Browsing category

ମନୋରଞ୍ଜନ

ମରାମତିହେବ ମେଘନାଦପାଚେରି

ଭୁବନେଶ୍ୱର,୫/୧୧(ଏସଏସନିଉଜ)ମେଘନାଦ ପାଚେରିର ସ୍ଥାୟୀ ମରାମତି ଓ ପୁନରୁଦ୍ଧାର ଦାବି ନେଇASI ଅଧୀକ୍ଷକକୁ ଚିଠି ଲେଖିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ।ପ୍ରାଚୀରର ସାମଗ୍ରିକ ବୈଜ୍ଞାନିକ ସର୍ଭେ କରିବାକୁ ବି ଉଲ୍ଲେଖ ରହିଛି।ଆନନ୍ଦବଜାରର ଡ୍ରେନେଜ୍ ବ୍ଯବସ୍ଥା ସୁଧାରିବାକୁ ଟେଣ୍ଡର ଶେଷ ହୋଇଛି।

ବାବାଙ୍କୁ ବିବାହ କଲେ ଅଭିନେତ୍ରୀ

ଭୁବନେଶ୍ୱର,୪ା୧୧(ଏସଏସନିଉଜ) ଦ୍ୱିତୀୟ ବିବାହ କରି ଏବେ ଚର୍ଚ୍ଚାକୁ ଆସିଛନ୍ତି ୩୮ବର୍ଷ ବୟସ୍କା ମାଲାୟାଲମ୍ ଟିଭି ଅଭିନେତ୍ରୀ ଦିବ୍ୟା ଶ୍ରୀଧରା ସେ ୪୯ ବର୍ଷ ବୟସ୍କ ଅଭିନେତା ତଥା ମୋଟିଭେସନାଲ୍ ସ୍ପିଲର୍ କ୍ରିସ୍ ଭେନୁଗୋପାଲଙ୍କୁ ବିବାହ କରିଛନ୍ତିା ଅକ୍ଟୋବର ୩୦ରେ ଆୟୋଜିତ ହୋଇଥିବା ଏହି ବିବାହର ଫଟୋ ସୋସିଆଲ ମିଡିଆରେ ଘୁରିବୁଲିବା ସହ ଭାଇରାଲ ହେବାରେ ଲାଗିଛି ।ତେବେ ୧୧ବର୍ଷ ବଡ ବାବାଙ୍କୁ ବିବାହ କରିଥିବାରୁ ସୋସିଆଲ ମିଡିଆରେ ଲୋକମାନେ ବିଭିନ୍ନ ପ୍ରକାରର କଥା କହୁଛନ୍ତି।

ଆଜିର ରାଶିଫଳ

ନଭେମ୍ବରମାସ ୦୫ତାରିଖ ୨୦୨୪ମସିହା(ମଙ୍ଗଳବାର)କାର୍ତ୍ତିକମାସ- ଶୁକ୍ଳପକ୍ଷ ,ତିଥି- ଚତୁର୍ଥୀ ରାତ୍ରି ଘ ୧୨/୧୧ ଗତେ ପଞ୍ଚମୀ ,ନକ୍ଷତ୍ର- ଜ୍ୟେଷ୍ଠା ଦିବା ଘ ୧୦/୨୦ ଗତେ ମୂଳା ,ସୁର୍ୟୋଦୟ-ପ୍ରାତଃ ଘ୦୫/୫୪/୪୦ ,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୦୮/୦୬ ,ଯୋଗିନୀ ନୈରୁତେ ରାତ୍ରି ଘ୧୨/୧୧ଗତେ ଦକ୍ଷିଣେ ,ଚତୁର୍ଥୀ ର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ,ତୁଳା ଓ କୁମ୍ଭରାଶିର ଘାତଚନ୍ଦ୍ର ,ମକରରାଶିର ଘାତବାର ,କାଳବେଳା -ଦିବା ଘ୧୨/୫୩ ଗତେ ଘ୦୧/୨୭ ମଧ୍ୟେ ,ବାରବେଳା – ଦିବା ଘ୦୭/୧୭ଗତେ ଘ୦୮/୪୨ମଧ୍ୟେ ,ବିଶୁଦ୍ଧ ଅମୃତବେଳା- ଦିବା ଘ ଘ୦୬/୪୪ […]

