Browsing category

ମନୋରଞ୍ଜନ

ଆଜିର ରାଶିଫଳ

ଫେବୃଆରୀମାସ ୨୮ତାରିଖ ୨୦୨୫ମସିହା (ଶୁକ୍ରବାର)ଫାଲଗୁନମାସ- କୃଷ୍ଣପକ୍ଷତିଥି- ଅମାବାସ୍ୟା ଦିବାଘ୦୬/୩୬ ଗତେ ପ୍ରତିପଦନକ୍ଷତ୍ର-ଶତଭିଶା ଦିବାଘ୦୨/୩୧ଗତେ ପୂର୍ବଭାଦ୍ରସୁର୍ୟୋଦୟ-ପ୍ରାତଃ ଘ୦୬/୧୧/୫୦ ,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୪୯/୦୨ ,ଯୋଗିନୀ ଐଶାନ୍ୟେଦିବା ଘ୦୭/୩୬ଗତେ ପୂର୍ବେ ,ମିଥୁନ ଓ ମୀନରାଶିର ଘାତଚନ୍ଦ୍ର ,ପ୍ରତିପଦ ର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ,ବିଛା,ଧନୁ ଓ ମୀନରାଶିର ଘାତବାର ,ଅଦ୍ୟ ଦିବା ଘ୦୨/୩୧ ଗତେ ଏକ ପାଦ ଓ ରାତ୍ରି ଘ୦୩/୩୩ ଗତେ ଦ୍ଵୀ ପୁଷ୍କର ଦୋଷନାସ୍ତି ,କାଳବେଳା ଓ ବାରବେଳା – ଦିବା ଘ୦୯/୦୨ଗତେ ଘ୧୧/୫୭ ମଧ୍ୟେ ,ବିଶୁଦ୍ଧ ଅମୃତବେଳା- […]

ଆଜିର ରାଶିଫଳ

ଫେବୃଆରୀମାସ ୨୬ତାରିଖ ୨୦୨୫ମସିହା (ବୁଧବାର)ଫାଲଗୁନମାସ- କୃଷ୍ଣପକ୍ଷ,ତିଥି- ତ୍ରୟୋଦଶୀ ଦିବା ଘ୧୧/୩୫ଗତେ ଚତୁର୍ଦ୍ଦଶୀ ,ନକ୍ଷତ୍ର-ଶ୍ରାବଣ।ରାତ୍ରିଘ୦୬/୨୪ଗତେ ଧନିଷ୍ଟା ,ସୁର୍ୟୋଦୟ-ପ୍ରାତଃ ଘ୦୬/୧୩/୧୦ ,ସୂର୍ୟ୍ୟାସ୍ତ -ସନ୍ଧ୍ୟା ଘ୦୫/୪୮/୧୨ ,ଯୋଗିନୀ ଦକ୍ଷିଣେ ଦିବା ଘ୧୧/୩୫ ଗତେ ପଶ୍ଚିମେ ,ସିଂହରାଶିର ଘାତଚନ୍ଦ୍ର ,ତ୍ରୟୋଦଶୀ ର ଏକୋଦିଷ୍ଟ ଓ ଚତୁର୍ଦ୍ଦଶୀ ର ପାର୍ବଣଶ୍ରାଦ୍ଧ ,କର୍କଟ ରାଶିର ଘାତବାର ,ଅଦ୍ୟ ପୁଷ୍କରଦୋଷ ନାସ୍ତି ,କାଳବେଳା -ଦିବା ଘ୦୯/୦୪ ଗତେଘ୧୦/୩୨ମଧ୍ୟେ ,ବାରବେଳା -ଦିବା ଘ୧୧/୫୭ଗତେ ଘ୦୧/୩୫ମଧ୍ୟେ ,ବିଶୁଦ୍ଧ ଅମୃତବେଳା- ଦିବା ଘ ୦୭/୪୫ ମଧ୍ୟେ ଓ ଘ୦୧/୩୬ଗତେ ଘ୦୨/୧୦ ,ବିଶୁଦ୍ଧ […]

