Browsing category

ମନୋରଞ୍ଜନ

ଆଜିର ଅନୁଚିନ୍ତା

🦋ମଣିଷ ପଛରେ ଯିଏ ଚାଲେ.. ● ତା ନାଁ “ଛାୟା” ମଣିଷ ଯାହା ପଛରେ ଚାଲେ.. ●ତା ନାଁ “ମାୟା” 🦋ବିବେକ ହେଉଛି ଏପରି ଏକ ରାସ୍ତା ତାକୁ ଠିକ୍ ଭାବେ ନ ଚିହ୍ନି ହେୟଜ୍ଞାନ କରିଗଲେ ବାଟବଣା ହେବାକୁ ପଡେ, ଅସାବଧାନତାରେ ଗଲେ ଦୁର୍ଘଟଣାର ଶିକାର ହେବାକୁ ପଡିଥାଏ ଆଉ ତାକୁ ଠିକ୍ ଭାବେ ଚିହ୍ନି, ତା ନିୟମ ମାନି ଚାଲିଲେ ଲକ୍ଷ୍ୟ ସ୍ଥଳରେ ପହଞ୍ଚି ଆନନ୍ଦ ଉପଭୋଗ କରି ହୋଇଥାଏ । 🦋ନିଜେ ଜଣେ […]

ମହାରାଷ୍ଟ୍ରରେ ହଇଚଇ

➡️୧-ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି କୋବିନ୍ଦ । କହିଲେ ଭାରତୀୟଙ୍କ ପାଇଁ ଗର୍ବ ଓ ଗୌରବ । ସେପଟେ ଆଜି ଲାଲକିଲ୍ଲା ରେ ଦେଶବାସୀଙ୍କୁ ସୋମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ➡️୨-ଆସନ୍ତାକାଲି ଠାରୁ ସର୍ବସାଧାରଣଙ୍କ ପାଇଁ ଖୋଲିବ ଶ୍ରୀମନ୍ଦିର,ଏଥିପାଇଁ ପ୍ରଶାସନ ତରଫରୁ ପ୍ରସ୍ତୁତି ଆରମ୍ଭ । ➡️୩-ସିବିଏସଇ ଓ ମାଟ୍ରିକ ବୋର୍ଡ ଢାଞ୍ଚାରେ ହେବ ସିଏଚଏସଇର ଯୁକ୍ତ ଦୁଇ ପରୀକ୍ଷା । ୟୁନିଟ ଟେଷ୍ଟ ସହ ଷାଣ୍ମାସିକ ଓ ବାର୍ଷିକ ପରୀକ୍ଷା ମାର୍କ ଆଧାରରେ […]

ମହାପାପ କରୁଛନ୍ତି ରାଜ୍ୟ ସରକାର

୧. ‘ଓବିସିଙ୍କୁ ଅଧିକାର ନଦେଇ ରାଜ୍ୟ ସରକାର ମହାପାପ କରୁଛନ୍ତି’ । ୨. ଛୋଟ ଛୋଟ ସହରର ବିକାଶ ଉପରେ ଅଧିକ ଗୁରୁତ୍ବ ଦିଆଯାଉଛି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ଆଜି ଦିଗପହଣ୍ଡି ଠାରେ ଏକ କଟନ ଗିନିଂ ଆଣ୍ଡ ପ୍ରେସିଂ ମିଲ ଏବଂ ଏକ ନୂଆ ବସ୍‌ ଟର୍ମିନାଲ ଉଦ୍‌ଘାଟନ କରିବା ଅବସରରେ ମୁଖ୍ୟମନ୍ତ୍ରୀ ଏହା କହିଛନ୍ତି । ୩. ଓଡିଶା ବନ ଉନ୍ନୟନ ନିଗମ ପକ୍ଷରୁ ରାଜ୍ୟ ସରକାରଙ୍କୁ ୧.୫୮ […]

