Browsing category

ମନୋରଞ୍ଜନ

ବଡସିଂହାର ବେଶରେ ଦର୍ଶନ ଦେଉଛନ୍ତି ବାବାଧବଳେଶ୍ୱର

ଆଠଗଡ଼, ୧୭/୧୧(ଏସଏସନିୟୁଜ) ଆଠଗଡ଼ ପ୍ରସିଦ୍ଧ ଶୈବପୀଠ ବାବା ଧବଳେଶ୍ୱର ବଡସିଂହାର ବେଶରେ ଦର୍ଶନ ଦେଉଛନ୍ତି । ସମସ୍ତ ଓଷା ମଧ୍ୟରେ ମୁଖ୍ୟ ହେଉଛି ବଡ଼ ଓଷା । ପବିତ୍ର କାର୍ତ୍ତିକ ମାସର ଶୁକ୍ଳ ତ୍ରୟୋଦଶୀ ତିଥିରେ ଏହି ଓଷା ପାଳନ କରାଯାଏ । ଆଜି ପବିତ୍ର ବଡ଼ ଓଷା। ପରମ୍ପରା ଓ ବିଧିବିଧାନରେ ବାବା ଧବଳେଶ୍ୱରଙ୍କ ବଡସିଂହାର ବେଶ ସହ ସ୍ୱତନ୍ତ୍ର ପ୍ରକାର ପ୍ରସାଦ ଗଜ ପିଠା ଲାଗି ହୁଏ । ଏହିଦିନ ଧବଳେଶ୍ୱର ମହାଦେବଙ୍କଠାରେ ପ୍ରବଳ […]

ଠେଙ୍ଗା ବାଡିଧରି ଆକ୍ରମଣ

୧-CBI ଟିମ୍‌କୁ ଠେଙ୍ଗା ବାଡିଧରି ମହିଳାଙ୍କ ଆକ୍ରମଣ, ଚାଇଲଡ୍‌ ପର୍ଣ୍ଣ ମାମଲାରେ ଢେଙ୍କାନାଳରେ ଚଢାଉ କରିଥିଲା ସିବିଆଇ । ୨-ମହାମାରୀ ସମୟରେ ୭୩.୨% ପିଲା ମାନସିକ ଓ ଶାରୀରିକ ନିର୍ଯାତନାର ଶିକାର: ବିଦ୍ୟାଳୟ ଖୋଲିବା ସହ ପିଲାଙ୍କର ମାନସିକ ସ୍ଥିତି ସୁଧାରିବା ଜରୁରୀ । ୩-ବରଗଡକୁ ମନାକରି ଝାରୁସୁଗୁଡା କାର୍ଯ୍ୟକ୍ରମରେ ଯୋଗଦେଲେ ସୁରେଶ ପୂଜାରୀ । ବିଜୁ ସ୍ମାର୍ଟ କାର୍ଡ ଓ ସ୍ୱାସ୍ଥ୍ୟ ଭିତ୍ତିଭୂମି ବିକାଶକୁ କଲେ ପ୍ରଶଂସା । ୪-ପୁଣି ଅଭିଯୋଗ ଆଣିଲେ ନବାବ ମଲ୍ଲିକ, […]

ଆଜିର ଅନୁଚିନ୍ତା

🦋ଆପଣ କେବେହେଲେ କୌଣସି ମନୁଷ୍ୟର ବର୍ତମାନର ଅବସ୍ଥା ଦେଖି ସେ ଭବିଷ୍ୟତ ରେ କିପରି ଚଳିବ ତାହା ଉପହାସ କରିବା ଜମାରୁ ଉଚିତ ନୁହେଁ ,କାହିଁକି ନାଁ ଭବିଷ୍ୟତର ଏପରି ଶକ୍ତି ରହିଛି ଯାହା ଆପଣ କଳ୍ପନା ମଧ୍ୟ କରିପାରିବେ ନାହିଁ । 🦋ଏ ସମାଜରେ ପ୍ରତ୍ୟକ୍ ମଣିଷର ମୂଲ୍ୟ ଭିନ୍ନ ଭିନ୍ନ ଅଟେ,ଏହା ମଣିଷର ବ୍ୟବହାର ଓ ଅଭିଜ୍ଞତା,ଉପରେ ନିର୍ଭର କରେ । 🦋ତୁମେ ଯେତେ ପରିଶ୍ରମ କରିଲେ ସୁଧା ଈଶ୍ୱରଙ୍କ ଆଶିର୍ବାଦ ବିନା କୌଣସି […]

