Browsing category

ମନୋରଞ୍ଜନ

ଗାଁ ମୁହାଁ ପ୍ରବାସୀ ଶ୍ରମିକ

୧-ଆଜି ମହାପ୍ରଭୁ ଲିଙ୍ଗରାଜଙ୍କ ଅଶୋକାଷ୍ଟମୀ ରଥଯାତ୍ରା, ଦିନ ୧୨ଟାରୁ ସଂଧ୍ୟା ପର୍ଯ୍ୟନ୍ତ ୧୪୪ଧାରା ଲାଗୁ । ୨-ରାଜ୍ୟ ସରକାରଙ୍କ ବଡ ନିଷ୍ପତ୍ତି ଏଣିକି ରାଜ୍ୟର ସବୁ ଜିଲ୍ଲାର ସହରାଞ୍ଚଳ ଶନିବାର ଓ ରବିବାର ହେବ ସଟଡାଉନ । ୩-ମଇ ୧ ତାରିଖ ଠାରୁ ୧୮ ବର୍ଷରୁ ଉର୍ଦ୍ଧ ସମସ୍ତ ନାଗରିକ ମାନଙ୍କ ପାଇଁ ଟୀକାକରଣ ପ୍ରକ୍ରିୟା ଅନିର୍ବର୍ଯ୍ୟ ଅଟେ, ସମସ୍ତ ସରକାରୀ ସଞ୍ଚାଳିତ କୋଭିଡି କେନ୍ଦ୍ରରେ କରୋନା ଟୀକ୍କା ମାଗଣାରେ ଉପଲବ୍ଧ ହେବ । ୪-ପାଠ୍ୟକ୍ରମ ଶେଷ […]

କୋଭିଡ଼୍‌ ଯୋଗୁ ବନ୍ଦ ହେଲା ଲିଙ୍ଗରାଜ ମହୋତ୍ସବ

ଭୁବନେଶ୍ୱର,୧୮/୪ (ଏସ ଏସ ନିୟୁଜ)ଏକାମ୍ର ସାଂସ୍କୃତିକ ପ୍ରକାଶନୀ ପକ୍ଷରୁ ଲିଙ୍ଗରାଜ ଭଜନ ମଣ୍ଡପରେ ଲିଙ୍ଗରାଜ ମହୋତ୍ସବ ଚଳିତ ବର୍ଷ କୋଭିଡ଼୍‌ ଯୋଗୁ ବନ୍ଦ କରି ଦିଆଯାଇଛି। ଦିର୍ଘ ବର୍ଷ ହେଲା ୬ଦିନ ଧରି ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ବେଳେ ହୋଇ ଆସୁଥିଲା। ଅନୁଷ୍ଠାନର ସଭାପତି ବିଧାୟକ ସୁରେଶ କୁମାର ରାଉତରାୟଙ୍କ ଅଧ୍ୟକ୍ଷତା ଓ ସମ୍ପାଦକ ସନତ ମିଶ୍ରଙ୍କ ସଂଯୋଜନାରେ ଠାକୁରଙ୍କ ସମ୍ମୁଖରେ କଳାକାର ନୃତ୍ୟ ପରିବେଷଣ କରୁଥିଲେ।। ଇଜେଡ୍‌ସିସି, ଓଡ଼ିଶା ସଂସ୍କୃତ ବିଭାଗ ସହଯୋଗରେ ରାଜ୍ୟ ତଥା […]

ଫ୍ରାନ୍ସ ବିରୋଧୀ ହିଂସାରେ ଜଳୁଛି ପାକିସ୍ତାନ

୧. ଅନ୍ତଃରାଜ୍ୟ ବସ୍ ସେବା ବାତିଲ କଲେ ସରକାର; ରାଜ୍ୟ ଭିତରେ ବସ୍ ସେବା ଜାରି ରହିବ: ପରିବହନ ମନ୍ତ୍ରୀ । ୨. ପୁଲିସ ବିଭାଗର ଅଜବ ନୀତି: ୪ ବର୍ଷ ଡିଏସ୍‌ପି ପାହ୍ୟାରେ ରହିବା ପରେ ଏବେ ଇନ୍‌ସପେକ୍ଟର । ୩. ଓଡ଼ିଶା ଲୋକସେବା ଆୟୋଗ(ଓପିଏସ୍‌ସି) ପକ୍ଷରୁ ବାର୍ଷିକ ପରୀକ୍ଷା ପଞ୍ଜିକା ପ୍ରକାଶିତ ହୋଇଛି । ୧୭ଟି ନିଯୁକ୍ତି ପରୀକ୍ଷାର ଏକ ତାଲିକା ପ୍ରସ୍ତୁତ କରାଯାଇ ସର୍ବସାଧାରଣଙ୍କ ଅବଗତି ନିମନ୍ତେ ଓପିଏସ୍‌ସି ୱେବସାଇଟ୍ opsc.gov.in ରେ […]

