Browsing category

ମନୋରଞ୍ଜନ

ଆଜିର ରାଶିଫଳ

ସେପ୍ଟେମ୍ବରମାସ ୦୯ତାରିଖ ୨୦୨୪ ମସିହା (ସୋମବାର)ଭାଦ୍ରବ ମାସ- ଶୁକ୍ଳପକ୍ଷ,ତିଥି- ଷଷ୍ଠୀ ସନ୍ଧ୍ୟା ଘ୦୯/୪୧ ଗତେ ସପ୍ତମୀ,ନକ୍ଷତ୍ର- ବିଶାଖା ସନ୍ଧ୍ୟା ଘ୦୬/୩୬ ଗତେ ଅନୁରାଧା,ସୁର୍ୟୋଦୟ-ପ୍ରାତଃ ଘ୦୫/୩୭/୧୫,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୫୨/ ୪୦,ଯୋଗିନୀ ପଶ୍ଚିମେ ରାତ୍ରି ଘ୦୯/୪୧ ଗତେ ବାୟବ୍ୟେ,ଷଷ୍ଠୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ମିଥୁନ ରାଶିର ଘାତବାର,ମୃତେ ସନ୍ଧ୍ୟା ଘ୦୬/୩୬ ମଧ୍ୟେ ଓ ରାତ୍ରି ଘ ୦୯/୪୦ ଗତେ ଏକପାଦ ପୁଷ୍କର ଦୋଷ,କାଳବେଳା -ଦିବା ଘ୦୭/୦୯ ଗତେ ଘ୦୮/୪୦ ମଧ୍ୟେ,ବାରବେଳା – ଦିବା ଘ୦୨/୪୬ ଗତେ ଘ୦୪/୧୯ ମଧ୍ୟେ,ବିଶୁଦ୍ଧ ଅମୃତ […]

ଆଜିର ରାଶିଫଳ

ସେପ୍ଟେମ୍ବରମାସ ୦୭ତାରିଖ ୨୦୨୪ ମସିହା(ଶନିବାର)ଭାଦ୍ରବମାସ- ଶୁକ୍ଳପକ୍ଷ,ତିଥି-ଚତୁର୍ଥୀ ସନ୍ଧ୍ୟା ଘ୦୫/୨୩ଗତେ ପଞ୍ଚମୀ,ନକ୍ଷତ୍ର- ଚିତ୍ରା ଦିବା ଘ୦୧/୦୭ ଗତେ ସ୍ଵାତୀ,ଗଣେଷପୂଜା, ସୁର୍ୟୋଦୟ -ପ୍ରାତଃ ଘ୦୫/୩୬/୪୫,ସୂର୍ୟ୍ୟାସ୍ତ -ସନ୍ଧ୍ୟା ଘ୦୫/୫୪/୨୦,ଯୋଗିନୀ ନୈରୁତେ ସନ୍ଧ୍ୟା ଘ୦୫/୨୩ ଗତେ ଦକ୍ଷିଣେ,ଚତୁର୍ଥୀର ଏକୋଦିଷ୍ଟଶ୍ରାଦ୍ଧ,ବୃଷ,ସିଂହ ଓ କନ୍ୟାରାଶିର ଘାତବାର,ମୃତେ ଏକପାଦ ପୁଷ୍କରଦୋଷ,କାଳବେଳା -ଦିବା ଘ୦୭/୧୧ମଧ୍ୟେ ଓ ଦିବା ଘ୦୪/୧୮ଗତେ ଘ୦୫/୫୧ ମଧ୍ୟେ,ବାରବେଳା -ଦିବା ଘ୦୧/୧୩ଗତେ ଘ୦୨/୪୬ ମଧ୍ୟେ,ବିଶୁଦ୍ଧ ଅମୃତବେଳା- ଦିବା ଘ୦୯/୩୭ ଗତେ ଘ୧୨/୫୦ମଧ୍ୟେ ଓ ଘ୦୮/୧୪ ଗତେ ଘ୧୦/୩୭ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।- ନାସ୍ତି,ଅଦ୍ୟ ମୂଳା ସନ୍ଧ୍ୟା ଘ୦୫/୨୩ଗତେ […]