ଜଳାଶୟରେ ବୁଡ଼ ପକାଇପାରିବେନି ଭକ୍ତ

୧-ବର୍ଷା ବୁଡାଇଦେଲା ଚଷା ପୁଅର ବର୍ଷକର ଦାନା । ବିଲରେ ଭାସୁଛି ଧାନ । କଣ କରିବ କୃଷକ, ଚାଷୀ ଆଖିରେ ଲୁହ । ୨-ପଞ୍ଚାୟତ ନିର୍ବାଚନ ଗାଇଡଲାଇନ୍‌: ସର୍ବାଧିକ ୨ଲକ୍ଷ ଟଙ୍କା ଖର୍ଚ୍ଚ କରିପାରିବେ ସରପଞ୍ଚ ଓ ସମିତିସଭ୍ୟ ପ୍ରାର୍ଥୀ, ୫କାର ଓ ୧୦ବାଇକରେ ପ୍ରଚାର କରିପାରିବେ ZP ସଭ୍ୟ ପ୍ରାର୍ଥୀ । ୩-କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବଡ ଘୋଷଣା: ଏଣିକି ଦେଶରେ ସୂର୍ଯ୍ୟାସ୍ତ ପରେ ମଧ୍ୟ ହୋଇପାରିବ ପୋଷ୍ଟମର୍ଟମ । ୪-ରାଂଚିରେ ବିର୍ସା ମୁଣ୍ଡା ସଂଗ୍ରାହଳୟର […]

ଆଜିର ଅନୁଚିନ୍ତା

🦋କଥାଟା ଆପ୍ରିୟ ହେଲେ ମଧ୍ୟ ସତ୍ୟ ଅଟେ , ଦୂର ର କିମ୍ବା ନିକଟ ରେ ଥିବା ସମ୍ପର୍କରେ ସ୍ଥିତି ବଜାୟ ରଖିବା ଆମ ନିଜର ସ୍ୱଭାବ ଓ ଆନ୍ତରିକତା ଉପରେ ହିଁ ନିର୍ଭର କରେ । 🦋ହଜି ଯାଇଥିବା ସମ୍ପତି,ଭୁଲି ଯାଇଥିବା ବିଦ୍ୟା,ଓ ଖରାପ ହୋଇଥିବା ସ୍ବାସ୍ଥ୍ୟକୁପୁଣିଥରେ ଫେରି ପାଇ ହୁଏ ସତ କିନ୍ତୁ ବିତିଯାଇଥିବା ସମୟ କେବେ ବି ଫେରି ଆସେନା । 🦋ଏ ଦୁନିଆରେ ଆପଣଙ୍କ ନାମ ସହିତ ଅନେକ ଲୋକଙ୍କର ନାମ […]

କାହିଁକି କାର୍ତ୍ତିକ ମାସର ଶେଷ ୫ ଦିନ ପାଳନ କରାଯାଏ ପଞ୍ଚୁକ ଜାଣନ୍ତୁ ଏହାର ମାହାତ୍ମ୍ୟ

କାର୍ତ୍ତିକ ଶୁକ୍ଳ ଏକାଦଶୀ ଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ତ କାର୍ତ୍ତିକ ମାସର ଶେଷ ପାଞ୍ଚଦିନକୁ ପବିତ୍ର ପଞ୍ଚୁକ ଭାବେ ପାଳନ କରାଯାଏ । ଏହା ମହାପଞ୍ଚୁକ, ବକପଞ୍ଚୁକ, ଭୀଷ୍ମପଞ୍ଚୁକ ଏବଂ ବିଷ୍ଣୁ ପଞ୍ଚୁକ ଭାବେ ଜଣାଶୁଣା । ଯେଉଁମାନେ କାର୍ତ୍ତିକ ମାସ ସାରା ହବିଷ୍ୟ କରିପାରନ୍ତି ନାହିଁ, ସେମାନେ ଏହି ପାଞ୍ଚଦିନ ହବିଷ୍ୟ ପାଳନ କରିଥାନ୍ତି। ଅନେକ ହବିଷ୍ୟାଳି ମଧ୍ୟ ଅଳାଁ ନବମୀ, ରାଧାପାଦ ଦର୍ଶନ ଠାରୁ ସାତ ଦିନ ହବିଷ୍ୟ କରିଥାନ୍ତି। ଏହି ପାଞ୍ଚଦିନ ହିନ୍ଦୁମାନେ […]

ନିଶା ମାଫିଆଙ୍କ କୋକୁଆଭୟ

୧. ନିଶା ମାଫିଆଙ୍କ କୋକୁଆଭୟ: ୧୦ ଦିନରେ ୭୮୩ ଜଣଙ୍କୁ ଜେଲ୍ । ୨. ବିଶ୍ୱ କ୍ରିକେଟର ଏହି ତାଲିକାରେ ୩ ଖେଳାଳି:ବିଶ୍ୱକପ୍‌ ଜିତିଥିବା ଖେଳାଳିଙ୍କ ତାଲିକାରେ ସାମିଲ ହୋଇଛନ୍ତି ହାଜେଲଉଡ୍‌ ଓ ମିଚେଲ ମାର୍ଶ । ୩. ଆସନ୍ତା ଡିସେମ୍ବର ୧ତାରିଖରୁ ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ହେବ । ଏହି ଅଧିବେଶନ ଡିସେମ୍ବର ୩୧ ପର୍ଯ୍ୟନ୍ତ ଚାଲିବ ଓ ଅଧିବେଶନର ପ୍ରଥମ ଦିନରେ ୨୦୨୧-୨୨ ଆର୍ଥିକ ବର୍ଷର ପ୍ରଥମ ଅତିରିକ୍ତ ବଜେଟ୍‌ ଗୃହରେ ଆଗତ […]

