ଆଜିର ଅନୁଚିନ୍ତା
ଆଜିର ସୁ-ବିଚାର 🦋 ସଫଳତା…..!!! ଗୋଟିଏ ଦିନରେ ମିଳିବନି.. ଗୋଟିଏ ଦିନ ନିଶ୍ଚୟ ମିଳିବ।🦋ଜୀବନରେ କେବେ କାହା ପଛରେ ଦୌଡନାହିଁ। ତା ମନରେ ତୁମ ପ୍ରତି ଭଲ ପାଇବା ତ ବଢ଼ିବନି କିନ୍ତୁ ତୁମେ ତୁମ ନିଜର ଆତ୍ମସମ୍ମାନ ନିଶ୍ଚୟ ହରାଇ ବସିବ। 🦋ପକୃତ ସଚ୍ଚୋଟ ଲୋକ କଥା ରେ ନୁହେଁ, କାମରେ କରି ଦେଖେଇଥାନ୍ତି..। 🦋କୂଅରୁ ପାଣି ବାହାର କରୁଥିବା ଲୋକର ଧ୍ୟାନ ଈଶ୍ୱର ସ୍ମରଣ ପ୍ରତି ରହିବା ଉଚିତ୍ 🦋ସଂସାରରେ ମନୁଷ୍ୟ ହିଁ ଏକମାତ୍ର […]