Browsing category

ମନୋରଞ୍ଜନ

ବିଚ ରାସ୍ତାରେ ପୋଲିସ କର୍ମୀଙ୍କୁପିଟିଲେ

୧. କଟକଣା ମାନୁ ନାହାନ୍ତି ବିଦେଶ ଫେରନ୍ତା । ୨. ବଣ୍ଡାଘାଟିର ସଫଳ କଫି ଚାଷୀ ଅର୍ଜୁନ, ସରକାରୀ ସହଯୋଗକୁ ଅପେକ୍ଷା । ୩. ଅଖିଳେଶଙ୍କ ପାଇଁ ବାରଣାସୀରେ ପ୍ରଚାର କରିବେ ମମତା । ୪. ପୋଲିସ କର୍ମୀଙ୍କୁ ବିଚ ରାସ୍ତାରେ ପିଟିଲେ ସପା କର୍ମୀ: ଭିଡିଓ ଶେୟାର କଲେ କେନ୍ଦମନ୍ତ୍ରୀ ଅନୁରାଗ ଠାକୁର । ୫. ଜଳଘେରରେ ୫-ଟି ହାଇସ୍କୁଲ ଖେଳପଡିଆ: ବାତ୍ୟା ‘ଜୱାଦ’ ପ୍ରଭାବରେ ଲଗାଣ ବର୍ଷା ଯୋଗୁଁ ରାଜ୍ୟ ସରକାରଙ୍କ ଉଚ୍ଚବିଦ୍ୟାଳୟ ରୂପାନ୍ତରଣ […]

ଟଳିଲା ବିପଦ!

୧-ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ଅଶ୍ବିନଙ୍କ ଆଉ ଏକ ରେକର୍ଡ, ଚଳିତ ବର୍ଷ ସବୁଠୁ ଅଧିକ ଟେଷ୍ଟ ଓ୍ବିକେଟ ନେବାରେ ଦ୍ରୁତ ସ୍ପିନର ୨-କର୍ଣ୍ଣାଟକ ଏବଂ ଗୁଜୁରାଟ ପରେ ମୁମ୍ବାଇରେ ଚିହ୍ନଟ ହେଲା ଓମିକ୍ରନ୍ ଆକ୍ରାନ୍ତ, ମୋଟ ସଂଖ୍ୟା ୪ କୁ ବୃଦ୍ଧି । ୩-ବାତ୍ୟା ପ୍ରଭାବରେ ଉପକୂଳ ଓଡ଼ିଶାରେ ବର୍ଷା। ପାଣିରେ ବୁଡ଼ିଲା ପାଚିଲା ଧାନ, ଉଜୁଡିଲା ଫସଲ । ୪-ରାଜଧାନୀରେ ଚୋରି କରି ଚର୍ଚ୍ଚାରେ ଚୋର । ଦୁଃଖ ପ୍ରକାଶ କଲେ ଦୁଇ ହଜାର […]

ଆଜିର ଅନୁଚିନ୍ତା

🦋ସ୍ବର୍ଗକୁ ପାଇବାକୁ ହେଲେ କୌଣସି ଧର୍ମର ଶରଣ ଆବଶ୍ୟକତା ନାହିଁ, ମରଣ ପରେ ଆମକୁ ଯେଉଁଭଳି ସ୍ବର୍ଗ ପ୍ରାପ୍ତି ହେବ। ଆଉ ଆମ ଜୀବନକୁ ଏପରି ଭାବରେ ଗଢି ତୋଳନ୍ତୁ ଯେପରି ଆମର ଏହି ଧରିତ୍ରୀ ସ୍ବର୍ଗ ବନିଯିବ । 🦋ସନ୍ଧ୍ୟା ସୂର୍ଯ୍ୟଙ୍କୁ ଅସ୍ତ ଶିଖାଏ ଲକ୍ଷ୍ଯ ଜୀବନକୁ ବ୍ଯସ୍ତ ଶିଖାଏ ପଡିଗଲେ କଷ୍ଟ ତ ହୁଏ ନିଶ୍ଚିତ ହେଲେ ଝୁଣ୍ଟିବା ମଣିଷକୁ ଚାଲିବା ଶିଖାଏ 🦋ଯନ୍ଦି ଆପଣ ନିଜେ ସତ୍ ପଥରେ ଅଛନ୍ତି, ତେବେ ନୀରବତାର […]