ଆଜିର ରାଶିଫଳ

ସେପ୍ଟେମ୍ବରମାସ ୦୫ତାରିଖ ୨୦୨୪ମସିହା(ଗୁରୁବାର)ଭାଦ୍ରବମାସ- ଶୁକ୍ଳପକ୍ଷ ,ତିଥି- ଦ୍ଵିତୀୟା ଦିବାଘ୧୨/୧୬ଗତେ ତୃତୀୟା ,ନକ୍ଷତ୍ର- ଉତ୍ତରା ଫା ଦିବା ଘ୦୬/୫୬ଗତେ ହସ୍ତା ,ସୁର୍ୟୋଦୟ-ପ୍ରାତଃ ଘ୦୫/୩୬/୨୫ ,ସୂର୍ୟ୍ୟାସ୍ତ -ସନ୍ଧ୍ୟା ଘ୦୫/୫୬/୧୦ ,ଯୋଗିନୀ ଉତ୍ତରେ ଦିବା ଘ୧୨/୧୬ଗତେ ଅଗ୍ନିକୋଣେ ,ଦ୍ଵିତୀୟା ର ଏକୋଦିଷ୍ଟ ଓ ତୃତୀୟା ପାର୍ବଣଶ୍ରାଦ୍ଧ ,ବୃଷରାଶିର ଘାତଚନ୍ଦ୍ର ,ତୁଳା ଓ କୁମ୍ଭରାଶିର ଘାତବାର ,ମୃତେ ଦ୍ଵୀପାଦଦୋଷ ଓ ଦିବା ଘ୦୬/୫୫ଗତେ ଘ୧୨/୧୬ମଧ୍ୟେ ଏକପାଦ ପୁଷ୍କରଦୋଷ ,କାଳବେଳା ଓ ବାରବେଳା – ଦିବା ଘ୦୨/୪୮ଗତେ ଘ୦୫/୫୩ ମଧ୍ୟେ ,ବିଶୁଦ୍ଧ ଅମୃତବେଳା- ଦିବା […]

ଏଥର କଟକ ବାଲିଯାତ୍ରା ୮ ଦିନ ଚାଲିବ

କଟକ,୪ା୯(ଏସଏସନିଉଜ)ଆସନ୍ତା ନଭେମ୍ବର ୧୫ରୁ ମହାନଦୀପଠାରେ ଐତିହାସିକ ବାଲିଯାତ୍ରା ଆରମ୍ଭ ହୋଇ ନଭେମ୍ବର ୨୨ ତାରିଖ ପର୍ୟ୍ୟନ୍ତ ଏହି ଯାତ୍ରା ଚାଲିବ ।ଏଥିନେଇ କଟକ ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ ଗଣମାଧ୍ୟମକୁ ବୁଧବାର ସୂଚନା ଦେଇଛନ୍ତିାସେ କହିଛନ୍ତି, ଏଥର ବହୁ ସଂଖ୍ୟାରେ ବ୍ୟବସାୟୀଙ୍କୁ ବ୍ୟବସାୟ ସୁଯୋଗ ମିଳିବ। ବାଲିଯାତ୍ରାକୁ ଆକର୍ଷଣୀୟ କରିବାକୁ ସବୁ ପ୍ରକାର ପ୍ରସ୍ତୁତି କରାଯିବ।

ନୂଆଖାଇ ପାଇଁ ସୋମବାର ଛୁଟି

ଭୁବନେଶ୍ବର, , ୪ା୯(ଏସଏସନିଉଜ) ପଶ୍ଚିମ ଓଡ଼ିଶାର ଲୋକପ୍ରିୟ ଗଣପର୍ବ ନୂଆଖାଇ ତିନି ଦିନ ପରେ ପାଳନ ହେବ। ଆଜି ସରକାର ଘୋଷଣା କରିଛନ୍ତି ଯେ, ଆସନ୍ତା ୯ ତାରିଖ ସୋମବାର ସମସ୍ତ ସରକାରୀ, ଅନୁଦାନପ୍ରାପ୍ତ ଓ ବେସରକାରୀ ସ୍କୁଲ ଛୁଟି ରହିବ। ସ୍କୁଲ ଛୁଟି ନେଇ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜିର ରାଶିଫଳ

