Browsing category

ମନୋରଞ୍ଜନ

ଏନଓସି ନନେଲେ କଟକରେ ପୂଜାମଣ୍ଡପ ମନା

କଟକ,୧୦ା୯(ଏସଏସନିଉଜ)ଏନଓସି ନନେଲେ ଏଥର ପୂଜା ମଣ୍ଡପକୁ ମିଳିବନି ଆୟୋଜନର ଅନୁମତିାପ୍ରଶାସନର ପୂଜା ପ୍ରସ୍ତୁତି ବୈଠକରେ ଜିଲ୍ଲାପାଳ ଏହିଭଳି ସୂଚନା ଦେଇଛନ୍ତି ।କଟକରେ ମୋଟ ୧୫୭ଟି ପୂଜା ମଣ୍ଡପ ରହିଛିାକେବଳ ୧୧୭ଟି ପୂଜାମଣ୍ଡପ ଏନଓସି ପାଇଁ ଆବେଦନ କରିଛନ୍ତିା୪୦ଟି ମଣ୍ଡପ ଏନଓସି ପାଇଁ ଆବେଦନ କରି ନାହାନ୍ତିାଏଥିପାଇଁ ସେମାନଙ୍କୁ ଶେଷ ସୁଯୋଗ ଦିଆଯିବ ବୋଲି ଜିଲ୍ଲାପାଳ ସୁଚନା ଦେଇଛନ୍ତି ।

ଆଜିର ରାଶିଫଳ

ସେପ୍ଟେମ୍ବରମାସ ୧୦ତାରିଖ ୨୦୨୫ମସିହା (ବୁଧବାର)ଆଶ୍ୱିନମାସ- କୃଷ୍ଣପକ୍ଷ ,ତିଥି- ତୃତୀୟା ଦିବା ଘ୦୩/୪୦ ଗତେ ଚତୁର୍ଥୀ ,ସୁର୍ୟୋଦୟ-ପ୍ରାତଃ ଘ୦୫/୩୭/୨୫ ,ସୂର୍ୟ୍ୟାସ୍ତ -ସନ୍ଧ୍ୟା ଘ୦୫/୫୧/୪୩ ,ଯୋଗିନୀ ପଶ୍ଚିମେ ଦିବା ଘ୦୩/୪୦ ଗତେ ନୈଋତେ ,ଧନୁ ଓ ମେଷ ରାଶି ର ଘାତଚନ୍ଦ୍ର ,କର୍କଟ ରାଶିର ଘାତବାର ,ତୃତୀୟା ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ଓ ଚତୁର୍ଥୀ ର ପାର୍ବଣ ଶ୍ରାଦ୍ଧ ମହାଳୟା ବିଧିରେ ହେବ ,କାଳବେଳା-ଦିବା ଘ୦୮/୪୦ ଗତେ ଘ୧୦/୧୨ମଧ୍ୟେ ,ବାରବେଳା-ଦିବା ଘ୧୧/୪୨ଗତେ ଘ୦୧/୧୪ ମଧ୍ୟେ ,ବିଶୁଦ୍ଧ ଅମୃତବେଳା- […]

ଆସନ୍ତାକାଲି ସୁଭଦ୍ରା ସମୀକ୍ଷା ବୈଠକ

ଭୁବନେଶ୍ବର,୯।୯(ଏସଏସନିଉଜ)ଆସନ୍ତାକାଲି ସୁଭଦ୍ରା ସମୀକ୍ଷା ବୈଠକ ହେବ ବୋଲି କହିଛନ୍ତି ପ୍ରଭାତୀ ପରିଡ଼ା।ବାଦ୍ ପଡ଼ିଥିବା ହିତାଧିକାରୀଙ୍କୁ ସାମିଲ ନେଇ ଆଲୋଚନା ହେବ।ପରିବହନ,ଖାଦ୍ୟ ଯୋଗାଣ ଓ ସ୍ୱାସ୍ଥ୍ୟ ଆଦି ୩ ବିଭାଗକୁ ତଥ୍ୟ ମାଗିଛି ମହିଳା ଓ ଶିଶୁ କଲ୍ୟାଣ ବିଭାଗ।ବାଣିଜ୍ୟ ଓ ପରିବହନ ବିଭାଗକୁ ୪ ଚକିଆ ତଥ୍ୟ ମଗାଯାଇ ଥିଲା।ମୃତ ହିତାଧିକାରୀଙ୍କ ତାଲିକା ଯାଞ୍ଚ ପାଇଁ ସ୍ୱାସ୍ଥ୍ୟ ବିଭାଗକୁ କୁହାଯାଇଛି।ଧାନ ବିକ୍ରି ତଥ୍ୟ ଖାଦ୍ୟ ଓ ଯୋଗାଣ ବିଭାଗକୁ ମଗାଯାଇଥିଲା।୩ ବିଭାଗ ରିପୋର୍ଟ ଆଧାରରେ ଆସନ୍ତାକାଲି ସୁଭଦ୍ରା […]