ରାତ୍ର ୧୦ଟା ସୁଦ୍ଧା ଉଠିବ ମହାଦୀପ

ଭୁବନେଶ୍ୱର ୨୫।୦୨(ଏସଏସନିୟୁଜ)ଆସନ୍ତାକାଲି ହେବାକୁ ଥିବା ମହାପ୍ରଭୁ ଲିଙ୍ଗରାଜଙ୍କ ପବିତ୍ର ଜାଗରଯାତ୍ରା ଉପଲକ୍ଷେ ସମସ୍ତ ନିଯୋଗ, ସେବାୟତ, ଜିଲ୍ଲା ପ୍ରଶାସନଙ୍କୁ ନେଇ ରାଜ୍ୟ ସରକାରଙ୍କ ଚୂଡ଼ାନ୍ତ ପର୍ଯ୍ୟାୟ ସମୀକ୍ଷା ବୈଠକ ଆଜି ଆଇନ୍‌, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ରାଜ୍ୟ ଅତିଥିଭବନ ସମ୍ମିଳନୀକକ୍ଷରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଅଧ୍ୟକ୍ଷତା କରିବା ସହିତ ଚଳିତ ଜାଗରଯାତ୍ରାକୁ କିଭଳି ଅଧିକ ବ୍ୟବସ୍ଥିତ, ସୁନ୍ଦର ଓ ଶୃଙ୍ଖଳିତ […]

ମହାଶିବରାତ୍ରି ଉପଲକ୍ଷେ ଲିଙ୍ଗରାଜ ମନ୍ଦିରରେ ସ୍ଵତନ୍ତ୍ର ବ୍ୟବସ୍ଥା

ଭୁବନେଶ୍ୱର,୨୫।୨(ଏସଏସନିଉଜ)ଆସନ୍ତାକାଲି ମହାଶିବରାତ୍ରି ଉପଲକ୍ଷେ ପ୍ରଭୁ ଶ୍ରୀ ଲିଙ୍ଗରାଜ ମନ୍ଦିରରେ ହେବାକୁ ଥିବା ଜନସମାଗମକୁ ଦୃଷ୍ଟିରେ ରଖି ଆଇନଶୃଙ୍ଖଳା ବ୍ୟବସ୍ଥାକୁ ତ୍ଵରାନ୍ଵିତ କରିବା ନିମନ୍ତେ ଭୁବନେଶ୍ବର ସହରାଞ୍ଚଳପୁଲିସ ତରଫରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ।ଶିବରାତ୍ର ଉପଲକ୍ଷେ ରାଜ୍ୟର ବିଭିନ୍ନପ୍ରାନ୍ତ ତଥା ରାଜ୍ୟବାହାରୁ ଆସିବାକୁ ଥିବା ବିପୁଳସଂଖ୍ୟାରେ ଶ୍ରଦ୍ଧାଳୁମାନେ କିପରି ଶାନ୍ତିଶୃଙ୍ଖଳାରେ ଶ୍ରୀଲିଙ୍ଗରାଜମହାପ୍ରଭୁଙ୍କୁ ଦର୍ଶନ କରିବେ ତାସହିତ ସୁରକ୍ଷିତ ଭାବରେ ମହାଶିବରାତ୍ରି ପାଳନ କରିବେ, ସେହିସବୁ ଦିଗକୁ ତର୍ଜମା କରାଯାଇ ଏହି ପୁଲିସବ୍ୟବସ୍ଥାର ଆୟୋଜନ କରାଯାଇଛି ।ଏହାସହିତ ଶ୍ରଦ୍ଧାଳୁ ତଥା […]

ତୃତୀୟଥର ପାଇଁ ମା ହେଲା ଅଙ୍କିତା

ବାରଙ୍ଗ,୨୪।୨(ଏସଏସନିଉଜ)ନନ୍ଦନକାନନ ପାଇଁ ଖୁସିଖବର। ନନ୍ଦନକାନନର ଅନ୍ୟତମ ଆକର୍ଷଣୀୟ ୧୩ ବର୍ଷ ୧ମାସ ବୟସର ସାଧାରଣରଙ୍ଗର ବାଘୁଣୀ ଅଙ୍କିତା ସୋମବାର ସକାଳେ ଏକ ଛୁଆ ଜନ୍ମ ଦେଇଛି।ତୃତୀୟଥର ପାଇଁ ମା ହେବାର ଷୌଭାଗ୍ୟ ଅର୍ଜ୍ଜନ କରିଛି ଅଙ୍କିତା।୧୩ ନଭେମ୍ବର ୨୦୨୪ରେ ସୈଫ୍ ସହ ଅଙ୍କିତାର ମିଳନ ଗୋଟିଏ ଦିନ ପାଇଁ ଚାଲିଥିଲା।ଏହି ଯୋଡ଼ିଙ୍କର ମିଳନ ହୋଇ ୧୦୩ ଦିନ ଗର୍ଭଧାରଣ ପରେ ଆଜି ଅଙ୍କିତା ଏକ ଛୁଆକୁ ଜନ୍ମ କରିଛି। ଏହି ନବଜାତକକୁ ମିଶାଇନନ୍ଦନକାନନରେ ବାଘ ସଂଖ୍ୟା ୨୮କୁ […]