ସେପ୍ଟେମ୍ବରମାସ ୦୩ତାରିଖ ୨୦୨୪ମସିହା(ମଙ୍ଗଳବାର)ଭାଦ୍ରବ ମାସ- କୃଷ୍ଣପକ୍ଷ ,ତିଥି- ଅମାବାସ୍ୟା ଦିବା ଘ୦୭/୨୮ଗତେ ପ୍ରତିପଦ ,ନକ୍ଷତ୍ର- ପୂର୍ବା ଫା ଶେଷରାତ୍ରି ଘ୦୫/୩୨ ଗତେ ଉତ୍ତରା ଫା ,ସୁର୍ୟୋଦୟ-ପ୍ରାତଃ ଘ୦୫/୩୫/୫୫ ,ସୂର୍ୟ୍ୟାସ୍ତ -ସନ୍ଧ୍ୟା ଘ୦୫/୫୭/୫୨ ,ଯୋଗିନୀ ଐଶାନ୍ୟେ ଦିବା ଘ୦୭/୨୮ଗତେ ପୂର୍ବେ ,ପ୍ରତିପଦ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ,କର୍କଟ ଓ ମକର ରାଶିର ଘାତ ଚନ୍ଦ୍ର ,ମକର ରାଶି ର ଘାତବାର ,ମୃତେ ଏକପାଦ ପୁଷ୍କର ଦୋଷ ,କାଳବେଳା -ଦିବା ଘ୦୧/୨୭ ଗତେ ଘ୦୨/୫୦ ମଧ୍ୟେ ,ବାରବେଳା […]

ଆଶିର୍ବାଦ ଓ ଶୁଭକାମନା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୩୧/୮(ଏସଏସନିଉଜ )ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ପର୍ବତାରୋହୀ ଲିପିକା ସେଠ୍ ଆଜି ଓଡ଼ିଶା ବିଧାନସଭା ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ତାଙ୍କର ଆଗାମୀ ପର୍ବତାରୋହଣ ଅଭିଯାନ ପାଇଁ ଆଶୀର୍ବାଦ ଗ୍ରହଣ କରିଛନ୍ତି। ଆଗାମୀ ସେପ୍ଟେମ୍ବର ୨୦ ତାରିଖରେ ସେ ଅଷ୍ଟ୍ରେଲିଆ ମହାଦେଶ ର ଉଚ୍ଚତମ ଶୃଙ୍ଗ ମାଉଣ୍ଟ କୋଜିଓସ୍କୋ ଆରୋହଣ ପାଇଁ ଅଭିଯାନ ଆରମ୍ଭ କରୁଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଲିପିକାଙ୍କୁ ଫୁଲତୋଡା ଦେଇ ଶୁଭେଚ୍ଛା ଜଣାଇବା ସହିତ ସଫଳ ଆରୋହଣ ପାଇଁ ଆଶୀର୍ବାଦ […]

ପିଏମ୍- ଉଷା ଶୁଭାରମ୍ଭ

ଭୁବନେଶ୍ବର,୩୧/୮(ଏସଏସନିଉଜ)ରାଜ୍ୟରେ ପ୍ରଧାନମନ୍ତ୍ରୀ ଉଚ୍ଚତର ଶିକ୍ଷାଅଭିଯାନ (ପିଏମ୍- ଉଷା) ଶୁଭାରମ୍ଭ ହୋଇଛି।କୃଷି ଭବନରେ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।ପିଏମ୍ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ MOU ହୋଇଛି।ଉଚ୍ଚଶିକ୍ଷାରେ ଗୁଣାତ୍ମକ ମାନ ବୃଦ୍ଧି କରିବ ‘ପିଏମ୍ । ପାଠ୍ୟକ୍ରମ ପ୍ରସ୍ତୁତି ଓ ଶିକ୍ଷକଙ୍କ ତାଲିମ୍‌କୁ ଗୁରୁତ୍ବ ଦିଆଯିବ।ଦକ୍ଷତା ବିକାଶ, ଚାକିରି କ୍ଷେତ୍ରରେ ସହାୟକ ହେବ।

