ ସାମିଲ ହୋଇଛନ୍ତି ହାଜେଲଉଡ୍‌ ଓ ମିଚେଲ ମାର୍ଶ । ୩. ଆସନ୍ତା ଡିସେମ୍ବର ୧ତାରିଖରୁ ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ହେବ । ଏହି ଅଧିବେଶନ ଡିସେମ୍ବର ୩୧ ପର୍ଯ୍ୟନ୍ତ ଚାଲିବ ଓ ଅଧିବେଶନର ପ୍ରଥମ ଦିନରେ ୨୦୨୧-୨୨ ଆର୍ଥିକ ବର୍ଷର ପ୍ରଥମ ଅତିରିକ୍ତ ବଜେଟ୍‌ ଗୃହରେ ଆଗତ […]

ଆଜିର ଅନୁଚିନ୍ତା

ଆଜିର ନୀତିବାଣୀ ➡️”ନିଜକୁ ଜ୍ଞାନୀ ଭାବନ୍ତୁ ମନା ନାହିଁ, କିନ୍ତୁ ଅନ୍ୟକୁ ମୂର୍ଖ ଭାବିବାର ମୁର୍ଖତା କରନ୍ତୁ ନାହିଁ। କାରଣ ସମସ୍ତଙ୍କ ଠାରୁ କିଛିନା କିଛି ଶିଖିବାକୁ ମିଳିଥାଏ !! ➡️”ଅନ୍ୟ ମାନଙ୍କ କଥା ଶୁଣି ଚାଲିବ ତ କିଛି ବାଟ ପର୍ଯ୍ୟନ୍ତ ହିଁ ଯାଇପାରିବ। ନିଜ କଥା ଶୁଣି ଚାଲିବ ତ ନିଜ ଲକ୍ଷ ପର୍ଯ୍ୟନ୍ତ ପହଞ୍ଚି ପାରିବ !! ➡️”କେବଳ ସମୁଦ୍ର ନିକଟରେ ଛିଡା ହୋଇ ଏହାକୁ ଅତିକ୍ରମ କରିବାର ସାହସ ରଖିଲେ କିଛି […]

ଶ୍ରୀକ୍ଷେତ୍ରରୁ ଆସିଲା ପାଟବସ୍ତ୍ର

କେନ୍ଦ୍ରାପଡ଼ା, ୧୪/୧୧(ଏସଏସନିୟୁଜ) ବଡ଼ଭାଇଙ୍କ ପାଖକୁ ଆସିଲା ତିନି ଖଣ୍ଡ ପାଟ ବସ୍ତ୍ର। । ପରମ୍ପରା ଅନୁଯାୟୀ ଶ୍ରୀକ୍ଷେତ୍ରରୁ ତୁଳସୀ କ୍ଷେତ୍ରକୁ ଆସିଛି ଘନନୀଳ, ପୀତ ଓ ରକ୍ତ ବର୍ଣ୍ଣର ପାଟବସ୍ତ୍ର । ତୁଳସୀ କ୍ଷେତ୍ରାଧିପତି ବଳଦେବଜିଉଙ୍କ ପାଖେ ଲାଗି ହେବ ।୧୫ ତାରିଖ ଏକାଦଶୀରେ ହେବାକୁଥିବା ପ୍ରଳମ୍ବାସୁର ବଧବେଶ ପାଇଁ ଏହି ପାଟବସ୍ତ୍ର ଆସିଛି । ପୁରୀ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପାଟବସ୍ତ୍ର ଧରି କେନ୍ଦ୍ରାପଡ଼ାରେ ପହିୀବା ପରେ ରୂପା ଥାଳିରେ ସେହି ପାଟବସ୍ତ୍ରକୁ ମନ୍ଦିର ସିଂହଦ୍ବାର […]

ଆଜିର ଅନୁଚିନ୍ତା

🦋”ଝରଣା” ନିଜ ପାଣି ନିଜେ ପିଏ ନାହିଁ, “ବୃକ୍ଷ” ନିଜ ଫଳ ନିଜେ ଖାଇ ନଥାଏ, “ଦୀପ” ନିଜେ ଅନ୍ଧାରରେ ରହି ଦୁନିଆକୁ ଆଲୋକ ଦେଖାଏ, “ଫୁଲ” ନିଜର ମହକରେ ଅନ୍ୟ ମାନଙ୍କୁ ମହକାଉ ଥାଏ କାରଣ ସେମାନେ ଠିକ ବୁଝିଛନ୍ତି ଅନ୍ୟମାନଙ୍କ ପାଇଁ ବଞ୍ଚିବାକୁ ହିଁ ପ୍ରକୃତ ଜୀବନ କୁହାଯାଏ । 🦋ପ୍ରକୃତରେ ମଣିଷ ଯେତେ ନୀଚକୁଳରେ ଜନ୍ମହେଲେ ମଧ୍ୟ ସ୍ନେହ,ଶ୍ରଦ୍ଧା ଓ ପ୍ରେମଯୁକ୍ତ ସ୍ୱଚ୍ଛ ଏବଂ ନିର୍ମଳ ହୃଦୟ ଧାରଣ ଦ୍ଵାରା ହିଁ ମହାନ୍ […]

