ଆଜିର ଅନୁଚିନ୍ତା

ତାରିଖ - ୨୨:୦୪:୨୦୨୧ (ଗୁରୁବାର)

➡️ଗରିବ ହୁଅନ୍ତୁ ବା ଭିକାରୀ ସେମାନଙ୍କୁ ନେଇ କିଛି ଖରାପ ସମାଲୋଚନା କରନ୍ତୁ ନାହିଁ ।କାରଣ ଗରିବ ହେବାକୁ ସମୟ ଲାଗେନା
➡️ଚିଲକୁ ଏତେ ଉଚ୍ଚରେ ଉଡିବା ଦେଖି ଅନ୍ୟ ଚଢେଇ କେବେ ବି ମନ ଦୁଃଖକରନ୍ତି ନାହିଁ,,,,,
କିନ୍ତୁ ମଣିଷ , ଅନ୍ୟର ଉନ୍ନତି ଦେଖି ଅସହିଷ୍ଣୁ ହୋଇଥାଏ ।
➡️ଯେଉଁଟି ଦୟା ଥାଏ ସେଇଠି କ୍ଷମା ଥାଏ ,ଯେଉଁଟି ଲୋଭ ଥାଏ ସେଇଠି ପାପ ଥାଏ,ଯେଉଁଟି କ୍ରୋଧ ଥାଏ ସେଇଠି ସର୍ବନାଶ ହିଁ ହୋଇଥାଏ,
ତେଣୁ ଦୟା, କ୍ଷମା କୁ ଧରି ରଖି ଲୋଭ ଓ କ୍ରୋଧ କୁ ପାଖରୁ ଦୁରେଇ ଦେବା ଉଚିତ।
➡️ବଞ୍ଚି ରହିବା ପାଇଁ ପ୍ରତ୍ୟେକ ମଣିଷ ଅଭିନୟ କରେ, କେହି ନିଜ ସହ, କେହି ଅନ୍ୟ କାହା ସହ
➡️କିଏ Mask  ପିନ୍ଧୁ କି ନ ପିନ୍ଧୁ ନିଜେ ପିନ୍ଧନ୍ତୁ, କିଏ ସଚେତନ ହେଉ କି ନହେଉ ନିଜେ ସଚେତନ ହୁଅନ୍ତୁ — କାରଣ Life  ଟା ନିଜର ନା ,,,,,,
ଶୁଭ ସକାଳ,ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ହେଉ ! ଜୟ ଜଗନ୍ନାଥ !

Comments (0)
Add Comment