ମା ତାରାତାରିଣୀଙ୍କ ପୀଠ

ବ୍ରହ୍ମପୁର,୯।୯(ଏସଏସନିଉଜ)ରାଜ୍ୟର ଅନ୍ୟତମ ଆଦିଶକ୍ତି ପୀଠ ତଥା ଗଞ୍ଜାମ ଜିଲ୍ଲାରେ ଅବସ୍ଥାପିତ ମାଆ ତାରାତାରିଣୀଙ୍କ ପୀଠରେ ପ୍ରଥମଥର ପାଇଁ ଆରମ୍ଭ ହୋଇଛି ଅନ୍ନପ୍ରସାଦ ସେବନ ବ୍ୟବସ୍ଥା ।ଏଠାରେ ଏକାଥରକେ ୧୦ହଜାର ଭକ୍ତଙ୍କପାଇଁ ପ୍ରସାଦ ରନ୍ଧନ ବ୍ୟବସ୍ଥା କରାଯାଇଛି ।ରାଜ୍ୟ ସରକାରଙ୍କ ପକ୍ଷରୁ ଏଥିପାଇଁ ୩କୋଟି ଟଙ୍କାର ବ୍ୟବବରାଦ କରାଯାଇଛି ।ଏହାକୁ ଆନୁଷ୍ଠାନିକ ଭାବେ ଗଞ୍ଜାମ ଜିଲ୍ଲାପାଳ ଭି.କୀର୍ତ୍ତିଭାସନ ଭକ୍ତଙ୍କୁ ଅନ୍ନପ୍ରସାଦ ବଣ୍ଟନ କରି ଶୁଭାରମ୍ଭ କରିଛନ୍ତି।ସରକାରଙ୍କ ଆର୍ଥିକ ସହାୟତାରେ ଅତ୍ୟାଧୁନିକ ରନ୍ଧିବା ମେସିନ, ପାକଶାଳା,ଭକ୍ତଙ୍କ ଖାଇବା ପାଇଁ ସ୍ବତନ୍ତ୍ର […]

ସାଂସ୍କୃତିକ କାର୍ୟ୍ୟକ୍ରମରେ କମ୍ପୁଛି କାଙ୍କଡପାଳ ନୂଆସାହି

ଢେଙ୍କାନାଳ,୮।୯(ଏସଏସନିଉଜ) କାଙ୍କଡପାଳ ନୂଆସାହିର ବଜରଙ୍ଗ କ୍ଲବ୍ ପକ୍ଷରୁ ସବୁବର୍ଷ ଭଳି ଏଥର ୪୬ତମ ଗଣେଶପୂଜା ମହସମା ରୋହର ସହ ପାଳିତ ହୋଇଛି। ୨୭ ତାରିଖରୁ ଆରମ୍ଭ ହୋଇଥିବା ଏହି ପୂଜାତ୍ସଵ ଆସନ୍ତା ୧୬ ତାରିଖରେ ସରିବାକୁ ଯାଉଛି।ଏହି ଦିନ ପୂଜାର ଅନ୍ୟତମ ଆକର୍ଷକ ଭସାଣିକୁ ମନାଲୋଭା ଓ ଆକର୍ଷଣୀୟ କରିବା ପାଇଁ କ୍ଲବର ସଦସ୍ୟମାନେ ଏବେଠାରୁ ଉଦ୍ୟମ ଆରମ୍ଭ କରିସାରିଲେଣି।ପ୍ରତ୍ୟହ ସନ୍ତୋଷ ଭାଇନା ନୀତିକାନ୍ତିରେ ପୂଜାର୍ଜନା କରୁଥିବା ବେଳେ ପ୍ରତାପ ସାସମଲ୍ କର୍ତ୍ତା ଭାବେ ପୂଜାକାର୍ୟ୍ୟ ସମ୍ପର୍ନ୍ନ […]