ମାର୍ଚ୍ଚ ୧ରେ ଦହିବରା ଆଳୁଦମ ଦିବସ

କଟକ,୨୪. ୦୨(ଏସଏସନିଉଜ) ଦହିବରା କେବଳ ଏକ ଖାଦ୍ୟ ନୁହେଁ, ଏହା ହେଉଛି ଏକ ଆବେଗ। ଅନନ୍ୟ ସ୍ୱାଦିଷ୍ଟ ଏହି ଦହିବରାକୁ ନେଇ ପ୍ରତ୍ୟେକ ଓଡ଼ିଆ ବିଶେଷକରି କଟକିଆଙ୍କର ଭାବାବେଗ ଜଡିତ ରହିଛି। ଏହି ଭାବାବେଗକୁ ଆଉ ପାଦେ ଆଗକୁ ନେଇ କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ଆସନ୍ତା ମାର୍ଚ୍ଚ ୧ ତାରିଖରେ ଦହିବରା ଆଳୁଦମ ଦିବସ ପାଳନ କରାଯିବ। ଏଥିପାଇଁ କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି କରାଯାଇଛି। ମାର୍ଚ୍ଚ ୧ ତାରିଖରେ ସିଲଭର ସିଟି ବୋଟ […]

ସରି ସରି ଆସୁଛି ମହାକୁମ୍ଭ…

ଭୁବନେଶ୍ୱର,୨୩।୨(ଏସଏସନିଉଜ)୨୬ ତାରିଖରେ ସରୁଛି ମହାକୁମ୍ଭ।ଏହିଦିନ ମଧ୍ୟ ଶିବରାତ୍ରୀ ପଡୁଛି।ତେଣୁ ଏହି ଦୁର୍ଲଭ ଦିବସ ଅବସରରେ ସଙ୍ଗମରେ ପବିତ୍ର ବୁଡ ପକାଇବାକୁ ପ୍ରୟାଗରାଜ ଛୁଟୁଛି ଶ୍ରଦ୍ଧାଳୁଙ୍କ ସୁଅ ।ଏବେ ପ୍ରୟାଗରାଜ ମୁହାଁ ହୋଇଛନ୍ତି ଶ୍ରଦ୍ଧାଳୁ।ବିଭିନ୍ନ ରାଜ୍ୟରୁ ନିଜନିଜ ଗାଡି ଧରି ଆସୁଥିବାରୁ ରାସ୍ତାରେ ଭିଡ ସାଙ୍ଗକୁ ଟ୍ରାଫିକ୍ ସମସ୍ୟା ଦେଖାଦେଇଛି।ଟ୍ରାଫିକ ସମସ୍ୟା ଜାମ୍ ଏତେ ପରିମାଣର ହେଉଛି ଯେ, ପାଖାପାଖି ୨୫ କିଲୋମିଟର ଯାଏଁ ଭିଡ ଲମ୍ବି ରହୁଛି।ଭିଡକୁ ଆଖି ପାଉନାହିଁ, କେବଳ ଗାଡିର ଲମ୍ବା ଧାଡି ଦେଖିବାକୁ […]

ଆଜିର ରାଶିଫଳ

ଫେବୃଆରୀମାସ ୨୩ତାରିଖ ୨୦୨୫ମସିହା(ରବିବାର)ଫାଲଗୁନ ମାସ- କୃଷ୍ଣପକ୍ଷ ,ତିଥି- ଦଶମୀ ଦିବା ଘ୦୨/୧୮ଗତେ ଏକାଦଶୀ,ନକ୍ଷତ୍ର- ମୂଳା ରାତ୍ରି ଘ୦୭/୪୨ ଗତେ ପୂର୍ବାଷାଢ଼।ସୁର୍ୟୋଦୟ-ପ୍ରାତଃ ଘ୦୬/୧୫/୨୦,ସୂର୍ଯ୍ୟାସ୍ତ -ସନ୍ଧ୍ୟାଘ୦୫/୪୬/୫୨ ,ଯୋଗିନୀ ଉତ୍ତରେ ଦିବା ଘ୦୨/୧୮ ଗତେ ଅଗ୍ନିକୋଣେ ,ତୁଳା ଓ କୁମ୍ଭରାଶିର ଘାତଚନ୍ଦ୍ର ,ଦଶମୀର ଏକୋଦିଷ୍ଟ ଓ ଏକାଦଶୀର ପାର୍ବଣଶ୍ରାଦ୍ଧ ,ମେଷରାଶିର ଘାତବାର ,ଅଦ୍ୟ ମୃତେ ଏକପାଦ ପୁଷ୍କରଦୋଷ ,କାଳବେଳା ଓ ବାରବେଳା – ଦିବା ଘ୧୦/୩୦ ଗତେ ଘ୦୧/୨୩ ମଧ୍ୟେ ,ବିଶୁଦ୍ଧ ଅମୃତବେଳା- ଦିବା ଘ୦୭/୦୧ଗତେ ଘ ୧୦/୧୪ମଧ୍ୟେ ଓ ରାତ୍ରି […]

