Browsing category

ମନୋରଞ୍ଜନ

ଇମ୍ରାନଙ୍କ ପରେ ପତ୍ନୀ ବୁସରା ବିବି କରୋନାରେ ଆକ୍ରାନ୍ତ

➡️୧-ଆଜି ଅନ୍ତର୍ଜାତୀୟ ଜଳ ଦିବସ : ଜଳ ଶକ୍ତି ଅଭିଯାନ ଅନ୍ତର୍ଗତ ‘କ୍ୟାଚ୍‍ ଦ ରେନ୍‍’ ବା ବର୍ଷାଜଳ ସଂରକ୍ଷଣ ଅଭିଯାନର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ➡️୨-ଏଣିକି ଦ୍ୱିତୀୟ ଡୋଜ୍ କରୋନା ଭାକ୍ସିନ ନେବାର ୨୮ ଦିନ ପର୍ଯ୍ୟନ୍ତ କରିପାରିବେନି ରକ୍ତଦାନ, ଜାରି ହେଲା ନିର୍ଦ୍ଦେଶ। ଅର୍ଥାତ କେହି କରୋନା ଟିକା ନେଇଥିଲେ ୫୬ ଦିନ ମଧ୍ୟରେ ରକ୍ତଦାନ କରିପାରିବେ ନହିଁ। ➡️୩-ଆଜି ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବେ ରାଷ୍ଟ୍ରପତି, ତା ସହିତ କୋଣାର୍କ […]

ଆଜିର ଅନୁଚିନ୍ତା

➡️ବଡ ବଡ ଗ୍ରନ୍ଥ ପଢି ଦେଲେ କି ୧୦୮ ମାଳା ଜପ କରିଦେଲେ ଶାନ୍ତି ମିଳେ ନାହିଁ, ପ୍ରକୃତ ଶାନ୍ତି ଉତ୍ତମ କର୍ମ ଆଉ ସ୍ବଚ୍ଛ ବିଚାରରୁ ମିଳେ । ➡️ଆତ୍ମା କାନ୍ଦୁଥିଲେ ମଧ୍ୟ ସବୁ କଷ୍ଟ ସହି ଯିଏ ହୃଦୟରୁ କ୍ଷମା କରି ଆଶୀର୍ବାଦ ଦିଏ ସେ ହେଉଛି “ମାଆ” ➡️ବାରମ୍ବାର ଅସଫଳ ହୁଅନ୍ତୁ କିଛି କଥା ନାହିଁ, ଖାଲି ଯଥେଷ୍ଟ ପରିଶ୍ରମ ଆଉ ସକାରାତ୍ମକ ଚିନ୍ତା ଧାରା ଥିଲେ ସଫଳତା ଦିନେ ନିଶ୍ଚୟ ମିଳିବ […]

ଆଜିର ଅନୁଚିନ୍ତା

➡️ଯାହାର ବାପା ନାହିଁ ତାହାର ଅଧା ଦୁନିଆ ନାହିଁ ! ଯାହାର ମାଆ ନାହିଁ ତାହାର ପୁରା ପୃଥିବୀଟା ନାହିଁ । ➡️ଏ ଦୁନିଆରେ ନିଜ ସ୍ବାର୍ଥ ବିନା କେହି କାହାକୁ ପଚାରନ୍ତି ନାହିଁ । ➡️ବାରମ୍ବାର ଅସଫଳ ହୁଅନ୍ତୁ କିଛି କଥା ନାହିଁ, ଖାଲି ଯଥେଷ୍ଟ ପରିଶ୍ରମ ଆଉ ସକାରାତ୍ମକ ଚିନ୍ତାଧାରା ଥିଲେ ସଫଳତା ଦିନେ ନିଶ୍ଚୟ ମିଳିବ । ➡️ସଫା ହୃଦୟ ଥିବା ଲୋକ ସବୁବେଳେ ମାନସିକ ଯନ୍ତ୍ରଣାପାଏ,କାରଣ ଅନେକ ସମୟରେ ଲୋକମାନେ ତାକୁ […]

ଆଜିର ଅନୁଚିନ୍ତା

➡️ସମୟ ଆସିବାକୁ ଟିକେ ସମୟ ଦିଅ, ସମୟ ଆସିଲେ ନିଶ୍ଚିତ ସମୟ ହିଁ ଉତ୍ତର ଦେବ । ➡️ଏହାହିଁ ବର୍ତ୍ତମାନର ସମାଜ ସତ୍ ମଣିଷମାନେ ଅବହେଳିତ ଆଉ ଅସତ୍ ମଣିଷମାନେ ସମ୍ମାନିତ । ➡️ଧର୍ଯ୍ ମଣିଷକୁ ଉନ୍ନତି କରେ ମିଛ ମଣିଷକୁ ଧ୍ବଂସ କରେ । ➡️ଆଳସ୍ୟ ଠାରୁ ବଡ କୌଣସି ଶତୃ ନାହିଁ, ଆଳସ୍ୟ ହିଁ ଗୋଟେ ଜିନିଷ ଯାହା ଆପଣଙ୍କୁ ଆଗକୁ ବଢିବାକୁ ଦେଇ ନ ଥାଏ । ➡️ବେଳେ ବେଳେ ଆମ ଜୀବନରେ […]

