Browsing category

ମନୋରଞ୍ଜନ

ପୋଲିସ,ପୋଲିସ ମୁହାଁମୁହିଁ

୧-ପ୍ରଥମ ଥର ପାଇଁ ଓଡ଼ିଶାରେ ଆରମ୍ଭ ହେଲା ୟୁଟ୍ୟୁବରେ ପାଠପଢ଼ା । ପ୍ରଥମରୁ ଦଶମ ଯାଏଁ ଅନଲାଇନରେ ହେଲା କ୍ଲାସ । ଉପାନ୍ତ ଜିଲ୍ଲାରୁ ଆସିଲା ବିକଳ ଚିତ୍ର, ଅନେକ ପିଲାଙ୍କ ପାଖରେ ମୋବାଇଲ ନଥିବାରୁ ପଢ଼ି ପାରିଲେନି ପାଠ । ୨-ଭାରତ-ନ୍ୟୁଜିଲାଣ୍ଡ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲ । ଚତୁର୍ଥ ଦିନ ବି ବର୍ଷାରେ ଧୋଇଗଲା । ୩-ନୂଆ ଜାତୀୟ ରେକର୍ଡ କଲେ ଦୂତୀ , ୧୧.୧୭ ସେକେଣ୍ଡରେ ଦୌଡିଲେ ୧୦୦ ମିଟର । ୪-5G […]

ଆଜିର ଅନୁଚିନ୍ତା

?ଦରକାର ଠାରୁ ଅଧିକ ସମୟ ଆଉ ସମ୍ମାନ ଦେଲେ ମଣିଷ ବଦଳି ଯାଆନ୍ତି —। ?ବେଳେ ବେଳେ ଲାଗେ ଯାହା ବିତିଯାଇଛି ତାକୁ ଭାବିବା ବୃଥା , କିନ୍ତୁ ସତ ଏହା ଯେ ବିତିଯାଇଥିବା କଥା ହିଁ ମଣିଷକୁ ଠିକ୍ ନିଷ୍ପତ୍ତି ନେବାରେ ସହାୟକ ହୋଇଥାଏ । ?କ୍ଷମତାର ଗର୍ବରେ ମଣିଷ ନିଜ ଭୁଲ୍ ଠିକ୍ ବିଚାର କରିବା ଦକ୍ଷତା ହରେଇଦିଏ । କିନ୍ତୁ ସବୁ ଚାଲିଗଲା ପରେ ସେ ଯେତେ କ୍ଷମା ପ୍ରାର୍ଥନା କଲେ ମଧ୍ୟ୍ୟ […]

ପୁଣି ଥରେ ପ୍ରସାରିତ ହେବ ଧାରାବାହିକ ଶ୍ରୀ ଗଣେଶ

ଭୁବନେଶ୍ୱର,୨୧/୬(ଏସ ଏସ ନିୟୁଜ)ପୁଣିଥରେ ଦୂରଦର୍ଶନରେ ପ୍ରସାରିତ ହେବାକୁ ଯାଉଛି ଲୋକପ୍ରିୟ ଟିଭି ଧାରାବାହିକ ଶ୍ରୀ ଗଣେଶ ।ଜୁବି କୋଚର ଏବଂ ନିର୍ଦ୍ଦେଶକ ଧୀରଜ କୁମାରଙ୍କ ଲୋକପ୍ରିୟ ପୌରାଣିକ ସିରିଏଲ୍ ଜୁନ୍ ୨୧ ରୁ ପୁଣିଥରେ ଦୂରଦର୍ଶନରେ ପ୍ରସାରିତ ହେବାକୁ ଯାଉଛି। ଲକଡାଉନ୍ ସମୟରେ ପୌରାଣିକ କଥାକୁ ଦର୍ଶକମାନେ ଖୁବ ପସନ୍ଦ କରୁଛନ୍ତି । ଭଗବାନ ଶ୍ରୀ ଗଣେଶ ଭାରତର ସଂସ୍କୃତି ଓ ଧର୍ମରେ ଗଭୀର ଭାବରେ ରୁଚି ରହିଛନ୍ତି ଏବଂ ତାଙ୍କ ଉପରେ ଆଧାରିତ ଶ୍ରୀ ଗଣେଶ […]

