ଆଜିର ଅନୁଚିନ୍ତା
➡️ହୋସ୍ ନଥିଲେ ଜୋଶ୍ ବ୍ୟର୍ଥ । ପରୋପକାର ନକଲେ ଜୀବନ ବ୍ୟର୍ଥ ! ➡️ପଥ ଅଲଗା ଅଲଗା ହୋଇଥିଲେ ମଧ୍ୟ ସବୁ ଧର୍ମର ମୂଳମନ୍ତ୍ର ଏକ ! ➡️ପ୍ରତ୍ୟେକ ପ୍ରାଣୀ ସତ୍ୟପାଳନ କରିବା ଆବଶ୍ୟକ । ସତ୍ୟବାନ ସବୁକ୍ଷେତ୍ରରେ ବିଜୟ ହାସଲ କରିପାରେ ! ➡️ପ୍ରାଣୀ ଯେତେବେଳେ ଦୁଃଖକଷ୍ଟରେ କଲବଲ ହେଉଥିବା ବା ମରିଥିବାର ଅନ୍ୟକୁ ଦେଖେ ସେତେବେଳେ ତା ମନକୁ ବୈରାଗ୍ୟ ଗ୍ରାସ କରେ । ସେ ଭଗବାନଙ୍କୁ ମନେ ପକାଏ । ସଂସାରକୁ ମାୟାଜାଲ […]