Browsing category

ମନୋରଞ୍ଜନ

ମହିଳା କାର୍ଡ ଖେଳିଲା କଂଗ୍ରେସ

୧-ଆଖୁ କିଆରିରୁ ମୋଷ୍ଟ ୱାଣ୍ଟେଡ୍‌ ଗୋବିନ୍ଦ ସାହୁକୁ ଗିରଫ କଲା ପୋଲିସ । ୨-ଗତ ୮ ତାରିଖରେ ନିଖୋଜ ହୋଇଥିବା ଶିକ୍ଷୟିତ୍ରୀ ମମିତା ମେହେର ଘଟଣାକୁ କେନ୍ଦ୍ର କରି ଅକ୍ଟୋବର ୨୦ରେ ବିଜେପି ପକ୍ଷରୁ ୧୨ ଘଣ୍ଟିଆ କଳାହାଣ୍ଡି ବନ୍ଦ କରାଯିବା ନେଇ ନିଷ୍ପତ୍ତି ହୋଇଛି। ୩-ସ୍କୁଲ ଷ୍ଟାଡିୟମରୁ ମିଳିଲା ମମିତାଙ୍କ ଗଳିତ ମୃତଦେହ । ମିଳିଲା ସୁନା ଚେନ୍, ପାଉଁଜି ଓ ବ୍ୟାଗର କିଛି ଅଂଶ । ୪-ଶିକ୍ଷୟତ୍ରୀ ମମିତା ମେହେରଙ୍କୁ ହତ୍ୟା ଘଟଣାରେ ସଂପୃକ୍ତ […]

ମାଲକ୍ଷ୍ମୀ ଆପଣଙ୍କ ଘରେ ଅଛନ୍ତି କି ନାହି ଜାଣିବାର ସଙ୍କେତ

ଏହି ସଂକତ ହେବା ମାତ୍ରେ ଜାଣି ନିଅନ୍ତୁ କି ମା’ ଲକ୍ଷ୍ମୀ ଅପାଣଙ୍କ ଘର ଛାଡି ପଳାୟନ କରୁଛନ୍ତି,ଏହାପରେ ଦୁର୍ଭାଗ୍ୟ ଆସିପାରେ.. ଲକ୍ଷ୍ମୀଙ୍କୁ ପ୍ରଶନ୍ନ କରିବା ପାଇଁ ବିଭିନ୍ନ ମାନ୍ୟତା ପରିଚାଳିତ ହୋଇ ଆସୁଛି । ଯେଉଁ ଘର ମାନଙ୍କରେ ଏହି ସବୁ ମାନ୍ୟତାକୁ ପାଳନ କରାଯାଇଥାଏ, ସେଠାରେ ମା’ଲକ୍ଷ୍ମୀଙ୍କ ସହିତ ସମସ୍ତ ଦେବା ଦେବୀଙ୍କର କୃପା ରହିଥାଏ । ମହାଭାରତର ଦ୍ୱିତୀୟ ଖଣ୍ଡରେ ମହାଲକ୍ଷ୍ମୀ ଏବଂ ଇନ୍ଦ୍ରଙ୍କର ଏକ ପ୍ରସଙ୍ଗ ରହିଛି । ଏହି ପ୍ରସଙ୍ଗରେ […]

ଆଜିର ଅନୁଚିନ୍ତା

🦋ମିଛ ଆଉ ଛଳନା କୁ ଆପଣେଇ ଖେଳ ଖେଳୁ ଥିବା ଲୋକ ହୁଏତ ଅଳ୍ପ ସମୟ ଖୁସି ହୋଇପାରେ, କିନ୍ତୁ ପରିଶେଷରେ ସେ ସମସ୍ତଙ୍କ ଆଦର ଆଉ ସମ୍ମାନ ହରାଇ ସମସ୍ତ ଖୁସିକୁ ସବୁଦିନ ହରାଇ ବସେ । 🦋ଜୀବନରେ ଅଧିକ ଦୁଃଖ ମିଳୁଛି ବୋଲି କାହାକୁ ବି ଦୋଷ ଦେବା ଠିକ୍ ନୁହେଁ କିମ୍ବା ଅଧିକ ସୁଖ ମିଳୁଛି ବୋଲି ଗର୍ବ କରିବା ଉଚିତ୍ ନୁହେଁ ।କାରଣ ସୁଖ ଓ ଦୁଃଖ କେହି ଦେଇ ନ […]

