ରାସ୍ତାକୁ ଓହ୍ଲାଇଲେ ମାଟ୍ରିକ ବିଦ୍ୟାର୍ଥୀ।

ଆଜି ସକାଳର ଖବର ,ତାରିଖ ୨୧/୦୪/୨୧, ବୁଧବାର

୧-ବିନା ଭକ୍ତରେ ଗଡ଼ିଲା ରୁକୁଣା ରଥ,ଗୋସାଗରେଶ୍ୱର ଛକ ସ୍କୁଲ ନିକଟରେ ଅଟକିଲା ରୁକୁଣା ରଥ, ଅନ୍ଧାର ହେବାରୁ ରଥ ଟାଣିବା ପାଇଁ ଅମଙ୍ଗ ହେଲେ ଖରଡ଼ା ସେବାୟତ।
୨-ଘଟଗାଁ:ଶନିବାର, ରବିବାର ଓ ମଙ୍ଗଳବାର ତାରିଣୀ ମନ୍ଦିରରେ ଭକ୍ତଙ୍କ ଦର୍ଶନ ବନ୍ଦ ରହିବ।
୩-କଟକରେ ଶ୍ରଦ୍ଧାଳୁଙ୍କୁ ଧର୍ମାନୁଷ୍ଠାନ ମନା, କଟକଣା ଜାରି କଲା ସିଏମ୍‌ସି।
୪-ଭୁବନେଶ୍ୱରରେ ପୁଣି ବନ୍ଦ ହେବ ସମସ୍ତ ଧାର୍ମିକ ଧର୍ମାନୁଷ୍ଠାନ, ପ୍ରବେଶ ଉପରେ ଲାଗିଲା କଟକଣା।
୫-ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବ ଗ୍ରହଣ କଲା କେନ୍ଦ୍ର: ଏଣିକି ରାଜ୍ୟ ସରକାର ନିର୍ମାତା କମ୍ପାନୀଠାରୁ ସିଧାସଳଖ କିଣିପାରିବେ ଟିକା।
୬-ଏସ୍‌ସିବିରୁ ହାଇଦର ଫେରାର ଘଟଣା : ସମ୍ବଲପୁର ଜେଲ ଓ୍ବାଡର ଏବଂ ସୁରକ୍ଷା ଦାୟିତ୍ବରେ ଥିବା କନଷ୍ଟେବଲ ଗିରଫ।
୭-ଭୁବନେଶ୍ୱର: ପୁର୍ବ ପରୀକ୍ଷା ମାର୍କ ଆଧାରରେ ଉତ୍ତୀର୍ଣ ପାଇଁ ଦାବି,ରାସ୍ତାକୁ ଓହ୍ଲାଇଲେ ମାଟ୍ରିକ ବିଦ୍ୟାର୍ଥୀ।
୮-ରାଜ୍ୟରେ ସମସ୍ତ ଡିଏଲ୍, ଲର୍ଣ୍ଣିଂ ଲାଇସେନ୍ସ ଟେଷ୍ଟ ସ୍ଥଗିତ।
୯-ବାହାଘରର ୨୪ ଘଣ୍ଟା ପୂର୍ବରୁ ତାଲିକା ଦେବେ ଆୟୋଜକ : ଅଙ୍ଗନବାଡ଼ି କେନ୍ଦ୍ର, ଯାତ୍ରା, ରଙ୍ଗମଞ୍ଚ ସମ୍ପୂର୍ଣ୍ଣ ବନ୍ଦ ପାଇଁ ଘୋଷଣା ।
୧୦-ଭାରତୀୟ ସେନାରେ ନିଯୁକ୍ତି ପାଇଁ ହେବାକୁ ଥିବା ସମସ୍ତ ସାଧାରଣ ପ୍ରବେଶିକା ପରୀକ୍ଷା, ରାଲି ସ୍ଥଗିତ।
୧୧-ଘୁଞ୍ଚିଲା ନିଟ୍ ପରୀକ୍ଷା,ସିଆଇଏସସିଇ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ:ଦଶମ ବୋର୍ଡ଼ ପରୀକ୍ଷା ବାତିଲ।
୧୨-ଟିକା ଓ ରୋଜଗାର ଏକ ସଙ୍ଗେ ଚାଲିବ, ରାଜ୍ୟମାନେ ଲକ୍‌ଡାଉନ୍‌କୁ‌ ଶେଷ ବିକଳ୍ପ ଭାବେ ବ୍ୟବହାର କରନ୍ତୁ: ପ୍ରଧାନମନ୍ତ୍ରୀ
