Browsing category

ମନୋରଞ୍ଜନ

ଆଜିର ଅନୁଚିନ୍ତା

🦋ମଣିଷ ଘର ବଦଳାଇ ଥାଏ,ବସ୍ତ୍ର ବଦଳେଇଥାଏ,ସମ୍ପର୍କ ବଦଳେଇଥାଏ ତଥାପି ଦୁଃଖୀ ରହିଥାଏ କାହିଁକି ନା ନିଜ ସ୍ବଭାବ କୁ କେବେହେଲେ ବଦଳାଇ ପାରେ ନାହିଁ । 🦋ଜୀବନରେ ନିଜ ଅତୀତକୁ ସମୀକ୍ଷା କରି ,ଭବିଷ୍ୟତ ପାଇଁ ପ୍ରସ୍ତୁତ ହେବାକୁ ସବୁଠାରୁ ସୁନ୍ଦର ସମୟ ହେଉଛି ” ବର୍ତ୍ତମାନ “ଏହା ନିଶ୍ଚୟ ମନେ ରଖନ୍ତୁ । 🦋ନୀରବତା ଏମିତି ଏକ ଚାବିପେନ୍ଥା ଯାହା ସମସ୍ତଙ୍କୁ ସ୍ନେହ ବନ୍ଧନରେ ବାନ୍ଧି ରଖେ । 🦋କାହାର ଦୁଃଖ ସମୟରେ ଥଟ୍ଟା ପରିହାସ […]

ମକର ସଂକ୍ରାନ୍ତିରେ ତାରିଣୀ ମନ୍ଦିର ବନ୍ଦ

କେନ୍ଦୁଝର,୧୩/୧(ଏସ ଏସ ନିଉଜ) କୋଭିଡ ସଂକ୍ରମଣ ସଂଖ୍ୟା ବଢ଼ୁଥିବାରୁ ଶ୍ରଦ୍ଧାଳୁଙ୍କ ପାଇଁ ଘଟଗାଁ ମା’ ତାରିଣୀଙ୍କ ମନ୍ଦିର ୧୪ ତାରିଖ ଦିନ ମନ୍ଦିର ସମ୍ପୂର୍ଣ୍ଣ ବନ୍ଦ ରହିଛି।ମକର ମେଳାରେ ପ୍ରବଳ ଭିଡକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିବା ନେଇ ଟ୍ରଷ୍ଟ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି।

କରୋନା ପରେ ନିମୋନିଆରେ ପୀଡିତ ହେଲେ ଲତା ମଙ୍ଗେସକର

ଭୁୁବନେଶ୍ୱର,୧୨/୧(ଏସଏସନିୟୁଜ) ବଲିଉଡର ସୁରସାମ୍ରାଜ୍ଞୀ ଲତା ମଙ୍ଗେସକର ଶନିବାର ରାତିରେ କରୋନାରେ ଆକ୍ରାନ୍ତ ହେବାପରେ ନିମୋନିଆରେ ପୀଡିତ ହୋଇଛନ୍ତି । ତାଙ୍କୁ ମୁମ୍ବାଇର ବ୍ରିଚ୍‌କାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେଠାରୁ ତାଙ୍କୁ ଆଇସିୟୁରେ ରଖାଯାଇଛି। ୧୦ରୁ ୧୨ ଦିନ ଆଇସିୟୁରେ ରହିବେ ବୋଲି ଡାକ୍ତର ସୂଚନା ଦେଇଛନ୍ତି।ଅନ୍ୟପଟେ ତାଙ୍କ ଫ୍ୟାନ୍‌ମାନେ ଲତା ମଙ୍ଗେସକରଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।

ନିଆଁ ପରି ବ୍ୟାପୁଛିକୋଭିଡ୍ …

୧. ୱାସିଂଟନ:ବିଶ୍ବରେ ପ୍ରଥମ: ମଣିଷ ଶରୀରରେ ଘୁଷୁରି ହୃତ୍‌ପିଣ୍ଡ ପ୍ରତିରୋପଣ । ୨. ବିଶିଷ୍ଟ ସାହିତ୍ୟିକ, ନାଟ୍ୟକାର, ଆଦର୍ଶ ଶିକ୍ଷକ, ଆକାଶବାଣୀର ସ୍ବୀକୃତିପ୍ରାପ୍ତ ଗୀତିକାର ତଥା ପ୍ରଥମ ସମ୍ବଲପୁରୀ ଚଳଚ୍ଚିତ୍ର ‘ଭୁଖା’ର ଲେଖକ ମଙ୍ଗଳୁ ଚରଣ ବିଶ୍ବାଳଙ୍କ ମଙ୍ଗଳବାର ସକାଳେ ପରଲୋକ ହୋଇଯାଇଛି । ୩. ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ଚାଲିଥିବା +୨ ପ୍ରଥମ ବର୍ଷ (ଏକାଦଶ) ପତ୍ର ବିନିମୟ ପାଠ୍ୟକ୍ରମ (କରେସପଣ୍ଡେନ୍ସ କୋର୍ସ)ର ନାମଲେଖା ଅବଧି ବୃଦ୍ଧି କରାଯାଇଛି । ଏନେଇ ପରିଷଦ […]