ହଟହଟା ହେଲେ ଯୁବରାଜ

୧. ଉତ୍ତର ପ୍ରଦେଶରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ପ୍ରିୟଙ୍କା ଗାନ୍ଧୀଙ୍କ ଭାଇରାଲ୍ ପୋଷ୍ଟରକୁ ନେଇ ହଙ୍ଗାମା ସୃଷ୍ଟି ହୋଇଛି । ୨. ଜାମ୍ମୁ-କାଶ୍ମୀର: ୭୬ ଦିନ ପରେ ମିଳିଲା ଦ୍ଵିତୀୟ ପାଇଲଟ୍‌ଙ୍କ ମୃତଦେହ, ଅଗଷ୍ଟରେ ହୋଇଥିଲା ହେଲିକପ୍ଟର ଦୁର୍ଘଟଣା ।୩. ଟି୨୦ କ୍ରିକେଟରେ ସର୍ବାଧିକ ଉଇକେଟ ନେବାର ରେକର୍ଡ ନିଜ ନାମରେ କରିଛନ୍ତି ବାଂଲାଦେଶ ଅଲରାଉଣ୍ଡର ଶାକିବ ଅଲ ହାସନ । ୪. ଅଣ କାଶ୍ମୀରିଙ୍କ ପାଇଁ ଜାରି ହେଲା ଗାଇଡଲାଇନ । ୫. ଉତ୍ତରାଖଣ୍ଡରେ […]

ଚାଞ୍ଚଲ୍ୟକର ତଥ୍ୟ

୧-ଆସନ୍ତା ୨୧ରେ ଏକାଦଶ ଓ ୨୫ ତାରିଖରେ ଅଷ୍ଟମ ଶ୍ରେଣୀ ଖୋଲିବ। ଏଥିପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏସ୍‌ଓପି ଜାରି କରୀ କରାଯାଇଛି। ଏକାଦଶ କ୍ଲାସ୍‌ ପୂର୍ବାହ୍ନ ୧୦ଟାରୁ ସାଢ଼େ ୧ଟା ଯାଏ ଚାଲିବ। ସେହିପରି ସକାଳ ୯ଟାରୁ ମଧ୍ୟାହ୍ନ ୧୨ଟା ଯାଏ ଅଷ୍ଟମ କ୍ଲାସ ହେବ। ଅଷ୍ଟମ ପିଲାଙ୍କୁ ସ୍କୁଲରେ ମଧ୍ୟାହ୍ନ ଭୋଜନ ଦିଆଯିବ ନାହିଁ। ୨-ଆସନ୍ତା ୨୦ରୁ ନଭେମ୍ବର ୬ ପର୍ଯ୍ୟନ୍ତ ଓଡ଼ିଶା ପରିକ୍ରମା କରିବ ‘ସ୍ୱର୍ଣ୍ଣିମ ବିଜୟ ବର୍ଷ ’ […]

ଆଜିର ଅନୁଚିନ୍ତା

🌸୦୧. ସୁଖ ଚାହୁଁଛତ ରାତିରେ ଅନିଦ୍ରା ରହିବ ନାହିଁ। 🌸୦୨.ଶାନ୍ତି ଚାହୁଁଛ ତ ଦିନରେ ଶୋଇବ ନାହିଁ । 🌸୦୩.ସମ୍ମାନ ଚାହୁଁଛତ କେବେ କାହାକୁ କଟୁକଥା କହିବ ନାହିଁ। 🌸୦୪.ଭଲପାଇବା ଚାହୁଁଛ ତ ନିଜ ଲୋକଙ୍କୁ କେବେ ପାଖରୁ ଅଲଗା କରିବ ନାହିଁ 🌸୦୫.ଲୁଣଭଳି କଡା ଜ୍ଞାନ ଦେଉଥିବା ବ୍ୟକ୍ତି ହିଁ ପକୃତ ବନ୍ଧୁ। କାରଣ ଇତିହାସ ସାକ୍ଷୀ ଅଛି ଲୁଣରେ ଆଜି ଯାଏ କେବେ ପୋକ ପଡିନାହିଁ l 🌸୦୬.ବାହାର ଦୁନିଆ ଯାହା ଦିଶୁଛି ତାହା […]

ଆଜିର ଅନୁଚିନ୍ତା

୦୧.ବ୍ୟକ୍ତି ସଦା ସଫଳତା ପଛରେ ଦୌଡ଼ିଥାନ୍ତି,କିନ୍ତୁ ସଫଳତା ସଦା ପରିଶ୍ରମ କରୁଥିବା ବ୍ୟକ୍ତି ପଛରେ ଦୌଡ଼ି ଥାଏ। ୦୨.ସଫଳତା ଜଳ ସଦୃଶ୍ୟ ଅଟେ,ଜଳ କୁ ଧରିବା ପାଇଁ ହାତ ମୁଠା ନୁହଁ ବରଂ ହାତ ଆଞ୍ଜୁଳା ର ଆବଶ୍ୟକ ହୁଏ। ୦୩. ବ୍ୟକ୍ତି ଅଂହାଙ୍କର ରେ ଆସି ସଫଳତାକୁ ନିଜ ହାତ ମୁଠାରେ ରଖିବାକୁ ଚାହେଁ,କିନ୍ତୁ ବିବେକୀ ବ୍ୟକ୍ତି, ନିଜ ବିବେକପଣ କାରଣରୁ ସଦା ସମର୍ପଣ ଭାବ ରଖି କର୍ମ କରିଚାଲେ। ୦୪.ଅଳ୍ପ ବୁଦ୍ଧି ରେ ମଧ୍ୟ […]