୪ର୍ଥ ଥରପାଇଁ ମା ହେଲା ବିଜଲି

ବାରଙ୍ଗ,୨୯/୮(ଏସଏସନିଉଜ)ନନ୍ଦନକାନନର ଅନ୍ୟତମ ଆକର୍ଷଣୀୟ ସିଂହୀବିଜଲି ଗୁରୁବାର ଦିନ ୫ଛୁଆଙ୍କୁ ଜନ୍ମ ଦେଇଛି।୨୦୨୦ ମସିହାରେ ବିଜଲିକୁ ଇନ୍ଦୋର ପ୍ରାଣୀଉଦ୍ୟାନରୁ ନନ୍ଦନ କାନନକୁ ଅଣାଯାଇଥିଲା ।୯ବର୍ଷ ବୟସ୍କା ବିଜଲି ଚତୁର୍ଥ ଥରପାଇଁ ମା ହୋଇଛି।ଏଥର ସିଂହ ସମ୍ରାଟ ସହ ମିଶି ୪ର୍ଥ ଥରପାଇଁ ମା ହେବାର ଷୌଭାଗ୍ୟ ଅର୍ଜ୍ଜନ କରିଛି ବିଜଲି। ବିଜଲିର ଜନ୍ମ ବୃତାନ୍ତ ସହ ଏବେକାର ସ୍ଥିତିକୁ ଶିଶିକ୍ୟାମେରା ମାଧ୍ୟମରେ ଅନୁଧ୍ୟାନ କରାଯାଉଛି ଓ ତାର ଗତିବିଧି ଉପରେ ତୀକ୍ଷଣ ନଜର ରଖିଛି ନନ୍ଦନକାନନ।ମାଆ ଛୁଆମାନଙ୍କର ଯତ୍ନ […]

ଆଜିର ରାଶିଫଳ

ଅଗଷ୍ଟମାସ ୨୯ତାରିଖ ୨୦୨୪ ମସିହା(ଗୁରୁବାର) ଭାଦ୍ରବମାସ- କୃଷ୍ଣପକ୍ଷ,ତିଥି-ଏକାଦଶୀ ରାତ୍ରିଘ ୦୧/୪୮ଗତେ ଦ୍ୱାଦଶୀ,ନକ୍ଷତ୍ର- ଆର୍ଦ୍ରା ଦିବା ଘ୦୫/୩୩ ଗତେ ପୁନର୍ବସୁ,ସୁର୍ୟୋଦୟ-ପ୍ରାତଃ ଘ୦୫/୩୪/୪୫,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୦୧ /୫୨,ଯୋଗିନୀ ଅଗ୍ନିକୋଣେ ରାତ୍ରି ଘ ୦୧/୪୮ ଗତେ ନୈରୁତେ,ଏକାଦଶୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ, ତୁଳା ଓ କୁମ୍ଭରାଶିର ଘାତବାର,କନ୍ୟାରାଶିର ଘାତଚନ୍ଦ୍ର,କାଳବେଳା ଓ ବାରବେଳା – ଦିବା ଘ୦୨/୫୨ଗତେ ଘ୦୫/୫୮ମଧ୍ୟେ,ମୃତେ ଦିବା ଘ୦୫/୩୩ ଗତେ ଏକ ପାଦ ଓ ରାତ୍ରି ଘ ୦୧/୪୮ ଗତେ ଦ୍ଵିପାଦ ପୁଷ୍କର ଦୋଷ,ବିଶୁଦ୍ଧ ଅମୃତ ବେଳା-ରାତ୍ରି ଘ୦୧/୧୦ଗତେ ଘ୦୩/୩୫ମଧ୍ୟେ,ବିଶୁଦ୍ଧ […]