ଆଜିର ରାଶିଫଳ

ସେପ୍ଟେମ୍ବରମାସ ୦୯ତାରିଖ ୨୦୨୫ମସିହା (ମଙ୍ଗଳବାର)ଆଶ୍ୱିନମାସ- କୃଷ୍ଣପକ୍ଷ,ତିଥି- ଦ୍ଵିତୀୟା ସନ୍ଧ୍ୟା ଘ୦୬/୩୨ଗତେ ତୃତୀୟା,ନକ୍ଷତ୍ର- ଉତ୍ତରଭାଦ୍ର ସନ୍ଧ୍ୟା ଘ୦୬/୪୭ଗତେ ରେବତୀ,ସୁର୍ୟୋଦୟ-ପ୍ରାତଃ ଘ୦୫/୩୭/୧୫,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୫୨/ ୩୩,ଯୋଗିନୀ ଉତ୍ତରେ ସନ୍ଧ୍ୟା ଘ୦୬/୩୨ ଗତେ ପଶ୍ଚିମେ,ଧନୁରାଶିର ଘାତଚନ୍ଦ୍ର,ମକରରାଶିର ଘାତବାର,ଦ୍ଵିତୀୟାର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ମହାଳୟା ବିଧିରେ ହେବ,କାଳବେଳା-ଦିବା ଘ୦୧/୧୩ ଗତେ ଘ୦୨/୪୫ ମଧ୍ୟେ,ବାରବେଳା- ଦିବା ଘ୦୭/୦୮ ଗତେ ଘ୦୮/୪୦ ମଧ୍ୟେ,ବିଶୁଦ୍ଧ ଅମୃତ ବେଳା- ଦିବା ୦୮/୪୦ ଗତେ ଘ୧୦/୧୭ ମଧ୍ୟେ ଓ ଦିବା ଘ ୧୨/୪୦ ଗତେ ଘ୦୧/୧୩ ମଧ୍ୟେ ଓ […]

ବିଶ୍ଵ ଫିଜିଓଥେରାପି ଦିବସ ପାଳିତ

ଢ଼େଙ୍କାନାଳ,୮।୯(ଏସଏସନିଉଜ) ସୋମବାରଦିନ ଢେଙ୍କାନାଳସ୍ଥିତ ଲାଉଲଇ ” ପ୍ରିୟ” କାର୍ୟ୍ୟାଳୟଠାରେ ବିଶ୍ଵ ଫିଜିଓଥେରାପି ଦିବସ ପାଳିତ ହୋଇଯାଇଛି। ଉକ୍ତ କାର୍ୟକ୍ରମରେ ମୂଖ୍ୟଅତିଥି ଭାବେ ପ୍ରିୟର ନିର୍ଦେଶକ ଟଙ୍କଧର ବାରିକ ଯୋଗଦେଇ ବିଶ୍ଵ ଭୌତିକଚିକିତ୍ସା ବିଷୟରେ ବୁଝାଇ କହିଥିଲେ। ଫିଜିଓ ଥେରାପିଷ୍ଟ ନିବେଦିତା ନାୟକ,ସାହିଲ୍ ଆଫ୍ରିଡ୍, ସତ୍ୟପ୍ରକାଶ ନାୟକ ଯୋଗଦେଇ କାର୍ୟ୍ୟକ୍ରମଟିକୁ ଉଦ୍ଘାଟନ କରିଥିଲେ।ଡ଼.ନିବେଦିତା ନାୟକ ମସ୍ତିଷ୍କ ପକ୍ଷଘାତ ଓ ମାନସିକ ଅନଗ୍ରସର ଶିଶୁମାନଙ୍କର ସୁରକ୍ଷା ଓ ଅଗ୍ରଗତି ସମ୍ବନ୍ଧରେ ବୁଝାଇ କହିଥିଲେ।ସମସ୍ତ ଭିନ୍ନକ୍ଷମ ପିଲାମାନଙ୍କ ଫିଜିଓଥେରାପି ସେବା ଦିଆଯାଇଥିଲା […]

ଆଜିର ରାଶିଫଳ

ସେପ୍ଟେମ୍ବରମାସ ୦୮ତାରିଖ ୨୦୨୫ମସିହା (ସୋମବାର)ଆଶ୍ୱିନମାସ- କୃଷ୍ଣପକ୍ଷ,ତିଥି- ପ୍ରତିପଦ ରାତ୍ରି ଘ୦୯/୧୭ ଗତେ ଦ୍ଵିତୀୟା,ନକ୍ଷତ୍ର- ପୂର୍ବଭାଦ୍ର ରାତ୍ରି ଘ୦୮/୪୫ ଗତେ ଉତ୍ତରଭାଦ୍ର,ସୁର୍ୟୋଦୟ-ପ୍ରାତଃ ଘ୦୫/୩୭/୦୫,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୫୩/ ୩୩,ଯୋଗିନୀ ପୂର୍ବେ ରାତ୍ରି ଘ୦୯/୧୭ ଗତେ ଉତ୍ତରେ,ଧନୁରାଶିର ଘାତଚନ୍ଦ୍ର,ମିଥୁନରାଶିର ଘାତ ବାର,ପ୍ରତିପଦର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ମହାଳୟା ବିଧିରେ ହେବ,କାଳବେଳା-ଦିବା ଘ୦୭/ ୦୯ ଗତେ ଘ୦୮/୪୨ ମଧ୍ୟେ,ବାରବେଳା-ଦିବା ଘ୦୨/୪୪ ଗତେ ଘ୦୪/ ୧୭ମଧ୍ୟେ,ବିଶୁଦ୍ଧ ଅମୃତବେଳା- ଦିବା ଘ୦୭/ ୦୮ ମଧ୍ୟେ ଓ ୧୦/୨୪ ଗତେ ଘ୧୨/୪୮ ମଧ୍ୟେ ,ବିଶୁଦ୍ଧ ମାହେନ୍ଦ୍ରବେଳ।-ଦିବା ଘ […]

