ଆଜିର ଅନୁଚିନ୍ତା

 ତାରିଖ - ୧୯:୦୫:୨୦୨୧ ( ବୁଧବାର)

➡️କୌଣସି ବି ଲକ୍ଷ ଆମର ସାହସ ଠାରୁ ବଡ଼ ନୁହେଁ.. ସେ ହିଁ କେବଳ ହାରିଥାଏ, ଯିଏ ଲଢ଼ି ନଥାଏ !
➡️ଭାଗ୍ୟ କେବଳ ପରିଶ୍ରମ ଦ୍ଵାରା ବଦଳିଥାଏ ବସିକି ଚିନ୍ତା କରିଲେ ନୁହେଁ ।
➡️ମଣିଷ ଯେତେବି ଗର୍ବୀ ହେଇଥାଉନା କାହିଁକି, ଶରୀରରୁ ପ୍ରାଣ ଗଲାବେଳେ ପ୍ରାଣକୁ ବି ଅଟକେଇ ପାରେନି ! ତାହେଲେ ଅଯଥା ଗର୍ବ କରି ଲାଭ କଣ ?
➡️ଯତ୍ନରେ ରଖିଲେ ସବୁ ସୁନ୍ଦର ଦେଖାଯାଏ, ଦୀର୍ଘସ୍ଥାୟୀ ବି ହୁଏ…….
ସେ ନିଜ ଚେହେରା ହେଉ କି ଘରର ଜିନିଷ ହେଉ ବା ଆପଣଙ୍କ ସହ ଯୋଡି଼ ହୋଇ ରହିଥିବା ସମ୍ପର୍କ ହେଉ…….।
➡️ଭୟ ଠାରୁ ବଡ Virus ଦୁନିଆରେ କିଛି ନାହିଁ ଆଉ ସାହସ ଠାରୁ ବଡ Vaccine କୋଉଠି ମିଳିବ ନାହିଁ ।ଶୁଭ ସକାଳ,ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ହେଉ! ?ଜୟ ଜଗନ୍ନାଥ?

Comments (0)
Add Comment