୧୩-ଲଗାତାର ୫ ମ୍ୟାଚ୍ ପରାଜୟ ପରେ ମୁମ୍ବାଇକୁ ୬ ଓ୍ଵିକେଟ୍‌ରେ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ।
୧୪-ଆଜି ପବିତ୍ର ଶ୍ରୀରାମ ନବମୀ,,ମର୍ଯ୍ୟଦା ପୁରୁଷ ଶ୍ରୀରାମଙ୍କ ଜନ୍ମ ଦିନ ।
୧୫-କରୋନା ସଂକ୍ରମଣର ବୃଦ୍ଧିକୁ ନଜରରେ ରଖି ଆଜିଠାରୁ ଭୁବନେଶ୍ୱର ରେ ସମସ୍ତ ଧର୍ମାନୁଷ୍ଠାନକୁ ଗୁଡିକ ବନ୍ଦ କରିଛି ପୁଲିସ ପ୍ରଶାସନ । କେବଳ ମନ୍ଦିରରେ ସ୍ୱଳ୍ପ ସଂଖ୍ୟକ ପୂଜକ ଏବଂ ସେବାୟତ ରହିବେ ଯେଉଁ ମାନେ କି ମନ୍ଦିରର ନୀତିକାନ୍ତି ସମ୍ପର୍ଣ୍ଣ କରିବେ ।
୧୬-ମହାମାରୀ ମୁକାବିଲା ପାଇଁ ନବୀନଙ୍କ ମନ୍ତ୍ର । ଅମ୍ଲଜାନ ବେଡ ପ୍ରସ୍ତୁତ ରଖ, ଔଷଧର ଅଭାବ ଯେପରି ନରୁହେ ଦୃଷ୍ଟି ଦିଅ ।
୧୭-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଉଦ୍‌ବୋଧନ : କରୋନାର ଦ୍ବିତୀୟ ଲହର ଝଡ଼ ଭଳି ମାଡ଼ି ଆସୁଛି , ଆମେ ସଚେତନ ‌ହୋଇ କୋଭିଡ ନିୟମ ପାଳନ କଲେ ଲକ୍ ଡାଉନ୍‌ର ଆବଶ୍ୟକତା ପଡ଼ିବ ନାହିଁ .।
୧୮-ଦେଶର ଟିକା ପ୍ରସ୍ତୁତକର୍ତ୍ତାମାନଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
୬-ଧାମରାରେ ଅନ୍ତର୍ଦେଶୀୟ ଜଳପଥ ପ୍ରାଧିକରଣ ସଂସ୍ଥାର ପ୍ରଥମ ଭେଟି, ଭୂପେନ ହଜାରିକାରେ ଏକାସଙ୍ଗେ ୮ଟି ବସ୍ ଓ ୧୦୦ ଯାତ୍ରୀ ପରିବହନ ସମ୍ଭବ ।
୧୯-କରୋନା ମହାମାରୀ ଭିତରେ ପ୍ରତିରକ୍ଷା ମନ୍ତ୍ରାଳୟର ବଡ଼ ନିଷ୍ପତ୍ତି: ଏବେ ସେନା ହସ୍ପିଟାଲରେ ଚିକିତ୍ସିତ ହୋଇପାରିବେ ସାଧାରଣ ଲୋକ ।
୨୦-ଆଜି ଭର୍ଚୁଆଲ୍‌ରେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆସାମର ପୂର୍ବତନ ରାଜ୍ୟପାଳ ପ୍ରଜ୍ଞାପୁରୁଷ ଜାନକୀ ବଲ୍ଲଭଙ୍କ ଶ୍ରଦ୍ଧାଞ୍ଜଳି ସଭା ।