ଆଜିର ଅନୁଚିନ୍ତା

🦋ଆମେ ଅର୍ଜନ କରିଥିବା ସମ୍ପତ୍ତିକୁ ଆମେ ଅନ୍ୟ ସହ ଭାଗବଣ୍ଟା କରିପାରିବା। କିନ୍ତୁ ଆମେ କରିଥିବା କର୍ମକୁ କାହା ସହିତ ବାଣ୍ଟିପାରିବା ନାହିଁ, ଆମଦ୍ୱାରା କରାଯାଇଥିବା କର୍ମକୁ କେବଳ ଆମକୁ ହିଁ ଭୋଗିବାକୁ ପଡିବ। ତେଣୁ କର୍ମ କରିବା ପୂର୍ବରୁ ଥରେ ତାର ପରିଣତି ନିଶ୍ଚୟ ଚିନ୍ତାକରିବା ଉଚିତ୍ । 🦋ମଣିଷ ଘର ବଦଳାଇ ଥାଏ,ବସ୍ତ୍ର ବଦଳେଇଥାଏ,ସମ୍ପର୍କ ବଦଳେଇଥାଏ ତଥାପି ଦୁଃଖୀ ରହିଥାଏ କାହିଁକି ନା ନିଜ ସ୍ବଭାବ ବଦଳେଇ ପାରେ ନାହିଁ । 🦋ଯେଉଁମାନଙ୍କ ପାଇଁ […]

ଆଜିର ଅନୁଚିନ୍ତା

🦋ଜୀବନର ପ୍ରକୃତ ଆନନ୍ଦ ନେବାପାଇଁ ଅନ୍ୟ ଉପରେ କେବେହେଲେ ନିର୍ଭର କରନ୍ତୁ ନାହିଁ ବରଂ ନିଜ ରାସ୍ତାରେ ନିଜେ ଆଗେଇ ଚାଲନ୍ତୁ । 🦋ଜୀବନ ଓ ସମୟ ମଣିଷର ହିଁ ସର୍ବଶ୍ରେଷ୍ଠ ଗୁରୁ | ଜୀବନ ଆମକୁ ସମୟର ଉପଯୋଗ କରିବା ଶିଖାଇ ଥାଏ ତ ସମୟ ଆମକୁ ଜୀବନର ମୂଲ୍ୟବୋଧ ବତାଇଥାଏ । 🦋ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ସଫଳତା ହାସଲ କରିବା । ଏଥିପାଇଁ ସ୍ୱପ୍ନ ଦେଖନ୍ତୁ । କଠୋର ପରିଶ୍ରମ କରନ୍ତୁ । […]

ଆଜିର ଅନୁଚିନ୍ତା

🦋କ୍ରୋଧ ଶବ୍ଦରେ ରହିବା ଉଚିତ୍ ,ମନରେ ନୁହେଁ ।ସେହିପରି ପ୍ରେମ କେବଳ ଶବ୍ଦରେ ନୁହେଁ ,ମନରେ ମଧ୍ୟ ରହିବା ଉଚିତ୍ । 🦋ସର୍ବଦା ଅନ୍ୟର ଭୁଲ ପାଇଁ ନିଜ ଅଭିମାନ କୁ ତ୍ୟାଗକରି ସଦା ଅନ୍ୟର ପରିସ୍ଥିତି ଓ ମାନସିକ ସ୍ଥିତିକୁ ବୁଝିବାକୁ ଚେଷ୍ଟା କରନ୍ତୁ, ଏବଂ ଅଭିମାନ ବଦଳରେ ଅନ୍ୟକୁ ବୁଝି ଅନ୍ୟର ସହାୟକ ହୁଅନ୍ତୁ, ଦେଖିବେ ଆପଣଙ୍କୁ ସଦା ମହାନ ବ୍ୟକ୍ତିତ୍ୱ ରେ ପରିଣତ କରାଇବ। 🦋ଜୀବନ ଏକ ଜଳ ବୁନ୍ଦା ହେଲେ ଅହଙ୍କାର […]