ଆଜିର ଅନୁଚିନ୍ତା

?ଧର୍ମ ମଣିଷର ଜୀବନ ମଧ୍ୟରେ ନ ରହିଲେ, ଆଚରଣର ମଧ୍ୟରେ ନ ରହିଲେ, ଧର୍ମସଂଘ ଥିବା ସତ୍ତ୍ୱେବି ଧର୍ମ ଲୋପ ପାଏ ! ?ସମସ୍ତ ମଣିଷଙ୍କୁ ମିଶାଇ ଜଣେ ମଣିଷ, ସମସ୍ତ ଜୀବନ ମିଶାଇ ଗୋଟିଏ ଜୀବନ, ସମସ୍ତ ସତ୍ତା ମିଶାଇ ଗୋଟିଏ ସତ୍ତା, ତେଣୁ କାହାରି କ୍ଷତି କରିବା ମାନେ ନିଜରହିଁ କ୍ଷତି କରିବା ! ?ଯାହାର ଯେଉଁ ଦିଗରେ ଜନ୍ମଗତ ଝୁଙ୍କ ଥାଏ ସେ ତଦନୁଯାୟୀ ଅନୁଶୀଳନରେ ଅଭ୍ୟସ୍ତ ହୋଇ ଉଠେ କ୍ଷ ଅଭ୍ୟାସ […]

ଆଜିର ଅନୁଚିନ୍ତା

➡️ଗୋଟିଏ ମଣିଷକୁ ସେତେବେଳେ ଅଧିକ ଦୁଃଖ ଲାଗିଥାଏ, ଯେତେବେଳେ ତା\’ର ଅତି ଆପଣାର ମଣିଷ ତାକୁ ପର ଭାବି ଶତୃ ଭଳି ବ୍ୟବହାର କରିଥାଏ । ➡️ଯେବେ ମନ ଦୁଃଖରେ ଥାଏ ସମସ୍ତେ ପଚାରି ନିଅନ୍ତି ମନ କାହିଁକି ଦୁଃଖ ଅଛି କିନ୍ତୁ ସେହି ଲୋକ ପଚାରି ନଥାଏ ଯାହା ପାଇଁ ମନ ଦୁଃଖରେ ଥାଏ । ➡️ ବର୍ଷା ଛାଡିଗଲା ପରେ ଛତା ଯେମିତି ବୋଝ ପରି ଲାଗେ ଠିକ୍ ସେହିପରି ମଣିଷର ସ୍ବାର୍ଥ ହାସଲ […]

ମା ହେଲା ମେଘା

ବାରଙ୍ଗ-୧୪/୪(ଏସଏସଏନ୍)ପ୍ରାଣୀଉଦ୍ୟାନ ନନ୍ଦନକାନନରେ  ଅନେକ ସମୟରେ ଖାଦ୍ୟଅଭାବ କୁ ନେଇ ବିଭିନ୍ନ ନୀରିହ ଜୀବଜନ୍ତୁ ନିଜନିଜ ଭିତରେ ମାରପିଟ୍ ହୋଇ କାହାର ଜୀବନ ଯାଉଛି ତ ଆଉ କିଏ ଅସୁସ୍ଥ ହୋଇ ଜୀବନ ସହ ସଂଗ୍ରାମ କରୁଛନ୍ତି । ଯାହାକୁ ନେଇ ପଶୁପ୍ରେମୀଙ୍କ ମନରେ ଦୁଖଃର ବାତାବରଣ ସୃଷ୍ଟି ହେଉଥିବା ବେଳେ ଆଜି ସକାଳ ସମୟରେ ପ୍ରାଣୀଉଦ୍ୟାନରେ ରହୁଥିବା ବାଘୁଣୀ ମେଘା ୩ଟି ଶାବକ ଜନ୍ମ ଦେଇଛି । ଏହି ଖବର ଶୁଣିବା ପରେ କର୍ମଚାରୀଠୁ ଆରମ୍ଭ କରି […]

ଆଜିର ଅନୁଚିନ୍ତା

➡️ମନ ପବିତ୍ର ହେଲେ ଗୋବରଗଡିଆ ଗଙ୍ଗା ! ଧନ ନୁହେଁ ବରଂ ଗୁଣର ଆଦର ସବୁଠି ହୋଇଥାଏ ! ➡️ଅଯୋଗ୍ୟକୁ ଯୋଗ୍ୟ ବନେଇବା ସହଜ କିନ୍ତୁ ବିଶ୍ବାସ ଘାତିକୁ ପୁଣି ଥରେ ବିଶ୍ବସ୍ତ ବନେଇବା ବହୁତ କଷ୍ଟ ➡️ ଯିଏ ଦୁଃଖ ବେଳେ ଉଦବେଗ ପ୍ରକାଶ କରେନାହିଁ କି ସୁଖ ବେଳେ ଆତ୍ମହରା ହୋଇପଡେ ନାହିଁ, ସେ ହିଁ ବାସ୍ତବରେ ସୁଖୀ । ➡️ଯେତେବେଳେ ଯାଏଁ ନିଜ ଆଖିରେ ନ ଦେଖିଛ କିମ୍ବା ନିଜ କାନରେ ନ […]

