Browsing category

ମନୋରଞ୍ଜନ

ମହିଳା ଥାନା ଖୋଜିବ କଙ୍କାଳ କାହାର

୧-ରାଜ୍ୟବାସୀଙ୍କୁ କରୋନା ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା : ଜିରୋ ସଂକ୍ରମଣ ଆମର ଲକ୍ଷ୍ୟ, ବିପଦ ଏବେ ବି ଟଳିନି । ୨-ଆଜିଠାରୁ ୧୯ଯାଏ ‘କୃଷି ଓଡ଼ିଶା ୨୦୨୧’ ଭୁବନେଶ୍ୱରରେ ୫ ଦିନ ଚାଲିବ ମେଗା କୃଷି ପ୍ରଦର୍ଶନୀ । ମେଗା କୃଷି ପ୍ରଦର୍ଶନୀକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ । ୩-ବାଂଲାଦେଶ ସୁବର୍ଣ୍ଣ ଜୟନ୍ତୀ ଉତ୍ସବ, ଆସନ୍ତା ୨୬ରୁ ଦୁଇଦିନିଆ ଗସ୍ତରେ ବାଂଲାଦେଶ ଯାଇ ସ୍ବାଧୀନତାର ସୁବର୍ଣ୍ଣ ଜୟନ୍ତୀ ଉତ୍ସବରେ ଯୋଗଦେବେ ପ୍ରଧାନମନ୍ତ୍ରୀ ମୋଦି। ୪-ଏଣିକି କେଉଁ ଷ୍ଟେସନରେ […]

ଆଜିର ଅନୁଚିନ୍ତା

➡️ଧନ ରୋଜଗାର କରିବାର ଲାଳସା ସବୁରି ଅଛି । ➡️ଯାହା ପାଖରେ ଧନ ନାହିଁ ସେ ଚେଷ୍ଟା କଲେ ପାଇପାରେ। ➡️ମାତ୍ର ଯିଏ ମୂର୍ଖ ସେ ପରିଣତ ବୟସରେ ଶତଚେଷ୍ଟା କଲେ ମଧ୍ୟ ବିଦ୍ୟାରେ ନିପୂଣ ହୋଇପାରେ ନାହିଁ ‘ସବୁ କିଛି ଶିକ୍ଷା କରିବାର ବୟସସୀମା ଅଛି । ➡️ନିଜଠାରୁ ବୟସ୍କ ଲୋକଙ୍କ ପାଖରେ ମିଛ କହିବା ଠିକ୍ ନୁହେଁ । ➡️ନିଜର ଜ୍ଞାତିବନ୍ଧୁ କୁଟୁମ୍ବ । ଭାଇ ବିରାଦରଙ୍କ ଆଗରେ ଛୋଟ ହୋଇ ରହିବା ଅପେକ୍ଷା […]

ହୁଇଲ ଚେୟାରରେ ମମତା କରିବେ ପ୍ରଚାର

୧-ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସବୁ ପିଲା ପାସ୍, ପ୍ରଥମରୁ ଅଷ୍ଟମ ଯାଏ ଆଉ ସ୍କୁଲ ଖୋଲିବନି କି କ୍ଲାସ୍ ହେବନି । ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶଙ୍କ ସୂଚନା । ୨-ଆସନ୍ତା ୨୧ ରେ କୋଣାର୍କ ଭାଷା ସାହିତ୍ୟ ଓ ସଂସ୍କୃତିର ରାଜ୍ୟ ସ୍ତରୀୟ ସାହିତ୍ୟ ଆସର । ୩-ବିମାନ ଯାତ୍ରୀଙ୍କ ପାଇଁ କଡ଼ା ହେଲା କୋଭିଡ କଟକଣା – ମାସ୍କ ନ ପିନ୍ଧିଲେ ବିମାନବନ୍ଦରକୁ ପ୍ରବେଶ ନାହିଁ । ୪-ଆସନ୍ତା […]