ମୁମ୍ବାଇରେ କରୋନାର କରାଳ ରୂପ

୧-ଓଡ଼ିଶା ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି, ପକ୍କା ଘର ପାଇଥିବା ପ୍ରତ୍ୟେକ ପରିବାର ପାଇଁ ୩ହଜାର ଟଙ୍କା ଘର ମରାମତି ଅନୁକମ୍ପା ରାଶି ର ଶୁଭାରମ୍ଭ କରିବେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୨-କୋଭିଡ କଟକଣାରେ ପାଳିତ ହେବ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ। ପତାକା ଉତ୍ତୋଳନ କରିବେ ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ୩-ଆଜିଠାରୁ ରାଜ୍ୟର ସବୁ ସହରାଞ୍ଚଳରେ ରାତି ୯ ଟାରେ ହେବ ଦୋକାନ ବଜାର ବନ୍ଦ , ୫୦% କର୍ମଚାରୀରେ ଚାଲିବ […]

ଜାନୁୟାରୀରେ ବଟାନିକାର୍ଲରେ ବଣଭୋଜି ମନା

ବାରଙ୍ଗ,୩/୧(ଏସଏସନିୟୁଜ) ୫ଦିନର ବନ୍ଦ ପରେ ନନ୍ଦନକାନନ ଓ ବଟାନିକାର୍ଲଗାର୍ଡେନ ଉଭୟପାର୍କ ପର୍ଯ୍ୟଟକମାନଙ୍କପାଇଁ ମଙ୍ଗଳବାରଠାରୁ ଖୋଲିବାକୁ ଯାଉଛି ।ଉଭୟପାର୍କ ବନ୍ଦ ସତ୍ୱେ ପ୍ରତିଦିନ ନଜାଣିପାରି କିଛିକିଛି ପର୍ଯ୍ୟଟକମାନେ ନନ୍ଦନକାନନକୁ ଆସି ନିରାଶ ହୋଇ ଫେରୁଥିଲେ ।ଯେଉଁମାନେ ଅନଲାଇନରେ ବଟାନିକାର୍ଲଗାର୍ଡେନପାଇଁ ପିଣ୍ଡି ଓ ଅନଲାଇନରେ ପ୍ରବେଶ ପାଇଁ ଟିକେଟ କାଟିଛନ୍ତି ସେମାନେ ୧୦ଦିନ ମଧ୍ୟରେ ସେମାନଙ୍କ ଟଙ୍କା ଫେରିପାଇବେ ବୋଲି ନନ୍ଦନକାନନ କର୍ତୁପକ୍ଷ ସୁଚନା ଦେଇଛନ୍ତି ।ସେହିଭଳିଭାବେ ମଙ୍ଗଳବାରଦିନ ଉଭୟପାର୍କ ଖୋଲୁଥିବାବେଳେ ବଟାନିକାର୍ଲଗାର୍ଡେନ ରେ ବଣଭୋଜି ପାଇଁ ବାରଣ କରାଯାଇଛି […]

ଆଜିର ଅନୁଚିନ୍ତା

🦋ଟିକିଏ ଥଣ୍ଡା ମୁଣ୍ଡରେ ଭାବି ଦେଖନ୍ତୁ ଏତେ ରାଗ , ରୁଷା , ଅଭିମାନ , ଇର୍ଷା କ’ଣ ପାଇଁ , ଥରେ ନିଶ୍ବାସ ବନ୍ଦ ହୋଇଗଲେ ସବୁ ଶେଷ ହୋଇଯାଏ । 🦋କଥାରେ ଅଛି ପକେଟରେ ଟଙ୍କା ଥିଲେ ଦୁନିଆଁ ଲୋକଙ୍କୁ ଚିହ୍ନିବ ” ଆଉ “ଟଙ୍କା ନ ଥିଲେ ନିଜ ଲୋକଙ୍କୁ ଚିହ୍ନିବ। 🦋ତ୍ଯାଗ ବିନା କିଛି ମଧ୍ୟ ପାଇବା ସମ୍ଭବ ନୁହେଁ କାରଣ ଏଠି ଗୋଟିଏ ନିଃଶ୍ବାସ ନେବା ପାଇଁ ମଧ୍ୟ ପ୍ରଥମ […]