ଆଖି ବୁଜିଲା ଯଶୋଦା

ଭୁବନେଶ୍ୱର,୪ା୧୧(ଏସଏସନିଉଜ) ଚିକିସ୍‌ା ଚାଲିଥିବାବେଳେ ଚାଲିଗଲା ପୋଷାହାତୀ ଯଶୋଦାର ଜୀବନ । ଚନ୍ଦକା ଅଭୟାରଣ୍ୟରୁ ୬ ମାସ ତଳେ ଯଶୋଦାକୁ ଶିମିଳିପାଳକୁ ଅଣାଯାଇଥିଲା। ୬ ମାସ ତଳେ ଯଶୋଦାକୁ ଚନ୍ଦକା ଅଭୟାରଣ୍ୟରୁ ଶିମିଳିପାଳକୁ ଅଣାଯାଇଥିଲା। ଆସିବାପରେ ଯଶୋଦା ଅସୁସ୍ଥ ହେବାରୁ ତାର ଚିକିସ୍‌ସା ଆରମ୍ଭ ହୋଇଥିଲା ତାର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ଗତ ତିନିମାସ ହେବ ବିଶେଷଜ୍ଞ ଡାକ୍ତରମାନଙ୍କ ଦ୍ଵାରା ଚିକିତ୍ସା କରାଯାଇଥିଲେ ସୁଦ୍ଧା ଯଶୋଦାକୁ ବଂଚାଇପାରିନଥିଲେ ।ଶେଷରେ ୬୦ ବର୍ଷ ବୟସ୍କା ହାତୀ ଅଖିବୁଜିଥିଲା ।

ଆଜିର ରାଶିଫଳ

ନଭେମ୍ବରମାସ ୦୪ତାରିଖ ୨୦୨୪ମସିହା(ସୋମବାର)କାର୍ତ୍ତିକମାସ- ଶୁକ୍ଳପକ୍ଷ ,ତିଥି- ତୃତୀୟା ରାତ୍ରି ଘ୧୧/୨୨ଗତେ ଚତୁର୍ଥୀ ,ନକ୍ଷତ୍ର- ଅନୁରାଧା ଦିବା ଘ ୦୮/୩୭ଗତେ ଜ୍ୟେଷ୍ଠା ,ସୁର୍ୟୋଦୟ-ପ୍ରାତଃ ଘ୦୫/୫୪/୧୦ ,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୦୮/୨୬ ,ଯୋଗିନୀ ଆଗ୍ନିକୋଣେ ରାତ୍ରି ଘ୧୧/୨୨ଗତେ ନୈରୁତେ. ତୃତୀୟାର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ,ମିଥୁନରାଶିର ଘାତବାର ,କାଳବେଳା -ଦିବା ଘ୦୭/୧୮ଗତେ ଘ୦୮/୪୪ ମଧ୍ୟେ ,ବାରବେଳା – ଦିବା ଘ୦୨/୧୨ଗତେ ଘ୦୩/୩୭ ମଧ୍ୟେ ,ବିଶୁଦ୍ଧ ଅମୃତ ବେଳା- ଦିବା ଘ ଘ୦୭/୧୭ ମଧ୍ୟେ ଓ ଘ୦୯/୦୬ ଗତେ ଘ୧୧/୩୧ ମଧ୍ୟେ ଓରାତ୍ରି […]