ଦୋଳଯାତ୍ରା ଓ ହୋଲି ପାଳନ ଉପରେ ଲାଗିଲା ରୋକ୍

୧-ରାଜ୍ୟର ବିଭିନ୍ନ ଅଞ୍ଚଳରେ ଆସନ୍ତା ୪ଦିନ ପର୍ଯ୍ୟନ୍ତ କାଳବୈଶାଖୀ ପ୍ରଭାବରେ ବଜ୍ରପାତ ସହିତ ବର୍ଷା ହେବାର ସମ୍ଭାବନା ରହିଛି। ୨-ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି । ୩-କରୋନା ପାଇଁ ଦୋଳଯାତ୍ରା ଓ ହୋଲି ପାଳନ ଉପରେ ସରକାର ରୋକ୍ ‌ଲଗାଇଛନ୍ତି। ସର୍ବସାଧାରଣ ସ୍ଥାନରେ କେହି ରଙ୍ଗ ଖେଳିପାରିବେ ନାହିଁ। ୪–ସେନା ପାଇଁ ୪୯୬୦ଟି ଟ୍ୟାଙ୍କ ବିଧ୍ବଂସୀ କ୍ଷେପଣାସ୍ତ୍ର ଖରିଦ କରିବ ଭାରତୀୟ ପ୍ରତିରକ୍ଷା ବିଭାଗ । ଖର୍ଚ୍ଚ କରିବ ୧୧୮୮ କୋଟି ଟଙ୍କା । ୫-ନିର୍ବାଚନୀ […]

ଆଜିର ଅନୁଚିନ୍ତା

➡️ବନ୍ଧୁତା ନିଜ ସମାସ୍କନ୍ଧ ଲୋକ ସହିତ କରାଯାଇପାରେ । ଅର୍ଥାତ୍ ସମାନ ବିଚାରଧାରା, ସମାନ କଳ୍ପନା, ସମାନ ଆର୍ଥିକ ସ୍ୱଚ୍ଛଳତାକୁ ଭିତି କରି ବନ୍ଧୁତା କଲେ ତାହା ଶୀଘ୍ର ଭାଙ୍ଗିଯାଏ ନାହିଁ । ସର୍ବଦା ତିଷ୍ଠିରହେ !! ➡️ବନ୍ଧୁତା ସର୍ବଦା ନିଜର ସମସାମୟିକ ସମଭାବାପନ୍ନ, ସମାନ ଅବସ୍ଥାର ଲୋକଙ୍କ ସହିତ କରିବା ଆବଶ୍ୟକ । ନିଜଠାରୁ ଛୋଟ ବା ଉଚ୍ଚ ସ୍ତରର ଲୋକଙ୍କ ସହିତ ବନ୍ଧୁତା କେବେ ସୁଖ ଦେଇପାରେ ନାହିଁ ➡️ମଣିଷ ଯେଉଁମାନଙ୍କ ସହିତ ରହିବ […]

ଧର୍ମେନ୍ଦ୍ର ପ୍ରଧାନଙ୍କ ରାଲି ସମୟରେ ହିଂସା

୧-ଆଜି ୮ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା, ଜାରି ହେ‌ଲା ୟେଲୋ ୱାର୍ଣ୍ଣିଂ ୨-୪ର୍ଥ ଟି-ଟ୍ବେଣ୍ଟି : ଇଂଲଣ୍ଡକୁ ମାତ୍ ଦେଲା ଟିମ୍ ଇଣ୍ଡିଆ,୨-୨ରେ ସିରିଜ୍ ବରାବର କଲା ବିରାଟ ବାହିନୀ । ୩-ନନ୍ଦୀଗ୍ରାମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ରାଲି ସମୟରେ ହିଂସା, ଆକ୍ରମଣରେ ବିଜେପି କର୍ମୀ ଆହତ । ୪-ଶ୍ରୀଜଗନ୍ନାଥଙ୍କ ଜମି ବିକ୍ରିକୁ ନେଇ ସ୍ପଷ୍ଟୀକରଣ ଦେଲା ଶ୍ରୀମନ୍ଦିର ପ୍ରଶାସନ : ବିକ୍ରି ନୁହେଁ, ‘ସମାନ ନୀତି’ ଅନୁସାରେ ଜମିର ବନ୍ଦୋବସ୍ତ କରାଯାଉଛି । ୫-UG ଛାତ୍ରଛାତ୍ରୀ […]