ଆଜିର ଅନୁଚିନ୍ତା

➡️ଯେଉଁମାନେ ଗଢିବାର କ୍ଷମତା ରଖନ୍ତି ସେମାନେ ନିଜେ କେବେ ଭାଙ୍ଗି ପଡନ୍ତି ନାହିଁ, ସବୁଥର ସେମାନେ କିଛି ନା କିଛି ଶିଖନ୍ତି ଏବଂ ଆଗକୁ ବଢନ୍ତି । ➡️ମୃତ୍ୟୁ ପ୍ରଶ୍ନ କଲା ଜୀବନକୁ -କାହିଁକି ତୁମକୁ ସମସ୍ତେ ଭଲ ପାଆନ୍ତି ? ଆଉ ମୋତେ ଘୃଣା, କରନ୍ତି ଜୀବନ ହସି ଦେଇ କହିଲା,କାରଣ ମୁଁ ହେଉଛି ଗୋଟେ ମିଛ ଦୁନିଆ ଆଉ ତୁମେ ଗୋଟିଏ ନିରାଟ ସତ୍ୟ –!!! ➡️ତୁମେ କେତେ ଶିକ୍ଷିତ ତାହା ତୁମ ରୁପ […]

ଭୁବନେଶ୍ବରରେ ହେବ ଫାଇଭଷ୍ଟାର ହୋଟେଲ

୧-ରାଜ୍ୟରେ ୧୨୧୪ କୋଟି ଟଙ୍କାର ପୁଞ୍ଜି ନିବେଶକୁ ମଞ୍ଜୁରୀ ଦେଲେ ସରକାର, ଭୁବନେଶ୍ବରରେ ହେବ ଫାଇଭ ଷ୍ଟାର ହୋଟେଲ । ୨-ଇଷ୍ଟକୋଷ୍ଟ ରେଲୱେ ର ସୂଚନା, ପରିସ୍ଥିତିରେ ସୁଧାର ଆସିଲେ ଏପ୍ରିଲରୁ ଚାଲିପାରେ ସବୁ ପାସେଞ୍ଜର, ଏକ୍ସପ୍ରେସ ଟ୍ରେନ । ୩-କୃଷି ଓ କୃଷକଙ୍କ ଉନ୍ନୟନ ପାଇଁ ରାଜ୍ୟସ୍ତରୀୟ କୃଷି ପ୍ରଦର୍ଶନୀ କୃଷି ଓଡ଼ିଶା ଆସନ୍ତା ୧୫ ତାରିଖରୁ ଆରମ୍ଭ ହେବ । ୪-ଓଡ଼ିଶାର ପ୍ରଥମ ହସ୍ପିଟାଲ୍ ଭାବେ ଆଇଏମଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ଆଇଡି-ନାଟ୍ ମେସିନ୍ […]

ଆଜିର ଅନୁଚିନ୍ତା

➡️ଯଦି ମହୁପରି ମଧୁର ପରିଣାମ ଚାହୁଁଛନ୍ତି ତେବେ ମହୁମାଛି ପରି ଏକତ୍ର ରହିବା ଶିଖ —! ତାହା ପୁଣି କଥା ପରିବାରର ହେଉ, ସମାଜର ହେଉ, ଧର୍ମର ହେଉ ବା ଦେଶର ହେଉ । ➡️ନିଜର ସମସ୍ୟା ଗୁଡିକ ତ ନିଜର ସମସ୍ୟା ଅନ୍ୟ କାହା ପାଖରେ ତ ଗଳ୍ପଟିଏ ! ➡️ଜୀବନର ଗତି କେବେବି କାହା ପାଇଁ ଅଟକି ଯାଏନାହିଁ ଆଉ କାହା ପାଇଁ ଅଟକେଇ ରଖିବା ବି ବୋକାମି । ➡️ଯେଉଁମାନେ ତୁମ ପଛରେ […]

ଆଜିର ଅନୁଚିନ୍ତା

➡️ଜୀବନ ମିଳିବା ଏହା ଭାଗ୍ୟ ଉପରେ ନିର୍ଭର କରିଥାଏ । ମୃତ୍ୟୁ ଆସିବା ଏହା ସମୟ ଉପରେ ନିର୍ଭର କରିଥାଏ । ଆଉ ମୃତ୍ୟୁ ପରେ ବି ଲୋକଙ୍କ ହୃଦୟରେ ରହିବା ଏହା ଆପଣଙ୍କ କର୍ମ ଉପରେ ନିର୍ଭର କରିଥାଏ । ➡️ଜୀବନ ମାନେ ଯୁଦ୍ଧ ବଞ୍ଚିବା ପାଇଁ ତ ଅନେକ ଲଢେଇର ସାମ୍ନା କରିବାକୁ ହୁଏ । ➡️ଆତ୍ମହତ୍ୟା କେବେବି କୌଣସି ସମାଧାନର ରାସ୍ତା ନୁହେଁ ଅଥଚ ମଣିଷ କିଛି ସମାଧାନର ରାସ୍ତା ନ ପାଇ […]

