ଆଜିର ଅନୁଚିନ୍ତା

ଆଜିର ନୀତିବାଣୀ
?ଦୁନିଆରେ ସେହି ଲୋକମାନେ ସବୁବେଳେ ସଫଳ ହୋଇଥାନ୍ତି, ଯାହାର ନିଜ ଉପରେ ଭରଷା ଥାଏ ।
?ସବୁବେଳେ ମନେ ରଖିବା ଉଚିତ ଯେ ବିଶ୍ୱାସରେ ଅନ୍ୟକୁ ଜିଣିହେବ, କିନ୍ତୁ ସନ୍ଦେହରେ କୌଣସି କାମର ଆରମ୍ଭ କରିହୁଏ ନାହିଁ।
?ସଫଳତା…..!!!ଗୋଟିଏ ଦିନରେ ମିଳିବନି.. ପରନ୍ତୁ ଦିନେ ନା ଦିନେ ନିଶ୍ଚୟ ମିଳିବ।
?ଉତ୍ସାହ ହିଁ ସର୍ବଦା ସବୁପ୍ରକାର କର୍ମ କରିବାରେ ପ୍ରବୃତ୍ତ କରିଥାଏ। ଜୀବ ଯେଉଁସବୁ କର୍ମ କରେ ସେମାନଙ୍କୁ ଉତ୍ସାହ ହିଁ ସଫଳତା ଦେଇଥାଏ।
?ଉତ୍ତମ ଚିନ୍ତାଧାରା ଦ୍ୱାରା ଜଣେ ବ୍ୟକ୍ତି ଆଗକୁ ବଢିବା ସହ ସଫଳତାର ନିକଟତର ହୋଇ ପାରିବ।
ଆଜିର ସାଧୁବାଣୀ
?ନିଜକୁ ଜ୍ଞାନୀ ଭାବନ୍ତୁ ମନା ନାହିଁ, କିନ୍ତୁ ଅନ୍ୟକୁ ମୂର୍ଖ ଭାବିବାର ମୁର୍ଖତା କରନ୍ତୁ ନାହିଁ। କାରଣ ସମସ୍ତଙ୍କ ଠାରୁ କିଛିନା କିଛି ଶିଖିବାକୁ ମିଳିଥାଏ ।
?ଅନ୍ୟର ପରାମର୍ଶକୁ ଗ୍ରହଣ ନ କରି ନିଜକୁ ସବୁବେଳେ ଠିକ ଭାବିବା ମଧ୍ୟ ଅସଫଳ ଆଣିଦିଏ ।
?କୌଣସି ଗୁରୁଜନ ଲୋକଙ୍କୁ ବାମ ହାତ ରେ କିଛି ଦିଅନ୍ତୁ ନାହିଁ। ଏହା ମୂର୍ଖତା ର ପରିଚୟ ଅଟେ ।
?ଗୁରୁଜନ ବସିଥିବା ଚେଆର୍, ଟେବୁଲ୍, ପିଢ଼ା ଉପରେ ଗୋଡ଼ ଲଗାନ୍ତୁ ନାହିଁ ।
?ସବୁବେଳେ ଅନ୍ଧ, ଅକ୍ଷମ ଲୋକଙ୍କୁ କିଛି ନା କିଛି ପ୍ରଦାନ କରନ୍ତୁ, କଲ୍ୟାଣ ହେବ।
?ପିତା ମାତାଙ୍କ ଗାଳି, ପିଲାମାନଙ୍କ ପାଇଁ ଆଶୀର୍ବାଦ ହୋଇ ଥାଏ। ସେଥି ପାଇଁ କେବେ ତାଙ୍କୁ ଜବାବ୍ ଦିଅନ୍ତୁ ନାହଁ।

ଆଜିର ଅନୁଚିନ୍ତା
?ଆଘାତ କେବଳ କଷ୍ଟ ଦିଏ ନାହିଁଜଣକୁ ବି ବଦଳେଇ ଦିଏ,,,,,,।
?ଆନ୍ତରିକତାରେ ଟିକିଏ ପ୍ରଶଂସା ବାଣ୍ଟୁଥିବା ଓ ସ୍ୱଇଚ୍ଛାରେ ଟିକିଏ ଉତ୍ସାହ ଅପରକୁ ଦେଉଥିବା ବ୍ୟକ୍ତି ବାସ୍ତବରେ ବଡ଼ ବଦାନ୍ୟ,ଏସବୁ ଦେଇ ବି ସେ ଅହିଂସା ଓ ଉଦାରତାରେ କୁବେର ହୋଇଯାଏ ମାତ୍ର ହିଂସା ଓ ଇର୍ଷାରେ ଦରିଦ୍ର ଆଉ ଶ୍ରେଷ୍ଠ କୃପଣ ହୋଇଯାଏ।
?ପୃଥିବୀ ପୃଷ୍ଠରେ ପ୍ରଥମ ଆଲୋକ ଯାହା ପାଇଁ ଆମେ ଦେଖୁଛୁ, ମନର ଆବେଗ ନ କହିବା ଆଗରୁ ମନ କଥା ଯିଏ ବୁଝିଥାଏ, ପାଦରେ କଣ୍ଟା ଫୁଟିଗଲେ ଯାହାର ଛାତିରୁ ରକ୍ତ ଝରିଯାଏ, ଯିଏ ସବୁ ଅଳି ଅର୍ଦ୍ଦଳିକୁ ସହିଯାଏ, ଯିଏ ସବୁ ଆଶା ଅଭିଳାଷକୁ ପୁରଣ କରେ ଭାଗବାନଙ୍କ ବିଚିତ୍ରଲୀଳା ତାଙ୍କୁ ପିତାମାତା ରୂପେ ଉପହାର ଦେଇଛନ୍ତି ।
?ମୂଲ୍ୟଟା ସମସ୍ତେ ବୁଝିପାରନ୍ତି କିନ୍ତୁ ହରେଇ ସାରିବା ପରେ ।
?Friendship ରେ କିଛି ରୁଲ ନାହିଁ ଆଉ ଏହାକୁ ଶିଖିବାରେ କୋଣସି
School ନଥାଏ …….ଶୁଭ ସକାଳ,ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ହେଉ??ଜୟ ଜଗନ୍ନାଥ??

Comments (0)
Add Comment