ଶିକ୍ଷାନୁଷ୍ଠାନ ପରେ ଧର୍ମାନୁଷ୍ଠାନରେ କରୋନା

୧-ଆଇପିଏଲ୍‌-୨୦୨୧ : ବୋଲରଙ୍କ କମାଲ , ମୁମ୍ବାଇ ଇଣ୍ଡିଆନ୍‌ସ କୋଲକାତା ନାଇଟ୍ ରାଇଡର୍ସକୁ ୧୦ ରନରେ ହରାଇଲା । ୨–ମହାରାଷ୍ଟ୍ରରେ ଲାଗିବ ନାହିଁ ଲକଡାଉନ । ଉଦ୍ଧବ ଠାକରେଙ୍କ ଘୋଷଣା ପରେ ରାଜ୍ୟବାସୀ ଆଶ୍ୱସ୍ତ । ସେପଟେ ହସ୍ପିଟାଲରେ ଦେଖା ଦେଲାଣି ଅକ୍ସିଜେନ ଅଭାବ । ୩-ଭାକସିନ ଅଭାବକୁ ନେଇ କେନ୍ଦ୍ରର ଜବାବ, ସମସ୍ୟା ଟିକା ଅଭାବକୁ ନେଇ ନୁହେଁ ବରଂ ଉତ୍ତମ ସଞ୍ଚାଳନରେ ରହିଛି । ୪-ମତ୍ସ୍ୟଚାଷୀଙ୍କ ପାଇଁ ଆରମ୍ଭ ହେଲା ଇ-ଶାନ୍ତା ଇଲେକ୍ଟ୍ରୋନିକ୍‍ ବଜାର ୫-ଋଷର […]

ପୁଲିସର ଦାଦାଗିରି

୧-ଶେଷ ବଲ୍ ଯାଏ ଜୋରଦାର ଲଢ଼େଇ: ସାମସନଙ୍କ ଶତକୀୟ ପାଳି ବେକାର, ୪ ରନ୍‌ରେ ଜିତିଲା ପଞ୍ଜାବ । ୨-ଭୁବନେଶ୍ଵରରେ ପ୍ରତିଷ୍ଠା ହେବ କ୍ୟାନସର ହସ୍‌ପିଟାଲ୍‌, ୩୪୦କୋଟି ଟଙ୍କା ଅନୁଦାନ ଦେବେ ସୁବ୍ରତ ବାଗଚୀ ଓ ସସ୍ମିତା ବାଗଚୀ । ୩-କରୋନାକୁ ନେଇ ବିଶେଷଜ୍ଞଙ୍କ ଆକଳନ । ଓଡିଶାରେ ମେ ମାସରେ ଶୀର୍ଷ ଛଇଁପାରେ କରୋନା, ନିହାତି ଆବଶ୍ୟକ ନଥିଲେ ହସ୍ପିଟାଲ ନ ଯିବାକୁ ପରାମର୍ଶ । ୪–ସୁଶୀଲ ଚନ୍ଦ୍ରା ଦେଶର ନୂଆ ମୁଖ୍ୟ ନିର୍ବାଚନ ଆୟୋଗ […]

ଆଜିର ଅନୁଚିନ୍ତା

➡️ସହିବାର ଗୋଟେ ନିର୍ଦ୍ଦିଷ୍ଟ ସୀମା ଥାଏ ।ଏହି ସୀମା ଟପିଗଲେ ଗୋଟେ ସରଳ, ନିରୀହ ଏବଂ ଦୁର୍ବଳ ମଣିଷ ବି ଭୟଙ୍କର ହୋଇଯାଏ । ➡️ଜୀବନରେ ଆଗକୁ ଯିବାକୁ ହେଲେ ସମୟ ସହିତ ନିଜକୁ ବଦଳାଇବାକୁ ପଡିବ, ନହେଲେ ବୟସ ଚାଲିଯିବ ରାସ୍ତା ବି ସରିଯିବ ଆଉ ଭବିଷ୍ୟତ ସେଇଠି ଅଟକି ଯିବ । ➡️ବିନା କାରଣରେ ସମ୍ପର୍କରେ ଫାଟ ସୃଷ୍ଟି ହେବ ନାହିଁ, କୌଣସି ନିଜ ଲୋକ ହିଁ ବିଷ ମିଶାଇ ଦେଇଥାନ୍ତି । ➡️ଜୀବନରେ […]