ଆଜିର ରାଶିଫଳ

ନଭେମ୍ବରମାସ ୦୩ତାରିଖ ୨୦୨୪ମସିହା(ରବିବାର)କାର୍ତ୍ତିକମାସ- ଶୁକ୍ଳପକ୍ଷ ,ତିଥି- ଦ୍ଵିତୀୟା ରାତ୍ରି ଘ ୦୯/୫୦ ଗତେ ତୃତୀୟା ,ନକ୍ଷତ୍ର- ବିଶାଖା ପ୍ରାତଃ ଘ ୦୬/୩୦ ଗତେ ଅନୁରାଧା ,ସୁର୍ୟୋଦୟ-ପ୍ରାତଃ ଘ୦୫/୫୩/୩୭ ,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୦୮/୫୬ ,ଯୋଗିନୀ ଉତ୍ତରେ ରାତ୍ରି ଘ୦୯/୫୦ ଗତେ ଆଗ୍ନିକୋଣେ ,ଦ୍ଵିତୀୟାର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ,ମେଷରାଶି ର ଘାତବାର ,କାଳବେଳା ଓ ବାରବେଳା – ଦିବା ଘ୧୦/୦୪ ଗତେ ଘ୧୨/୫୫ ମଧ୍ୟେ ,ବିଶୁଦ୍ଧ ଅମୃତ ବେଳା- ଦିବା ଘ ଘ୦୭/୪୪ ଗତେ ଘ ୦୯/୦୭ […]

୩ରୁ ଦଶମଶ୍ରେଣୀ ପରୀକ୍ଷା ଫର୍ମପୂରଣ

ଭୁବନେଶ୍ୱର,୨/୧୧(ଲିଙ୍ଗରାଜ ରାଉତ)୩ତାରିଖକୁ ଦଶମଶ୍ରେଣୀ ପରୀକ୍ଷା ଫର୍ମପୂରଣ ହେବ ।ମାଧ୍ୟମିକ ଶିକ୍ଷାପରିଷଦ ଦ୍ବାରା ପରିଚାଳିତ ୨୦୨୫ମାଟ୍ରିକ ପରୀକ୍ଷାନିମନ୍ତେ ଫର୍ମପୂରଣ ନଭେମ୍ବର ୩ରୁ ଆରମ୍ଭ ହେବ।ରେଗୁଲାର ଓ ଏକ୍ସ-ରେଗୁଲାର ଛାତ୍ରଛାତ୍ରୀ ମାନେ ନଭେମ୍ବର ୩ ତାରିଖରୁ ୧୮ତାରିଖ ମଧ୍ୟରେ ଅନଲାଇନ୍ ଫର୍ମପୂରଣ କରିପାରିବେ ।ରାତି ୧୧ଟା ପର୍ଯ୍ୟନ୍ତ ଅନ୍‌ଲାଇନ୍‌ ଯୋଗେ ଫର୍ମପୂରଣ ହୋଇପାରିବ। www.bseodisha.ac.in ୱେବ୍ ସାଇଟ୍ ଭିସିଟ୍ କରି ଛାତ୍ରଛାତ୍ରୀମାନେ ସମ୍ପୁର୍ଣ୍ଣ ସୂଚନା ପାଇପାରିବେ ।ସପଣ୍ଡେଣ୍ଟ କୋର୍ସରେ ପରୀକ୍ଷାର୍ଥୀ ମାନେ ବୋର୍ଡ ଆଞ୍ଚଳିକ କାର୍ଯ୍ୟାଳୟରେ ଉପସଚିବଙ୍କ ଦ୍ବାରା ଅଫ୍‌ଲାଇନ୍‌ରେ […]

Rupa Birth four tiger cubs

Barang,2।11(ssnews) White tigress Rupa Birth of four tiger cubs at Nandankanan today. Tigress Rupa gave birth to 4 cubs at Nandankanan today. Rupa was born at Nandankanan on 22-09-2018 from Roshan and Bijaya and presently it is 6-years old. It is the third litter from tigress Rupa. In 1st litter, it mated with Rajesh and […]