ଆଜିର ଅନୁଚିନ୍ତା

🦋ଆପଣ ସର୍ବଦା ସତ୍ୟ କୁହନ୍ତୁ । ସତ୍ୟ କହିଲେ ପଛେ ବିପଦ ଆସୁ, କିନ୍ତୁ ସତ୍ୟ ଦିନେ ଆପଣଙ୍କୁ ସମ୍ମାନ ଏବଂ ବିଶ୍ୱାସ ପୁର୍ବରୁ ଶହେଗୁଣା ଅଧିକ ମଜବୁତ୍ ସହିତ ଫେରିବା ଥୟ । 🦋ସର୍ବଦା ନିଜ ପିଲାମାନଙ୍କୁ ସଂସ୍କାର ଦିଅନ୍ତୁ, ନହେଲେ ସେମାନେ ଆପଣଙ୍କ ଅନ୍ତିମ ସଂସ୍କାରରେ ବି ସାମିଲ୍ ହୋଇ ନ ପାରନ୍ତି । 🦋ଆମେ ଚାଲିବା ସମୟରେ ପଡିଗଲେ କଷ୍ଟ ତ ହୁଏ , କିନ୍ତୁ ରାସ୍ତାରେ ଯଦି ଝୁଣ୍ଟିବା ତେବେ ଆମେ […]

ଆଜିର ଅନୁଚିନ୍ତା

🦋ଘଣ୍ଟ,ଘଣ୍ଟି, ଶଙ୍ଖ ବଜାଇ , ଚନ୍ଦନର ବଡ ତିଲକ କାଟି ପ୍ରତିମୂର୍ତ୍ତି ସାମ୍ନାରେ ଢେର୍ ସମୟ ଯାଏ ବସି ରହିବା ପୂଜାନୂହେଁ, ସଚ୍ଚା ନିଷ୍ଠା ସହକାରେ କୌଣସି କାର୍ଯ୍ୟରେ ମନୋନିବେଶ କରିବା ହିଁ ପ୍ରକୃତ ପୂଜା ଅଟେ । 🦋ଯଦି ଆମେ କିଛି ଶିଖିବାକୁ ଚାହିଁବା ତ ତାହେଲେ ଆମର ପ୍ରତ୍ୟେକ ଭୁଲ ଆମକୁ ଅନେକ କିଛି ଶିଖାଇଦେଇପାରିବ । 🦋ସମୟ ଠାରୁ ବଡ ନ୍ୟାୟଧାରୀ କେହି ବି ନାହାନ୍ତି , କାହିଁକିନା ସମୟ ଯାହା ବି […]

ଆଜିର ଅନୁଚିନ୍ତା

🦋କେହି ଆପଣଙ୍କୁ ଗାଳି ଦେଲେ ଆପଣ ହସି ଦିଅନ୍ତୁ, କେହି ମଇଳା କଲେ ତାକୁ ସଫା କରିଦିଅନ୍ତୁ । ଆପଣଙ୍କ ବ୍ୟବହାରରେ ସେ ଲଜ୍ଜା ଅନୁଭବ କରିବେ, ଆପଣଙ୍କ ଅହିଂସା ତାକୁ ସତ୍ୟ ପଥକୁ ଆଣିପାରିବ। 🦋ପ୍ରତ୍ୟେକ ସକାଳର ସୂର୍ଯ୍ୟ ଆମପାଇଁ ଦୁଇଟି ରାସ୍ତା ଆଣିଦିଏ-ପ୍ରଥମଟି ହେଉଛି ଶୋଇରହି ଆନନ୍ଦରେ ସ୍ବପ୍ନ ଦେଖିବା-ଦ୍ୱିତୀୟଟି ହେଉଛି ସ୍ବପ୍ନକୁ ସତ କରିବାକୁ ସଂଘର୍ଷ କରିବା । 🦋ଯଦି କାହା ହୃଦୟ ରେ ମାଗଣାରେ ଘର କରି ରହିବାକୁ ଚାହୁଁଛନ୍ତି ତାହାଲେ […]

ଆଜିର ଅନୁଚିନ୍ତା

🦋ଯେତେ ପ୍ରାୟଶ୍ଚିତ କଲେ ମଧ୍ୟ ପାପୀକୁ କେହି ପୁଣ୍ୟବାନ ବୋଲି ଗ୍ରହଣ କରିପାରନ୍ତି ନାହିଁ, ଆଉ ଯଦି ଥରେ କଳଙ୍କର ଦାଗ କାହା ଉପରେ ଲାଗିଯାଏ ତାହାଲେ ତାକୁ କେବେ ହେଲେ ଲିଭାଇ ହୁଏନାହିଁ । 🦋ମନେରଖନ୍ତୁ ଦୁନିଆରେ ଯେତେ ପ୍ରକାରର ଭୟ ଅଛି,ସେଥି ମଧରୁ ” ନିନ୍ଦା ” ” ଆଉ” ଅପବାଦହେଉଛି ସର୍ବଶ୍ରେଷ୍ଠ । 🦋ତ୍ଯାଗ ବିନା କିଛି ମଧ୍ୟ ପାଇବା ସମ୍ଭବ ନୁହେଁ କାରଣ ଗୋଟିଏ ନିଃଶ୍ବାସ ନେବା ପାଇଁ ମଧ୍ୟ ପ୍ରଥମ […]