ଆଜିର ଅନୁଚିନ୍ତା

➡️ଖୁସି ରହିବା ପାଇଁ ମଣିଷ ଭିତରେ ଏହି ଦୁଇଟି ଜିନିଷ ରହିବା ବହୁତ ଜରୁରୀ ୧.ସହିବାର ଓ ଶୁଣିବାର ଶକ୍ତି ,୨.ବୁଝିବା ଆଉ ବୁଝେଇବାର ଶକ୍ତି । ➡️”କେବଳ ଭଲପାଉଛି କହିଲେ ଭଲ ପାଇବା ହୁଏନି ଜୀବନସାରା ସୁଖ , ଦୁଃଖ , ହସ ଲୁହ ଭାଗକରି ନେବା ହେଉଛି ପ୍ରକୃତି ଭଲପାଇବା ! ➡️”ପ୍ରେମ ଶବ୍ଦ ଟି ସମସ୍ତେ ଶୁଣିଥାନ୍ତି କିନ୍ତୁ ସମସ୍ତେ ପ୍ରେମକୁ ଦେଖିନଥାନ୍ତି ପ୍ରେମକୁ ଦେଖିବାର ଅଛିତ ମା କୁ ଦେଖନ୍ତୁ ! […]

ଆସିଲା ଚିନ୍ତା ବଢାଇଲା ଭଳି ଖବର

୧-ହିମାଚଳରେ ଭୁସ୍ଖଳନ: ପାହାଡ଼ରୁ ମାଟି ଅତଡ଼ା ଖସି ଚାପି ହୋଇଗଲା ବସ୍‌, ଟ୍ରକ, କାର୍‌ ସମେତ ଅନେକ ଗାଡ଼ି, ୧୧ ମୃତ ଓ ୧୪ ଉଦ୍ଧାର, ୧୭ରୁ ଅଧିକ ଫସିଥିବା ଆଶଙ୍କା । ୨-ବେଙ୍ଗାଲୁରୁ ଆସିଲା ଚିନ୍ତା ବଢାଇଲା ଭଳି ଖବର । ୫ଦିନରେ ୨୫୦ ଛୋଟ ପିଲା କରୋନାରେ ଆକ୍ରାନ୍ତ । ତୃତୀୟ ଲହର ନେଇ ବଢିଲା ଆଶଙ୍କା । ୩-ତିନିଦିନିଆ ଓଡ଼ିଶା ଗସ୍ତରେ ଆସିବେ ରେଳମନ୍ତ୍ରୀ ୪-ଆଫଗାନିସ୍ତାନରେ ମାଡି ଚାଲିଛି ତାଲିବାନ । ଆମେରିକା […]

ଆଜିର ଅନୁଚିନ୍ତା

➡️”ସିଗାରେଟ୍ ହୁଅ ନାହିଁ, ବ୍ୟବହାର ପରେ ଏହାକୁ ପାଦ ତଳେ ଦଳି ଦିଆଯାଏ, ଯଦି ଆପଣଙ୍କୁ ଯଦି କିଛି ବନିବାର ଅଛି, ହେବାର ଅଛି ତ ନିଶା ହୁଅ,ତୁମକୁ ବ୍ୟବହାର କରୁଥିବା ଲୋକ ବର୍ବାଦ ହୋଇଯାଏ !! ➡️”ପ୍ରତ୍ୟେକ ବ୍ୟକ୍ତି ତାଙ୍କ ଜୀବନରେ ଜଣେ ଜଣେ ହିରୋ, ହେଲେ କିଛି ଲୋକଙ୍କ ଚଳଚ୍ଚିତ୍ର ରିଲିଜ୍ ହୁଏ ନାହିଁ !! ➡️”ଯଦି ଆପଣ ଏକୁଟିଆ ଅଛନ୍ତି, ଚିନ୍ତାଧାରାକୁ ନିୟନ୍ତ୍ରଣ କରନ୍ତୁ ଏବଂ ଯଦି ଆପଣ ସମସ୍ତଙ୍କ ସହିତ ଅଛନ୍ତି, […]

ଆଜିର ଅନୁଚିନ୍ତା

ଆମେ କାହିଁକି ପାଦପୂଜା, ଈଶ୍ୱରୀୟ ପାଦର ଉପାସନା କରିବା ? ଭଗବାନଙ୍କ ପଦ ପଙ୍କଜରେ ଜଣେ ମୁଣ୍ଡ ନୁଆଁଇବାର ଧାରଣା ହେଉଛି ଯେ ପବିତ୍ର ଚିନ୍ତାଧାରା ଭକ୍ତଙ୍କ ମନରେ ପ୍ରବେଶ କରୁ । ଏହାର ଅର୍ଥ ହେଉଛି ଯେତେବେଳେ ଜଣେ ପ୍ରଭୁଙ୍କ ପାଦ ସଂସ୍ପର୍ଶରେ ଆସେ, ପାଦରୁ ପବିତ୍ର ପ୍ରେରଣା ଭକ୍ତଙ୍କ ନିକଟକୁ ପ୍ରବାହିତ ହୁଏ । ଯେତେବେଳେ ଭକ୍ତଙ୍କ ମୁଣ୍ଡ ପ୍ରଭୁଙ୍କ ପାଦକୁ ସ୍ପର୍ଶ କରେ, ସେତେବେଳେ ପ୍ରଭୁଙ୍କ ଈଶ୍ୱରୀୟ ଶକ୍ତି ତାଙ୍କ ଆଡକୁ ପ୍ରବାହିତ […]

