ମୁହଁ ବୁଲେଇ ଅନେଇ ପାରିବେନି ଶତ୍ରୁ
୧. ୨ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା ପରେ ଝଞ୍ଜାବତୀର ଭାଗ୍ୟ ବଦଳିବା ନେଇ ପ୍ରଶ୍ନ । ୨. ମଣିପୁରରେ ଆସାମ ରାଇଫଲ୍ସର ସୁରକ୍ଷାବଳ ଗାଡି ଉପରେ ହୋଇଥିବା ଆକ୍ରମଣକୁ ପ୍ରଧାନମନ୍ତ୍ରୀଙ୍କ ନିନ୍ଦା । ୩. ଋଣ ଜାଲରେ ଫସାଉଥିବା ଚୀନକୁ ଶ୍ରୀଲଙ୍କା ଦେଲା ଶକ୍ତ ଝଟକା, ଏବେ ବାଉଳେଇ ହେଉଛି ଡ୍ରାଗନ । ୪. ଶନିବାର ରାଷ୍ଟ୍ରପତି ଭବନର ଦରବାର ହଲ୍ରେ ଆୟୋଜିତ ଏକ ସ୍ବତନ୍ତ୍ର ଉତ୍ସବରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓଡ଼ିଆ ହକି ତାରକା ବୀରେନ୍ଦ୍ର ଲାକ୍ରା […]