ମୁହଁ ବୁଲେଇ ଅନେଇ ପାରିବେନି ଶତ୍ରୁ

୧. ୨ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା ପରେ ଝଞ୍ଜାବତୀର ଭାଗ୍ୟ ବଦଳିବା ନେଇ ପ୍ରଶ୍ନ । ୨. ମଣିପୁରରେ ଆସାମ ରାଇଫଲ୍ସର ସୁରକ୍ଷାବଳ ଗାଡି ଉପରେ ହୋଇଥିବା ଆକ୍ରମଣକୁ ପ୍ରଧାନମନ୍ତ୍ରୀଙ୍କ ନିନ୍ଦା । ୩. ଋଣ ଜାଲରେ ଫସାଉଥିବା ଚୀନକୁ ଶ୍ରୀଲଙ୍କା ଦେଲା ଶକ୍ତ ଝଟକା, ଏବେ ବାଉଳେଇ ହେଉଛି ଡ୍ରାଗନ । ୪. ଶନିବାର ରାଷ୍ଟ୍ରପତି ଭବନର ଦରବାର ହଲ୍‌ରେ ଆୟୋଜିତ ଏକ ସ୍ବତନ୍ତ୍ର ଉତ୍ସବରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓଡ଼ିଆ ହକି ତାରକା ବୀରେନ୍ଦ୍ର ଲାକ୍ରା […]

ଆଜିର ଅନୁଚିନ୍ତା

,🦋ସଡକ ସିଧା ହୋଇନଥାଏ କିଛି ସମୟ ପରେ ମୋଡ଼ ନିଶ୍ଚିତ ଆସିଥାଏ, ଜୀବନ ବି ସଡ଼କ ସଦୃଶ ଅଟେ, ଧର୍ଯ୍ୟର ସହିତ ଚାଲ ଭଲ ସମୟ ନିଶ୍ଚିତ ଆସିବ । 🦋ମନ ସମସ୍ତଙ୍କର ଭଲ ହୋଇଥିଲେ ବି ଭାଗ୍ୟଟା ସମସ୍ତଙ୍କର ଭଲ ହୋଇନଥାଏ । 🦋ଯେଉଁ ମଣିଷ ସତ୍ୟକୁ ଭଲ ପାଏ , ସତ୍ୟର ପଥରେ ଚାଲିଥାଏ , ସେହି ମନୁଷ୍ୟକୁ ଈଶ୍ବର ସର୍ବାଧୂକ ପରୀକ୍ଷା ନେଇଥାନ୍ତି ଦୁଃଖ କଷ୍ଟ ଦେଇଥାନ୍ତି କିନ୍ତୁ ପ୍ରତିଟି ପରିସ୍ଥିତିରେ ମଣିଷ […]

ବିନା ଭକ୍ତରେ ଶେଷ ହେଲା ସାକ୍ଷୀଗୋପିନାଥ ଦେବଙ୍କ ଅଁଳାନବମୀ ପର୍ବ

ସାକ୍ଷୀଗୋପାଳ,୧୨/୧୧(ଏସ ଏସ ନିୟୁଜ) ପ୍ରଭୁ ସାକ୍ଷୀଗୋପୀନାଥ ଦେବଙ୍କ ନଟବର ବେଶ ସାଙ୍ଗକୁ ମା ‘ଶ୍ରୀ ରାଧାଙ୍କର ଓଡିଆଣୀ ବେଶ ଅନୁଷ୍ଠିତ ହୋଇଯାଇଛି ।ମହା କାର୍ତ୍ତିକ ମାସରେ ବର୍ଷକୁ ଗୋଟିଏ ଦିନ ତଥା ନବମୀ ତିଥୀରେ ଏହି ଦୁର୍ଲ୍ଲଭ ଦର୍ଶନର ସୁଯୋଗ ଭକ୍ତ ମାନଙ୍କୁ ମିଳିଥାଏ।କିନ୍ତୁ କୋଭିଡ ପାଇଁ ସବୁ ଫିକା ପଡିଗଲା।ଲକ୍ଷଲକ୍ଷ ଭକ୍ତ ଏହି ଦୁର୍ଲଭ ଦର୍ଶନରୁ ବଂଚିତ ହୋଇଥିଲେ।ଭିଡ଼ ହେବାର ଆଶଙ୍କା କରି ଜିଲ୍ଲା ପ୍ରଶାସନ ପକ୍ଷରୁ ମନ୍ଦିର ନିକଟରେ ୧୪୪ ଜାରି କରାଯାଇଥିଲା।ଫଳରେ ବିନା […]