ମଦ ନେଲେ RT-PCR ଟେଷ୍ଟ ରିପୋର୍ଟ ବାଧ୍ୟତାମୂଳକ

୧. ସିଫାରେ ଜନଜାତି ମହିଳା ଓ କୃଷିଜିବୀଙ୍କ ନିମନ୍ତେ ରଙ୍ଗୀନ ମାଛ ଚାଷ ପ୍ରଶିକ୍ଷଣ ୨. ଧୂମଧାମରେ ବିଭିନ୍ନ ସ୍ଥାନରେ ପାଳିତ ହେଲା ଜଟଣୀ ବିଧାୟକ ସୁର ରାଉତରାୟଙ୍କ ଜନ୍ମଦିବସ । ୩. ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସମସ୍ତଙ୍କ ପାଇଁ ଶିକ୍ଷା ଯୋଗାଇବାରେ ଟେକ୍ନୋଲୋଜି ବ୍ୟବହାର କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛନ୍ତି । ୪. ନେତାଙ୍କ ନାଁରେ ଆପରାଧିକ ମାମଲାକୁ ସିଧାସଳଖ ପ୍ରତ୍ୟାହାର କରିପାରିବେ ନାହିଁ ସରକାର । ୫. […]

ହିରୋଙ୍କ ପାଇ ଉତ୍ସବର ମାହୋଲ

୧–ଚୀନକୁ ବଡ଼ ସନ୍ଦେଶ ଦେଲା ଭାରତ । ଲଦାଖ ସୀମାରେ ସେନାର ଶକ୍ତି ପ୍ରଦର୍ଶନ, ବାୟୁସେନା ଓ ସ୍ଥଳସେନାର ମିଳିତ ଯୁଦ୍ଧାଭ୍ୟାସରେ ସାମିଲ ହେଲା ଆପାଚେ ହେଲିକପ୍ଟର ସହ ଭୀଷ୍ମ ଟ୍ୟାଙ୍କ । ୨-କ୍ୟାବିନେଟ ବୈଠକରେ ନିଷ୍ପତ୍ତି: ୮୯ ଗୋଟି ‘ବହୁମୂଖୀ ଇନଡୋର ଷ୍ଟାଡିୟମ’ ପାଇଁ ୬୯୩.୩୫ କୋଟି ମଞ୍ଜୁରୀ . ୩-ମୋଟ ୧୬ଟି ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ। ଅପର ଇନ୍ଦ୍ରାବତୀ ଡାହାଣ କେନାଲ ୪୮କିମି ପର୍ଯ୍ୟନ୍ତ କଂକ୍ରିଟ ହେବ। ୪–ସମ୍ବଲପୁର ଆଇଆଇଏମକୁ ଆଉ ୧୮ ଏକର […]

ଆଜିର ଅନୁଚିନ୍ତା

➡️”ଯଦି ଆପଣ ଜୀବନକୁ ବୁଝିବା ପାଇଁ ଚାହୁଁଛନ୍ତି ତେବେ ନିଜକୁ ସର୍ବଦା ଗୋଟିଏ ଶିଷ୍ୟ ସ୍ଥାନରେ ରଖନ୍ତୁ , ଧୀରେ ଧୀରେ ସବୁକିଛି ବୁଝିପାରିବେ !! ➡️”ସମ୍ପୂର୍ଣ୍ଣ ଜୀବନକାଳ ମଧ୍ୟରେ କେହି ବି ସବୁଦିନ ଶତୃ ବା ମିତ୍ର ହୋଇ ରହିନଥାନ୍ତି . ଆଜି ଯିଏ ଭଲ ଆସନ୍ତାକାଲି ଖରାପ , ତା’ପରଦିନ ପୁଣି ଭଲ . ସେଥିପାଇଁ ଆମେ ଯଦି ସେସବୁକୁ ଧ୍ୟାନ ନ ଦେଇ ନିଜ ହିସାବରେ ରହିବା ତାହେଲେ ଜୀବନର ପଥ ସୁଗମ […]