ଆଜିର ରାଶିଫଳ

ଫେବୃଆରୀମାସ ୨୨ତାରିଖ ୨୦୨୫ମସିହା (ଶନିବାର)ଫାଲଗୁନ ମାସ- କୃଷ୍ଣପକ୍ଷ,ତିଥି- ନବମୀ ଦିବା ଘ୦୧/୩୭ ଗତେ ଦଶମୀ,ସୁର୍ୟୋଦୟ-ପ୍ରାତଃ ଘ୦୬/୧୬/୦୦,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୪୬/୩୨,ଯୋଗିନୀ ପୂର୍ବେ ଦିବା ଘ୦୧/୩୭ଗତେ ଉତ୍ତରେ,ତୁଳା ଓ କୁମ୍ଭରାଶିର ଘାତଚନ୍ଦ୍ର,ନବମୀର ଏକୋଦିଷ୍ଟ ଓ ଦଶମୀର ପାର୍ବଣଶ୍ରାଦ୍ଧ,ବୃଷ,ସିଂହ ଓ କନ୍ୟାରାଶିର ଘାତବାର,ଅଦ୍ୟ ମୁତେ ଏକ ପାଦ ପୁଷ୍କର ଦୋଷ,କାଳବେଳା -ଦିବା ଘ୦୭/୪୦ମଧ୍ୟେ ଓ ଦିବା ଘ୦୪/୨୩ଗତେ ଘ୦୫/୫୧ ମଧ୍ୟେ,ବାରବେଳା – ଦିବା ଘ୦୧/୩୨ ଗତେ ଘ୦୨/୫୯ ମଧ୍ୟେ,ବିଶୁଦ୍ଧ ଅମୃତବେଳା- ଦିବା ଘ୧୦/୧୪ ଗତେ ଘ୦୧/୨୬ ମଧ୍ୟେ ଓ ରାତ୍ରି ଘ୦୮/୧୨ଗତେ […]

ବିଶ୍ୱ ବଜ୍ରକପ୍ତା ଦିବସ ପାଳିତ

ବାରଙ୍ଗ,୧୫।୨(ଏସଏସନିଉଜ)ଶନିବାର ଦିନ ୧୧ଟା ସମୟରେ ନନ୍ଦନକାନନରେ ବିଶ୍ୱ ବଜ୍ରକପ୍ତା ଦିବସ ପାଳିତ ହୋଇଯାଇଛି।ଏହି ଉପଲକ୍ଷେ ଆୟୋଜିତ ଏକ ସ୍ୱତନ୍ତ୍ର କର୍ମଶାଳା ରେ କଲେଜ ଛାତ୍ରଛାତ୍ରୀ ମାନେ ଅଂଶ ଗ୍ରହଣ କରିଥିଲେ। ବାଜ୍ରକପ୍ତାର ଆବଶ୍ୟକତା, ସେମାନଙ୍କ ସଂରକ୍ଷଣ ଉପରେ ବୁଝାଯାଇଥିଲା। ଏଥିରେ ପଟିଆରାଜା ମଧୁସୂଦନ ଦେବ ଡିଗ୍ରୀ କଲେଜ, ବାରଙ୍ଗ କୁଞ୍ଜବିହାରୀ ଡିଗ୍ରୀ କଲେଜ, ସେଞ୍ଚୁରିଆନ୍ ୟୁନିଭରସିଟି ଅଫ୍ ଟେକ୍ନୋଲୋଜି ଆଣ୍ଡ୍ ମ୍ୟାନେଜମେଣ୍ଟର ଛାତ୍ରଛାତ୍ରୀ ମାନଙ୍କ ସହ ବାଜ୍ରକାପ୍ତା ପ୍ରଜନନ କେନ୍ଦ୍ରର ପଶୁପାଳକମାନେ ଅଂଶଗ୍ରହଣ କରିଥିଲେ। ଭାରତରେ ଦେଖାଯାଉଥିବା […]