ଭଜନ କ୍ୟାସେଟ ଯୁଗେଯୁଗେ ସୋମନାଥ ଉନ୍ମୋଚିତ
ବାରଙ୍ଗ,୧୦/୩(ଏସ୍ଏସ୍ ନିୟୁଜ)ମହାଶିବରାତ୍ରୀ ଉପଲକ୍ଷେ ସତ୍ୟସନ୍ଧାନ ୱେବଚ୍ୟାନେଲ ଓ ମା ଯୋଗମାୟା ଟ୍ରାଭେଲ୍ସର ମିଳିର ଉଦ୍ୟମରେ ଯୁଗେଯୁଗେ ସୋମନାଥ ନାମକ ଭାବପୁର୍ଣ ଭଜନ କ୍ୟାସେଟ ରଘୁନାଥପୁର ସତ୍ୟସନ୍ଧାନ କାର୍ଯ୍ୟାଳୟଠାରେ ବୁଧବାର ଦିନ ଉନ୍ମୋଚନ ହୋଇଯାଇଛି ।ଏହାକୁ ନନ୍ଦନକାନନ ସହକାରୀନିର୍ଦ୍ଦେଶକ ଅମୁଲ୍ୟକୁମାରପରିଡା ଆନୁଷ୍ଠାନିକଭାବେ କ୍ୟାସେଟକୁ ଉନ୍ମୋଚନ କରିଥିଲେ ।ଏହି ଉନ୍ମୋଚନ ଉସ୍ବରେ ଅନ୍ୟମାନଙ୍କ ମଧ୍ୟରେ ସତ୍ୟସନ୍ଧାନ ୱେବ୍ ଚ୍ୟାନେଲର ମୁଖ୍ୟସମ୍ପାଦକ ତ୍ରିଲୋଚନ ରାଉତ, ଓଡିଶା ମିଡିଆ ୱେଲଫେୟାର ଆସୋସିଏସନର ଉପସଭାପତି ସଞୟକୁମାରମହାନ୍ତି, ସାମ୍ବାଦିକ କମଳାକାନ୍ତନାୟକ ,ବାବା ସୋମନାଥସେନାର ଉପସଭାପତି ପ୍ରଶାନ୍ତକୁମାର […]