ନନ୍ଦନକାନନ ପାଲିଲା ଅନ୍ତର୍ଜାତୀୟ ଶାଗୁଣା ସଚେତନତା ଦିବସ

ଭୁବନେଶ୍ୱର,୬।୯(ଏସଏସନିଉଜ) ବିଶ୍ୱବ୍ୟାପୀ ଶାଗୁଣାଙ୍କ ସଂଖ୍ୟାର ଉଦବେଗଜନକ ହ୍ରାସ, ସେମାନଙ୍କର ସଂରକ୍ଷଣର ଜରୁରୀ ଆବଶ୍ୟକତା ଏବଂ ସେମାନଙ୍କର ଗୁରୁତ୍ୱପୂର୍ଣ୍ଣ ପରିବେଶଗତ ଭୂମିକାକୁ ଉଜାଗର କରିବା ପାଇଁ ଶନିବାରଦିନ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଅନ୍ତର୍ଜାତୀୟ ଶାଗୁଣା ସଚେତନତା ଦିବସ ପାଳିତ ହୋଇଯାଇଛି ।ଏଥିନିମନ୍ତେ ନନ୍ଦନକାନନ ସରକାରୀ ଉଚ୍ଚ ବିଦ୍ୟାଳୟର ଷଷ୍ଠରୁ ଦଶମ ଶ୍ରେଣୀ ପର୍ୟ୍ୟନ୍ତ ୧୦୦ ରୁ ଅଧିକ ଛାତ୍ରଛାତ୍ରୀମାନଙ୍କୁ ନେଇ ଏକ ଚିତ୍ରାଙ୍କନ ପ୍ରତିଯୋଗିତା, କୁଇଜ୍ ପ୍ରତିଯୋଗୀତା ବିଦ୍ୟାଳୟରେ କରାଯାଇଥିଲା ।ଏହାସହ ଶାଗୁଣା ସଂରକ୍ଷଣ ଉପରେ ଏକ ପାୱାର […]

ଆଜିର ରାଶିଫଳ

ସେପ୍ଟେମ୍ବରମାସ ୦୭ତାରିଖ ୨୦୨୫ମସିହା (ରବିବାର)ଭାଦ୍ରବମାସ- ଶୁକ୍ଳପକ୍ଷ,ତିଥି- ପୂର୍ଣ୍ଣିମା ରାତ୍ରି ଘ୧୧/୪୫ ଗତେ ପ୍ରତିପଦ,ନକ୍ଷତ୍ର- ଶତଭିଷା ରାତ୍ରି ଘ୧୦/୨୬ ଗତେ ପୁର୍ବ ଭାଦ୍ର,ସୁର୍ୟୋଦୟ-ପ୍ରାତଃ ଘ୦୫/୩୬/୫୫,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୫୪ /୩୩,ଯୋଗିନୀ ବୟବ୍ୟେ ରାତ୍ରି ଘ୦୧/୪୧ ଗତେ ପୂର୍ବେ,ମିଥୁନ ଓ ମୀନରାଶିର ଘାତଚନ୍ଦ୍ର,ମେଷରାଶିର ଘାତବାର,ପୁର୍ଣିମାର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ରାହୁ ଗ୍ରସ୍ତ ଖ’ଗ୍ରାସ ଚନ୍ଦ୍ରଗ୍ରହଣ,ତା ୦୭/୦୯/୨୦୨୫ ରିଖ (ରବିବାର)ଗ୍ରହଣ ସ୍ପର୍ଶ ରାତ୍ରି ଘ୦୮/୫୮ମିନିଟ୍,ସର୍ବ ମୋକ୍ଷ ରାତ୍ରି ଘ୧/୨୮ ମିନିଟ୍,ଦିବା ଘ ୧୨/୫୮ମିନିଟ୍ ଠାରୁ ଗ୍ରହଣ ଶେଷ (ରାତ୍ରି ଘ୧/୨୮ ମିନିଟ୍ ପର୍ଯ୍ୟନ୍ତ) […]