ବ୍ୟାନ ହେଉଛି ଅକ୍ସଫୋର୍ଡ ଆଷ୍ଟ୍ରାଜେନେକା ଟିକା

ସକାଳର ଖବର,ତାରିଖ ୧୭/୦୩/୨୦୨୧,ବୁଧବାର ➡️୧-ଗୋଟିଏ ପରେ ଗୋଟିଏ ଦେଶରେ ବ୍ୟାନ ହେଉଛି ଅକ୍ସଫୋର୍ଡ ଆଷ୍ଟ୍ରାଜେନେକା ଟିକା । ରକ୍ତ ଜମାଟ ବାନ୍ଧୁଥିବା ଭଳି ପାଶ୍ୱର୍ ପ୍ରତିକ୍ରିୟା ନେଇ ଆସୁୁଛି ଅଭିଯୋଗ । ➡️୨-ଏଣିକି ଏ-୪ ସାଇଜ୍ କାଗଜରେ ବି କରାଯାଇପାରିବ କୋର୍ଟଙ୍କୁ ଆବେଦନ। ଏ ନେଇ ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ, ୧ ଏପ୍ରିଲରୁ ହେବ କାର୍ଯ୍ୟକାରୀ । ➡️୩-ରାଷ୍ଟ୍ରପତିଙ୍କ ଦୁଇ ଦିନିଆ ଓଡ଼ିଶା ଗସ୍ତ କାର୍ଯ୍ୟ କ୍ରମ । ପାରମ୍ପରିକ ଗାମୁଛା ଦେଇ ରାଷ୍ଟ୍ରପତିଙ୍କୁ ଓଡିଶା ଗସ୍ତ […]

ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ବିନା ଦର୍ଶକରେ ହେବ ଖେଳ

୧-କରୋନାକୁ ନେଇ ବଡ ନିଷ୍ପତ୍ତି, ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ବିନା ଦର୍ଶକରେ ଖେଳାଯିବ ବାକି ତିନି ଟି-୨୦ ମ୍ୟାଚ୍। ୨-‘କୃଷି ଓଡ଼ିଶା-୨୦୨୧’କୁ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ : ଚାକିରି ଛାଡ଼଼ି ଯୁବକମାନେ ଚାଷକୁ ଫେରିବା ଖୁସିର ଖବର । ୩-ଆଜି ଶିମିଳିପାଳ ଆସି ସ୍ଥିତି ଅନୁଧ୍ୟାନ କରିବେ ଟାସ୍କଫୋର୍ସ ସଦସ୍ୟ..! ନିଆଁ ସମ୍ପୂର୍ଣ୍ଣ ଆୟତରେ ଥିବା ଟାସ୍କଫୋର୍ସର ଦାବି। ୪-ଏଣିକି ଗୋଟିଏ କ୍ଲିକ୍‌ରେ ହେବ ପାସ୍‌ପୋର୍ଟ ଯାଞ୍ଚ,ଓଡ଼ିଶା ପୁଲିସ୍ ୫ଟି କାର୍ଯ୍ୟକ୍ରମ ଆଧାରରେ ‘ଏମ୍ ପୁଲିସ’ ମୋବାଇଲ […]

ଆଜିର ଅନୁଚିନ୍ତା

➡️ନିଜ ଇଚ୍ଛାରେ କେବେ ସୁଖ ମିଳେ ନାହିଁ । ଆତ୍ମ ସନ୍ତୋଷ ହିଁ ପ୍ରକୃତ ସୁଖ ! ➡️ନିଜର ଏବଂ ଅନ୍ୟର ଆତ୍ମାର ଆହ୍ୱାନକୁ ଏଡି ଦେଇ ହେବନାହିଁ ! ➡️ନିଜର କର୍ମ ଏବଂ ସାମର୍ଥ୍ୟ ବଳରେ ଜଣେ ଚାହିଁଲେ ନିଜର ଜୀବନଶୖଳୀ କୁ ବଦଳାଈ ଦେଈପାରେ ➡️ନୀୟତି ଯାହା କରେ ପ୍ରାଣୀର ମଙ୍ଗଳ ପାଇଁ । ଏଣୁ ଭାବି ନେବା ଉଚିତ ଯେ ଯାହା ହେଉଛି ଭଲ ହେଉଛି ! ➡️ଯାହା ହୋଇଛି ଭଲ ହୋଇଛି […]