ଆରମ୍ଭରୁ ବିଭ୍ରାଟ

୧-ପାର୍ବଣ ଛୁଟି ପରେ ଖୋଲିବ ଅଷ୍ଟମ ଓ ଏକାଦଶ କ୍ଲାସ୍‌, ସ୍କୁଲ ଓ ଗଣଶିକ୍ଷା ବିଭାଗ ଜାରି କଲା SOP। ୨-କୋଭିଡ଼ ସଂକ୍ରମଣକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି, ଚଳିତ ବର୍ଷ ପାଳିବେନି ଜନ୍ମଦିନ। ଆଜି ୭୬ ବର୍ଷରେ ପଦାର୍ପଣ କରିବେ ନବୀନ। ୩-ଆରମ୍ଭରୁ ବିଭ୍ରାଟ, ନନ୍ଦନକାନନ ଟୟ ଟ୍ରେନରେ ଲାଗିଲା ନିଆଁ।ଅଗ୍ନିକାଣ୍ଡରୁ ଅଳ୍ପକେ ବର୍ତ୍ତିଲେ ୩୦ ପର୍ଯ୍ୟଟକ। ୪-ଓଡ଼ିଶାରେ ଏବେ ବାତ୍ୟା ନାହିଁ; ଲଘୁଚାପ ପ୍ରଭାବରେ ୧୭ଯାଏଁ ବର୍ଷା ସମ୍ଭାବନା। ୫-ଯାଜପୁର ବାଲିଚନ୍ଦ୍ରପୁର ବଜାରରୁ ମା’ […]

ଅନଲାଇନ୍ ଖେଳ ଏବେ ପାଲଟିଛି କାଳ

୧-ଦଶହରା ପରେ ଖୋଲିବ ଅଷ୍ଟମ ଓ ଏକାଦଶ ଶ୍ରେଣୀ । ଏନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ବିଭାଗ । ୨-ଅନଲାଇନ୍ ଖେଳ ଏବେ କାଳ ପାଲଟିଛି। ଅକାଳରେ ଯାଉଛି ପିଲାଙ୍କ ଜୀବନ। ଅନଲାଇନ୍ ପାଠ ପଢା ନାଁରେ ଘଣ୍ଟା ଘଣ୍ଟା ଧରି ଅନ୍ ଲାଇନ୍ ଗେମରେ ମାତୁଛନ୍ତି ଛାତ୍ର। ଆଉ ପରିବାର ଲୋକ ଆକଟ କଲେ ଆତ୍ମହତ୍ୟା କରିବାକୁ ପଛାଉନାହାଁନ୍ତି। ଗତ ୧୫ଦିନ ଭିତରେ ରାଜ୍ୟରେ ଅନଲାଇନ୍ ଗେମ୍ ଯୋଗୁ ଦୁଇ କଅଁଳ ଜୀବନ ଗଲାଣି। ସେପ୍ଟେମ୍ବର […]

ଆଜିର ଅନୁଚିନ୍ତା

ସର୍ବମଙ୍ଗଳ ମାଙ୍ଗଲ୍ୟେ, ଶିବେ, ସର୍ବାର୍ଥସାଧିକେ, ଶରଣ୍ୟେ ତ୍ର୍ୟମ୍ବକେ ଗୌରି, ନାରାୟଣି, ନମୋ<ସ୍ତୁତେ। ➡️ପର ଘର ଭଙ୍ଗା ବୁଢ଼ା ମାଙ୍କଡ଼ ତ ଏ ସମାଜେ ଛନ୍ତି ପଣେ ପର ଘର ଭାଙ୍ଗି କେତେ ଶାନ୍ତି ପା’ନ୍ତି ଉପର ବାଲା ହିଁ ଜାଣେ । ➡️ବିପଦ କାଳରେ ବୃଦ୍ଧଙ୍କର ଉପଦେଶ ଗ୍ରହଣ କରିବା ଏବଂ ବିଚାର କାଳରେ ବୃଦ୍ଧଙ୍କର ମତ ଗ୍ରହଣ କରିବା,,,,, ଭୋଜନ ବିଷୟରେ ବୃଦ୍ଧଙ୍କ ଉପଦେଶ ଗ୍ରହଣ କରିବ ନାହିଁ ,କାରଣ ସ୍ୱୟଂ ପରିପାକ ଓ କାମ […]