ମହଙ୍ଗା ପଡ଼ିଲା ଅର୍ଡର ବାତିଲ

ଖବର ଆଜିର,ତାରିଖ ୧୧-୦୩-୨୦୨୧ ଗୁରୁବାର ୧-ବେଙ୍ଗଲୁରୁ-ମହିଳାଙ୍କୁ ଅର୍ଡର ବାତିଲ କରିବା ମହଙ୍ଗା ପଡ଼ିଲା, ଘରକୁ ଆସି ନାକ ଫଟାଇଦେଲେ ଜୋମାଟୋ ଡେଲିଭରୀ ବଏ । ୨-ନୂଆପଡ଼ାରେ ୪ ହଜାର କୋଟି ଟଙ୍କା ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ । ଲୋୟର ଇନ୍ଦ୍ର ପ୍ରକଳ୍ପର ହେଲା ଶୁଭାରମ୍ଭ। ୩–ଅପ୍ରେଲ ମାସରେ ରବିବାର ସ୍କୁଲରେ ହେବନି ପାଠପଢା । ୪-ତୀରଥ ସିଂହ ରାୱତ ହେଲେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ । ୫-ଶିମିଳିପାଳ ବନାଗ୍ନି ଅନୁଧ୍ୟାନ ପାଇଁ ୩ ଜଣିଆ […]

ଶିବରାତ୍ରି ର ମାହାତ୍ମ୍ୟ

ଯସ୍ୟେନ୍ଦ୍ରିୟାଣି ସର୍ବାଣି ଵର୍ତନ୍ତେ ଶିବକର୍ମସୁ ସ ନିସ୍ତରତି ସଂସାରେ ଭୁକ୍ତିଂ ମୁକ୍ତିଂ ଚ ବିଦନ୍ତି ଶିବ ଭକ୍ତିଯୁତୋ ମର୍ତ୍ତ୍ୟଶ୍ଚାଣ୍ଡାଳ ପୁଲ୍କସୋ€ପି ଚ ନାରୀ ନରୋ ବା ଚଣ୍ଡୋ ବା ଷଣ୍ଢୋ ଵା ସଦ୍ୟୋ ମୁଚ୍ୟେତ୍ ସଂସୃତେ ( ସ୍କନ୍ଦ ପୁରାଣ ବ୍ରାହ୍ମଖଣ୍ଡ ବ୍ରହ୍ମୋତ୍ତରଖଣ୍ଡ ଶ୍ଳୋକ ୪-୯/୧୦) ଯାହାର ସମସ୍ତ ଇନ୍ଦ୍ରିୟ ଶିବଙ୍କର ସେବାକର୍ମରେ ଭକ୍ତିଯୁକ୍ତ ଭାବେ ସମର୍ପିତ ସେ ନାରୀ ହେଉ କିମ୍ଵା ନର ହେଉ ଚାଣ୍ଡାଳ ହେଉ ପଶୁ ହେଉ ତାର ସଂସାର ଭୋଗରୁ ନିବୃତ୍ତି […]

ଆଜିର ନୀତିବାଣୀ

➡️ଯିଏ ସଚ୍ଚରିତ୍ର, ଦୂରଦୃଷ୍ଟି ସମ୍ପନ୍ନ, ନ୍ୟାୟପରାୟଣ, କର୍ତ୍ତବ୍ୟନିଷ୍ଠ ଓ ସତ୍ୟାନୁରାଗୀ, ତାଙ୍କୁ ଲୋକମାନେ ସଦା ପ୍ରିୟ ମଣନ୍ତି । ➡️କ୍ରୋଧକୁ ସ୍ନେହଦ୍ୱାରା ବଶ କର । ଅସାଧୁକୁ ସାଧୁତାଦ୍ୱାରା, କୃପଣକୁ ଦାନଶୀଳତାଦ୍ୱାରା ଓ ମିଥ୍ୟାଚାରୀକୁ ସତ୍ୟଦ୍ୱାରା ଜୟ କରାଯାଇପାରେ । ➡️ବୃକ୍ଷକୁ ମୂଳରୁ ଉତ୍ପାଟନ ନ କରି ଅଧାରୁ କାଟିଦେଲେ ତାହା ପୁଣି ଗଜୁରି ଉଠେ । ସେହିଭଳି କାମନାର ସମୂଳ ବିନାଶ ନକଲେ ତାହା ପୁନର୍ବାର ଜାଗରିତ ହୁଏ । ➡️ସମ୍ପଦଭୋଗ ନିର୍ବୋଧ ଲୋକକୁ ଧ୍ୱଂସ […]