ଶୋଇବା ବେଡ ପାଖରେ ରଖନ୍ତୁ ନାହିଁ ଏହି ଜିନିଷ

ପର୍ସ;- ପଇସା ପତ୍ର,ଜରୁରୀ କାଗଜ ପତ୍ର ଏବଂ ପର୍ସ ଏଗୁଡିକ କୁ କେବେ ହେଲେ ନିଜ ବିଛଣା ରେ ରଖି ଶୋଇବା ଉଚିତ ନୁହେଁ।ବାସ୍ତୁ ଶାସ୍ତ୍ର ଅନୁଯାୟୀ ଏହା ଦ୍ୱାରା ଧନ ହାନି ଘଟିଥାଏ। ଘଣ୍ଟା;- ବସ୍ତୁଶାସ୍ତ୍ର ଅନୁଯାୟୀ ସମୟ ଗଣନା ରେ ବ୍ୟବହୃତ ଜିନିଷ ଏବଂ ଶବ୍ଦ ନିୟମିତ କରୁଥିବା ଜିନିଷ କୁ କେବେ ହେଲେ ନିଜ ପାଖରେ ରଖିବା ଉଚିତ ନୁହେଁ। ଏହା ମାନସିକ ଅଶାନ୍ତି ଦେଇଥାଏ। ବହି;- ବହି ଆଦି ଜିନିଷ ପାଠ୍ୟକ୍ରମ […]

ପ୍ରଥମାଷ୍ଟମୀ ପରମ୍ପରା

➡️ମାର୍ଗଶିର ମାସର କୃଷ୍ଣପକ୍ଷ ଅଷ୍ଟମୀ ଓଡ଼ିଶାର ଏକ ପ୍ରମୁଖ ପର୍ବ। ଏହା ପ୍ରକୃତରେ ଜ୍ୟେଷ୍ଠ ସନ୍ତାନର ସମ୍ବର୍ଦ୍ଧନା। ଏହା ଲୋକଭାଷାରେ ‘ପୋରୁହାଁ ଅଷ୍ଟମୀ’ ବା ‘ପୋଢ଼ୁଆଁ ଅଷ୍ଟମୀ’। କାରଣ, ‘ପୋରୁହାଁ’ ବା ‘ପୋଢ଼ୁଆଁ’ ହେଉଛି ‘ପ୍ରଥମା’ ଶବ୍ଦର ଅପଭ୍ରଂଶ। ଏହିଦିନ ଜ୍ୟେଷ୍ଠ ସନ୍ତାନର ଦୀର୍ଘଜୀବନ କାମନା କରି ଷଷ୍ଠୀଦେବୀଙ୍କର ପୂଜା କରାଯାଏ।କାରଣ, ଷଷ୍ଠୀଦେବୀ ହେଉଛନ୍ତି ‘ଜ୍ୟେଷ୍ଠାଦେବୀ’। ➡️ପାରମ୍ପରିକ ପ୍ରଥା ଅନୁସାରେ, ପ୍ରଥମାଷ୍ଟମୀ ଦିନ ଗୋଟିଏ ସ୍ଥାନକୁ ଲିପାପୋଛା କରି, ସେଠାରେ ଅରୁଆଚାଉଳ ବଟା ପିଠଉରେ କୋଠି କଟାଯାଏ। […]

ଆଜିର ଅନୁଚିନ୍ତା

🦋ଅସୁବିଧା ସମୟରେ ପ୍ରକୃତ ସାଥି ଆମର ଅନ୍ତରଙ୍ଗ ବନ୍ଧୁ ହିଁ ହୋଇଥାଏ ହେଲେ ବନ୍ଧୁର ବନ୍ଧୁତ୍ୱର ଗଭୀରତା ତାର ସହଯୋଗ ଓ ତ୍ୟାଗରୁ ହିଁ ଜଣାପଡିଥାଏ । 🦋ଜୀବନର ରାସ୍ତାରେ ସେପର୍ଯ୍ୟନ୍ତ ଚାଲିବା ଛାଡ଼ନ୍ତୁ ନାହିଁ , ଯେପର୍ଯ୍ୟନ୍ତ ଆପଣ ଆପଣଙ୍କ ନିଦ୍ଧାରିତ ଲକ୍ଷ୍ୟ ସ୍ଥାଳରେ ନ ପହଞ୍ଚିଛନ୍ତି । 🦋ପ୍ରତ୍ୟକ ମନୁଷ୍ୟଙ୍କ ଜୀବନରେ ଅଯଥା ସନ୍ଦେହ ସବୁବେଳେ ବିଶ୍ୱାସଘାତକତାକୁ ନିମନ୍ତ୍ରଣ କରି ଆଣେ ତେଣୁ ଯଥା ସମ୍ଭବ ସେଥିରୁ ନିବୃତ ରୁହନ୍ତୁ। ➡️ବନ୍ଧ୍ୟାକି ଜାଣିଵ ପ୍ରସବ […]