ଆଜିର ଅନୁଚିନ୍ତା

ଏ ଲୁହ ଭି ବଡ ଅଜବ ପ୍ରକାର…… ଖୁସି ରେ ଝରିଥାଏ…. ଆଉ ଦୁଃଖରେ ବି ଝରିଥାଏ…… ଯିଏ ସେ ଲୁହକୁ ବୁଝିପାରିଥାଏ ତା ପାଇଁ ସେ ମୂଲ୍ୟବାନ ହୋଇଥାଏ…… “ ଆଉ ” ଯିଏ ନ ବୁଝି ପାରିଥାଏ ତା ପାଇଁ କେବଳ ପାଣିର ବୁନ୍ଦା ହୋଇଥାଏ……. ଯଦି “ମହାଭାରତ “ପଢିବାକୁ ଆପଣଙ୍କ ପାଖରେ ସମୟ ନାହିଁ ତଥାପି ଏହାର ନଅ ଗୋଟି ସୂତ୍ର ଜୀବନରେ ଉପଯୋଗୀ ସିଦ୍ଧ ହୋଇଥାଏ । ୧. ସନ୍ତାନଙ୍କ ଭୁଲ୍ […]

ଆଜିଠୁ ୟୁଟ୍ୟୁବ୍‌ରେ ପାଠପଢ଼ା

୧-ଆଜି ସକାଳ ସାଢେ ୬ଟାରେ ଆନ୍ତର୍ଜାତୀୟ ଯୋଗ ଦିବସ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବେ ପିଏମ୍ ମୋଦୀ ୨–ବିଶ୍ୱ ଟେଷ୍ଟ ଚାମ୍ପିୟନସିପ ଫାଇନାଲ: ପ୍ରଥମ ଇଂନିସରେ ୨୧୭ ରନରେ ଭାରତ ଅଲଆଉଟ ।ନ୍ୟୁଜିଲାଣ୍ଡ ୧୦୧/୨ . ୩-ଆଜିଠୁ ୟୁଟ୍ୟୁବ୍‌ରେ ପାଠପଢ଼ା . ୪-ଅନାଥ ଶିଶୁଙ୍କ ପାଇଁ ଆସିଲା ଆଶୀର୍ବାଦ ଯୋଜନା । ବାପା ଓ ମା’ଙ୍କୁ ହରାଇଥିଲେ ମିଳିବ ମାସିକ ୨୫୦୦ ଟଙ୍କା । ୫–ସିଏଚ୍‌ଏସଇ ପରୀକ୍ଷା ନିୟନ୍ତ୍ରକ ଡ.ବିଜୟ ସାହୁଙ୍କ ସୂଚନା- ବିକଳ୍ପ ମୂଲ୍ୟାୟନ ଯୋଗୁ ଚଳିତ […]

ଆଜିର ଅନୁଚିନ୍ତା

ବିଶ୍ବାସ ନହେଲେ ବି ସତ ଆମେଚାଲୁଥିବାସମୟରେ ଦୁଇ  ପାଦ ଭିତରେ ଅନେକ ତଫାତ୍ ଥାଏ……ଗୋଟିଏ ପାଦ ଆଗକୁ ଥାଏ ତ ଅନ୍ୟଟି ପଛରେ ରହିଯାଏ…… ନା କେବେ ବି ଆଗରେ ଥିବା ପାଦ ଅଭିମାନ କରେ କି ନା କେବେ ପଛରେ ଥିବା ପାଦ  ଅପମାନ ଭାବେ……କାହିଁକି ନା ସେମାନେ ଜାଣନ୍ତି କିଛି କ୍ଷଣ , ମଧ୍ୟରେ ସ୍ଥିତି ବଦଳି ଯିବ….ଏହାକୁ ତ ଜୀବନ କହନ୍ତି…… ଯେଉଁଠି ନିଜ ଜାଗା ନାହିଁ……..ଅଭିଯୋଗ କାହିଁକି ? ଯେଉଁଠି ବିଶ୍ବାସ […]

ପେଡି ଖୋଲିଲା

  ୧. ଓଡିଆ ସଂଗୀତ ଜଗତର ପ୍ରଖ୍ୟାତ କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କର କରୋନାରେ ପରଲୋକ । ୨. ସପ୍ତମ ଆନ୍ତର୍ଜାତିକ ଯୋଗ ଦିବସ ପାଳନର ଅବ୍ୟବହିତ ପୂର୍ବରୁ ସରକାରୀ ମହିଳା ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ( ଏନ୍ ଏସ୍ ଏସ୍) ଆନୁକୁଲ୍ୟରେ ଏକ ଯୋଗ କର୍ମଶାଳା ଭାରଚୁଆଲରେ ଅନୁଷ୍ଠିତ ହୋଇଛି। ୩. ବିଶ୍ଵ ଟେଷ୍ଟ ଚମ୍ପିଆନସିପ୍ ଫାଇନାଲ: ବାଧକ ସାଜିଲା ଖରାପ ଆଲୋକ, ଦ୍ଵିତୀୟ ଦିନ ସୁଦ୍ଧା ଭାରତର ସ୍କୋର ୧୪୬/୩ । ୪. ଭୁବନେଶ୍ବର […]