୨୧-ଏପ୍ରିଲ ୧୧ ସୁଦ୍ଧା ଦେଶରେ ୪୫ ଲକ୍ଷ ଟିକା ନଷ୍ଟ ହୋଇଛି,ଟିକା ନଷ୍ଟ କ୍ଷେତ୍ରରେ ତାମିଲନାଡ଼ୁ ଓ ହରିୟାଣା ଦେଶରେ ଆଗୁଆ ଅଛନ୍ତି ।
୨୨-ଉତ୍ପାଦନ ବଢ଼ାଇଲା ଭାରତ ବାୟୋଟେକ, ବର୍ଷକୁ କୋଭାକ୍ସିନର ୭୦କୋଟି ଡୋଜ ଉତ୍ପାଦନ ହେବ ।
୨୩-ବିନାମୂଲ୍ୟରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‍ ଯୋଗାଉଛି ଦୈନିକ ୭୦୦ ଟନ୍‍ ଅକ୍ସିଜେନ୍‍ ।
୨୪-କୋଭିଡ୍‍ ଔଷଧ କଳାବଜାରୀ ବିରୋଧରେ ପୁଲିସ୍‍ କାର୍ଯ୍ୟାନୁଷ୍ଠାନ ଆରମ୍ଭ ।
୨୫-ଚିନ୍ତା ବଢ଼ାଇଲେ ‌କୁମ୍ଭମେଳା ଫେରନ୍ତା, କଟକ ରେଳଷ୍ଟେସନରେ ପରୀକ୍ଷା ପରେ ୧୫ ପଜିଟିଭ୍ ।
୧୫-ସୁଧୁରୁନି କରୋନା ସ୍ଥିତି: ମହାରାଷ୍ଟ୍ରରେ ଲାଗିବ ସଂପୂର୍ଣ୍ଣ ଲକ୍‌ଡାଉନ୍, ବାଜିଲା କ୍ୟାବିନେଟ୍ ମୋହର ।
୨୬-କଟକରେ ଶ୍ରଦ୍ଧାଳୁଙ୍କୁ ଧର୍ମାନୁଷ୍ଠାନ ମନା, କଟକଣା ଜାରି କଲା ସିଏମ୍‌ସି ।
୨୭-ବ୍ରିଟେନ ମହାରାଣୀ ଏଲିଜାବେଥଙ୍କ ସ୍ୱାମୀ ଫିଲିପ୍‌ଙ୍କ ଅନ୍ତ୍ୟେଷ୍ଟି ଦିନ ମାଇକେଲ୍‌ଙ୍କ ମୃତ୍ୟୁ ।
୨୮-ଭାରତର ୯ଟି ସହରରେ ଟ୍ବେଣ୍ଟି୨୦ ବିଶ୍ବକପ୍ ଅକ୍ଟୋବର-ନଭେମ୍ବରରେ ଖେଳାଯିବ, ଆଇସିସି ନେବ ଚୂଡ଼ାନ୍ତ ନିଷ୍ପତ୍ତି ।
୨୯-ଆଇପିଏଲ : ଦିଲ୍ଲୀ ଡେୟାର ଡେଭିଲ ମୁମ୍ବାଇ ଇଂଡିଆନ୍ସକୁ ୬ ଓ୍ବିକେଟରେ ପରାସ୍ତ ।
୩୦-ଆଜି ଚେନ୍ନଇର ଚେପକ୍ ଷ୍ଟାଡ଼ିୟମରେ ପଞ୍ଜାବ କିଙ୍ଗ୍‌ସ ଓ ସନରାଇଜର୍ସ ହାଇଦରାବାଦକୁ ଭେଟିବାକୁ ଥିବା ବେଳେ ମୁମ୍ବଇର ୱାଙ୍ଖେଡେ ଷ୍ଟାଡ଼ିୟମରେ ଚେନ୍ନଇ ସୁପର କିଙ୍ଗ୍‌ସ ଓ କଲକାତା ନାଇଟ୍ ରାଇଡର୍ସ ମୁହାଁମୁହିଁ ହେବେ।
ଅଧିକ ସତର୍କ ରହିବା ଦରକାର,କୋଭିଡ୍ ନିୟମ କଡ଼ାକଡ଼ି ପାଳନ କରିବା,ମାସ୍କ ପିନ୍ଧିବା, ଶାରୀରିକ ଦୂରତା ରଖିବା ଓ ନିୟମିତ ହାତ ଧୋଇବା । ଶୁଭ ସକାଳ,ସୁପ୍ରଭାତ ।ସୁପ୍ରଭାତ, ଗୁଡ଼ ମର୍ଣିଂ ,ଆଜି ଶ୍ରୀରାମ ନବମୀ

Comments (0)
Add Comment