ପଣ୍ଡିତ ଗୋପବନ୍ଧୁଦାସଙ୍କ ମାନସ ଓ ଭାବାଦର୍ଶକୁ ନେଇ ଆଲୋଚନା ଚକ୍ର

ବାରଙ୍ଗ,୧/୧୧(ଲିଙ୍ଗରାଜ ରାଉତ) କୁଞ୍ଜବିହାରୀ ମହାବିଦ୍ୟାଳୟର ଇତିହାସବିଭାଗ ଆନୁକୂଲ୍ଯରେ ପଣ୍ଡିତ ଗୋପବନ୍ଧୁଦାସଙ୍କ ମାନସ ଓ ଭାବାଦର୍ଶ ଏବଂ ଏକବିଂଶ ଶତାବ୍ଦୀରେ ଆଧୁନିକ ଓଡ଼ିଶା ପାଇଁ ଏହାର ପ୍ରାସଙ୍ଗିକତା “ସମ୍ବନ୍ଧରେଏକ ଆଲୋଚନାଚକ୍ର ଆୟୋଜନ କରାଯାଇଥିଲା।ମହାବିଦ୍ୟାଳୟ ପରିସରରେ ଶୁକ୍ରବାରଦିନ ଆୟୋଜିତ ଆଲୋଚନା ଚକ୍ରରେଐତିହାସିକ,ଗବେଷକ ତଥା ବହୁ ଇତିହାସ ପୁସ୍ତକର ରଚୟିତା ଡଃ ପ୍ରଭାତକୁମାରମଲ୍ଲିକ ଅତିଥି ଭାବରେ ଯୋଗଦେଇ ଅତି ପ୍ରାଞ୍ଜଳ ଭାବରେ ମହାବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକାମାନଙ୍କୁ ବୁଝାଇ କହିଥିଲେ।ଆଲୋଚନା ଚକ୍ରରେ ଦଶଜଣରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ସେମାନଙ୍କର ସେମିନାର୍ ପେପର୍ […]

୨୫ରେ ବାରଙ୍ଗର ପ୍ରସିଦ୍ଧ କାର୍ତ୍ତିକେଶ୍ୱର ଭସାଣି

ବାରଙ୍ଗ,୧/୧୦(ଏସଏସନିଉଜ) ଆଉ ଦିନ କେଇଟା ପରେ ବାରଙ୍ଗର ପ୍ରସିଦ୍ଧ ଗଣପର୍ବ କର୍ତିକେଶ୍ୱର ପୂଜା ହେବ।ବାରଙ୍ଗ ଓ ଏହାର ଆଖପାଖ ଅଞ୍ଚଳରେ ପ୍ରାୟ ୧୦୦ରୁ ଉର୍ଦ୍ଧ ପୂଜାମଣ୍ଡପରେ କାର୍ତ୍ତିକେୟ ଓ ନିଲେନ୍ଦ୍ରିୟଙ୍କ ପୂଜା ହେବ। ବାରଙ୍ଗ ଅଂଚଳର ପ୍ରସିଦ୍ଧ କାର୍ତ୍ତିକପୂଜା ଓ ଭସାଣିପାଇ ଏବେଠାରୁ ପ୍ରସ୍ତୁତପର୍ବ ଆରମ୍ଭ ହୋଇଯାଇଛି।ବାରଙ୍ଗଅଞ୍ଚଳର ବଡ଼ପର୍ବ ତଥା ଭାଇଚାରାର ପର୍ବ ହୋଇଥିବାରୁଏହାକୁ ଆକର୍ଷଣୀୟ କରିବା ପାଇଁ ସମସ୍ତ ପୂଜା କମିଟି ପକ୍ଷରୁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି।ଏହି ପୂଜାର ଅନ୍ୟତମ ଆକର୍ଷକ ଭସାଣି ହୋଇଥିବାରୁ […]