ଆଜିର ଅନୁଚିନ୍ତା

ଆଜିର ନୀତିବାଣୀ ?ଦୁନିଆରେ ସେହି ଲୋକମାନେ ସବୁବେଳେ ସଫଳ ହୋଇଥାନ୍ତି, ଯାହାର ନିଜ ଉପରେ ଭରଷା ଥାଏ । ?ସବୁବେଳେ ମନେ ରଖିବା ଉଚିତ ଯେ ବିଶ୍ୱାସରେ ଅନ୍ୟକୁ ଜିଣିହେବ, କିନ୍ତୁ ସନ୍ଦେହରେ କୌଣସି କାମର ଆରମ୍ଭ କରିହୁଏ ନାହିଁ। ?ସଫଳତା…..!!!ଗୋଟିଏ ଦିନରେ ମିଳିବନି.. ପରନ୍ତୁ ଦିନେ ନା ଦିନେ ନିଶ୍ଚୟ ମିଳିବ। ?ଉତ୍ସାହ ହିଁ ସର୍ବଦା ସବୁପ୍ରକାର କର୍ମ କରିବାରେ ପ୍ରବୃତ୍ତ କରିଥାଏ। ଜୀବ ଯେଉଁସବୁ କର୍ମ କରେ ସେମାନଙ୍କୁ ଉତ୍ସାହ ହିଁ ସଫଳତା ଦେଇଥାଏ। […]

ଧରାପଡିଗଲା ମ୍ୟାଡମ୍‌ଙ୍କ ମିଛ

୧-ଅଗଷ୍ଟ ଦ୍ୱିତୀୟ ସପ୍ତାହରେ ପ୍ରକାଶ ପାଇବ ଯୁକ୍ତ ୨ ରେଜଲ୍ଟ।ଦଶମ ପରୀକ୍ଷା ଭିତ୍ତିରେ ମୂଲ୍ୟାୟନ କରିବାକୁ ନିଷ୍ପତ୍ତି। ୨-ବିଶେଷଜ୍ଞଙ୍କ ଆଶଙ୍କା ଅକ୍ଟୋବର ସୁଦ୍ଧା ଆସିପାରେ କରୋନାର ତୃତୀୟ ଲହର। ପ୍ରସ୍ତୁତ ରହି ଡବଲ ମାସ୍କ ଲଗାଇବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ। ୩-ସାଇବର ଅପରାଧୀଙ୍କ ନୂଆ କୈ।ଶଳ ,ଦଶମ, ଦ୍ବାଦଶ ଶ୍ରେଣୀ ପରୀକ୍ଷା ପ୍ରମାଣ ପତ୍ର ନାଁ ରେ ଅଭିଭାବକଙ୍କୁ ଫସାଉଛନ୍ତି। ୪-କଟକରୁ ନକଲି କରୋନା ଔଷଧ ଜବତ ଘଟଣା, କମ୍ପାନୀ ମାଲିକକୁ ଜେରା ପାଇଁ ମୁମ୍ବାଇ ଗଲା STF। […]

ବିନା ପରୀକ୍ଷାରେ ରେଜଲ୍ଟ

୧-ମୁଖ୍ୟମନ୍ତ୍ରୀଙ୍କ ୧୬୯୦ କୋଟି ୪୬ ଲକ୍ଷ ଟଙ୍କାର କୋଭିଡ ସହାୟତା ଘୋଷଣା : ଭୂମିହୀନ ଚାଷୀ, ନିର୍ମାଣ ଶ୍ରମିକ, ଗରିବ ଲୋକ, ଆଦିମ ଜନଜାତି, ଏନ୍.ଆର.ଇ.ଜି.ଏ ଶ୍ରମିକ, ଛାତ୍ରଛାତ୍ରୀ ସମସ୍ତେ ଉପକୃତ ହେବେ । ୨-ବିନା ପରୀକ୍ଷାରେ ରେଜଲ୍ଟ ବାହାର କରିବା ପାଇଁ ବାହାରିଲା ସୂତ୍ର । ୩୧ ଜୁଲାଇ ସୁଦ୍ଧା ବାହାରିବ ସିବିଏସଇ ଦ୍ୱାଦଶ ପରୀକ୍ଷା ଫଳ । ଦଶମ-ଏକାଦଶ ଓ ଦ୍ୱାଦଶ ପ୍ରି-ବୋର୍ଡ ମାର୍କ ଆଧାରରେ ହେବ ମୂଲ୍ୟାୟନ ।ଜୁଲାଇ ୨୦ ମଧ୍ୟରେ ଦଶମ । […]