ଆଜିର ଅନୁଚିନ୍ତା

ଆଜିର ନୀତିବାଣୀ ➡️”ନିଜକୁ ଜ୍ଞାନୀ ଭାବନ୍ତୁ ମନା ନାହିଁ, କିନ୍ତୁ ଅନ୍ୟକୁ ମୂର୍ଖ ଭାବିବାର ମୁର୍ଖତା କରନ୍ତୁ ନାହିଁ। କାରଣ ସମସ୍ତଙ୍କ ଠାରୁ କିଛିନା କିଛି ଶିଖିବାକୁ ମିଳିଥାଏ !! ➡️”ଅନ୍ୟ ମାନଙ୍କ କଥା ଶୁଣି ଚାଲିବ ତ କିଛି ବାଟ ପର୍ଯ୍ୟନ୍ତ ହିଁ ଯାଇପାରିବ। ନିଜ କଥା ଶୁଣି ଚାଲିବ ତ ନିଜ ଲକ୍ଷ ପର୍ଯ୍ୟନ୍ତ ପହଞ୍ଚି ପାରିବ !! ➡️”କେବଳ ସମୁଦ୍ର ନିକଟରେ ଛିଡା ହୋଇ ଏହାକୁ ଅତିକ୍ରମ କରିବାର ସାହସ ରଖିଲେ କିଛି […]

ଶ୍ରୀକ୍ଷେତ୍ରରୁ ଆସିଲା ପାଟବସ୍ତ୍ର

କେନ୍ଦ୍ରାପଡ଼ା, ୧୪/୧୧(ଏସଏସନିୟୁଜ) ବଡ଼ଭାଇଙ୍କ ପାଖକୁ ଆସିଲା ତିନି ଖଣ୍ଡ ପାଟ ବସ୍ତ୍ର। । ପରମ୍ପରା ଅନୁଯାୟୀ ଶ୍ରୀକ୍ଷେତ୍ରରୁ ତୁଳସୀ କ୍ଷେତ୍ରକୁ ଆସିଛି ଘନନୀଳ, ପୀତ ଓ ରକ୍ତ ବର୍ଣ୍ଣର ପାଟବସ୍ତ୍ର । ତୁଳସୀ କ୍ଷେତ୍ରାଧିପତି ବଳଦେବଜିଉଙ୍କ ପାଖେ ଲାଗି ହେବ ।୧୫ ତାରିଖ ଏକାଦଶୀରେ ହେବାକୁଥିବା ପ୍ରଳମ୍ବାସୁର ବଧବେଶ ପାଇଁ ଏହି ପାଟବସ୍ତ୍ର ଆସିଛି । ପୁରୀ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପାଟବସ୍ତ୍ର ଧରି କେନ୍ଦ୍ରାପଡ଼ାରେ ପହିୀବା ପରେ ରୂପା ଥାଳିରେ ସେହି ପାଟବସ୍ତ୍ରକୁ ମନ୍ଦିର ସିଂହଦ୍ବାର […]

ଆଜିର ଅନୁଚିନ୍ତା

🦋”ଝରଣା” ନିଜ ପାଣି ନିଜେ ପିଏ ନାହିଁ, “ବୃକ୍ଷ” ନିଜ ଫଳ ନିଜେ ଖାଇ ନଥାଏ, “ଦୀପ” ନିଜେ ଅନ୍ଧାରରେ ରହି ଦୁନିଆକୁ ଆଲୋକ ଦେଖାଏ, “ଫୁଲ” ନିଜର ମହକରେ ଅନ୍ୟ ମାନଙ୍କୁ ମହକାଉ ଥାଏ କାରଣ ସେମାନେ ଠିକ ବୁଝିଛନ୍ତି ଅନ୍ୟମାନଙ୍କ ପାଇଁ ବଞ୍ଚିବାକୁ ହିଁ ପ୍ରକୃତ ଜୀବନ କୁହାଯାଏ । 🦋ପ୍ରକୃତରେ ମଣିଷ ଯେତେ ନୀଚକୁଳରେ ଜନ୍ମହେଲେ ମଧ୍ୟ ସ୍ନେହ,ଶ୍ରଦ୍ଧା ଓ ପ୍ରେମଯୁକ୍ତ ସ୍ୱଚ୍ଛ ଏବଂ ନିର୍ମଳ ହୃଦୟ ଧାରଣ ଦ୍ଵାରା ହିଁ ମହାନ୍ […]